Balasore Medical College
ଗୋଟିଏ ପଟେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବାର ସ୍ବପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। ଆର ପଟେ ଭଗବାନ ଭରସାରେ ଚାଲିଛି ରୋଗୀସେବା। ସରକାରୀ ଡାକ୍ତରଖାନା ଗୁଡ଼ିକରେ ମୌଳିକ ସୁବିଧା ଅଭାବରୁ ହୀନସ୍ତା ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଡାକ୍ତର ଅଭାବରୁ ଚିକିତ୍ସା ନପାଇ ରୋଗୀ କଲବଲ ହେବା ତ ଦେହସୁହା ହୋଇଗଲାଣି। ସେଦିଗ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉଛନ୍ତି କି ନାହିଁ, ତାହା ଭଗବାନଙ୍କୁ ଜଣା। ହେଲେ ମେଡ଼ିକାଲ ଗୁଡ଼ିକର ଅବ୍ୟବସ୍ଥା କହିଦେଉଛି, ଚିକିତ୍ସା ସେବା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତା କେତେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)