• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Locals suffer due to poor road connectivity in Balasore
ଏ ବାଟରେ ଚାଲୁ ଚାଲୁ...ପାଦ ଖସେ, ଗୋଡ଼ ଭାଙ୍ଗେ

ଓଡ଼ିଶାର କୌଣସି ଦୁର୍ଗମ ଅଞ୍ଚଳ ନୁହେଁ ବରଂ ବାଲେଶ୍ୱର ଭଳି ଏକ ଅଗ୍ରଣୀ ଜିଲ୍ଲାର ସଦର ମହକୁମାଠାରୁ ମାତ୍ର 20 କିଲୋମିଟର ଦୂରରେ ଥିବା ଏହି ଗାଁକୁ ଯିବାକୁ ରାସ୍ତା ନାହିଁ...

  • Wednesday, 19 July 2023
Odisha’s mountain man from Rayagada carves canal to bring water to village
ସରକାର ଶୁଣିଲେନି...ପାହାଡ଼ କାଟି କେନାଲ ଖୋଳି ଗାଁକୁ ଆଣିଲେ ପାଣି

ସରକାରଙ୍କୁ ଗୁହାରି ନେହୁରା ହୋଇ ବିଫଳ ହେବା ପରେ ପାହାଡ଼ ଉପରେ ପଥର କାଟି କେନାଲ ଖୋଳି କ୍ଷେତରେ ପାଣି ଚଳାଇଲେ ଗାଁ ଲୋକ ...

  • Wednesday, 19 July 2023
Kendrapara collector relishes fried papad
ପାମ୍ପଡ଼ ଖାଇଲେ, ମଉସାଙ୍କ ଦୁଃଖ ବୁଝିଲେ...

ବୁଢ଼ା ମଉସାଙ୍କ ପାଖରୁ ପାମ୍ପଡ଼ ଖାଇଲେ ସାଇକେଲ୍ ଦେବେ କହିଲେ କଲେକ୍ଟର

  • Wednesday, 19 July 2023
Locals throng Deomali hills to enjoy monsoon
ମେଘ ସୁନ୍ଦରୀ ଦେଓମାଳିକୁ ଦେଉଛି ଚୁମ୍ବନ, ପ୍ରକୃତିର ଅପରୂପ ଶୋଭା

ମେଘ ସୁନ୍ଦରୀ ଦେଓମାଳିକୁ ଦେଉଛି ଚୁମ୍ବନ । ପ୍ରକୃତିର ଅପରୂପ ଶୋଭା ଦେଖି ବିମୋହିତ ପର୍ଯ୍ୟଟକ....

  • Wednesday, 19 July 2023
ବ୍ରିଜ୍ ଦବିଗଲା, ଗୁମର ଖୋଲିଦେଲେ ଏଇ ଯୁବକ
ବ୍ରିଜ୍ ଦବିଗଲା, ଗୁମର ଖୋଲିଦେଲେ ଏଇ ଯୁବକ

ବ୍ରିଜ୍ ତିଆରି ହେଲା ବେଳେ ମୁଁ କାମ କରୁଥିଲି । ମୁଁ ଜାଣିଛି, ତିଆରି ହେଲା ବେଳେ କେଉଁଠି ରହିଛି ଭୁଲ୍ । କିଏ କିଏ ଅଫିସର ସେତେବେଳେ ଥିଲେ ? ଜିଲ୍ଲାର କିଛି ବଡବଡିଆଙ୍କ ସହ ସେମାନଙ୍କର ରହିଛି ସଂପର୍କ । ଏହା କହିଛନ୍ତି ଏଇ ଯୁବକ

  • Tuesday, 18 July 2023
Congress MLA Suresh Routray
ସମୁଦ୍ର ଭଳିଆ ଦଳ କେତେ ଯିବେ କେତେ ଆସିବେ, କହିଲେ ସୁରେଶ ରାଉତରାୟ

ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମଙ୍କୁ ଦଳରୁ ସସପେଣ୍ଡ କରାଯିବା ପରେ ଏମିତି ପ୍ରତିକ୍ରିୟା ରଖିଲେ ବିଧାୟକ ସୁରେଶ ରାଉତରାୟ । କହିଲେ, କେତେ ଯିବେ କେତେ ଆସିବେ । ଧୈର୍ଯ୍ୟ ଧର ।

  • Tuesday, 18 July 2023
 PM Modi
ଏବେଠୁ ସମସ୍ତଙ୍କର ବିକାଶ ହେବ

ଦିନ ଥିଲା କେବଳ ବଡ ସହରରେ ହିଁ ବିକାଶ ହେଉଥିଲା । କିନ୍ତୁ କିଛି ବ୍ୟକ୍ତିଙ୍କ ସ୍ୱାର୍ଥ ଲାଗି ବିକାଶରେ ଅନେକ ବାଧକ ସୃଷ୍ଟି ହେଉଥିଲା । କିନ୍ତୁ ଏବେ ସେମିତି ହେବନି : ପ୍ରଧାନମନ୍ତ୍ରୀ

  • Tuesday, 18 July 2023
Narasingha Mishra
ଯେଉଁ ଦଳ କେନ୍ଦ୍ରରେ ଶାସନ କରୁଛି ସେହି ଦଳ ଗଣତନ୍ତ୍ର ଉପରେ ବିଶ୍ୱାସ କରେନି

ଗଣତନ୍ତ୍ର ସୁରକ୍ଷା ପାଇଁ ସମସ୍ତେ ମିଳିତ ଉଦ୍ୟମ କରିବେ । ଯେଉଁ ଦଳ କେନ୍ଦ୍ରରେ ଶାସନ କରୁଛି ସେହି ଦଳ ଗଣତନ୍ତ୍ର ଉପରେ ବିଶ୍ୱାସ କରେନି...ସରକାର ପରିବର୍ତ୍ତନ ହେବା ଦରକାର : ନରସିଂହ ମିଶ୍ର, କଂଗ୍ରେସ ବିଧାୟକ

  • Tuesday, 18 July 2023
ଟଙ୍କା ନେଉଛ ସୁରକ୍ଷା ଦେଉନ?
ଟଙ୍କା ନେଉଛ ସୁରକ୍ଷା ଦେଉନ?

ଜଗନ୍ନାଥଙ୍କ କୃପାରୁ ବସ୍‌ ବଞ୍ଚିଗଲା । ଯଦି କିଛି ହୋଇଥାଆନ୍ତି ତାହାଲେ ଦାୟୀ କିଏ ହୋଇଥାଆନ୍ତା? କୋଟି କୋଟି ଟଙ୍କା ଟୋଲ୍‌ ନେଉଛି ରାସ୍ତା ଦେଖିବ କିଏ : ବସ ମାଲିକ

  • Tuesday, 18 July 2023
Odisha BJP
ନିର୍ବାଚନ ଲାଗି ହୋଇଥିଲା କି ଆମ ଗାଁ ଆମ ବିକାଶ ଯୋଜନା?

ନିର୍ବାଚନ ଲାଗି ହୋଇଥିଲା କି ଆମ ଗାଁ ଆମ ବିକାଶ ଯୋଜନା? ଏବେ କାହିଁକି ବନ୍ଦ ହେଲା ? ଏବେ ପୁଣି ନୂଆ ଫର୍ମଟା...ନିର୍ବାଚନ ପାଖେଇ ଆସୁଛି ବୋଲି? ତେଜେସ୍ୱର ପରିଡା, ବିଜେପି ନେତା

  • Tuesday, 18 July 2023
 Banakalagi’ rituals
କାଳିଆ ସାଆନ୍ତଙ୍କ ଶ୍ରୀମୁଖ ଶିଂଗାର ପାଇଁ ମିଳୁନି ସୁଗନ୍ଧ କସ୍ତୁରୀ

ବଜାରରେ ମିଳୁଥିବା ରଙ୍ଗମିଶା ନକଲି ପଦାର୍ଥକୁ କୁଆଡ଼େ ମହାପ୍ରଭୁଙ୍କ ସେବାରେ ବ୍ୟବହାର କରାଯାଉଥିବା ରୋକଠୋକ୍ ଅଭିଯୋଗ ଆଣିଛନ୍ତି ସେବାରେ ନିୟୋଜିତ ସେବକ।

  • Tuesday, 18 July 2023
BJD, Odisha Politics
ସେଣ୍ଟର ପଲିଟିକ୍ସରେ ନୂଆ ସମୀକରଣ, ହେଲେ ଜୟରାମଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି...

କେନ୍ଦ୍ରରେ ବିଜେପି ସାଙ୍ଗେ ସାଲିସ୍ ଓ ରାଜ୍ୟରେ ବିଜେଡିର ନିଶାନା ଫଣ୍ଡାକୁ କଂଗ୍ରେସର ସମାଲୋଚନା...ମନମୋହନ କହିଲେ ନବୀନଙ୍କୁ ପଚାର କଣ ରହିଛି ବାଧ୍ୟବାଧ୍ୟକତା...

  • Tuesday, 18 July 2023
‘Chaddi-Banian gang’
କମିଶନରେଟ୍ ପୋଲିସ ପଞ୍ଝାରେ ଚଡ଼ି-ଗେଞ୍ଜି ପିନ୍ଧା ଲୁଟେରା ଗ୍ୟାଙ୍ଗ...

ଦିନରେ ରେକି ତ ରାତିରେ ଅଜବ ବେଶରେ ଘରେ ପଶି କରୁଥିଲେ ଲୁଟ୍ ପାଟ୍...ସିସିଟିଭିରେ କଏଦ ଭିଜୁଆଲ, ରାଜଧାନୀର ପ୍ରାୟ ସବୁ ଥାନାରେ ଅଛି ୧୬ରୁ ଅଧିକ ମାମଲା...

  • Tuesday, 18 July 2023
Bridge collapse
ଯାଜପୁର କୁଆଖିଆରେ ଟଳିଗଲା ବଡ଼ ଦୁର୍ଘଟଣା

ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ଆଜି ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ୧୬ ନମ୍ବର ଜାତୀୟ ରାଜପଥରେ ହଠାତ୍ ଧସିଯାଇଛି କୋଲକାତା-ଚେନ୍ନାଇ ରାସ୍ତାରେ ମାତ୍ର ୧୫ବର୍ଷ ତଳେ ନିର୍ମିତ ସ୍ଥାୟୀ ପୋଲ । ନିର୍ମାଣରେ ତ୍ରୁଟି ପାଇଁ ଏଭଳି ଅଘଟଣ ଘଟିଥିବା NHAI ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱୀକାର କରିଥିବାବେଳେ ଏକ୍ସପର୍ଟ କମିଟି ଏହାର କାରଣ ଖୋଜିବ ବୋଲି କହିଛନ୍ତି।

  • Tuesday, 18 July 2023
Politics- I.N.D.I.A Vs NDA
୨୪ରେ ହେବ NDA ବନାମ୍ I.N.D.I.A ଲଢ଼େଇ

ୟୁପିଏ ବନିଲା ଇଣ୍ଡିଆ। ୨୬ ମିଳିତ ବିରୋଧୀଙ୍କ ବେଙ୍ଗଳୁରୁ ବୈଠକରେ ମେଣ୍ଟର ନୂଆ ନାଁ ରଖାଯାଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ। ୨୪ ନିର୍ବାଚନରେ ବିରୋଧୀଙ୍କ ପିଏମ୍ ଚେହେରା କିଏ ହେବ, ସେ ନେଇ ଏହି ବୈଠକରେ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ, କଂଗ୍ରେସ ପ୍ରଧାନମନ୍ତ୍ରୀ ଆସନ ପାଇଁ ଆଗ୍ରହୀ ନୁହେଁ ବୋଲି କାଳେ ସ୍ପଷ୍ଟ କରିଛନ୍ତି ସଭାପତି ଖାଡ଼ଗେ। ଅନ୍ୟପକ୍ଷରେ ୩୮ ସହଯୋଗୀଙ୍କୁ ନେଇ ଦିଲ୍ଲୀରେ ଏନ୍ଡିଏର ଶକ୍ତି ପ୍ରଦର୍ଶନ, ନବଗଠିତ ବିରୋଧୀ ମେଣ୍ଟକୁ କଡ଼ା ସନ୍ଦେଶ ଦେଇଛି।...

  • Tuesday, 18 July 2023
Seema from Pakistan
ସୀମା ଓ ସଚିନଙ୍କୁ ଧରି ପଚରାଉଚରା କରୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍

ସୁଦୂର ପାକିସ୍ତାନରୁ ଖସିଆସି ଭାରତରେ ବେଆଇନ ଏଣ୍ଟ୍ରି। ବିବାହିତା ହିନ୍ଦୁ ନାରୀ ଭଳି ମଥାରେ ପିନ୍ଧିଛନ୍ତି ସିନ୍ଦୁର। କେତେବେଳେ ମୁହଁରେ ରାମ ନାମ ଗାନ କରୁଛନ୍ତି ତ ପୁଣି କେତେବେଳେ ତୁଳସୀ ଚଉଁରା ମୂଳେ ପାଣି ଦେଉଛନ୍ତି।

  • Tuesday, 18 July 2023
Poor Odisha
ରାଜ୍ୟରେ ଗରିବଙ୍କ ସଂଖ୍ୟା କମୁଥିବା ବେଳେ କାହିଁକି ଦରିଦ୍ର ରାଜ୍ୟ ତାଲିକାରେ ଉପରମୁହାଁ?

ରାଜ୍ୟରେ ଦରିଦ୍ରଙ୍କ ସଂଖ୍ୟା କମିଛି, ହେଲେ ଗରିବ ରାଜ୍ୟ ତାଲିକାରେ ଆଉ ଟିକେ ତଳକୁ ଖସିଛି ଓଡ଼ିଶା। ଏକଥା ଆମେ କହୁନୁ, କହୁଛି ନୀତି ଆୟୋଗର ସଦ୍ୟତମ ବହୁମୂଖୀ ଦାରିଦ୍ର୍ୟ ସୂଚକାଙ୍କ।

  • Tuesday, 18 July 2023
Govt facilities still a distant dream for these villagers in Rayagada
ସରକାରୀ ଯୋଜନାର ଲାଭ ଅବହେଳିତ ଆଦିବାସୀଙ୍କୁ କେବେ ମିଳିବ?

ପ୍ରତିବର୍ଷ ଉପାନ୍ତ ଅଞ୍ଚଳର ବିକାଶ ନିମନ୍ତେ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଯୋଜନାର ଲାଭ କିନ୍ତୁ ମିଳୁନି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳବାସୀଙ୍କୁ। ଏବେ ସରକାର କହିବେ କି, ଏତେ ଦୁଃଖ ଆଉ କେତେ ଦିନ?

  • Tuesday, 18 July 2023
Keunjhar 5TSchool
ରଙ୍ଗ ରୂପ ଚକାଚକ; ହେଲେ 5T ସ୍କୁଲରେ ସାର୍ ନାହାନ୍ତି

କେନ୍ଦୁଝରର ଇଏ ବୋଧେ ବିଶ୍ୱସ୍ତରୀୟ ସ୍କୁଲ । ବ୍ୟବସ୍ଥାକୁ ଉପହାସ କରୁଛି କଲେଜରୋଡ୍ ହାଇସ୍କୁଲ । ରୂପାନ୍ତରିତ ହୋଇଛି ସତ ହେଲେ ସାର୍ ନାହାନ୍ତି । ଜଣେ ମାତ୍ର ହିନ୍ଦୀ ଶିକ୍ଷକ ହାଣ୍ଡିଶାଳରୁ ହଂକଂ ଯାଏ ପିଲାଙ୍କୁ ପଢାଉଛନ୍ତି ପାଠ...

  • Tuesday, 18 July 2023
Teddy bear solves minor girl’s murder case in Bolangir
ବ୍ରେକ୍‌ଅପ୍‌ ପାଇଁ ରାଗିଗଲା ବୟଫ୍ରେଣ୍ଡ: କଣ୍ଢେଇ ଖୋଲିଲା ହତ୍ୟା ରହସ୍ୟ

ବଲାଙ୍ଗିର ଛାତ୍ରୀ ହତ୍ୟା ମାମଲାର ପର୍ଦ୍ଦାଫାଶ୍‌ । ବ୍ରେକ୍‌ଅପ୍‌ ପାଇଁ ରାଗିଯାଇଥିଲା ପ୍ରେମିକ...ପ୍ରଥମେ ପ୍ରେମିକାଙ୍କ ମୁଣ୍ଡକୁ କାନ୍ଥରେ ବାଡେଇଲା, ପରେ ଧାରୁଆ ଅସ୍ତ୍ରରେ କାଟିଲା । ହେଲେ କଣ୍ଢେଇ ଧରାଇଦେଲା କିଲର କିଏ ? ଦେଖନ୍ତୁ କଣ ଥିଲା ପୂରା ଘଟଣା

  • Tuesday, 18 July 2023
Odisha farmer grows world's costliest Miyazaki mango, earns good profit
ଲକ୍ଷେ ଟଙ୍କିଆ ଆମ୍ବ ଫଳାଉଛନ୍ତି ଜୁନାଗଡ଼ର ଶିକ୍ଷକ ରକ୍ଷାକର

ଶିକ୍ଷକଙ୍କ ଅଜବ ନିଶା । ପରିବେଶ ସନ୍ତୁଳନ ପାଇଁ ବାଡ଼ିରେ ଲଗାଇଛନ୍ତି ଶହ ଶହ ଗଛ । ଏବେ ଜାପାନୀ ମିଆକାଜି ଆମ୍ଭ ଫଳାଇ ଚର୍ଚ୍ଚାରେ ଶିକ୍ଷକ ରକ୍ଷାକର...

  • Tuesday, 18 July 2023
Lord Patitapabana
କେ କି ଦେଲା ଅବା ମୁଁ ଅବା ନ ଦେବା ଘେନି ଏତେ ସରି ହେଲି ହେ ମହାପ୍ରଭୁ

କେ କି ଦେଲା ଅବା ମୁଁ ଅବା ନ ଦେବା ଘେନି ଏତେ ସରି ହେଲି ହେ ମହାପ୍ରଭୁ

  • Tuesday, 18 July 2023
Delay in construction of Biju setu irks locals in Odisha’s Pipili
ତିନି ବର୍ଷ ହେଲାଣି କାମ ଚାଲିଛି ଯେ ଚାଲିଛି କେବେ ସରିବ ଜଣା ନାହିଁ

ଥରେ ଆସିଲେ ୮ ଦିନ ଗାଏବ । ଥରେ କାମ କଲେ ମାସେ ଯାଏ କାମ୍ ଶୂନ । ଏମିତି ହେଲେ କେମିତି ହେବ ?

  • Tuesday, 18 July 2023
Student Protest
ଆନ୍ଦୋଳନ ବେଳେ ବେହୋସ ହୋଇଗଲେ ଛାତ୍ରୀ, ସ୍କୁଲ୍‌ ମିଶ୍ରଣ ନିଷ୍ପତ୍ତିକୁ ବିରୋଧ କରୁଥିଲେ...

ବିଇଓଙ୍କୁ ଘେରିଲେ ଛାତ୍ରୀ। ଶେଷରେ ଜବାବ ଦେଇ ନପାରି ଫେରିଗଲେ ବିଇଓ। ସ୍କୁଲ୍‌ ମିଶ୍ରଣକୁ ବିରୋଧ କରି ସ୍କୁଲ୍‌ ଆଗରେ ଧାରଣା ଦେଇଛନ୍ତି ୟୁନିଟ୍ ୯ ବାଳିକା ହାଇସ୍କୁଲ୍‌ ଛାତ୍ରୀ। ଆନ୍ଦୋଳନରତ ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବାକୁ ଭୁବନେଶ୍ୱର ବିଇଓ ପ୍ରଜ୍ଞା ପରମିତା ଜେନା ଆସିଥିଲେ। ଏହି ସମୟରେ ‘ଆମ ସ୍କୁଲ୍‌ ଅନ୍ୟ କାହା ସହ ମିଶ୍ରଣ ହେବ ନାହିଁ’ ବୋଲି ନାରା ଦେଇଥିଲେ ଛାତ୍ରୀ।

  • Monday, 17 July 2023
Congress
ମୁହଁ ଖୋଲିଲେ ଚିରଞ୍ଜୀବ; କହିଲେ, ମୋ ରକ୍ତରେ ବେଇମାନି ନାହିଁ

କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ କଂଗ୍ରେସରୁ ନିଲମ୍ବିତ ଚିରଞ୍ଜୀବ ବିଶ୍ୱାଳ । ଚିରଞ୍ଜୀବ ଆଜି ପ୍ରେସମିଟ୍‌ କରି ନିଲମ୍ବନକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ‘ମୁଁ କଂଗ୍ରେସ ପରିବାରରୁ ଆସିଛି । ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା । ମୋ ରକ୍ତରେ ବେଇମାନି ନାହିଁ । କଂଗ୍ରେସ ଦଳ ପଛରେ ଛୁରାମାଡ଼ କରିବା । କଂଗ୍ରେସ ପାଇଁ ଆଣ୍ଟି ପାର୍ଟି କରିବା ଏହା ମୁଁ କେବେ ଚିନ୍ତା କରିନାହିଁ । କି ଏଭଳି କଥା ମୁଁ କେବେ ସ୍ୱପ୍ନରେ ଭାବିନାହିଁ ।’

  • Monday, 17 July 2023