• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Wooden toy makers seek govt help in Badamba
ସଫଳ କାରିଗର, ଏବେ ସରକାରୀ ସୁବିଧାରୁ ବଞ୍ଚିତ

ହଜି ଯାଉଥିବା କଳାକୁ ବଞ୍ଚାଇ ରଖିବା ସହ ହୋଇପାରିଛନ୍ତି ଜଣେ ସଫଳ କାରିଗର। କାଠ ମୂର୍ତ୍ତି ତିଆରି କରୁଥିଲେ ହେଁ ସରକାରୀ ସୁବିଧାରୁ ବଞ୍ଚିତ ଶିଳ୍ପୀ ପରିବାର ।

  • Monday, 04 September 2023
Rakshabandhan celebrated with cows in Odisha’s Pattamundai
ନିଆରା ରକ୍ଷା ବନ୍ଧନ...ଗୋମାତାଙ୍କ ସହ

ଦୁର୍ଘଟଣା ପରେ କାହାର ଗୋଡ଼ କଟିଯାଇଛି ତ କିଏ ଜନ୍ମରୁ ଦିବ୍ୟାଙ୍ଗ । ତଥାପି ଏଠାରେ ଗୋମାତାଙ୍କୁ ଶ୍ରଦ୍ଧା ପୂର୍ବକ କରାଯାଉଛି ରକ୍ଷାବନ୍ଧନ । ଆଉ ଗୋଶାଳାରେ ଥିବା ଜୀବଙ୍କୁ ଦିଆଯାଉଛି ଖାଦ୍ୟ ।

  • Monday, 04 September 2023
Surya Narayan Patro
ଗଞ୍ଜାମରେ ନେତୃତ୍ବ ସଂକଟରେ ବିଜେଡି

ଛାତ୍ର ରାଜନୀତିରୁ କାଉନସିଲର..ସାତସାତ ଥରର ବିଧାୟକ । ପୂରା ଦକ୍ଷିଣ ଓଡ଼ିଶାରେ ଥିଲା ତାଙ୍କର ଦବଦବା..ଅବର୍ତ୍ତମାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନେତା ଓ ସମର୍ଥକ

  • Sunday, 03 September 2023
Surya Narayan Patro
ବର୍ଷିୟାନ୍‌ ନେତା; କାନ୍ଦବୋବାଳିରେ ଫାଟି ପଡିଲା ପୂରା ଦିଗପହଣ୍ଡି

ବର୍ଷିୟାନ୍‌ ନେତା । କାନ୍ଦବୋବାଳିରେ ଫାଟି ପଡିଲା ପୂରା ଦିଗପହଣ୍ଡି । ସୂର୍ଯ୍ୟଙ୍କ ଅନ୍ତିମ ବିଦାୟ ଦେଖିବାକୁ ଉପସ୍ଥିତ ଥିଲେ ଶହଶହ ଲୋକ

  • Sunday, 03 September 2023
Lightning Death
ଘନଘନ ବଜ୍ରପାତ, କାଲି ରାଜ୍ୟରେ ୧୨ ଜଣଙ୍କ ମୃତ୍ୟୁ

ବଢ଼ୁଛି ବଜ୍ର ବିପତ୍ତି । ଯାଉଛି ଜୀବନ । ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, କେବଳ ଗତକାଲି ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ୬୨ ହଜାର ୩୫୦ ଥର ବିଜୁଳି ମାରିଛି ।

  • Sunday, 03 September 2023
Duplicate Notes
ଏ ନୋଟ୍‌ ଦେଖିଲେ ହୋସ୍‌ ଉଡିଯିବ; ଥାକ ମରାଯାଇଛି ଖାଲି ୫ ଟଙ୍କିଆ ନୋଟ୍‌

ଏ ନୋଟ୍‌ ଦେଖିଲେ ହୋସ୍‌ ଉଡିଯିବ । ଥାକ ମରାଯାଇଛି ଖାଲି ୫ ଶହ ଟଙ୍କିଆ ନୋଟ୍‌...ଅସଲି ଦେଖାଯାଉଛି ସତ ହେଲେ ଏହା ପୂରା ନକଲି

  • Sunday, 03 September 2023
BJP
ବିଜେପିର ଟାର୍ଗେଟ୍‌; କ୍ଷମତାକୁ ଆସିବା, ଅଧିକ ଲୋକସଭା ସିଟ୍‌ ଜିତିବା

ବିଜେପିର ଟାର୍ଗେଟ୍‌ । କ୍ଷମତାକୁ ଆସିବା, ଅଧିକ ଲୋକସଭା ସିଟ୍‌ ଜିତିବା । ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବା

  • Sunday, 03 September 2023
Surya Narayan Patro
ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସତ୍କାର କରାଯାଇଛି । ସୂର୍ଯ୍ୟଙ୍କୁ ମୁଖାଗ୍ନି ଦେଲେ ପୁଅ ବିପ୍ଲବ ପାତ୍ର । କର୍ମଭୂମିରୁ ଜନ୍ମଭୂମି ଯାଏଁ ଶେଷ ଦର୍ଶନ କଲେ ଶହ ଶହ ଲୋକେ । ଲୁହ ଭିଜା ଆଖିରେ ବିଦାୟ ଦେଇଛନ୍ତି ସମର୍ଥକ ।

  • Sunday, 03 September 2023
Yojanara Na Hariloot | Rain exposes ill-constructed 5T school in Odisha’s Phiringia
ବର୍ଷା ଖୋଲିଦେଲା 5-T ସ୍କୁଲର ଅସଲ ଚିତ୍ର

ଅସରାଏ ବର୍ଷା ଖୋଲିଦେଲା 5-T ସ୍କୁଲର ଚିତ୍ର । ସ୍କୁଲ ଘରେ ଲହରୀ ମାରିଲା ବର୍ଷା ପାଣି...ମାତ୍ର ୩ ମାସରେ ସ୍କୁଲ ଅବସ୍ଥା ପୂରା ବେହାଲ

  • Sunday, 03 September 2023
Khola Katha with Gopalpur MLA Pradeep Panigrahi
୨୩ ମାର୍ଚ୍ଚ ୨୦୨୦ରେ ପ୍ରଦୀପଙ୍କୁ ପାଣ୍ଡିଆନ୍‌ କଣ କହିଥିଲେ ?

କୋର୍ଟ ଅର୍ଡର କାଟି ଏମାନେ କଣ ସମାଧି ରଖିଦେବେ ? ମୁଁ କହିଦେଲି ମୁଁ କହିଦେଲି...ମନ୍ତ୍ରୀ କଣ କହିପାରିଲେ ନାହିଁ ? ପୂର୍ବରୁ ତ ମନ୍ଦିରକୁ ଏତେ ଟଙ୍କା ଦେଉନଥିଲ ? ଏବେ କାହିଁକି ଦେଉଛ ? ଶୁଣନ୍ତୁ ଖୋଲା କଥାରେ କଣ କହୁଛନ୍ତି ଗେପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

  • Sunday, 03 September 2023
Locals seek house under Awas yojana for 2 orphan girls in Bhadrak
ବାପା-ମାଆ ଯିବା ପରେ ୨ ଭଉଣୀଙ୍କୁ ସାହା ହେବ କିଏ ?

ବାପା ନାହାନ୍ତି କି ମାଆ ନାହାନ୍ତି...କାନ୍ଥରେ ଲାଗିଥିବା ଫଟୋକୁ ଧରି ଭୋ ଭୋ କାନ୍ଦୁଛନ୍ତି ୨ ଭଉଣୀ । ଦୁଃଖ ଯେମିତି ୟାଙ୍କ ଭାଗ୍ୟରେ ଲେଖା

  • Sunday, 03 September 2023
Elderly couple in Odisha’s Soro seeks financial assistance for livelihood
‘ ଆମର କେହି ନାହାନ୍ତି, ଜଗନ୍ନାଥ ହିଁ ଆମର ସବୁକିଛି ’

ଘର ନାହିଁ କି ଦ୍ୱାର ନାହିଁ । ଛପରରୁ ଟିଣ ଉଡିଗଲାଣି...ଦୁଇ ଝିଅର ବାହାଘର ପରେ ଘରେ କେହି ନାହାନ୍ତି । ବୟସାଧିକ କାରଣରୁ ଚଲାବୁଲା କରିବା ତାଙ୍କ ପକ୍ଷରେ କଷ୍ଟ । ଏମିତି ସ୍ଥିତିରେ ଜଗନ୍ନାଥ ହିଁ ଏମାନଙ୍କ ସାଜିଛନ୍ତି ସାହାଭରସା

  • Sunday, 03 September 2023
Mystery shrouds married woman’s death in Odisha’s Balasore
ଗେହ୍ଲୁ ମୁଁ ଯାଉଛି କହି ଚିଠି ଲେଖିବା ପରେ...

ଗେହ୍ଲୁ ତୁମକୁ ସ୍ୱାମୀ ରୂପରେ ପାଇ ମୁଁ ବହୁତ ଖୁସୀ । ତୁମେ ବହୁତ ଆଗକୁ ଯାଅ...ତୁମକୁ ଛାଡିଯିବାର ଇଚ୍ଛା ହେଉନି, ହେଲେ ବି ମୁଁ ଯାଉଛି । ବାସ୍‌ ଏତିକି ଚିଠି ଲେଖିବା ପରେ ଜୀବନ ହାରିଦେଲେ ନବବଧୂ । ସେପଟେ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ । ପ୍ରକୃତରେ ଘଟଣା ଥିଲା କଣ?

  • Sunday, 03 September 2023
Lord Jagannath and Balabhadra accept Rakhi from little sister in Bhadrak
ରାକ୍ଷୀ ବନ୍ଧିବା ପରେ...କୁନି ଝିଅ ପାଖକୁ ଜଗାର ଆସିଲା ଚିଠି

ଜଗା ପାଖକୁ ରାକ୍ଷୀ ପଠେଇଥିଲା କୁନି ଝିଅ । ସାଙ୍ଗରେ ଦେଇଥିଲା ଟଙ୍କା...ମାନସିକ ପୂରଣ ହେଲା, ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧାଗଲା । ଆଉ କୁନି ଭଉଣୀ ଘରକୁ ଆସିଲା ଚିଠି । ଜଗା ରାକ୍ଷୀ ବାନ୍ଧିବା ପରେ କଣ ଲେଖିଛି ଚିଠି ଦେଖନ୍ତୁ ଏହି ଭିଡିଓ

  • Sunday, 03 September 2023
Science Vs Belief | Woman in Balasore resort to miracle to save son
ପୋଖରୀରେ ବୁଡି ମଲା ପୁଅ: ବଂଚାଇବା ଲାଗି ଠାକୁରାଣୀଙ୍କ ପାଖରେ ପୂଜା କରୁଛି ମାଆ

ଗାଧୋଉ ଗାଧୋଉ ପୋଖରୀରେ ବୁଡି ମରିଗଲା ପୁଅ । ଡାକ୍ତର କହିଲେ ବଞ୍ଚିବା ଅସମ୍ଭବ । ହେଲେ ବି ପରିବାର ଲୋକଙ୍କ ମନ ବୁଝିଲାନି । ଦେବୀଙ୍କ ପାଖରେ ଝୁଣା ଦେଲେ, ପୁଅକୁ ବଂଚାଇବାକୁ ଚେଷ୍ଟା କଲେ । ଗାଁରେ ଲାଗିଲା ପ୍ରବଳ ଭିଡ

  • Sunday, 03 September 2023
Meet the Odisha teacher who has planted tens of thousands of palm trees
ପେଶାରେ ଶିକ୍ଷକ: ନିଶା ଗଛ ଲଗାଇବା... ବୁଲି ବୁଲି ଲଗାଉଛନ୍ତି ତାଳଗଛ

ଇଏ ଜଣେ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ତାଙ୍କର ପେଶା...କିନ୍ତୁ ପରିବେଶ ସୁରକ୍ଷା ଦିଗରେ ସେ କାମ କରୁଛନ୍ତି । ଗାଁକୁ ଗାଁ ବୁଲୁଛନ୍ତି । ନିଜେ ତାଳଗଛ ଲଗାଇବା ସହିତ ପିଲାଙ୍କୁ ଗଛ ଲଗାଇବାର ଦେଉଛନ୍ତି ବାର୍ତ୍ତା

  • Sunday, 03 September 2023
Fruit seller teaches her children near roadside stall, video goes viral
ସିଏ ପରା ମାଆ: ଦୋକାନରେ ଫଳ ବିକୁଛନ୍ତି, ପିଲାଙ୍କୁ ପାଠ ପଢାଉଛନ୍ତି

ମାଆ ପରି କିଏ ହେବ ? ପିଲାଙ୍କ ପାଇଁ ଫଳ ଦୋକାନ କରିଛି । ସେହି ଦୋକାନରେ ବସି ବେପାର କରିବା ସହିତ ପିଲାଙ୍କୁ ପଢାଉଛି ପାଠ

  • Sunday, 03 September 2023
SolarMissionAdityaL1
ଖୋଜା ଚାଲିଛି 'ସୂର୍ଯ୍ୟ' ରହସ୍ୟ

ସୂର୍ଯ୍ୟ ସକଳ ଶକ୍ତିର ଆଧାର । ସୌରଜଗତର କେନ୍ଦ୍ରବିନ୍ଦୁ । ପ୍ରାୟ ୪୫୦ କୋଟି ବର୍ଷ ତଳୁ ଅନବରତ ଜଳୁଥିବା ଏହି ଅଗ୍ନିପିଣ୍ଡ ଏତେ ବିଶାଳ ଯେ, ଏହାଭିତରେ ରହିପାରିବ ୧୩ ଲକ୍ଷଟି ପୃଥିବୀ । ହେଲେ ଏବେ ମଧ୍ୟ ଆମକୁ ଅଜଣା ସୂର୍ଯ୍ୟର ଅନେକ ରହସ୍ୟ..

  • Saturday, 02 September 2023
Heavy Rainfall
ବୁଡ଼େଇଲା ବର୍ଷା ଥରେଇଲା ଘଡଘଡି

ଅକାଳ ଚଡ଼କରେ ଆଜି ଥରି ଉଠିଲା ରାଜ୍ୟ ରାଜଧାନୀ ଭୁବନେଶ୍ୱର ଓ କଟକ । ଅପରାହ୍ନ ୨ଟା ବେଳକୁ ପାତାଳଭେଦି ବଜ୍ରପାତରେ ଦୋହଲିଗଲା  ଦୈତନଗରୀର ଜନଜୀବନ ।

  • Saturday, 02 September 2023
5T Secretary’s helicopter visits
ଚପର୍ ବୁଲା ୬ ମାସରେ ୭୫ ଥର

ଚର୍ଚ୍ଚାରେ 5T ସଚିବଙ୍କ ଚପର ବୁଲା । ସରକାରୀ ଗସ୍ତ ଆଳରେ ୬ ମାସରେ ୭୫ ଥର ଚପରରେ ଉଡ଼ିଛନ୍ତି ସଚିବ। ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି।

  • Saturday, 02 September 2023
OSSC question paper leak
ବାଲେଶ୍ୱର OSSC ପ୍ରଶ୍ନପତ୍ର ଲିକ୍ ଘଟଣାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

OSSC ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଡିଆଇଜି ରାଙ୍କର ପୋଲିସ୍ ଅଧିକାରୀ କରିବେ ତଦନ୍ତ ।

  • Saturday, 02 September 2023
School Dropout
ସରକାରଙ୍କୁ ଡ୍ରପଆଉଟ୍ ଚିନ୍ତା

ସ୍କୁଲ ଡ୍ରପଆଉଟ୍ ବି ହେବେ କୁଶଳୀ । ପାଲଟିବେ ଶିଳ୍ପକ୍ଷେତ୍ର ଲାଗି ଯୋଗ୍ୟ ମାନବସମ୍ବଳ । ରାଜ୍ୟରେ ଡ୍ରପ ଆଉଟ୍ ହାର ବଢ଼ିବା ପରେ ଏମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ ।

  • Saturday, 02 September 2023
This neem tree has unique powers which fulfills people’s dreams in Balasore
ନିମ ଗଛରେ ଅଛି ଦୈବ ଶକ୍ତି: ଯିଏ ଗଛ ଦେଖୁଛି, ମନସ୍କାମନା ପୂରଣ ହେଉଛି

ଇଏ ସାଧାରଣ ନିମ ଗଛ ନୁହେଁ । ଦୈବଶକ୍ତି ଅଛି ଏହି ଗଛରେ । ପତ୍ର ସବୁ ମିଠା ଲାଗୁଛି...ପାଖଆଖ ଗାଁରୁ ଲୋକଙ୍କ ସୁଅ ଛୁଟିଛି । ଗଛକୁ ଦେଖି ଯିଏ ଯୁଆଡେ ଗଲା, ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା ।

  • Saturday, 02 September 2023
Body of youth, who went to work as labourer, returns to village in Phulbani; family left devastated
ଭେଣ୍ଡିଆ ପୁଅର ମୃତ୍ୟୁ ଦେଖି ମୂର୍ଛା ପଡିଲା ମାଆ

ପରିବାର ମୁହଁରେ ଆହାର ଦେବାକୁ ଦାଦନ ଖଟିବାକୁ ଯାଇଥିଲା ଭେଣ୍ଡିଆ ପୁଅ । ଗାଁକୁ ଆମ୍ବୁଲାନ୍ସ ପଶିଲା, କାନ୍ଦବୋବାଳିରେ ପରିବେଶ କମ୍ପିଲା । କିଏ ଧନ ଲୋ...କିଏ ବାପାଲୋ କହି ରାହା ଛାଡି କାନ୍ଦୁଥିଲେ । ଯବାନ ପୁଅର ମୃତ୍ୟୁକୁ ଦେଖି କେଉଁ ମାଆ ବା ସମ୍ଭାଳିବ?

  • Saturday, 02 September 2023
Unable to feed food to siblings, sister seeks for help in Odisha’s Khariar
ମାଆ ଚାଲିଗଲା, ବାପା ଦାଦନ ଗଲେ...୨ କୁନି ଭାଇଭଉଣୀଙ୍କୁ ପୋଷୁଛି ବଡ ଭଉଣୀ

ଓଃ କି ଦୁଃଖ ! ମାଆ ଚାଲିଗଲା, ବାପା ଦାଦନ ଗଲେ । ଘର ନାହିଁ କି ରାସନ ନାହିଁ । ଦୁଇ କୁନି ଭାଇ-ଭଉଣୀଙ୍କୁ ମଣିଷ କରିବାକୁ ଜୀବନକୁ ବାଜିରେ ଲଗାଇ ଦେଇଛି ବଡ ଭଉଣୀ ଜେମତି । ସ୍ୱପ୍ନ ଦେଖିବା ବୟସରେ ପରିବାରର ମୁଣ୍ଡାଇଛି ବୋଝ...

  • Saturday, 02 September 2023