Train Accident
ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ମୃତକଙ୍କ ଘର ରାଉରକେଲାରେ । ସେମାନେ ହେଲେ ଅଜିତ ସାମଲ ଓ ଟି. ବିକାଶ ରାଓ । ଜଣଙ୍କର ଘର ରାଉରକେଲା ମାଲଗୋଦାମ ଅଞ୍ଚଳରେ ଓ ଅନ୍ୟ ଜଣେ ରେଲୱେ କଲୋନୀ ବାସିନ୍ଦା । ଆଜି ଓଡ଼ିଶା ସୀମାନ୍ତ ଝାଡଖଣ୍ଡର ରାଜଖରସୁଆଁରେ ଭୋର ୩ଟା ୪୫ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ମେଲ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)