ତାତିଲେ ହିନ୍ଦୁ... ହାତ ଯୋଡ଼ିଲା ବାଂଲା ସରକାର । ହିନ୍ଦୁଙ୍କ ଉପରେ ଅତ୍ୟାଚାର କରିବାକୁ ନେଇ ହାତଯୋଡ଼ି କ୍ଷମା ମାଗିଲା ।
ବାଂଲାଦେଶରେ ଜଳୁଛି ନିଆଁ... ହେଲେ ଥରହର ହେଉଛି ପୂରା ପାରାଦୀପ । ଏକାଥା ଆମେ କହୁନୁ ଏ ଦୃଶ୍ୟ ଯେମିତି ସେ ସବୁ ବୟାନ କରୁଛି । କୁହାଯାଉଛି, କାଳେ ଏକାସଙ୍ଗେ ପାରାଦୀପକୁ ବାଂଲାଦେଶର ୧୨ ଜଣ ସନ୍ଦିଗ୍ଧ ପାରାଦୀପକୁ ଅନୁପ୍ରବେଶ କରିଛନ୍ତି ।
ଏ ସମାଜ ପାଇଁ ଉଦାହରଣ ଏମାନେ... ନା ଅଛି ଲୋଭ, ନା ଅଛି ଅନ୍ୟର ଜିନିଷ ପ୍ରତି ଆଶକ୍ତି । ଏ ସଭ୍ୟ ସମାଜରେ ବୋଧ ହୁଏ ଏହି ଭଳି କେଇଟା ମଣିଷଙ୍କ ପାଇଁ ଆଜି ବି ବଞ୍ଚିଛି ମଣିଷପଣିଆ ।
ବିଧାନସଭାରେ ନୂଆ ବିଧାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମକୁ ନେଇ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକ୍ରମର ଉଦଘାଟନ ଓ ଉଦଯାପନକୁ ବିଜେଡି, ଦଳୀୟ କାର୍ଯ୍ୟକ୍ରମ ବୋଲି ଅଭିଯୋଗ କରି ଏଥିରେ ସାମିଲ ହେବ ନାହିଁ ବୋଲି କହିଛି ।
ସାଧାରଣ ନିର୍ବାଚନର ଦୁଇ ମାସ ପରେ ପୁଣି ମୈଦାନରେ ମୁହାଁମହିଁ ହେବେ ବିଜେପି-ବିଜେଡି। ପଞ୍ଚାୟତ ସମିତି ଉପନିର୍ବାଚନରେ ହେବ ବଳ କଷାକଷି। ବିଜେଡି ପାଇଁ ଅଗ୍ନି ପରୀକ୍ଷା, ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ।
ଭାଙ୍ଗିଗଲା ଭାଙ୍ଗପ୍ରେମୀଙ୍କ ହୃଦୟ । ହୋଲି ହେଉ ଅବା ଜାଗର, ଆଉ ସହଜ ହେବନି ସର୍ବସାଧାରଣରେ ଭାଙ୍ଗ ପକାଇ ମଉଜ କରିବା ।
କେବେ ସମ୍ପୂର୍ଣ୍ଣ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ? ଲୋକାର୍ପଣର ୭ ମାସ ପରେ ବି ଚାଲିଛି ନିର୍ମାଣ କାମ। ଅଧୁରା ରହିଛି ଶ୍ରୀ ସେତୁ ଓ ଶ୍ରୀଦାଣ୍ଡ।
କେଉଁ ସତ ଲୁଚାଇବାକୁ ଚେଷ୍ଟା କରିଥିଲେ ତତ୍କାଳୀନ ବିଜେଡି ସରକାର ? ଅନେକ ମର୍ଡର୍ ମିଷ୍ଟ୍ରିର ଗୁମର ଖୋଜିବାକୁ ବିଜେପି ସରକାରର ବଡ଼ ନିଷ୍ପତ୍ତି ।
ବଳଭଦ୍ର ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟର ଅଭାବନୀୟ ଘଟଣାକୁ ନେଇ ମାଳ ମାଳ ଅସମାହିତ ପ୍ରଶ୍ନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି।
R & B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତ, ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ନିର୍ମାଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ ଓ OBCC କଟକ ଡିଭିଜନର ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ଚିଠି ପରେ ଘନେଇଛି ରାଜ୍ୟ ରାଜନୀତି ।
ଅକାମୀ ହୋଇପଡିଛି ଓଡ଼ିଶା ଲୋକାୟୁକ୍ତ? ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ଅବସର ନେବାର ୫ ମାସ ପରେ ଅନ୍ୟ ୩ ସଦସ୍ୟ ମଧ୍ୟ ଅବସର ନେଇଛନ୍ତି।
ବନ୍ଧୁକ ମାଜିଲେ ମହିଳା, ପୋଲିସ ପାଇଗଲା କାରଖାନା ଠିକଣା । ଦେଖୁନାହାନ୍ତି ବନ୍ଧୁକୁ କେମିତି ରଗଡ଼ି ରଗଡ଼ି ମଜା ଚାଲିଛି ।
ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ରାସ୍ତା କଡ଼ ହେଉ କି ଡ୍ରେନ୍ ସବୁଠି ଅଳିଆ ଭର୍ତ୍ତି । ଏ ହେଉଛି ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଦୃଶ୍ୟ ।
ଏଇ କିଛି ସେକେଣ୍ଡର ହୃଦୟ ସ୍ପର୍ଶୀ ଭିଡିଓ, ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜଣେ ହେଉଛନ୍ତି ଜାଭେଲିନ ଷ୍ଟାର ନୀରଜ ଚୋପ୍ରା... ଆଉ ଜଣେ ସୁଟର ମନୁ ଭାକରଙ୍କ ମା’ ।
ହିନ୍ଦୁଙ୍କୁ ଖୋଜି ଖୋଜି ବର୍ବୋରଚିତ ଜୁଲମ କରୁଛନ୍ତି, ଯାହାର ନୂଆ ନୂଆ ଚିତ୍ର ସାମନାକୁ ଆସିବାରେ ଲାଗିଛି।
ପାକସ୍ଥଳୀ କର୍କଟରେ ପୀଡିତ ୪୨ ବର୍ଷୀୟ ବିତ୍ତିହୋତ୍ରଙ୍କ ପ୍ରବଳ ରକ୍ତସ୍ରାବ ହେଉଥିଲା।
ଦଳୀୟ ଗୋଷ୍ଠୀ କନ୍ଦଳ ଯୋଗୁଁ ଆଜି ଭବାନୀପାଟଣା ମ୍ୟୁନସିପାଲିଟି ଚେୟାରପର୍ସନ ପଦ ହରାଇଥିବା ବେଳେ ପୁରୀ ନିମାପଡା ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ଅନସ୍ଥା ପ୍ରସ୍ତାବ ।
ଓଡ଼ିଶାରେ ପ୍ରଥମ କରି ସରକାରକୁ ଆସିବା ପରେ ଆସନ୍ତା ୧୬ ତାରିଖରେ ବସିବାକୁ ଯାଉଛି ରାଜ୍ୟ ବିଜେପିର ପ୍ରଥମ କୋର କମିଟି ବୈଠକ ।
ଥିଲେ R & B ବିଭାଗର ମୁଖ୍ୟଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡରୁ ଯାହା ମିଳିଛି ତାହା ସମସ୍ତଙ୍କୁ ତାଟକା କରିଛି ।
ମାନସିକ ସିନା ସିଏ କରିଛନ୍ତି, କିନ୍ତୁ ଭୋଳାବାବା ତାଙ୍କୁ ଗୋଟିଗୋଟି କରି ବାଟ କଢ଼ାଇ ନେଉଛନ୍ତି ।
ସ୍କୁଲ କୁତ୍ରା ଉଚ୍ଚ ବିଦ୍ୟାଳୟ ପାଇଛି ନୂଆ ଜୀବନ । ଝଲସୁଛି, ହସୁଛି... ଆଉ କୁନିକୁନି ପିଲାମାନଙ୍କୁ ମଣିଷ କରି ଗଢ଼ିତୋଳିବାକୁ ଯେମିତି ହାତଠାରି ଡାକୁଛି ।
ଭୁବନେଶ୍ବର ଘରୁ ମିଳିଛି ପୁଳା ପୁଳା ସୁନା, ହୀରା ଓ ରୂପା ଗହଣା। ବିଭିନ୍ନ ଡିଜାଇନର ବହୁ ଗହଣା ସାଙ୍ଗକୁ ସୁନା ବିସ୍କୁଟ୍, ସୁନା କଏନ୍, ଭିନ୍ନ ଭିନ୍ନ ଡିଜାଇନ୍ ର ଦାମୀ ଘଣ୍ଟା ଏବଂ ବହୁ ବିଦେଶୀ ମୁଦ୍ରା ମିଳିଛି।
ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ୨୦୦୬ରେ ଚର୍ଚ୍ଚାକୁ ଆସିଥିଲେ ।ବିତ୍ତିହୋତ୍ରଙ୍କ ନାଁରେ ସେତେବେଳେ ଜଣେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା ।
ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଲମ୍ବା ଟନେଲ ବା ସୁଡ଼ଙ୍ଗ ରାସ୍ତା। ଭାରତମାଳା ପ୍ରକଳ୍ପ ଅଧିନରେ ରାୟପୁରରୁ ବିଶାଖାପାଟଣାକୁ ସିଧାସଳଖ ସଂଯୋଗ ପାଇଁ ତିଆରି ଚାଲିଥିବା ଜାତୀୟ ରାଜପଥରେ, କୋରାପୁଟ ଜିଲ୍ଲାରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଟନେଲ। ଆସନ୍ତବର୍ଷ ସୁଦ୍ଧା ଶେଷ ହେବାକୁ ଥିବା ଏ ପ୍ରକଳ୍ପ ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଖାଲି ରୋମାଞ୍ଚକର ଅନୁଭୂତି ଆଣିବନି, କୋରାପୁଟ ଓ ନବରଙ୍ଗ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ବି ମାଇଲ ଖୁଣ୍ଟ ସାଜିବ ବୋଲି କୁହାଯାଉଛି।