ପିଲା ଦି’ଟାଙ୍କୁ ଅନାଥ କରି ୪ ବର୍ଷ ତଳେ ମା’ ଚାଲିଗଲା। ମା’ ପଣତ ମଥାରୁ ଉଠିଗଲା ପରେ ବାପା ସୁଖକୁ ଭରସିଥିଲେ ଦିହେଁ। ହେଲେ ନିଷ୍ଠୁର ଦଇବ ଗଲା କିଛି ଦିନ ତଳେ ବାପାଙ୍କୁ ବି ଛଡାଇ ନେଲା। ଏବେ ସ୍ମୃତି କହିଲେ କେବଳ ବାପାଙ୍କ ଏଇ ଫଟୋ ଖଣ୍ଡକ। ଦି‘ ଭଉଣୀ ଯାକ ଏଇ ଫଟୋକୁ ଗେଲ କରନ୍ତି, ବାପାଙ୍କୁ ମନେ ପକାନ୍ତି। ଦିହେଁ ଯାକ ଜାଣିଲା ଶୁଣିଲା ବୟସର ହେଲେଣି ପରା। ଦିନେ ଅଧେ ବାପାଙ୍କ ଫଟୋ ଦେଖିଲା ବେଳେ ଅଜାଣତରେ ତାଙ୍କ ଲୁହ ବାପାଙ୍କ ଫଟୋକୁ ଓଦା କରେ।
Published By: Sonali Ojha
Last updated: 31 July 2024, 10:29 AM IST
ଓଡ଼ିଶା ସୀମାନ୍ତ ଝାଡଖଣ୍ଡର ରାଜଖରସୁଆଁରେ ଭୋର ୩ଟା ୪୫ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ମେଲ୍ ।