ମହାକାଶରେ କକ୍ଷପଥରେ ସଫଳତାର ସହ ୩ଟି ସାଟେଲାଇଟ୍କୁ ଅବସ୍ଥାପିତ କରିଛି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର। ଭୂପୃଷ୍ଠ ଠାରୁ ୪୫୦ କିଲୋମିଟର ଦୂର କକ୍ଷପଥରେ ଏହି ୩ ସାଟେଲାଇଟ୍କୁ ସଫଳତାର ସହ ଅବସ୍ଥାପିତ କରାଯାଇଛି ।
୯ଟି ସାଟେଲାଇଟ୍କୁ ନେଇ PSLV-C54 ଉତ୍କ୍ଷେପଣ କରାଯାଇଛି। ଓସେନ୍ସାଟ୍ ସାଟେଲାଇଟ୍ ସହ ୮ଟି ନାନୋ ସାଟେଲାଇଟ୍ ଇସ୍ରୋ ପଠାଇଛି।
ଚନ୍ଦ୍ରାୟଣ-୨ ମିଶନ୍ ଫେଲ୍ ମାରିଥିବାରୁ ଚନ୍ଦ୍ରାୟଣ-୩ ମିଶନରେ ଅନେକ ପରିବର୍ତ୍ତନ ଅଣାଯାଇଛି ।
ଗତକାଲି ମଧ୍ୟରାତ୍ର ୧୨ଟା ୦୭ ମିନିଟ୍ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ୍ ସ୍ପେସ୍ ସେଣ୍ଟରର ସେକେଣ୍ଡ୍ ଲଞ୍ଚ୍ ପ୍ୟାଡ୍ରୁ ୱାନ୍ ୱେବ୍ ପକ୍ଷରୁ ୩୬ଟି ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଥିଲା।
ସ୍ୱାଧୀନତାର ଅମୃତ ମହୋତ୍ସବରେ ISRO ଇତିହାସ ରଚିଛି। ଇସ୍ରୋ ପକ୍ଷରୁ ଆଜାଦୀ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି।
୨୦୨୪ରେ ପ୍ରଥମ ଥର ପାଇଁ ଶୁକ୍ର ଗ୍ରହକୁ ଅର୍ବିଟର୍ ପଠାଇବ ଭାରତ
ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ୨୦୨୨ର ପ୍ରଥମ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି। ଗୋଟିଏ ରାଡାର ଇମେଜିଂ ସାଟେଲାଇଟ୍ ସହ ଆଉ ୨ଟି କ୍ଷୁଦ୍ର ସାଟେଲାଇଟ୍କୁ ନେଇ PSLV-C52 ମହାକାଶକୁ ଯାଇଛି।
ଇସ୍ରୋରେ ଚାକିରି କରିବାକୁ ଇଚ୍ଛା ରଖିଛନ୍ତି କି ? ତେବେ ଆପଣଙ୍କ ପାଇଁ ଏହା ବଡ଼ ଖବର। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ବିଶେଷ କଥା ହେଉଛି ଏହି ପରୀକ୍ଷା ପାଇଁ କୌଣସି ପ୍ରକାରର ପରୀକ୍ଷା ହେବ ନାହିଁ
ମହାକାଶଯୁଗ ମୁହାଁ ଭାରତ। ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ନୂତନ ଚିନ୍ତାଧାରା ରଖୁଥିବା ଶିଳ୍ପଗୁଡିକୁ ଯାହା ସୁବିଧା ଆବଶ୍ୟକ ସମସ୍ତ ସହଯୋଗ ମିଳିବ
ବୟସ ଅଳ୍ପ କିନ୍ତୁ ପ୍ରତିଭା ଅନେକ । ପ୍ରତିକୂଳ ପରିସ୍ଥିତିରେ ସଫଳତା ପାଇଛନ୍ତି । ଛୋଟ ଏକ ଗାଁରୁ ଆମେରିକାର ନାସାରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଛନ୍ତି ଜଣେ ମେଧାବୀ ପ୍ରତିଭାବାନ ଛାତ୍ର । ତୁଳସୀ ଦୁଇପୁତ୍ରରୁ ବାସିବା ଭଳି କେନ୍ଦୁଛରର ବିଶ୍ୱବନ୍ଧୁଙ୍କ ପ୍ରତିଭା ପିଲାଟି ବେଳୁ ଜଣାପଡିଥିଲା ।
ତୁରନ୍ତ ISRO ଦ୍ୱାରା ପରିଚାଳିତ ଲାଇଭ୍ ପ୍ରସାରଣ ବନ୍ଦ କରି ଦିଆଗଲା । ମିଶନ୍ ସଫଳ ହୋଇଥିଲେ, ତେବେ ଏହି ଉପଗ୍ରହ ସକାଳ ପ୍ରାୟ ୧୦.୩୦ ରୁ ଭାରତର ଫଟୋ ଉଠାଇବା ଆରମ୍ଭ କରିଥାନ୍ତା । ଆଜି ସକାଳେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରେଥିବା ସତୀଶ ଧଓ୍ୱନ ସ୍ପେସ୍ ସେଣ୍ଟରରୁ ୫ଟା ୪୩ ମିନିଟରେ GSLV F-10 ଉତକ୍ଷେପଣ କରାଯାଇଥିଲା
ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ସ୍ୱଦେଶୀ ସାଟେଲାଇଟ INRSS-1I ର ସଫଳ ଉତ୍କ୍ଷେପଣ। ଭୋର ୪ଟା ୪ ମିନିଟରେ PSLV-C41 ରକେଟ୍ ଜରିଆରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହାକୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି। INRSS-1I ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏକ ନାଭିଗେସନ୍ ସାଟେଲାଇଟ। ଏହା ସାମୁଦ୍ରିକ ନାଭିଗେସନ ସହ ସୈନ୍ୟ କ୍ଷେତ୍ରରେ ମଧ୍ୟ ସହାୟତା ମିଳିପାରିବ। ୧ ହଜାର ୪୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ […]
ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ବିଭିନ୍ନ ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀ ଇସ୍ରୋର ଅଫିସିଆଲ ୱେବସାଇଟ୍ www.sac.gov.in. କୁ ଯାଇ ଆବେଦନ କରିପାରିବେ। ଅନଲାଇନ୍ ରେଜିଷ୍ଟ୍ରେସନ୍ ମାର୍ଚ୍ଚ ୧୨ରେ ଆରମ୍ଭ ହୋଇଥିବାବେଳେ ଆବେଦନର ଶେଷ ତାରିଖ ଏପ୍ରିଲ ୨। ୮୦ ରୁ ଅଧିକ ଖାଲି ପଡ଼ିଥିବା Technicians, Engineers/Scientists, Cooks and Attendants ପଦବୀ ଲାଗି ଦରଖାସ୍ତ ଗ୍ରହଣ କରାଯାଉଛି।