• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hirakud

Mahanadi Flood
ଆକ୍ତାମାକ୍ତା କଲାଣି ମହାନଦୀ ବଢ଼ି, ବରଗଡ଼ ଚିଖିଲିରେ ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା

ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ କେମିତି ଦୁଃସ୍ଥିତି ହୋଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ତାହା କହିବାକୁ ଶବ୍ଦ ନାହିଁ ।

Tel River
ପ୍ରଥମେ ଛୋଟ ଧରଣର, ତାପରେ ମଧ୍ୟମ ବନ୍ୟା ହେବ ବୋଲି କୁହଯାଉଥିବା ବେଳେ ଆଜି ବଦଳିଛି ଚିତ୍ର

ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ୍ ଏସ୍‌ଆର୍‌ସି ।

Tel River
ମହାନଦୀରେ ବଡ଼ ବନ୍ୟା ଆଶଙ୍କା, ତେଲ୍ ନଦୀ ମିଶିବା ପରେ ନେଉଛି ଭୟଙ୍କର ରୂପ !

ମୁଣ୍ଡଳିରେ ଚାଲୁଛି ୧୦ଲକ୍ଷରୁ ଅଧିକ କ୍ୟୁସେକ୍ ପାଣି । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀକୁ ସତର୍କତା ।

Heavy Rainfall
ବିଶେଷଜ୍ଞଙ୍କ ମତ, ବର୍ଷା କମିଛି ହେଲେ ବନ୍ୟା ଟଳିନି !

ବର୍ଷା କମିଛି ସତ ହେଲେ ବନ୍ୟା ପରିସ୍ଥିତି ଟଳିନି । ଆଗକୁ ୨ ଦିନ ଯାଏଁ ପାଗ ଶୁଖିଲା ରହିବ ।

Flood
ଥମୁନି ବର୍ଷା ! ଅଣାୟତ୍ତ ହେଲେଣି ଲୋକ, ମହାନଦୀ ଫୁଲିବାରୁ ମାଡ଼ି ଆସିଲାଣି ବନ୍ୟା

ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ମହାନଦୀରେ ଆସୁଛି ବନ୍ୟା । ହୀରାଦୁଦରୁ ୩୪ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ । ଆଜି ମୁଣ୍ଡଳୀ ଅତିକ୍ରମ କରିବ ମହାନଦୀର ବନ୍ୟାଜଳ ।

Mahanadi
ଛତିଶଗଡ଼ କରୁନି ସହଯୋଗ ! ରାଜ୍ୟରେ ଦେଖାଦେଲାଣି ବନ୍ୟା ଆଶଙ୍କା, ବଢ଼ୁଛି ଜଳସ୍ତର

ରାଜ୍ୟରେ ବନ୍ୟା ନିୟନ୍ତ୍ରଣ ପାଇଁ ଓଡ଼ିଶାକୁ ସହଯୋଗ କରୁନି ଛତିଶଗଡ଼ । ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ସାହୁ ।

Flood
ହୀରାକୁଦରେ ଖୋଲିଲା ୨୦ଟି ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଯୋଜନା ମଧ୍ୟ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।