• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Donald Trump

ଜିତିଲେ ଟ୍ରମ୍ପ, ଷ୍ଟକ୍‌ ମାର୍କେଟରେ କ’ଣ ପଡ଼ିବ ପ୍ରଭାବ ?
US Election Results 2024: ଜିତିଲେ Donald Trump, ଭାରତୀୟ ସେୟାର ବଜାରରେ କ’ଣ ରହିବ ଏହାର ପ୍ରଭାବ ?

ଗ୍ଲୋବାଲ ବ୍ରୋକରେଜ୍‌ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ।

Donald Trump
US Presidential Elections 2024: ଟ୍ରମ୍ପ ମାରିଲେ ବାଜି, ପୁଣି ଥରେ ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ ।

US Election
US Presidential Elections 2024: କିଏ ମାରିବ ବାଜି ? ପ୍ରଥମ ମହିଳା ରାଷ୍ଟ୍ରପତି ନା ଅବ କି ବାର୍ ଟ୍ରମ୍ପ ସରକାର ?

କିଏ ଯିବେ ହ୍ୱାଇଟ ହାଉସ । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା ।

Kamala Harris
କମଲା Vs ଟ୍ରମ୍ପ: କିଏ ହେବ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଦେଶର ରାଷ୍ଟ୍ରପତି ?

ପିପୁଲସ ପ୍ରେସିଡେଣ୍ଟର ନାରା ଦେବା ସହ କୁଶଳୀ ଶ୍ରମିକ ଭିସା H-1Bର ସମ୍ପ୍ରସାରଣକୁ ସମର୍ଥନ କରିଥିଲେ କମଳା।

TRUMP
ନିର୍ବାଚନ ଜିତିବାକୁ ଟ୍ରମ୍ପଙ୍କ ନୂଆ ଫର୍ମୁଲା; ଅଳିଆ ଗାଡ଼ି ଚଲାଇ କଲେ ପ୍ରଚାର

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର୍‌ଦାର ହେଉଛି। ନିର୍ବାଚନରେ ​​ଜିତିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଟ୍ରମ୍ପ ଏବଂ ତାଙ୍କ ଟିମ୍ ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମେ ଭି ଚକିଦାର' ଫର୍ମୁଲା ଆପଣେଇଛନ୍ତି।

Donald Trump
ଟ୍ରମ୍ପଙ୍କୁ ପୁଣି ହତ୍ୟା ଉଦ୍ୟମ; ଗଲ୍ଫ ଖେଳୁଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼...

ପୁଣି ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ।  ଫ୍ଲୋରିଡାରେ ଗଲ୍ଫ ଖେଳୁଥିବା ବେଳେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ  । ଅଳ୍ପକେ ବର୍ତ୍ତି ଯାଇଛନ୍ତି ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଟ୍ରମ୍ପ ।

Joe Biden
୫ ଦିନ ହେଲା ଆଉ ଦେଖା ଦେଉନାହାନ୍ତି ଜୋ ବାଇଡେନ୍‌, ରହସ୍ୟ କ’ଣ ?

ଆମେରିକାର ଲୋକଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ କମଲା ହ୍ୟାରିସ୍‌ଙ୍କ ପାଖରେ ଏବେ ୪ ସପ୍ତାହରୁ କମ୍‌ ସମୟ ରହିଛି ।

Donald Trump
‘ବାଇଡେନ୍‌ ଆମେରିକା ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି’

ଡୋନାଲ୍ଡ ଟ୍ରମ୍ଫ ବାଇଡେନଙ୍କୁ ‘ଦେଶର ଇତିହାସରେ ସବୁଠାରୁ ଖରାପ ରାଷ୍ଟ୍ରପତି’ ବୋଲି କହିଛନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ ଜେଡି ଭାନ୍ସ।

Biden-Clinton
ନିର୍ବାଚନ ଲଢ଼ିବେନି ବାଇଡେନ୍ ! ଚକିତ କଲା "ଦ ହିଲ"ରେ ପ୍ରକାଶିତ ସ୍ତମ୍ଭ

ଆସନ୍ତା ନଭେମ୍ୱରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ଏହାପୂର୍ବରୁ ଜୋର୍‌ଦାର ହୋଇଛି ପ୍ରଚାର। ଏହାରି ଭିତରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ଆସିଛି ବଡ଼ ଖବର। "ଦି ହିଲ"ରେ ପ୍ରକାଶିତ ଏକ ସ୍ତମ୍ଭ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

Donald Trump
ହ୍ୱାଇଟ୍ ହାଉସକୁ ଫେରିବେ ଟ୍ରମ୍ପ! ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ

ପୁଣି ଥରେ ହ୍ୱାଇଟ୍ ହାଉସକୁ ଫେରିବାକୁ ଦୃଢ ଆଶାବାଦୀ ଟ୍ରମ୍ପ। ଏଥିସହ ରିପବ୍ଲିକାନ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି।

Trump attacker
ଶାନ୍ତ ସ୍ୱଭାବର ଏହି ୨୦ବର୍ଷୀୟ ଯୁବକ ଟ୍ରମ୍ପଙ୍କୁ କଲେ ଗୁଳି...କିନ୍ତୁ କାହିଁକି ?

ଏଫବିଆଇ ଏହି ଆକ୍ରମଣକାରୀଙ୍କୁ ସ୍ଥାନୀୟ ବଟଲର କାଉଣ୍ଟି ଅଞ୍ଚଳର ୨୦ବର୍ଷୀୟ ଥୋମାସ୍ ମାଥ୍ୟୁ କୁକ୍ ବୋଲି ଚିହ୍ନଟ କରିଛି। ତଦନ୍ତ ପରେ ଏହା ଜଣାପଡିଛି ଯେ ଆକ୍ରମଣକାରୀ ଟ୍ରମ୍ପଙ୍କ ପାର୍ଟି 'ରିପବ୍ଲିକାନ୍'ର ଜଣେ ସଦସ୍ୟ।

Trump
ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଲେ ମହାପ୍ରଭୁ ଜଗନ୍ନାଥ!

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ପରେ ଚର୍ଚ୍ଚା ଜୋର୍ ଧରିଛି। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ମଧ୍ୟ ସେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ତେବେ ଟ୍ରମ୍ପଙ୍କୁ ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Joe Biden
‘ଆଗକୁ ଦିନରେ କମ୍‌ କାମ, ଅଧିକ ବିଶ୍ରାମ...ରାତି ୮ଟା ପରେ ନୋ ମିଟିଂ’

ଟ୍ରମ୍ପଙ୍କ ଅଭିଯୋଗ ଆଧାରରେ ବାଇଡେନ୍‌ଙ୍କ ବଡ଼ ମନ୍ତବ୍ୟ। କହିଲେ, ଏଣିକି ଦିନରେ କମ୍‌ କାମ, ଅଧିକ ନିଦ୍ରା ଓ ରାତି ୮ଟା ପରେ ସବୁ କାମ ବନ୍ଦ।

Donald Trump
ଆମେରିକା ଇତିହାସରେ ପ୍ରଥମ: ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ, ଲଢିପାରିବେନି ନିର୍ବାଚନ !

ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି, "ମୋ ବିରୋଧରେ ଆସିଥିବା ରାୟ ଅପମାନଜନକ। ଏହା କଠୋର ଓ ଲଜ୍ଜାଜନକ ପରୀକ୍ଷା । ପ୍ରକୃତ ରାୟ ନଭେମ୍ବର ୨ରେ ଆସିବ। କ’ଣ ହେଲା ସେମାନେ ଜାଣନ୍ତି ଏବଂ ଏଠାରେ କ’ଣ ଘଟିଛି ତାହା ସମସ୍ତେ ଜାଣନ୍ତି। ”

America President Election
ସାଉଥ କରୋଲିନା ନିର୍ବାଚନରେ ବାଇଡେନ ବିଜୟୀ...ଡେମୋକ୍ରାଟିକ ପାର୍ଟି ରେସରେ ଆଗୁଆ

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବାଇଡେନ୍‌ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ନିଜ ଦଳ ତରଫରୁ ପୁଣି ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ଆଉ ପାଦେ ଆଗେଇଛନ୍ତି।

Donald Trump
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା, ଲଢ଼ିପାରିବେନି ୨୪ ନିର୍ବାଚନ

କୋଲୋରାଡୋ କୋର୍ଟର ଏହି ରାୟକୁ ଚାଲେଞ୍ଜ କରି ଉପର ଅଦାଲତର ଦ୍ୱାରସ୍ଥ ହୋଇପାରିବେ ଡୋନାଲ୍ଡ ଟ୍ରମ୍ପ ।

former us president donald trump arrested
ଆତ୍ମସମର୍ପଣ ପରେ ଗିରଫ, ୨୦ ମିନିଟ୍‌ ପରେ ଜେଲ୍‌ରୁ ବାହାରିଲେ ଡୋନାଲ୍ଡ ଟ୍ରମ୍ପ

ଆତ୍ମସମର୍ପଣ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ଆଟଲାଣ୍ଟାର ଫ୍ଲୁଟୋନ କାଉଣ୍ଟି ଜେଲ୍‌ରେ ରଖାଯାଇଥିଲା।

donald trump
ନିଜ ସମର୍ଥକଙ୍କ ସହ ରେଷ୍ଟୁରାଣ୍ଟ ଗଲେ ଟ୍ରମ୍ପ, ହେଲେ ଦେଲେନି ଖାଇବା ବିଲ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାରେ କୋର୍ଟରେ ହାଜର ହେବା ପରେ ‘ଲିଟିଲ ହାଭାନାର କ୍ୟୁବା’ ନାମକ ଏକ ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ ।

Donald Trump
ପୁଣି ଟ୍ରମ୍ପ ଗିରଫ ! କୋର୍ଟ କହିଲେ ସାଙ୍ଗ ସହ କଥା ହୋଇପାରିବେନି, କାରଣ ସେ ବି ଅଭିଯୁକ୍ତ

ଗିରଫର ମାତ୍ର ଏକ ଘଣ୍ଟାର ଶୁଣାଣି ପରେ ଟ୍ରମ୍ପଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ ।

Donald Trump
ନିର୍ବାଚନ ପୂର୍ବରୁ ସାଂଘାତିକ ଅଭିଯୋଗ ! ଡିପାର୍ଟମେଣ୍ଟାଲ ଷ୍ଟୋର ଡ୍ରେସିଂ ରୁମ୍‌ରେ ଦୁଷ୍କର୍ମ କରିଥିଲେ ଟ୍ରମ୍ପ

ଡିପାଟର୍ମେଣ୍ଟାଲ ଷ୍ଟୋରର ଡ୍ରେସିଂ ରୁମ୍‌ରେ ଟ୍ରମ୍ପ ୩୦ ବର୍ଷ ପୂର୍ବେ ଏଭଳି ଏକ ନାରକୀୟ କାଣ୍ଡ ଘଟାଇଥିବା କ୍ୟାରୋଲଙ୍କ ଓକିଲ, କୋର୍ଟଙ୍କ ସମ୍ମୁଖରେ କହିଛନ୍ତି ।

Trump offers half-eaten pizza to fans
ସମର୍ଥକଙ୍କୁ ଅଇଁଠା ପିଜା ଯାଚିଲେ ଡୋନାଲ୍ଡ ଟ୍ରମ୍ପ୍‌

ଜଣେ ରିପୋର୍ଟର ଏହି ଭିଡିଓକୁ ଟ୍ୱିଟରରେ ଅପଲୋଡ୍‌ କରିଛନ୍ତି। ଯେଉଁଥିରେ ଟ୍ରମ୍ପ ପିଜାକୁ ଖାଇବା ପରେ ମୋର ଅବଶିଷ୍ଟ ପିଜାକୁ କିଏ ଖାଇବ ବୋଲି ପଚାରୁଛନ୍ତି।

Former US President Donald Trump Gets Bail
ଗିରଫର ଘଣ୍ଟାଏ ଭିତରେ ଟ୍ରମ୍ପଙ୍କୁ ମିଳିଲା ଜାମିନ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯିବାର ଘଣ୍ଟାଏ ମଧ୍ୟରେ ଜାମିନ ମିଳିଛି। ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଥିଲା।

Trump
ଗିରଫ ହେଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ

ଏକ ଅପରାଧିକ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ତେବେ ଖୁବ୍‌ଶୀଘ୍ର ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇପାରନ୍ତି ବୋଲି ପୂର୍ବରୁ କୁହାଯାଉଥିଲା

Trump indictment news
ବଢ଼ିଲା ଟ୍ରମ୍ପଙ୍କ ଅଡ଼ୁଆ; ଗିରଫ ହୋଇପାରନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି

ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଯିଏକି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପୂର୍ବରୁ ଆମେରିକାର କୌଣସି ପୂର୍ବତନ ରାଷ୍ଟ୍ରପତି କିଛି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।

Donald Trump
ଭାଇରାଲ ହେଉଛି ଫଟୋ ! ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କଲା କି ପୋଲିସ ?

ସୋସିଆଲ ମିଡିଆରେ କିଛି ଫଟୋ ଏବେ ଭାଇରାଲ ହେଉଛି । ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ଭାବିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଛି ।