ନିର୍ବାଚନ ଜିତିବା ପରେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଜାନୁଆରୀ ୨୦, ୨୦୨୫ରେ ସେ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ହେଲେ ତାଙ୍କ ସରକାରର ଶାସନ ଆରମ୍ଭ ନହେଉଣୁ ଭାରତୀୟମାନଙ୍କୁ ଆମେରିକାରେ ଅପମାନିତ କରାଗଲାଣି । ଭାରତର ପରମ୍ପରା ହେଉଛି ବିଶ୍ୱାସ,ମିତ୍ରତା ଆଉ ଭାରତର ଭାବ ହେଉଛି ବନ୍ଧୁତା । ନିଜର କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଦେଶ ସହ ମିତ୍ରତାର ସମ୍ପର୍କ ସ୍ଥାପନ ପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି ।
ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ନାଁରେ ଦୁଇ ଦେଶ ଏକପ୍ରକାର ମାଇଣ୍ଡ ଗେମ ଖେଳୁଛନ୍ତି । ଚୀନ ଭଲ ଭାବେ ଜାଣିଛି, ଆମେରିକା ପକ୍ଷରୁ ଯଦି କିଛି ନୂଆ ତାରିଫ ଲଗାଯାଏ ତେବେ ତାର ଆର୍ଥିକ ବ୍ୟବସ୍ଥା ବିପୁଳ କ୍ଷତିର ସାମ୍ନା କରିବ ।
ବିଶ୍ୱରେ ଶାନ୍ତି ଫେରାଇବେ ନୂଆ ରାଷ୍ଟ୍ରପତି ଟ୍ରମ୍ପ। ଜାନୁଆରୀ ୨୦ ପୂର୍ବରୁ ବିଦେଶୀ ଛାତ୍ର ଏବଂ କର୍ମଚାରୀଙ୍କୁ ଫେରିବାକୁ ଟ୍ରମ୍ପଙ୍କ ପରାମର୍ଶ।
ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ଟ୍ରମ୍ପ 2.0 ସରକାର ବିଶ୍ୱରେ ଚାଲିଥିବା ଯୁଦ୍ଧ ବନ୍ଦ, ଭୂ-ରାଜନୈତିକ ଅସ୍ଥିରତା ହ୍ରାସ ଓ ଅଶୋଧିତ ତୈଳ ଦରରେ ସ୍ଥିରତା ଆଣିବା ଦିଗରେ କାର୍ଯ୍ୟ କରିବେ। ଏନେଇ ଷ୍ଟକବ୍ରୋକିଂ ଫାର୍ମ ପ୍ରଭୁଦାସ ଲିଲାଧର ଏକ ରିପୋର୍ଟରେ ସୂଚନା ଦେଇଛି । ଦୀର୍ଘ ଦିନର ସାମରିକ ଯୋଗଦାନ ଅପେକ୍ଷା ଟ୍ରମ୍ପଙ୍କ ବୈଦେଶିକ ନୀତି ବୁଝାମଣା ଉପରେ ଅଧିକ ଗୁରୁତ୍ୱ ଦେଇଛି।
ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ଟ୍ରମ୍ପ ଏକ ବିବୃତ୍ତିରେ ମ୍ୟାକମୋହନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ, ସେ ଆମେରିକାର ପିତାମାତାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ।
ତୁଳସୀ ଡେମୋକ୍ରାଟ୍ ପାର୍ଟିରୁ ଅଲଗା ହୋଇ ନିର୍ବାଚନ ସମୟରେ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ। ନିର୍ବାଚନ ବିତର୍କରେ ହାରିସଙ୍କୁ ପରାସ୍ତ କରିବାକୁ ଟ୍ରମ୍ପ ତୁଳସୀଙ୍କ ସହାୟତା ମଧ୍ୟ ଲୋଡ଼ିଥିଲେ।
ନିର୍ବାଚନ ପରେ ବାଇଡେନ୍ଙ୍କୁ ଭେଟିଲେ ଟ୍ରମ୍ପ। ଉଭୟ ଏକାଠି ବସିଲେ, ଆଲୋଚନା କଲେ।
ଏଲନ ମସ୍କ ଓ ବିବେକ ରାମସ୍ୱାମୀଙ୍କୁ ନିଜ ଟିମ୍ରେ ସାମିଲ କରିଛନ୍ତି ଟ୍ରମ୍ପ। ଅଫିସର୍ ରାଜ ସମାପ୍ତ କରିବା ନେଇ ଉଭୟ କାମ କରିବେ ବୋଲି ସେ ଆଶାବାଦୀ ଅଛନ୍ତି। ଏନେଇ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ବଢିଚାଲିଛି । ଏଥିରେ ହସ୍ତକ୍ଷେପ କରିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।
ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରଠାରୁ ଆକ୍ସନ ମୋଡ୍ରେ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ। ଏବେ ଚୀନକୁ ଚାରିପଟୁ ଘେରିବାକୁ ଯୋଜନା ଆରମ୍ଭ କରିଛନ୍ତି। ବାସ୍ତବରେ ଟ୍ରମ୍ପ ରିପବ୍ଲିକାନ୍ ପ୍ରତିନିଧି ମାଇକ୍ ୱାଲ୍ଟଜଙ୍କୁ ତାଙ୍କର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ଦେଇଛନ୍ତି।
ଟ୍ରମ୍ପ ନିଜର ନିର୍ବାଚନୀ ପ୍ରଚାର ବେଳେ କହିଥିଲେ ଯେ ‘ଯଦି ମୁଁ ନିର୍ବାଚନରେ ଜିତିବି ତେବେ, ଗୋଟିଏ ଦିନରେ ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିଦେବି ।’
କମଳାଙ୍କ ଆଗାମୀ କାର୍ଯ୍ୟପନ୍ଥା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିର୍ବାଚନ ହାରିବା ପରେ ଏବେ କଣ କରିବେ କମଳା ? କଣ ରହିଛି ତାଙ୍କର ଆଗାମୀ ରଣନୀତି ସେ ନେଇ ଆଲୋଚନା ହେଉଛି।
ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଟେଲିଭିଜନ ଆଗରେ ବସି ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କ ଭାଷଣ ଶୁଣୁଛନ୍ତି। ତାପରେ କଣ ହେଉଛି ଦେଖନ୍ତୁ ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ଜେନା ୱିଲସନ ସୋସିଆଲ ମିଡିଆ ସାଇଟ୍ ଥ୍ରେଡ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ପୋଷ୍ଟରେ କହିଛନ୍ତି ଯେ, ମୁଁ କିଛି ସମୟ ପାଇଁ ଏପରି ଭାବିଥିଲି, କିନ୍ତୁ ଗତକାଲି ନିଶ୍ଚିତ ହୋଇଗଲି। ମୁଁ ଆମେରିକାରେ ମୋର ଭବିଷ୍ୟତ ଦେଖିପାରୁନାହିଁ।
ପାକିସ୍ତାନର ଜଣେ ଯୁବତୀ ଗଣମାଧ୍ୟମ ଆଗରେ ଏହି କଥା କହିଛନ୍ତି। ଭିଡିଓରେ ସେ କହିଛନ୍ତି, ମୁଁ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଏବଂ ଜଣେ ମୁସଲମାନ।
RTର ଏକ ରିପୋର୍ଟ ଅନୁଯାୟୀ ପେସ୍କୋଭ କହିଛନ୍ତି, ଆମେ ଭୁଲିଯିବା ଉଚିତ ନୁହେଁ ଯେ ଆମେ ଯେଉଁ ଦେଶ ବିଷୟରେ ଆଲୋଚନା କରୁଛୁ, ସେ ଏକ ଅମିତ୍ର ଦେଶ । ସେହି ଦେଶ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆମ ଦେଶ ବିରୋଧରେ ହେଉଥିବା ଯୁଦ୍ଧ ସହ ସାମିଲ ରହିଛି ।
ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ୱରେ କେବଳ ଗୋଟିଏ ବ୍ୟକ୍ତିର ଚର୍ଚ୍ଚା । ସେ ହେଉଛନ୍ତି ଏଲନ୍ ମସ୍କ ।
ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ମାନିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି।
୪ ବର୍ଷ ପରେ ପୁଣି ରାଷ୍ଟ୍ରପତି ବନିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ଡେମୋକ୍ରାଟ୍ ପ୍ରାର୍ଥୀ କମଳା ହାରିସଙ୍କୁ ହରାଇ ବୃହତ୍ ବିଜୟ ହାସଲ କରିଛନ୍ତି ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ।
କମଳା ହ୍ୟାରିସଙ୍କୁ ହରାଇ ଜିତିଲେ ଡୋନାଲ୍ଡ ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଧୁ ସମ୍ବୋଧନ କରି ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।
ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ ।
କିଏ ଯିବେ ହ୍ୱାଇଟ ହାଉସ । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା ।
ପିପୁଲସ ପ୍ରେସିଡେଣ୍ଟର ନାରା ଦେବା ସହ କୁଶଳୀ ଶ୍ରମିକ ଭିସା H-1Bର ସମ୍ପ୍ରସାରଣକୁ ସମର୍ଥନ କରିଥିଲେ କମଳା।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର୍ଦାର ହେଉଛି। ନିର୍ବାଚନରେ ଜିତିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଟ୍ରମ୍ପ ଏବଂ ତାଙ୍କ ଟିମ୍ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମେ ଭି ଚକିଦାର' ଫର୍ମୁଲା ଆପଣେଇଛନ୍ତି।