• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Diwali

green crackers
ବାଣ ଫୁଟାଯେ ହେଲେ ମାତ୍ର ୨ ଘଣ୍ଟା ପାଇଁ

ଦୀପାବଳିରେ ବାଣଫୁଟାକୁ ହଁ । କେବଳ ୨ ଘଣ୍ଟା ପାଇଁ ସବୁଜ ବାଣକୁ ହାଇକୋର୍ଟଙ୍କ ଅନୁମତି। ରାତି ୮ରୁ ୧୦ ଯାଏଁ ଫୁଟାଇବାକୁ ଗ୍ରୀନ୍ ସିଗ୍ନାଲ୍

Green Crackers
ଏଥର ଦୀପାବଳୀରେ ଫୁଟିବ ଗ୍ରୀନ୍ କ୍ରାକର

ଦୀପାବଳୀରେ ଫୁଟିବ ଗ୍ରୀନ୍ କ୍ରାକର । ଏଥର ଦୀପାବଳିରେ ଗ୍ରୀନ୍ କ୍ରାକର ଫୁଟାଇବା ନେଇ ଅନୁମତି ଦେଲେ ହାଇକୋର୍ଟ । କେବଳ ଗ୍ରୀନ୍ କ୍ରାକର ଫୁଟାଇବାକୁ ଅନୁମତି ମିଳିଛି । PESO ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ ବୋଲି SRC ପକ୍ଷରୁ କୁହାଯାଇଛି ।

Puri Locals Can Enter Jagannath Temple Through Western Gate From Today
ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି

ଆଜିଠୁ ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ଖୋଲିଲା ପଶ୍ଚିମ ଦ୍ୱାର । ଏବେ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ନୂତନ ମାର୍ଗଦର୍ଶିକା ଅନୁଯାୟୀ ପୁରୀବାସୀ ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯିବେ । ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଆଉ କଣ କଣ ବ୍ୟବସ୍ଥା ହେଉଚି ପୁରୀବାସାଙ୍କ ପାଇଁ ସେ ବିଷୟରେ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ମଧୁସୂଦନ ମିଶ୍ର...

puri
ଦୀପାବଳିରେ ଦର୍ଶନ ବନ୍ଦ : ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳିବା ମନା

ଦୀପାବଳିରେ ଜଗା ଦର୍ଶନ ବନ୍ଦ । ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ । ଏହି ଅବସରରେ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତିମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠ ଜାଳିଥାନ୍ତି ।

Reopening Of Schools For Class 1 to 7 students likely after Diwali
ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ !

ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଦୀପାବଳି ପରେ ହୋଇପାରେ ନିଷ୍ପତ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏ ବିଷୟରେ ଅଧିକ ସୂଚନା ଦେଉଛନ୍ତି ଆମ ସିନିୟର ରିପୋର୍ଟର ଜଗଦୀଶ ଦାସ ।

Primary School Students
ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ସମ୍ଭାବନା : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଦୀପାବଳି ପରେ ହୋଇପାରେ ନିଷ୍ପତ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କରୋନା ତୃତୀୟ ଲହର ଆସିବା ସମ୍ଭାବନା କମ ରହିଥିବାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇପାରେ

Crackers Ban
ବିଦେଶରେ ପୁଣି ଫଣା ଟେକିଲାଣି ମହାମାରୀ ! ଦୀପାବଳିରେ ବି ଲାଗିଲା କଟକଣା..

ଦୁର୍ଗାପୂଜା ପରେ ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା । ତେବେ ବିଶ୍ୱବ୍ୟାପୀ ସଂକ୍ରମଣ ହଠାତ୍ ବଢିଯିବା ପରେ ଦେଶରେ ବି ଛନକା । ତେଣୁ ଦଶହରା ପରି ଦୀପାବଳିରେ ବି କୋଭିଡ୍ ନିୟମର କଡ଼ା ଅନୁପାଳନ ଲାଗି ରାଜ୍ୟମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

gold price drop
ଦୀପାବଳି ପୂର୍ବରୁ କମିଲା ସୁନା ଦର

ଆଲୋକର ପର୍ବ ଦୀପାବଳି ପୂର୍ବରୁ ସୁନା, ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଆଜି ସର୍ରାଫା ବଜାରରେ ସୁନା ଓ ରୂପା ଦରରେ ହ୍ରାସ ଘଟିଛି। ୨୪ କ୍ୟାରେଟ୍‌ ସୁନା ଦର ୪୭,୮୧୭ ଟଙ୍କା ଥିବାବେଳେ ରୂପା ୯୧୧ ଟଙ୍କା ହ୍ରାସ ପାଇ ଦର ପ୍ରତି କିଲୋକୁ ୬୪,୫୪୨ ଟଙ୍କାରେ ପହଞ୍ଚିଛି। 

accessories google to reduce play store fee to 15 percent from jan
ଦୀପାବଳିରେ ଗୁଗଲ୍‌ର ଉପହାର

ଚଳିତ ବର୍ଷ ଦୀପାବଳିରେ ଗୁଗଲ୍‌ ୟୁଜର୍ସ ମାନଙ୍କ ପାଇଁ ଉପହାର ଆଣିଛି । ପ୍ଲେ-ଷ୍ଟୋରରେ ସବ୍‌ସ୍କ୍ରିପ୍‌ସନ୍‌ର ଫିରେ ୧୫ ପ୍ରତିଶତ କମିଶନ୍ ହ୍ରାସ କରିବାକୁ ଗୁଗଲ୍‌ ପକ୍ଷରୁ ନିଷ୍ପତି ନିଆଯାଇଛି ।

Child was making earthen lamps for diwali
ଖେଳିବା ବୟସରେ ବୃତ୍ତିକୁ ନିଜର କରିଛି ଏହି ପିଲା

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପ ଆଲୋକରେ ଝଲସିବ ଭାରତ। ଏହି ପର୍ବରେ ପ୍ରେତ୍ୟେକ ହିନ୍ଦୁ ନିଜ ଘରରୁ ଦୀପରେ ସଜାଇଥାନ୍ତି। ଏନେଇ ବର୍ତ୍ତମାନଠାରୁ ବଜାରରେ ଦୀପାବଳି ସାମଗ୍ରୀର ଦୋକାନ ପସରା ମେଲିଲେଣି। କୁମ୍ଭାରମାନେ ମଧ୍ୟ ମାଟି ଦୀପ ତିଆରି କରିବାରେ ବ୍ୟସ୍ତ। ଏହି ଅବସରରେ ସୋସିଆଲ ମିଡିଆରେ ଏକ ଛୋଟ ପିଲାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯିଏ ଖେଳିବା ବୟସରେ କୁମ୍ଭାର ଚକ ଉପରେ ମାଟି ଦୀପ ତିଆରି କରୁଥିବା ଦେଖାଯାଉଛି।