ତାତିଲେଣି କ୍ଷତିଗ୍ରସ୍ତ, ପ୍ରମୁଖ ମୁଦ୍ଦା କରିବାକୁ ପ୍ରସ୍ତୁତ ବିରୋଧୀ । ଖାଲି ପ୍ରସଙ୍ଗ ନୁହେଁ କ୍ଷମତାକୁ ଆସିଲେ ୨୪ ଘଣ୍ଟା ଭିତରେ ଟଙ୍କା ଫେରାଇବାକୁ ବି ବିଜେପିର ପ୍ରତିଶ୍ରୁତି। ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ । ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର।
Published By: Satyendu Shekher Mishra
Last updated: 04 January 2024, 10:28 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।