ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବି ଓଡ଼ିଶା ଆସିବେ । ଗଡ଼କରୀ ପୁରୀ କୃଷ୍ଣପ୍ରସାଦରେ ଜନସଭାରେ ଯୋଗଦେବେ । ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ ବିଶ୍ବଶର୍ମା ।
ବିଜେପିର ଷ୍ଟାର କ୍ୟାମ୍ପେନରଙ୍କ କ୍ୟାମ୍ପେନିଂରେ ସରଗରମ ରାଜ୍ୟ ପ୍ରଚାର ମୈଦାନ୍ । ଆଜି ଦଳର ଦୁଇ ହେଭିୱେଟ୍ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ସିଏମ୍ ବିଷ୍ଣୁଦେଓ ସାଏ ମାରାଥନ ପ୍ରଚାର କରି ଦଳ ପାଇଁ ଭୋଟ୍ ମାଗିଛନ୍ତି।
ମେ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ପଡ଼ିବ ଭୋଟ୍। ଆଉ ଏହି ସବୁ ସ୍ଥାନରେ ନେତାଙ୍କ ଭୋଟ୍ ଅଟକିଛି ଆଦିବାସୀଙ୍କ ପାଖରେ। ଅର୍ଥାତ୍, ଆଦିବାସୀ ହିଁ ବାଛିବେ କିଏ ହେବ ସେମାନଙ୍କ ନେତା ।
କମ୍ପୁଛି ନିର୍ବାଚନୀ ମଇଦାନଳ, ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ । କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ଜୋରଦାର ଟକ୍କର ।
ଆଖିରେ ଅନେକ ସ୍ୱପ୍ନ, ମନରେ ଜନତାଙ୍କ ପାଇଁ ବହୁତ କିଛି କରିବାର ଦୂର୍ବାର ଇଚ୍ଛା । ଆଉ ସେହି ସ୍ୱପ୍ନ ଓ ଇଚ୍ଛାକୁ ସାକାର ପାଇଁ ରାଜନୀତି ଭଳି ଦୁର୍ଗମ ବାଟକୁ ବାଛିଛନ୍ତି ଉଚ୍ଚଶିକ୍ଷିତା ସୋଫିଆ ଫିର୍ଦ୍ଦୋସ ।
ଚର୍ଚ୍ଚାରେ ଚାନ୍ଦବାଲି ପଲିଟିକ୍ସ। ବିଜେପିରେ ଯୋଗ ଦେବା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ସାହୁଙ୍କ ମିଳୁନି ଖୋଜ୍ ଖବର।
ବିଜେପି ହେଭିୱେଟ୍ଙ୍କ ପ୍ରଚାରରେ କମ୍ପୁଛି ମୈଦାନ୍। ଗୋଟିଏ ଦିନରେ ଦୁଇ ଷ୍ଟାର କ୍ୟାଂପେନରଙ୍କ ମାରାଥନ୍ ପ୍ରଚାର।
ପ୍ରଥମ ପର୍ଯ୍ୟାୟରେ ନିର୍ଣ୍ଣାୟକ ସାଜିବ ଆଦିବାସୀଙ୍କ ଭୋଟ୍। କେଉଁ ଦଳକୁ ଯିବ ଅନୁସୂଚିତ ଜାତି ଓ ଜନଜାତିଙ୍କ ସମର୍ଥନ ?
ଭାଙ୍ଗିବା ଦରକାର ନାହିଁ, ବିଜେଡି ଭୁଶୁ଼ଡି ଗଲାଣି କହିଲା ବିଜେପି । ଚର୍ଚ୍ଚାରେ ସମୀରଙ୍କ 'ବିଜେଡିରେ ଏକାଧିକ ଏକନାଥ ସିନ୍ଦେ' ମନ୍ତବ୍ୟ ।
ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଦାନୀ ଓ ଅମ୍ବାନୀଙ୍କୁ ଗାଳି କରିବା ବନ୍ଦ କରିଦେଇଛନ୍ତି। ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି ରାହୁଲ ?
ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ରାଜନାଥ ସିଂ । ‘ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ସୁବିଧା ମିଳିବ। ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ।
ତେବେ ବିଜେଡିରେ ସମସ୍ତେ ତ କ୍ରୀତଦାସ ନୁହଁନ୍ତି, ଅନେକ ଏକନାଥ ସିନ୍ଦେ ବି ଅଛନ୍ତି, ସେମାନେ ଆମ ସହ ସମ୍ପର୍କରେ ଅଛନ୍ତି।
ସମ୍ଭବତଃ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ବୋଲି କହିଛନ୍ତି ଅପରାଜିତା । ରୋଡ୍ ଶୋକୁ ନେଇ ଦଳୀୟ କର୍ମୀ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି ।
ମାନସୀ ନିଜ ସ୍ୱାମୀ ଓ ସ୍ଥାନୀୟ ବିଧାୟକଙ୍କ ନାଁରେ ଏପରି କାହିଁକି କହିଲେ, ସେ ସଂପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ତା’ ପରେ ରାୟଗଡ଼ାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର 5 ଦିନ। ଦିନକ ପୂର୍ବରୁ ବିକଶିତ ଓଡ଼ିଶା ପାଇଁ 21 ସଂକଳ୍ପ ନାଁରେ ରାଜ୍ୟ ବିଜେପି ତାର ଇସ୍ତାହାର ପ୍ରକାଶ କରି ସାରିଛି। ଏମିତିକି ଏହାକୁ ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି କହି ପ୍ରଚାର ଅଭିଯାନକୁ ଜୋରଦାର୍ କରିଛି। କଂଗ୍ରେସ ବି ତା ସଂକଳ୍ପପତ୍ର ପ୍ରକାଶ କରି ସାରିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭା ସରୁ ସରୁ ଆସନ୍ତାକାଲିଠୁ ଓଡ଼ିଶାକୁ ବିଜେପି କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ। କାଲି ଆସିବେରାଜନାଥ ଓ ବିଷ୍ଣୁ ଦେଓ ସାଏ। ୯ରେ ଗଡ଼କରୀ ଆଉ ହିମନ୍ତ ବିଶ୍ୱଶର୍ମା। ୧୦ରେ ପୁଣି ମୋଦି।
ବର୍ତ୍ତମାନ ବିଜେପି ଏବଂ ଜେଜେପିର ମିଳିତ ମେଣ୍ଟ ଭାଙ୍ଗି ସାରିଛି। ଏଥିସହ ସ୍ୱାଧୀନ ବିଧାୟକଙ୍କ ସହାୟତାରେ ସରକାର ଚଳାଉଥିବା ବିଜେପିର ସରକାର ମଧ୍ୟ ଟଳମଳ ସ୍ଥିତିରେ ରହିଛି। ଯେକୌଣସି ମୁହୂର୍ତ୍ତରେ ବି ସରକାର ଭାଙ୍ଗି ଯିବା ଆଶଙ୍କା ରହିଛି।
ବ୍ରହ୍ମପୁର ସମାବେଶରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ସବୁଠୁ ଅଧିକ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି। ସାଉଦି ଆରବରେ ହଇରାଣ ହୋଇଥିଲେ ଖଲ୍ଲିକୋଟ ଅଞ୍ଚଳର ଏହି ଦାଦନ ଶ୍ରମିକ। ନା ଠିକରେ ଖାଇବା ମିଳୁଥିଲା, ନା ଠିକରେ ମଜୁରୀ। ପରେ ବହୁ କଷ୍ଟରେ ସେମାନେ ଘରକୁ ଫେରିଥିଲେ।
ବୈଜୟନ୍ତଙ୍କ ଏହି ରାଲିରେ ରାଜନଗର ବିଧାନସଭା ପ୍ରାର୍ଥୀ ଲଳିତ ବେହେରା ମଧ୍ୟ ସାମିଲ ହୋଇଛନ୍ତି। ଶତାଧିକ କର୍ମୀ ଓ ହଜାର ହଜାର ସମର୍ଥକ ବି ରାଲିରେ ଯୋଗ ଦେଇଛନ୍ତି।
ମୋଦି ଯିବା ପରେ କାଲି ଆସୁଛନ୍ତି ରାଜନାଥ, ବିଷ୍ଣୁ ଦେବ ସାଏ । ୯ ତାରିଖରେ ଆସିବେ ନୀତିନ ଗଡ଼କରି, ହିମନ୍ତ ବିଶ୍ବଶର୍ମା ।
ଆମ ଇସ୍ତାହାର ଓଡ଼ିଶା ବିକାଶର ରୋଡମ୍ୟାପ୍ କହିଲା ବିଜେପି । ବିଜେପିର ମେନିଫୋଷ୍ଟୋକୁ ମିଛ କହିଲା ବିଜେଡି ।
ପିପିଲି ବିଧାନସଭା ଆସନରେ ଏମିତି ଚିତ୍ର । ରୁଦ୍ରଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି ପତ୍ନୀ ଜାଗୃତି ପଣ୍ଡା ।
୨୦୨୪ ନିର୍ବାଚନ ସମୟରେ ଦଳୀୟ ରାଜନୀତି ଏତେ ଗୋଳିଆ ହୋଇଯାଇଛି ଯେ ନେତା, ଜନତା ଓ ସମୀକ୍ଷକ; ସବୁ ଦ୍ୱନ୍ଦ୍ୱରେ! ଦଳୀୟ ପ୍ରାର୍ଥୀଚୟନରେ ଜଟିଳ ଓ ଦ୍ୱନ୍ଦ୍ୱାତ୍ମକ ପରିବେଶକୁ ନେଇ ଲୋକଙ୍କ ମଧ୍ୟରେ ଏକ ନିରୁତ୍ସାହ ତଥା ନୀରବତାର ବାତାବରଣ ଦେଖିବାକୁ ମିଳୁଛି।
ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଶେଖର ସୁମନ ଦଳରେ ଯୋଗ ଦେଇଛନ୍ତି। ଦିନେ କହୁଥିଲେ ସେ ନିଜକୁ ରାଜନୀତିରୁ ଦୂରେଇ ରଖିଛନ୍ତି।