Advertisment

‘୪୨ ଶହ କୋଟିର ବ୍ୟୟ ସାର୍ବଜନୀନ ହେଉ’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ କାହିଁକି ଭୁଲ୍ ଡିପିଆର କରାଗଲା, ଅଭିଜ୍ଞତା ନଥାଇ କାହିଁକି ଦକ୍ଷିଣ ଭାରତର ଭୂମିପୁତ୍ର ନାମକ ଏକ କଂପାନୀକୁ କାମ ଦିଆଯାଇଥିଲା ?

author-image
Santosh Kumar Sahoo

ଜଗନ୍ନାଥ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ କଥା ଉଠାଇ ସାଂଘାତିକ ପ୍ରଶ୍ନ ବାଣରେ ସରକାରଙ୍କୁ ଘାଇଲା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ କାହିଁକି ଭୁଲ୍ ଡିପିଆର କରାଗଲା, ଅଭିଜ୍ଞତା ନଥାଇ କାହିଁକି ଦକ୍ଷିଣ ଭାରତର ଭୂମିପୁତ୍ର ନାମକ ଏକ କଂପାନୀକୁ କାମ ଦିଆଯାଇଥିଲା ? ଶ୍ରୀମନ୍ଦିର
ପରିକ୍ରମା ପ୍ରକଳ୍ପ ନାଁରେ ଏମାର ମଠ, ରଘୁନନ୍ଦନ ଲାଇବ୍ରେରୀ, ଗୁରୁ ନାନକ ମଠ ପରି ଶହ ଶହ ବର୍ଷ ପୁରୁଣା ମଠ ମନ୍ଦିରକୁ କାହିଁକି ରାଜ୍ୟ ସରକାର ଭାଙ୍ଗିଦେଲେ ବୋଲି ପଚାରିଛନ୍ତି ? ଏଥିସହ ବିଜେଡି ମେନୁଫେଷ୍ଟୋରେ ମାଗଣା ବିଜୁଳି କଥା ଉଠାଇ ଓଡିଶାରେ ଉତ୍ପାଦନ ହେଉଥିବା ବିଜୁଳି ଓଡିଶାରେ ମହଙ୍ଗା, ଚେନ୍ନାଇରେ ଶସ୍ତା କାହିଁକି ବୋଲି ବି ପ୍ରଶ୍ନ କରିଛନ୍ତି।

Advertisment
BJP Aparajita Sarangi
Advertisment
Advertisment