• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjp

Heatwave challenge for campaigning
ପ୍ରଚାର ବେଳେ ହିଟୱେଭ୍ ଚ୍ୟାଲେଞ୍ଜ୍, କିଏ ସକାଳେ ତ ଆଉ କିଏ ସଞ୍ଜରେ କରୁଛନ୍ତି କ୍ୟାମ୍ପେନିଂ

ବଲାଙ୍ଗିର ବିଜେପିର ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂଦେଓ । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହକୁ ଦେଖି କେବଳ ପୂର୍ବାହ୍ନ ଆଉ ଅପରାହ୍ନରେ ପ୍ରଚାର କରୁଛନ୍ତି ।

Congress
କଂଗ୍ରେସରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ, ଏବେ ବିଜେପିରେ ମିଶିବେ !

ସୁରତର ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ଘୋଷଣା କରାଯାଇଥିଲା।

Royal Family In Election
ଭୋଟ ଲଢ଼େଇରେ ରାଜାଘର ପରିବାର, ଗଞ୍ଜାମରେ ଶ୍ରୀରୂପ-ଶ୍ରୀଧର-ସୁଲକ୍ଷଣା

ବଡଖେମୁଣ୍ଡି ରାଜ ପରିବାରର ସଦସ୍ୟ ଶ୍ରୀଧର ଦେବ କଂଗ୍ରେସ ଟିକେଟରେ ଦିଗପହଣ୍ଡିରୁ ଲଢୁଛନ୍ତି ନିର୍ବାଚନ।

Naveen Patnaik, BJD
ଆଉ କାମ କରୁନି କି ନବୀନ ଟ୍ରଷ୍ଟ ? ପ୍ରତିଦିନ ବିଜେଡି ଛାଡ଼ୁଛନ୍ତି ନେତା

ପ୍ରାର୍ଥୀ ଘୋଷଣା ପରଠୁ ଦଳ ଛାଡିଲେଣି ୫ ବିଧାୟକ । ୨ ସାଂସଦ ଓ ପୂର୍ବତନ ବିଧାୟକ ବି ଛାଡିଲେଣି ବିଜେଡି ।

Badachana - Sambalpur Politics
ବିଗିଡିଯିବ କି ବିଜେଡିର ବଡ଼ଚଣା-ସମ୍ବଲପୁର ଅଙ୍କ ?

ଟିକେଟକୁ ନେଇ ନେତାଙ୍କ ଭିତରେ ତେଜିଲା ଅସନ୍ତୋଷ । ଦଳ ଛାଡ଼ି ପ୍ରବଳ ବର୍ଷିଲେ ରାସେଶ୍ବରୀ ପାଣିଗ୍ରାହୀ ।

Seemarani Nayak
ବିଜେପିରେ ମିଶିଲେ ସୀମାରାଣୀ ନାୟକ, କାଲି ବିଜେଡିରୁ ଦେଇଥିଲେ ଇସ୍ତଫା

ବିଜେଡି ମହେଶ ସାହୁଙ୍କୁ ହିନ୍ଦୋଳରୁ ଟିକେଟ ଦେବା ପରେ ଅସନ୍ତୁଷ୍ଟ ହୋଇ ସୀମା ଦଳ ଛାଡ଼ିଥିଲେ। ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି ।

BJP star campaigner
ଓଡ଼ିଶା ପାଇଁ ବିଜେପିର ଷ୍ଟାର ପ୍ରଚାରକ, ତାଲିକାରେ ମୋଦିଙ୍କ ସହ ଅଛନ୍ତି ଏହି ହେଭିୱେଟ୍‌ ନେତା...

ଅନ୍ୟପକ୍ଷରେ ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ।

BJP
ଖଲ୍ଲିକୋଟରେ ବିଜେପିର ଶକ୍ତି ପ୍ରଦର୍ଶନ, ପଦ୍ମ ଧରିଲେ ୮ ହଜାରରୁ ଅଧିକ ବିଜେଡି କର୍ମୀ

ବିଜେଡି ଛାଡ଼ି ପଦ୍ମ ଧରିଲେ ୮ ହଜାରରୁ ଅଧିକ କର୍ମୀ । ବିଜେଡି ଗଡ଼ରେ ଶକ୍ତି ବୃଦ୍ଧି କରୁଛି ବିଜେପି ।

Odisha Politics, BJD, Bijepur, Rita Sahu
ବିଜେପୁରରେ ରୀତାଙ୍କୁ ଜୋରଦାର ବିରୋଧ, ଦେବଗଡ଼ରେ ଅରୁନ୍ଧତୀଙ୍କୁ ହିସାବ ମାଗିଲେ ଲୋକେ

ବିଜେଡି ଭିତରେ କନ୍ଦଳ ଏବେ ଉଗ୍ର ରୂପ ନେଲାଣି । ଚରମ ସୀମାରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ । ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି କଳି । କେବଳ ବିଜେପୁର ନୁହେଁ ପୂର୍ବରୁ ଅନେକ ଏଭଳି ଉଦାହରଣ ରହିଛି । 

Politics
ପ୍ରଚାର ବେଳେ ‘ଜୟ ଶ୍ରୀରାମ’ କହି ଚିଲାଉଥିଲେ, ପକେଟରୁ ଗୋଲ୍ ହୋଇଗଲା ୩୬ ହଜାର

ବିଜେପିର ରୋଡ୍ ସୋ ଚାଲିଥିଲା । ଟେଲିଭିଜନର ଲୋକପ୍ରିୟ ରାମାୟଣ ଚରିତ୍ର ଅରୁଣ ଗୋଭିଲ୍ ପ୍ରଚାର କରୁଥିଲେ । ଏହି ସମୟରେ ଜଣେ ବ୍ୟବସାୟୀ ଦୁଇ ହାତ ଟେକି 'ଜୟ ଶ୍ରୀରାମ' କହୁଥିଲେ । ଆଉ ଠିକ୍ ଏତିକି ବେଳେ ଗୋଲ୍ ହୋଇଗଲା ପୁଳାଏ ଟଙ୍କା ।

Simarani Nayak
BJD ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।

Odisha Politics
ବିଜେଡିର ୧୨ରୁ ୬ସିଟ୍‌ରେ ପ୍ରାର୍ଥୀ ଘୋଷଣା ହେଲା, ପୁଣି ବାକି ରହିଲା ୬

ଆରପଟେ ବାକି ଥିବା ୬ ବିବାଦୀୟ ନିର୍ବାଚନ ମଣ୍ଡଳୀ କଣ୍ଟା ଏବେ ବିଜେଡି ତଣ୍ଟିରେ ଲାଗିଛି।

Rourkela Politics
ରାଉରକେଲାରେ ବିଜେପି- ବିଜେଡି ଓ କଂଗ୍ରେସର ଯୋଦ୍ଧା ମଇଦାନକୁ ଓହ୍ଲାଇ ସାରିଲେଣି

ଷ୍ଟିଲ ସିଟିର ସାମଗ୍ରୀକ ବିକାଶ ପାଇଁ ଭୋଟରଙ୍କ ମନ ଜିଣିବାକୁ ଭେଟେରାନ୍ ନା ନୂଆ ମୁହଁଙ୍କୁ ବାଛିବେ ଭୋଟର ।

Election
୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର

ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ସିଟ୍ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି ।

Odisha Politics BJD
ସପ୍ତମ ପର୍ଯ୍ୟାୟରେ ବିଜେଡି ଘୋଷଣା କରିଥିବା ୬ ବିଧାନସଭା ମଧ୍ୟରୁ ଏହି ୩ ଆସନରେ ଚରମରେ ବିଦ୍ରୋହ

 ଦଳରେ ଥିବା କୁଚକ୍ରୀ ଗୋଷ୍ଠୀ ଟିକଟ୍ କାଟି ଦେଲେ, ତାଙ୍କ କଥା ଜଗନ୍ନାଥ ବିଚାର କରିବେ ବୋଲି କାନ୍ଦ କାନ୍ଦ ହୋଇ କହିଛନ୍ତି ସୁନନ୍ଦା।

Odisha Politics BJD
BJDରେ ଅସମ୍ଭାଳ ବିଦ୍ରୋହ, ଟିକେଟ୍ କଟିବା ପରେ ଅସନ୍ତୋଷ ଝାଡ଼ିଲେ ରଘୁନନ୍ଦନ ଓ ସୁନନ୍ଦା

କାକଟପୁରରେ ସ୍ୱାଧୀନ ଲଢ଼ିବାକୁ ସୁର ସେଠୀଙ୍କ ଚେତାବନୀ । ଟିକେଟ୍ ଗୋଳମାଳ ନେଇ କଂଗ୍ରେସରେ ବି ବିଦ୍ରୋହର ସ୍ୱର ।

Odisha Politics
ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩ ବିଧାୟକଙ୍କ ଟିକେଟ୍ କଟିଲା

ବାଲିକୁଦା-ଏରସମାରେ ରଘୁନନ୍ଦନଙ୍କ ସ୍ଥାନରେ ସାରଦା ପ୍ରସନ୍ନଙ୍କୁ ଟିକେଟ୍ । ବିରୋଧ ସତ୍ତ୍ବେ କାକଟପୁରରେ ତୁଷାରକାନ୍ତି ବେହେରା ରିପିଟ୍ ।

Dumping Yard Delhi
ଡମ୍ପିଂୟାଡ୍‌ରୁ ବାହାରୁଛି ଗ୍ୟାସ୍‌, ଦୁଇ ଦିନ ହେଲା ଜଳୁଛି...

ଦିଲ୍ଲୀ ଦମକଳ ବାହିନୀର କହିବା ଅନୁସାରେ, ଏହି ବିଶାଳ ଅଳିଆ ଗଦାର ପାହାଡରୁ ଉତ୍ପନ୍ନ ଗ୍ୟାସ୍ ଯୋଗୁ ରବିବାର ସନ୍ଧ୍ୟାରେ 'ଲ୍ୟାଣ୍ଡଫିଲ୍'ରେ ଅଗ୍ନିକାଣ୍ଡ ଘଟିଥିଲା।

BJD Leader
ସମର୍ଥକଙ୍କୁ ସମ୍ବୋଧନ ବେଳେ ଭୋ ଭୋ ହୋଇ କାନ୍ଦିଲେ ଯୁବ ବିଜେଡି ନେତା

ଦଳ ପାଇଁ ବହୁତ କାମ କରିଥିଲେ, ଦଳ ପ୍ରତିଶ୍ରୁତି ଦେଇଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବାଦ୍ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି, ଟିକେଟ୍ ଦେବାର ନଥିଲା ତାହେଲେ ଏତେ କାମ କାହିଁକି କରାଉଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

Election
ହାଇଭୋଲଟେଜ୍ ପ୍ରଚାର ! ୨୪ରେ ନବୀନ, ୨୫ରେ ଶାହ, ୨୮ରେ ଓଡ଼ିଶା ଆସିବେ ରାହୁଲ

୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୨୫ ତାରିଖ ଗସ୍ତ ପରେ ପରେ ଓଡ଼ିଶା ମୁହାଁ ହେବେ କେନ୍ଦ୍ରୀୟ ନେତା ।

Election
କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ପ୍ରଚାର; ରୋଡ୍ ଶୋ କଲେ, ଲୋକଙ୍କ ଦୁଃଖ ବୁଝିଲେ

କେନ୍ଦ୍ରାପଡ଼ା ରାଜକନିକାରେ ବିଜେପିର ରୋଡ୍ ଶୋ । ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଲିଛି ପ୍ରଚାର । ଏଥିରେ ଆଳିରୁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ବହୁ ସଂଖ୍ୟାରେ ନେତା ଓ କର୍ମୀ ସାମିଲ ହୋଇଛନ୍ତି ।

Odisha BJP Election Manifesto 2024
ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ; ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ

ସଂକଳ୍ପ ପତ୍ରରେ ଗତ ୧୦ବର୍ଷରେ ବିକାଶର ନିଆରା ମଡେଲ୍ ଉପସ୍ଥାପନ କରାଯାଇଛି। ପ୍ରତିଟି ଗରିବ ପରିବାରକୁ ଦାରିଦ୍ର୍ୟରୁ ବାହାର କରିବା ଓ ସମ୍ମାନଜନକ ଜୀବନଯାପନ ପାଇଁ ସହାୟତା କରିବାକୁ ବିଜେପି ପ୍ରତିଶ୍ରୁତିବଦ୍ଧ।

Karnataka: BJP, Muslim organisations to hold bandh
ନେହା ହତ୍ୟା ପଛରେ ଲଭ୍-ଜିହାଦ! ଆଜି କର୍ଣ୍ଣାଟକ ବନ୍ଦ ଡାକରା ଦେଇଛି ବିଜେପି

ଫୟାଜ ପୂର୍ବରୁ ନେହାଙ୍କ ସହପାଠୀ ଥିଲା। ଏପ୍ରିଲ ୧୮ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ, ଫୟାଜକୁ ଗିରଫ କରିଛି ପୋଲିସ । ତେବେ ଏହାକୁ ନେଇ କର୍ଣ୍ଣାଟକ କଂଗ୍ରେସ ସରକାର ବିରୋଧରେ ବିଜେପି ଗର୍ଜିଥିବା ବେଳେ, ଆଜି ବନ୍ଦ ଡାକରା ଦିଆଯାଇଛି ।

Congress
ନିର୍ବାଚନୀ ମୈଦାନରେ କଂଗ୍ରେସର ନୂଆଯୋଦ୍ଧା

କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଭୁବନେଶ୍ବର, ସମ୍ବଲପୁର, ଆସିକା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବ୍ରହ୍ମପୁର ଆଦି ଲୋକସଭା ସିଟରେ ଦଳ ନୂଆ ଚେହେରା ଉପରେ ଭରସା କରିଛି।

Amit Shah
ସୋନପୁରରୁ ଅମିତ ଶାହ ବଜାଇବେ ଭୋଟ୍ ବିଗୁଲ୍

ସେଦିନ ରାତିରେ ରାଜ୍ୟ ଦଳୀୟ ନେତୃବର୍ଗଙ୍କ ସହ ନିର୍ବାଚନ ଷ୍ଟ୍ରାଟେଜି ନେଇ ସମୀକ୍ଷା କରିବେ ଶାହ।