୨୪ ମହାସମରକୁ ଆଉ କିଛି ଦିନ ବାକି । ୪ଶହ ପାର୍ ଲକ୍ଷ୍ୟରେ NDA ବିଭିନ୍ନ ରାଜ୍ୟରେ ସାଥୀ-ଯୋଦ୍ଧାଙ୍କୁ ଶିବିରରେ ସାମିଲ କରୁଥିବା ବେଳେ, ଇଣ୍ଡି ମେଣ୍ଟର କ୍ୟାମ୍ପ୍ ଭୁଶୁଡ଼ିବା ସ୍ଥିତିକୁ ଆସିଲାଣି ।
Published By: Sujit kumar Swain
Last updated: 10 March 2024, 09:37 PM IST
SVEEP କାର୍ଯ୍ୟକ୍ରମ ଦ୍ୱାରା ସୁଜାତା ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। ଏପରିକି SHG ମହିଳାମାନଙ୍କୁ ଧମକା ଯାଉଥିବା ଅଭିଯୋଗ କରିଛି ବିଜେପି।