• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bjd

Soumyaranjan Pattnaik
ବିଜେଡିରେ ହଲଚଲ ! ସୌମ୍ୟଙ୍କୁ ବିଦା କରିବାକୁ ସାମ୍ନାକୁ ଆସିଲେ, ନା ପୁରୁଣା ଫର୍ମକୁ ଫେରିଲେ ନବୀନ..?

ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ସୁଧାଂଶୁ ପରିଡ଼ା ବି ବିଦା । ବହୁଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସି ଘୋଷଣା କଲେ ସୁପ୍ରିମୋ ।

Soumyaranjan Pattnaik
ସୌମ୍ୟଙ୍କୁ ବିଦା କରିବା ପରେ ଦଳରେ ପଡ଼ିବ କି ପ୍ରଭାବ... ?

ଫାଇଭ୍ ଟି ସଚିବ ବିରୋଧୀ ସ୍ୱର ଚପିବ ନା ଆଗକୁ ଯିବ ? ଆଗରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ପଛାଉଥିଲା ଦଳ?

Soumyaranjan Pattnaik
ସୌମ୍ୟଙ୍କୁ ବିଦା କରିବା ପରେ ଦଳରେ ପଡ଼ିବ କି ପ୍ରଭାବ..?

ଫାଇଭ୍ ଟି ସଚିବ ବିରୋଧୀ ସ୍ୱର ଚପିବ ନା ଆଗକୁ ଯିବ ? ଆଗରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ପଛାଉଥିଲା ଦଳ?

Soumyaranjan Pattnaik
ବିଜେଡିରେ ହଲଚଲ ! ସୌମ୍ୟଙ୍କୁ ବିଦା କରିବାକୁ ସାମ୍ନାକୁ ଆସିଲେ, ନା ପୁରୁଣା ଫର୍ମକୁ ଫେରିଲେ ନବୀନ..?

ଚାଷୀଙ୍କ ଟଙ୍କା ହଡ଼ପ ଅଭିଯୋଗରେ ସୁଧାଂଶୁ ପରିଡ଼ା ବି ବିଦା । ବହୁଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସି ଘୋଷଣା କଲେ ସୁପ୍ରିମୋ ।

BJD expels two MLAs including Soumya Ranjan Patnaik
ଦୁଇ ବିଧାୟକଙ୍କୁ ବିଜେଡିରୁ ବହିଷ୍କାର

ଫାଇଭ୍-ଟି ସଚିବ ଓ ନବୀନଙ୍କୁ ଟାର୍ଗେଟ କରିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମହଙ୍ଗା ପଡ଼ିଛି । ପ୍ରଥମେ ଦଳର ଉପସଭାପତି ପଦରୁ ହଟାଇବା ପରେ ଏବେ ଦଳରୁ ବିଦା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Soumya Ranjan Patnaik
ଲୋନ୍‌ ସ୍କାମ୍‌ ନେଇ ସୌମ୍ୟ ବିଜେଡିରୁ ବିଦା

ଲୋନ୍‌ ସ୍କାମ୍‌ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି ।

BJD
BIG BREAKING : ସୌମ୍ୟ ଓ ସୁଧାଂଶୁ ବିଜେଡିରୁ ବିଦା

ଖଣ୍ଡପଡ଼ା ବିଧାୟକ ସୌମ୍ୟ ପଟ୍ଟନାୟକ ବିଜେଡିରୁ ବିଦା, ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା

BJD
ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ ପାଇଁ ହ୍ୱିପ୍‌ ଜାରି କଲା ବିଜେଡି

ଦଳର ସମସ୍ତ ରାଜ୍ୟସଭା ସାଂସଦଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ୍‌

Teacher Protest
ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ ! ଶ୍ରେଣୀରେ ବିଧାୟକ ପଢ଼ାଇଲେ ପାଠ...

ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Narsingh Mishra
ନରସିଂହଙ୍କ ଧମକ ! ନୂଆଁଖାଇ ବେଳେ ବାଚସ୍ପତି ନିର୍ବାଚନ, ଭାଗ ନେବନି କଂଗ୍ରେସ...

ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।

Student Election
ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ, ଗତ ୫ ବର୍ଷ ଧରି ହେଉ ନାହିଁ ନିର୍ବାଚନ

ଗଣତାନ୍ତ୍ରିକ ଅଧିକାରକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ସରକାର ? କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ ।

Soumyaranjan Pattnaik
ଆଶଙ୍କା ଥିଲା, ଆକ୍ସନ ହେଲା । ବିଜେଡି ଉପସଭାପତି ପଦରୁ ସୌମ୍ୟଙ୍କୁ ହଟାଇଲେ ନବୀନ

ଏମିତିକି ଜଣେ କି ଦୁଇ ଜଣ ନେତା ନୁହେଁ, ଦଳର ତିନିଜଣ ହେଭିୱେଟ୍ ନେତା- ଅରୁଣ, ଅତନୁ ଓ ପ୍ରତାପ- ସୌମ୍ୟଙ୍କ ବିରୋଧରେ ବିଷୋଦଗାର କରୁଥିଲେ, ସୌମ୍ୟ ବି ସେମାନଙ୍କୁ କାଉଣ୍ଟର କରି ଜବାବ ଦେବା ସହ ଫାଇଭ-ଟିକୁ ନିଶାନା କରୁଥିଲେ।

Soumyaranjan Pattnaik
ଶାସ୍ତି ପରେ ବି ଚୁପ୍ ହେଲେନି ସୌମ୍ୟ, କହିଲେ ନବୀନଙ୍କ ଦସ୍ତଖତ ସତ କି ମିଛ ସନ୍ଦେହ !

ପଦରେ ଥାଇ କରୁଥିଲି କଣ ବୋଲି ପଚାରିଲେ ସୌମ୍ୟ । ଆଲେଖ୍ୟ ଓ ବକ୍ତବ୍ୟରେ 5-T ସଚିବଙ୍କୁ ନିଶାନା କରୁଥିଲେ ସୌମ୍ୟ ।

Election Commission
ନିର୍ବାଚନ ପାଇଁ କସରତ ଜୋରଦାର ! ଭୋଟର୍ ଲିଷ୍ଟ ରିଭିଜନ୍-ଆଇନ ଶୃଙ୍ଖଳା-EVM ଚେକିଂକୁ ଫୋକସ୍

ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଦ୍ୱନ୍ଦ୍ୱ । ବଢୁଥିବା ଦ୍ୱନ୍ଦ୍ୱକୁ ନେଇ ତେଜିଲା ରାଜନୈତିକ ବୟାନବାଜି ।

Teacher Protest
ରାଜ୍ୟବ୍ୟାପୀ ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ ! ଏଥର ବାଲଟ୍‌ରେ ଦେବେ ଜବାବ...

ମୁଖ୍ୟମନ୍ତ୍ରୀ ଓ 5T ବିରୋଧୀ ନାରାରେ କଂପୁଛି ଧାରଣାସ୍ଥଳ । କାଲିଠୁ ସମୂହ ଛୁଟିରେରେ ଯିବାକୁ ଧମକ ।

Pranab Prakash Das
ସୌମ୍ୟଙ୍କ ଉପରେ ଆକ୍ସନ, ବବି ରଖିଲେ ରିଆକ୍ସନ

ସୌମ୍ୟଙ୍କୁ ଉପସଭାପତି ପଦରୁ ହଟାଯିବା ନେଇ ବବି ତାଙ୍କ ସୋସିଆଲ ମିଡିଆ Xରେ· ମନ୍ତବ୍ୟ ରଖି ଲେଖିଛନ୍ତି ଯେ, ‘କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ’ ।

BJD removes  Soumya Ranjan Patnaik from the post of Vice President
ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ବିରୋଧରେ ବିଜେଡିର ବଡ଼ ଆକ୍ସନ

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ବଡ଼ ଆକ୍ସନ ନେଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଆକ୍ସନ ନେଇଛନ୍ତି।

Odisha Politics
ଭୋଟ୍ ଜିତିବାକୁ ଆରମ୍ଭ ହେଲା ଗ୍ରାଉଣ୍ଡୱାର୍କ । ଟ୍ରେନିଂ ମାଧ୍ୟମରେ ମହାଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା

ପ୍ରତ୍ୟେକ ଦିନ ୪ଟି ନିର୍ବାଚନ ମଣ୍ଡଳୀର ୱାର୍ଡ ଓ ପଂଚାୟତ ସ୍ତରର ନେତାଙ୍କୁ ଦିଆଯିବ ଟ୍ରେନିଂ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଦୁଇ ଶହ ଲେଖାଏଁ ଯୋଦ୍ଧା ପ୍ରସ୍ତୁତ କରୁଛି ଦଳ।

Odisha Politics
୨୪ ଲଢ଼େଇ ପାଇଁ ଗ୍ରାଉଣ୍ଡ ୱାର୍କ, BJD କୁ ଘାରିଛି ଗୋଷ୍ଠୀ କନ୍ଦଳ-ଟିକଟ୍ ଟେନସନ୍ !

ମୁକୁଳିବାକୁ ଶଙ୍ଖ ଭବନରେ ବିଜେଡିର ମେଗା ଟ୍ରେନିଂ । ପ୍ରତି ଦୁଇ ଲୋକସଭା କ୍ଷେତ୍ରରେ ବିଜେପି ଖୋଲିବ କଲ୍ ସେଣ୍ଟର ।

Naveen T-shirt
ନବୀନଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଲେ ଜିଲ୍ଲାପାଳ-SP, ବିରୋଧୀ ଆଣିଲେ ସାଂଘାତିକ ଅଭିଯୋଗ

୫ ବର୍ଷ ହେଲା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ହୋଇନି ବଦଳି । କେନ୍ଦୁଝର ଜିଲ୍ଲାପାଳ ବି ୫ ବର୍ଷରୁ ଅଧିକ ସମୟ ହେଲା ରହିଲେଣି ।

Niranjan Pattnaik
‘ଘରେ ଆମେ ବି ତା’ ପାଟି ଚୁପ୍‌ କରିପାରୁନା.. ସେ ଅନ୍ୟାୟ ସହିପାରେନା’

ଯଦି ସୌମ୍ୟ ବିଶୃଙ୍ଖଳିତ କାମ କରିଛନ୍ତି ତାକୁ ବିଜେଡିରୁ କାହିଁକି ବାହାର କରି ଦେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ।

Soumya Ranjan Patnaik & Pratap Dev
ମୁଁ ଯାହା କହୁଛି କି ଲେଖୁଛି ତାହା ଅନୁଶାସନ ବିରୋଧରେ କେମିତି ଯାଉଛି ?

ମୁଁ ଯାହା କହୁଛି କି ଲେଖୁଛି ତାହା ଅନୁଶାସନ ବିରୋଧରେ କେମିତି ଯାଉଛି ? ମୁଁ ଜାଣିପାରୁନି..ସୌମ୍ୟରଂଜନ ପଟ୍ଟନାୟକ

CM Naveen Patnaik & 5T Secretary
'ପାଣ୍ଡିଆନଙ୍କ ହେଲିକପ୍ଟର ଉଡାଣ ଯେତିକି ଉଠୁଛି, ନବୀନଙ୍କ ଲୋକପ୍ରିୟତା ସେତିକି ତଳକୁ ଖସୁଛି'

ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ସର୍ଭେ ଆଧାରରେ ଗତ ବର୍ଷକ ଭିତରେ ନବୀନଙ୍କ ଲୋକପ୍ରିୟତା ୧୭ ପ୍ରତିଶତ କମିଛି । ତେଣେ ନିଜକୁ ସୁପର୍ ଚିଫ୍ ମିନିଷ୍ଟର ଭାବେ ଉପସ୍ଥାପିତ କରି ଫାଇଭ୍ ଟି ସଚିବ ପୂରା ଶାସନ ଓ ପ୍ରଶାସନକୁ ଆଙ୍ଗୁଠି ଅଗରେ ନଚାଉଥିବା ସାରା ଓଡ଼ିଶାବାସୀ ଦେଖୁଛନ୍ତି ।

Soumya Ranjan Patnaik & Pratap Dev
ପ୍ରତାପଙ୍କୁ ସୌମ୍ୟଙ୍କ ପାଲଟା ଉତ୍ତର; ‘ସଚିବ ହୋଇ ରାଜନୀତି କରିପାରିବେ ନାହିଁ’

ସୌମ୍ୟଙ୍କୁ ଟାର୍ଗେଟ କଲେ ପ୍ରତାପ ଦେବ..କହିଲେ, 'ଦଳ ଓ ସରକାର ବିରୋଧରେ ଲେଖିବା ବିଶୃଙ୍ଖଳା'..ପ୍ରତାପଙ୍କୁ କଡ଼ା ଜବାବ ଦେଲେ ସୌମ୍ୟରଂଜନ..