ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ କହିଲେ ବିଧାୟକ ରାଜେନ୍ଦ୍ର । ସେପଟେ ଅମରେଶ ଜେନା କହିଛନ୍ତି ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ ନିଷ୍ପତ୍ତି ନେବେ ।
ସରକାରୀ ଯୋଜନା, ବିଜେଡିର ପ୍ରଚାର। ଅଭିଯୋଗ ଆସିଲା ଆଉ ନିର୍ବାଚନ ପୂର୍ବରୁ ଧରିଲେ ନିର୍ବାଚନ କମିଶନ। ସରକାରୀ ଯୋଜନା ରେ ଦଳୀୟ ଚିହ୍ନର ପ୍ରଚାର କରୁଥିବା ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନର ସ୍ପଷ୍ଟୀକରଣ ମାଗିଛନ୍ତି ଓଡିଶା ସରକାରଙ୍କୁ। ଯାହାକି ବିରୋଧୀଙ୍କୁ ଖୋରାକ ଯୋଗାଇଛି ଅଧିକ ସମାଲୋଚନା ପାଇଁ।
ବିଜେଡିକୁ ନିର୍ବାଚନ କମିଶନଙ୍କ ନୋଟିସକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପିର ଅଭିଯୋଗକୁ ସିକୃତି ଦେଇଛନ୍ତି ନିର୍ବାଚନ କମିଶନ ବୋଲି କହିଛି ବିଜେପି ।
ସରକାରୀ ଯୋଜନା, ବିଜେଡିର ପ୍ରଚାର। ଅଭିଯୋଗ ଆସିଲା ଆଉ ନିର୍ବାଚନ ପୂର୍ବରୁ ଧରିଲେ ନିର୍ବାଚନ କମିଶନ।
ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିପିନ ପ୍ରଧାନଙ୍କର ଦିଗପହଣ୍ଡି ରାଜନୀତିରେ ବେଶ୍ ଦବଦବା ରହିଛି।
ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ନୋଟିସ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କଲେଜ ନାଁରେ ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ଅଭିଯୋଗ ରହିଛି ।
ପଞ୍ଚାୟତ ନିର୍ବାଚନରେ କଣାସ ବ୍ଲକକୁ ଛଡାଇ ନେଇଛି BJP । ଆଉ ପୂର୍ବରୁ କଣାସ, ବ୍ରହ୍ମଗିରିରେ ରହିଥିବା ବେଳେ ସେଠାରେ ସଞ୍ଜୟଙ୍କ ପୁରୁଣା ସଙ୍ଗଠନ ରହିଛି । ତେଣୁ ଯଦି ଦଳ ସଞ୍ଜୟଙ୍କୁ ସତ୍ୟବାଦୀରେ ଟିକେଟ ଦିଏ ତାହେଲେ କଣାସ କ୍ରାଇସିସ ମ୍ୟାନେଜ କରିବାରେ ସକ୍ଷମ ହୋଇପାରନ୍ତି ସଞ୍ଜୟ ।
ସରକାରୀ ପାଣ୍ଠି ବ୍ୟବହାର କରି ଦିଆଯାଉଥିବା ବିଭିନ୍ନ ବିଜ୍ଞାପନରେ ବିଜେଡିର ନିର୍ବାଚନୀ ଚିହ୍ନ ଶଙ୍ଖର ବ୍ୟବହାର ହେଉଥିବା ନେଇ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ ହୋଇଥିଲା ।
ପଞ୍ଚାୟତ ନିର୍ବାଚନରେ କଣାସ ବ୍ଲକକୁ ଛଡାଇ ନେଇଛି BJP । ଆଉ ପୂର୍ବରୁ କଣାସ, ବ୍ରହ୍ମଗିରିରେ ରହିଥିବା ବେଳେ ସେଠାରେ ସଞ୍ଜୟଙ୍କ ପୁରୁଣା ସଙ୍ଗଠନ ରହିଛି । ତେଣୁ ଯଦି ଦଳ ସଞ୍ଜୟଙ୍କୁ ସତ୍ୟବାଦୀରେ ଟିକେଟ ଦିଏ ତାହେଲେ କଣାସ କ୍ରାଇସିସ ମ୍ୟାନେଜ କରିବାରେ ସକ୍ଷମ ହୋଇପାରନ୍ତି ସଞ୍ଜୟ ।
୪ ବିଜେପି କର୍ପୋରେଟରଙ୍କ ଦଳ ଡିଆଁ ଘଟଣା । ବ୍ରହ୍ମପୁର ମହାନଗର ନିଗମରେ ରାଜନୈତିକ ହଟଚମଟ । ଘଟଣାକୁ ଶୁଭଙ୍କର ନୁହେଁ କହିଲେ ରାଜନୈତିକ ସମୀକ୍ଷକ ।
ପ୍ରଥମେ ସତ୍ୟବାଦୀର ପୂର୍ବତନ ବିଧାୟକ ଉମା ସାମନ୍ତରାୟ ଏକ ରାଜନୈତିକ ସଭା ମଞ୍ଚରେ ଭାଷଣ ଦେଉଥିବା ବେଳେ କାନ୍ଦି ପକାଇଥିଲେ । ଏବେ ରାଜା ସ୍ୱାଇଁ କାନ୍ଦିଲେ ।
ଦଳର ସୁପ୍ରିମୋ କିଛି ଟିକେଟ ଘୋଷଣା କଲେଣି କି ବୋଲି ପ୍ରଶ୍ନ କଲେ ଉମା ସାମନ୍ତରାୟ।
ମାର୍ଚ୍ଚ ୧ ସୁଦ୍ଧା MP ଓ ୩ ସୁଦ୍ଧା MLA ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତିରେ ବିଜେପି । ଦିଲ୍ଲୀରେ ବସିଲା କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ।
ବିଜେପିର ମିଶ୍ରଣ ପର୍ବ ଚାଲିଥିବାବେଳେ ଝାରସୁଗୁଡା ବିଧାୟିକା ଦିପାଳୀ ଦାଶ ଏବଂ ତାଙ୍କ ପରିବାର ଲୋକଙ୍କ ଇଙ୍ଗିତରେ ଏଭଳି କରାଯାଇଥିବା ଅଭିଯୋଗ କରିଛନ୍ତି BJP ନେତା ଟଙ୍କଧର ତ୍ରିପାଠୀ।
ମାର୍ଚ୍ଚ ୧ ସୁଦ୍ଧା MP ଓ ୩ ସୁଦ୍ଧା MLA ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତିରେ ବିଜେପି । ଦିଲ୍ଲୀରେ ବସିଲା କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ।
ବିଦ୍ରୋହର ବାରୁଦ ଗଦାରେ ଛିଡ଼ା ହୋଇଛି କି ବିଜେଡି ? ୧୪୭ MLA ଓ ୨୧ MP ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ୧୦ ହଜାର । କେତେ ଜଣଙ୍କୁ ମ୍ୟାନେଜ କରିବ ଦଳ, କେତେ ଜଣ ସାଜିବେ ରାଜୁ ଦାସ ? ବିଜେଡି ଡଙ୍ଗାରେ ଅସମ୍ଭାଳ ଭିଡ଼କୁ ନେଇ ବିରୋଧୀଙ୍କ ତେରଛା ବାଣ
ଆଗକୁ ବଙ୍ଗୋମୁଣ୍ଡା-ସୁବଳୟା ଓ ବାମରାରେ ବି ହେବ ଆନ୍ଦୋଳନ । ଆଳି ଓ ଖଇରାରେ ବି ତେଜିଲାଣି ଅସନ୍ତୋଷ ।
ବିଜେଡି ଡଙ୍ଗାରେ ଅସମ୍ଭାଳ ଭିଡ଼। ବିଧାନସଭା, ଲୋକସଭା ମିଶାଇ ଆସନ ୧୬୮। ହେଲେ ଆବେଦନ ପାଇଁ ଭିଡ଼ ପ୍ରାୟ ୬୦ ଗୁଣ ଅଧିକା। ଟିକେଟ୍ ପାଇଁ ଦଳରେ ୧୦ ହଜାର ଆଶୟୀ।
ବିଜେଡିକୁ ଅଡୁଆ ବିଦ୍ରୋହୀ। ରାଜଧାନୀର ସ୍ଥିତି ଦଳ ପାଇଁ ସଙ୍ଗୀନ। ଏକାଧିକ ଆଶାୟୀ, ମାଳ ମାଳ ସମାନ୍ତରାଳ ସଂଗଠନ। ଖୋଦ୍ ରାଜଧାନୀରେ ବିଜେଡି ଫାଳ ଫାଳ। ଟିକେଟ୍ ପାଇଁ ସଭିଏଁ କରୁଛନ୍ତି ଶକ୍ତି ପ୍ରଦର୍ଶନ। ଏଭଳି ସ୍ଥଳେ ବିଜେଡିକୁ ଭୟ ଘାରିଛି ଦଳ ଡିଆଁର..
୨୪ରେ କାହା ସପକ୍ଷରେ ଯିବ ମହିଳା ଭୋଟ୍ ? ଗୋଟିଏ ପଟେ, ଗୋଟିକ ପରେ ଗୋଟିଏ କାର୍ଯ୍ୟକ୍ରମ କରି SHG ମୁହାଁଁ ବିଜେପି। ମାର୍ଚ୍ଚ ୭ରୁ SHG ମହିଳା ଏବଂ କମ୍ୟୁନିଟି ଷ୍ଟାଫଙ୍କୁ ମୋଦିଙ୍କ ଦସ୍ତଖତ ଥିବା ଶକ୍ତି ସମ୍ମାନପତ୍ର ବାଣ୍ଟିବାକୁ ସ୍ଥିର କରିଛି ଦଳ। ଆରପଟେ କିନ୍ତୁ ମହିଳାଙ୍କ ପାଇଁ ଦେଇଥିବା 19 ନିର୍ବାଚନ ପ୍ରତିଶ୍ରୁତି ପୂରଣରେ ବିଫଳତାରୁ ବ୍ୟାକ୍ ଫୁଟରେ ବିଜେଡି..
୨୪ରେ ଡିଭାଇଡ୍ ହେବ କି ମହିଳା ଭୋଟ୍? ଭାଙ୍ଗିବ କି ବିଜେଡିର SHG ଭୋଟ୍ ବ୍ୟାଙ୍କ୍ ? ମହିଳାଙ୍କ ପାଇଁ ୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରା କରିପାରିନି ବିଜେଡି! ଆରପଟେ ଏସ୍ଏଚ୍ଜି ଭୋଟ୍ ପାଇଁ ପଦ୍ମ ଦଳର କସରତ।
ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ପୋଖରୀପୁଟରେ ବିଶାଳ ମହିଳା ସମାବେଶ କରିଛନ୍ତି । ଯେଉଁଥିରେ ଭୁବନେଶ୍ୱର ମେୟର ଓ ମଧ୍ୟ ବିଧାୟକ ପ୍ରମୁଖ ଯୋଗ ଦେଇଥିଲେ ।
ନିର୍ବାଚନ ଯେତେ ପାଖଉଛି ଶଙ୍ଖ ଛାଡ଼ୁଛନ୍ତି ଅସନ୍ତୋଷ ନେତା । ଦେବାଶିଷ ଦଳ ବିରୋଧରେ ସେପରି କିଛି ଆପତ୍ତି ଜନକ ମନ୍ତବ୍ୟ ନଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା BJD ଉପରେ ଭାରି ପଡ଼ିବ ବୋଲି କୁହାଯାଉଛି ।
ଦେବାଶିଷ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ଇସ୍ତଫା ପତ୍ରରେ ସୁପ୍ରିମୋଙ୍କୁ ଦେବାଶିଷ ଧନ୍ୟବାଦ ଦେବା ସହ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଛନ୍ତି ।
୧୦ ଦିନ ଜେଲରେ ରହିବା ପରେ ଆଜି ସେ ସଂଧ୍ୟାରେ ଜେଲରୁ ମୁକୁଳିଛନ୍ତି । ଗତ ଫେବ୍ରୁଆରୀ ୧୪ ତାରିଖ ସନ୍ଧ୍ୟାରେ ତାଙ୍କୁ ଜେଲ୍ ପଠାଇଥିଲା କବିସୂର୍ଯ୍ୟନଗର ପୋଲିସ ।