Advertisment

ବିଜେଡିରୁ ଟିକଟ ବାଣ୍ଟୁଛି କିଏ ?

ପଦ୍ମ ଶିବିରରେ ଅରିନ୍ଦମ। ବିଜେଡିରେ ହଲ୍ ଚଲ୍। ପ୍ରଥମେ ମାମୁ ଭବାନୀ ଶଙ୍କର ଜଗଦ୍ଦେବ ଆଉ ଏବେ ଭିଣୋଇ ଅରିନ୍ଦମ। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦୁଇ ସମ୍ପର୍କୀୟ ବିଜେଡିରୁ ମୁହଁ ଫେରାଇ ବିଜେପିରେ ଯୋଗ ଦେଇଛନ୍ତି।

author-image
Santosh Kumar Sahoo

ବିରୋଧୀ କ୍ୟାଂପରେ ପ୍ରଣବ ପ୍ରକାଶ ଦାସଙ୍କ ସଂପର୍କୀୟ। ଦେଖାଦେବ କି ସାଇଡ୍ ଇଫେକ୍ଟ। ଜଣକ ପରେ ଜଣେ ବିଧାୟକ ବିଜେଡି ଛାଡି ବିଜେପିରେ ସାମିଲ୍ ହେଉଥିବା ବେଳେ ବବିଙ୍କ ସଂପର୍କୀୟ ଛାଡିବା ଟେନ୍‌ସନକୁ ଆହୁରୁ ବଢାଇଦେଇଛି। ସେପଟେ ଗୋଟିଏ ପରିବାର, ଗୋଟିଏ ଟିକେଟ ପାଇଁ ଟ୍ରେଣ୍ଡ ସେଟ୍ କରୁଥିବା ନେଇ ସଂଗଠନ ସଂପାଦକଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ବିଜେଡି ନେତା। ଅନ୍ୟପଟେ ଅରିନ୍ଦମ ଦଳ ଛାଡିବା ପରେ କଟକ ରାଜନୀତିରେ ସମୀକରଣ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି।

Advertisment
Pranab Prakash Das BJD General Elections 2024
Advertisment
Advertisment