Advertisment

କେଉଁ ଦଳ ପାଇଁ କେଉଁ ବାର ହେବ ବେଶୀ ଶୁଭଙ୍କର ?

ଏଥର ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ। ହେଲେ ପ୍ରଥମ ଦୁଇ ପର୍ଯ୍ୟାୟ ସୋମବାରରେ ପଡୁଥିବାବେଳେ ଶେଷ ଦୁଇ ପର୍ଯ୍ୟାୟ ପଡୁଛି ଶନିବାର। ତେଣେ ଭୋଟ୍ ଗଣତି ହେବ ମଙ୍ଗଳବାର। କେଉଁ ରାଜନୈତିକଦଳଙ୍କ ପାଇଁ କେଉଁ ବାର ଶୁଭ କାହା ପାଇଁ ଅଶୁଭ, ତାକୁ ଗଣନା କରିଛନ୍ତି ଜ୍ୟୋତିଷଶାସ୍ତ୍ରୀ।

author-image
Manoranjan Behera

ଏଥର ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ। ହେଲେ ପ୍ରଥମ ଦୁଇ ପର୍ଯ୍ୟାୟ ସୋମବାରରେ ପଡୁଥିବାବେଳେ ଶେଷ ଦୁଇ ପର୍ଯ୍ୟାୟ ପଡୁଛି ଶନିବାର। ତେଣେ ଭୋଟ୍ ଗଣତି ହେବ ମଙ୍ଗଳବାର। କେଉଁ ରାଜନୈତିକଦଳଙ୍କ ପାଇଁ କେଉଁ ବାର ଶୁଭ କାହା ପାଇଁ ଅଶୁଭ, ତାକୁ ଗଣନା କରିଛନ୍ତି ଜ୍ୟୋତିଷଶାସ୍ତ୍ରୀ।

Advertisment
BJD General Election 2024 Congress BJP Odisha Politics
Advertisment
Advertisment