• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Air Pollution

Air pollution in Delhi: Its Magnitude and Effects on Health
ଦିଲ୍ଲୀରେ ବଦଳୁଛି ପାଗ, ବିଗୁଡ଼ିଛି ସନ୍ତୁଳନ

ଅସ୍ୱାସ୍ଥ୍ୟକର ହେଉଛି ଦେଶର ରାଜଧାନୀ ଦିଲ୍ଲୀର ପରିବେଶ। ବିଷ ବଳୟରେ କଲବଲ ହେଉଛନ୍ତି ଲୋକେ। ନଭେମ୍ବର ପହିଲାରୁ ଏମିତି ଚିତ୍ର ସାମ୍ନାକୁ ଆସିଛି। ପ୍ରତିଦିନ ହ୍ରାସ ଘଟୁଛି ବାୟୁର ଗୁଣବତ୍ତା। ଶରୀରକୁ ଯାଉଛି ବିଶାକ୍ତ ପବନ। ସ୍ଥିତିକୁ ଅଧିକ ବିଗାଡ଼ୁଛି ଗାଡ଼ି। ଉତ୍ତର ପ୍ରଦେଶ ଆଗ୍ରାର ସ୍ଥିତି ଅଧିକ ଜଟିଳ ରହିଛି।

Delhi\'s Overall Air Quality Continues To Remain \'Severe\' | Know Details
ବିଷ ବଳୟରେ ରାଜଧାନୀ

ବିଷ ବଳୟରେ ଭାରତର ରାଜଧାନୀ ଦିଲ୍ଲୀ। ଶୀତ ଦିନ ଆରମ୍ଭରୁ ଦିଲ୍ଲୀରେ ଧୂଳି ଧୂଆଁର ଆସ୍ତରଣ ତୀବ୍ର । ଫଳରେ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି ଦିଲ୍ଲୀବାସୀ।

delhi
ବିଷ ବଳୟରେ ରାଜଧାନୀ : ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଛନ୍ତି ଦିଲ୍ଲୀବାସୀ

ଅମାନିଆ ଲୋକଙ୍କ ପାଇଁ ରାଜଧାନୀ ଦିଲ୍ଲୀରେ ବଢ଼ିଛି ପ୍ରଦୂଷଣ । ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ । ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା, ଲୋକେ କଟକଣା ମାନିନଥିଲେ ।

Delhi Air Pollution
ଅମାନିଆ ଦିଲ୍ଲୀବାସୀ: ବ୍ୟାନ୍‌ ପରେ ବି ଦୀପାବଳିରେ ଜମେଇ କି ବାଣ ଫୁଟାଇଲେ,ଏବେ ଭୟଙ୍କର ସ୍ଥିତି

ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ। ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା। ଘନ କୁହୁଡ଼ି ଯୋଗୁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି।

Air pollution in Delhi
ପ୍ରଦୂଷଣ ଉପରେ କେଜରିୱାଲ ସରକାରଙ୍କ ପ୍ରହାର : ’ରେଡ୍ ଲାଇଟ୍ ଅନ୍ ଗାଡି ଅଫ୍’ ଅଭିଯାନ ଆରମ୍ଭ

ଦିଲ୍ଲୀ ସରକାର ଆଜି ଠାର ବାୟୁ ପ୍ରଦୂଷଣ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଫଳ ସ୍ୱରୂପ ରାଜଧାନୀରେ 'ରେଡ୍ ଲାଇଟ୍ ଅନ୍ କାର୍ ଅଫ୍' ଅଭିଯାନ ଏକ ମାସ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ରେଡ୍ ଲାଇଟ୍ ଜଳିଳେ ତଥା ଟ୍ରାଫିକ୍‌ରେ ଅଟକିଲେ ଗାଡି ବନ୍ଦ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।

Air Pollution
ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି: WHO

ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଥିବାର WHO ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଦୂଷଣ ରୋକିବା ପାଇଁ WHO ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଏବଂ ଏହାକୁ ମାନିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛି।

Pollution
ବିଷ ବଳୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ : ବାୟୁ ପ୍ରଦୂଷଣ ଯୋଗୁଁ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ

କଳକାରଖାନା ଯୋଗୁଁ ଆଜି ପ୍ରଦୂଷଣର ବିଷ ବଳୟରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ । ମାତ୍ରାଧିକ ଜଳ ଓ ବାୟୁ ପ୍ରଦୂଷଣ ଫଳରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । କାରଣ ସାରା ଅଞ୍ଚଳ ଏବେ ପ୍ରଦୂଷଣର ଶିକାର ହୋଇଛି । ପ୍ରଦୂଷଣ ଯୋଗୁଁ ଲୋକେ ବିଭିନ୍ନ ରୋଗରେ ଘାଣ୍ଟି ହେଉଛନ୍ତି । ଏମିତିକି ଗଣ୍ଡାନାଳରେ ପ୍ରବାହିତ କାରଖାନାର ବିଷାକ୍ତ ଜଳର ପ୍ରଭାବରେ ଫସଲ ମଧ୍ୟ ନଷ୍ଟ ହୋଇଯାଉଛି ।