ଭୀମଙ୍କୁ ଦିବ୍ୟ ଗଦା ଓ ଅର୍ଜୁନଙ୍କୁ ଦିବ୍ୟ ଶଙ୍ଖ ଦେଲା କିଏ? କାହିଁକି ଆୟୋଜନ ହୁଏ ରାଜସୂୟ ଯଜ୍ଞ? ଦୁଇ ଫାଳ ହେଇ ଜନ୍ମିତ ଗୋଟେ ଶିଶୁ ପୁଣି ବଞ୍ଚିଲା କେମିତି? କାହା ଭୟରେ କୃଷ୍ଣ ବଳରାମ ମଥୁରା ଛାଡି ଦ୍ୱାରକାରେ ରହିଥିଲେ? କେତେ ରାଜାଙ୍କୁ ବନ୍ଦୀ କରି ରଖିଥଲା ଜରାସନ୍ଧ ? ମହାଭାରତର ଏମିତି ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ମହାକୁମ୍ଭ ମେଳାରେ ଏକାଠି ହୋଇଛନ୍ତି ହଜାର ହଜାର ସାଧୁ ସନ୍ଥ। ସାଧୁଙ୍କ ପାଇଁ ରହିବାକୁ ଅନେକ ବ୍ୟବସ୍ଥା ହୋଇଛି। ତେବେ ଖାଲି ତ ରହିବେନି, ସେମାନେ ଦୈନିକ ଆହୁତି ଦେବାକୁ ତିଆରି ହୋଇଛି ଶହ ଶହ ଯଜ୍ଞକୁଣ୍ଡ। ଦେଖନ୍ତୁ ସେହି ଦୃଶ୍ୟ।
କାହିଁକି ଭୃଗୁ ବ୍ରାହ୍ମଣମାନଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲେ କ୍ଷତ୍ରୀୟମାନେ? କାହିଁକି ସଂସାରରୁ ଅସୁର ବଂଶର ନିପାତ କରିବାକୁ ଶପଥ ନେଲେ ଜଣେ ସାନ ବାଳକ? ଗନ୍ଧର୍ବ ଜଣେ ପାଣ୍ଡଵ ପାଞ୍ଚ ଭାଇଙ୍କୁ କାହିଁକି ଗୋଟେ ପରେ ଗୋଟେ କାହାଣୀ ଶୁଣାଇ ଚାଲିଥିଲେ? ଏଇ ସବୁ ଉତ୍କଣ୍ଠାପୁର୍ଣ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
ଯଜ୍ଞ କୁଣ୍ଡରୁ ସିଧା ଯୌବନଦୀପ୍ତ ଶରୀର ନେଇ ଯାଆଁଳା ଭାଇ ଭଉଣୀ କେମିତି ଜନ୍ମ ନେଲେ ? କାହିଁକି ଝିଅଟିଏ ପୁଅର ଶରୀର ଧରିଲା ? ରାତିଅଧରେ ଶକ୍ତିଶାଳୀ ଗନ୍ଧର୍ବକୁ ପରାଜିତ କଲା କିଏ ? ପରାଜିତ ଗନ୍ଧର୍ବର ଜୀବନ ରକ୍ଷା ପୁଣି ହେଲା କେମିତି ? ଏଇ ସବୁ ପ୍ରଶ୍ନର ଉତ୍ତର ଓ ଆହୁରି ଅନେକ ଅଜଣା କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ସୂର୍ଯ୍ୟ ଉପାସକ ଓ ଶ୍ରଦ୍ଧାଳୁ ମାନେ କୋଣାର୍କରେ ପୁରାଣ ବର୍ଣ୍ଣିତ ସୂର୍ଯ୍ୟ ରଥଯାତ୍ରାରେ ସାମିଲ ହୋଇ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ରଥ ଟାଣିଛନ୍ତି ।
ଗତକାଲି ସୂର୍ଯ୍ୟୋଦୟରୁ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ହୋଇଥିଲା ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବ ମହାଯଜ୍ଞର ଶୁଭାରମ୍ଭ । ଶ୍ରୀମନ୍ଦିର ଐଶାନ୍ୟକୋଣରେ ସ୍ଥାପିତ ବିଶାଳ ଯଜ୍ଞ କୁଣ୍ଡରେ ରୋଷଶାଳାରୁ ବୈଷ୍ଣବାଗ୍ନୀ ସଂସ୍କାର ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥଲା ।
ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନୀରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବ । ସେପଟେ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଗଲାଣି ଶ୍ରଦ୍ଧାଳୁଙ୍କ ଗହଳି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହୋତ୍ସବ ପାଇଁ ଭକ୍ତିମୟ ଶ୍ରୀକ୍ଷେତ୍ର। ଯଜ୍ଞ ପ୍ରତିଷ୍ଠାର ତୃତୀୟ ଦିନରେ ଅଙ୍କୁର ପୂଜନ ପରେ ଚାଲିଛି ଯଜ୍ଞ ଅଧିବାସ।
ବେଦ ପାଠରେ ଗୁଞ୍ଜରିତ ହେବ ଶ୍ରୀକ୍ଷେତ୍ର। ପଣ୍ଡିତଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେବ ବଡ଼ଦାଣ୍ଡ । ଏଠାରେ ହିଁ ୠଗ୍, ଯଦୁ, ଶାମ୍, ଅଥର୍ବ ଆଦି ୪ ବେଦର ବ୍ରାହ୍ମଣ କରିବେ ଯଜ୍ଞ କାର୍ଯ୍ୟ । ଏ
ଜାନୁଆରୀ ୧୪ରୁ ୨୫ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ୧୦୦ଏକର ଜାଗାରେ କୁଡ଼ିଆ ବି ନିର୍ମିତ ହୋଇଛି ।
ଆଜି ପ୍ରଥମ ଦିନରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ବେଳେ, ତୃତୀୟରୁ ଦଶମ ପିଲା ବି ଖୁବ୍ କମ୍ ସଂଖ୍ୟାରେ ଆସିଥିଲେ। ୫୬୫ ପିଲାରୁ ଉପସ୍ଥିତ ଥିଲେ ମାତ୍ର ୧୧୨ ଜଣ। ପ୍ରାର୍ଥନା ପରେ ହୋଇଥିଲା ଶୋକସଭା।
ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ , ସାଧୁ ସନ୍ଥଙ୍କ ଠାରୁ ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମ
ଜଗନ୍ନାଥ ହେରିଟେଜ୍ ମ୍ୟୁଜିୟମ୍ ନିର୍ମାଣ ପ୍ରସ୍ତାବ , ସାଧୁ ସନ୍ଥଙ୍କ ଠାରୁ ନିତ୍ୟ ପ୍ରବଚନ କାର୍ଯ୍ୟକ୍ରମ
ରଥଯାତ୍ରା ସମୟରେ ଠାକୁରମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ସମୟରେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳେ। ଏହି ଦୁର୍ଲଭ ଦର୍ଶନରେ ଭକ୍ତମାନଙ୍କ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
କେନ୍ଦ୍ରାପଡ଼ା ପେଣ୍ଠ ବେଳାଭୂମିରେ ମହିମା ସନ୍ନ୍ୟାସୀଙ୍କ ଦ୍ୱାରା ମହାଯଜ୍ଞ କରାଯାଉଛି ।
କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଆସନ୍ତାକାଲି ଭୋଟ୍ ଗଣତି, ବଢୁଛି ଉତ୍କଣ୍ଠ ।
ଶ୍ରୀଗୁଣ୍ଡିଚା ଯାତ୍ରାର ୯ ଦିନ ପରେ ସ୍ୱଗୃହକୁ ଫେରନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡା ବା ଦକ୍ଷିଣାଭିମୁଖୀ ଯାତ୍ରା କୁହାଯାଏ। କିପରି ଆରମ୍ଭ ହୁଏ ଠାକୁରଙ୍କ ଏହି ଯାତ୍ରା, ଶ୍ରୀଗୁଣ୍ଡିଚାରୁ ଶ୍ରୀମନ୍ଦିର ପହଞ୍ଚିବା ଭିତରେ ମହାପ୍ରଭୁଙ୍କ କ’ଣ ସବୁ ରହିଛି ରିତିନୀତି, ଜାଣିବା ପାଇଁ ପଢନ୍ତୁ…
ନିଖୋଜ ହୋଇଗଲା ପ୍ରିୟ ବିଲେଇ । ଭାଙ୍ଗି ପଡ଼ିଗଲେ ପରିବାର ଲୋକ । ଶେଷରେ ତା’ର ଆତ୍ମାର ସଦଗତି ପାଇଁ ନାମଯଜ୍ଞର ଆୟୋଜନ କରିଛନ୍ତି ।
ଏହି ବାବା ବେଶ ଥିବା ଲୋକ ମାନେ କିଏ ? କେଉଁ ଠାରୁ ଆସି ଏହି ପୀଠରେ ଫୁଲରେ ସଜାଇ ଯଜ୍ଞ କରୁଥିଲେ?
ଦୀପ ପ୍ରଜ୍ୱଳନରେ ଆଲୋକିତ ହେଉଛି ଶ୍ରୀମନ୍ଦିର। ପ୍ରକଳ୍ପ ନିର୍ମାଣ ଆରମ୍ଭ ପୂର୍ବରୁ ଚାଲିଛି ତିନିଦିନିଆ ମହାଯଜ୍ଞ । ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠ କମ୍ପୁଛି ପରିବେଶ । ଯଜ୍ଞରେ ଆସନ୍ତାକାଲି ପୂର୍ବାହ୍ନରେ ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ
ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଓ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ପକ୍ଷରୁ ଆଗତ ମୋସନ ଉପରେ ବିଧାନସଭାରେ ହୋଇଛି ସରଗରମ ଆଲୋଚନା। ବିରୋଧୀଦଳ ମୁଖ୍ୟ ସଚେତକ କହିଛନ୍ତି- ଓଡ଼ିଶା ବାରମ୍ବାର ମରୁଡ଼ି ସ୍ଥିତିର ସମ୍ମୁଖୀନ ହେଉଥିଲେ ବି ରାଜ୍ୟ ସରକାର ଏହାର ନିରାକରଣ ପାଇଁ କୌଣସି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରୁନାହାନ୍ତି।
ଗୋରଖପୁର: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଭାକ୍ସିନ ବା ଔଷଧ ତ ଏ ପର୍ଯ୍ୟନ୍ତ ବାହାରି ନାହିଁ। ତେବେ ଭାରତରେ କରୋନା ମୁକାବିଲା ପାଇଁ ଏକ ଅଭିନବ ଉପାୟ ବାହାର କରାଯାଇଛି। ଆଜି ଉତ୍ତର ପ୍ରଦେଶରେ କରୋନା ଭାଇରସର ମୁକାବିଲା ପାଇଁ ବିଶାଳ ଶାନ୍ତି ଯଜ୍ଞର ଆୟୋଜନ କରାଯାଇଛି। ଗୋରଖନାଥ ମନ୍ଦିରରେ ଯଜ୍ଞ ସହ ମନ୍ତ୍ର ପାଠ କରାଯାଇଛି। ମନ୍ଦିରର ଯଜ୍ଞଶାଳାରେ ବୈଦିକ ରୀତିନୀତିରେ ଏହି ଯଜ୍ଞକାମ ସମ୍ପନ୍ନ ହୋଇଛି। ଏହି ଶାନ୍ତି ଯଜ୍ଞରେ ୫୧ […]
ନୂଆଦିଲ୍ଲୀ : କାହା ଭାଗ୍ୟରେ କ’ଣ ଅଛି, କିଏ କହିବ? ସବୁ ଭଗବାନଙ୍କ ହାତରେ। ଏମିତି କିଛି କଥା ଆମ ରାଜନେତାଙ୍କ ମୁହଁରୁ ଏବେ ଶୁଣିବାକୁ ମିଳୁଛି। କାରଣ ଦୀର୍ଘ ସମୟ ଧରି କସରତ୍ କରିବା ପରେ ଆଜି ବାହାରୁଛି ଫଳ । କାହା ପେଡିରେ ବିଜୟ ଆଉ କାହା ପେଡିରେ ପରାଜୟ ଥିବ କିଏ ଜାଣିଛି ? ଏଣୁ ଭଗବାନଙ୍କ ଶରଣାପନ୍ନ ହେବାକୁ ରାଜନେତାମାନେ ଏବେ ଠିକ୍ ମଣୁଛନ୍ତି କହିବା ଠିକ୍ ହେବ। ନିକଟରେ ବିଜେପି […]
ଭୁବନେଶ୍ୱର: କଂଗ୍ରେସରେ ଯୋଗ ଦେଇଛନ୍ତି ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ମହାସଚିବ ଯଜ୍ଞେଶ୍ୱର ବାବୁ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଯୋଗ ଦେଇଥିବା ଯଜ୍ଞେଶ୍ୱର କହିଛନ୍ତି। ତାଙ୍କ ସହ ବିଜେପିରୁ କିଛି କର୍ମୀ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି।