ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୫ ରାଜ୍ୟର ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ପଛରେ ପକାଇ କଂଗ୍ରେସ ଆଗୁଆ ରହିଛି, ଯାହାକି ନିର୍ବାଚନର ଭୋଟ୍ ଗଣତିରୁ ମିଳିଥିବା ଟ୍ରେଣ୍ଡ୍ରେ ଦେଖିବାକୁ ମିଳିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଓ ଟ୍ରେଣ୍ଡ୍ ଅନୁଯାୟୀ ୩ଟି ରାଜ୍ୟରେ କଂଗ୍ରେସ ଆଗୁଆ ରହିଛି। ସେପଟେ କଂଗ୍ରେସର ଏଭଳି ବିଜୟକୁ ନେଇ ଦଳର କର୍ମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନ ସମ୍ମୁଖରେ […]
ଛତ୍ରପୁର: କରୋନା କଟକଣା ଭାଙ୍ଗି ନାଏବ ସରପଞ୍ଚଙ୍କ ସହ ୧୧ ଗିରଫ। ପୋଲସରା ବ୍ଲକ ଜା.ଡେଙ୍ଗାପଦର ପଞ୍ଚାୟତ ନାଏବ ସରପଞ୍ଚ ଗିରଫ ହୋଇଛନ୍ତି। ମର୍ଦ୍ଦରାଜପୁର ଗାଁରେ ୫ ଶହ ଲୋକଙ୍କୁ ନେଇ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଯଜ୍ଞ କରାଇଥିଲେ ଏହି ଜନପ୍ରତିନିଧି। ଏହାସହ ଗିରଫ ନାଏବ ସରପଞ୍ଚଙ୍କୁ ନିଲମ୍ବିତ କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନାରେ ୩୬ ଜଣଙ୍କ ମୃତ୍ୟୁ ଏବଂ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ସତ୍ତ୍ୱେ […]
ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଶରଧାବାଲିରେ ଦଣ୍ଡାୟମାନ ତିନି ରଥ । ଆକୁଳ ହୃଦୟରେ ଚାହିଁ ରହିଛନ୍ତି ଭକ୍ତ। କେତେବେଳେ ରଥକୁ ଫେରିବେ ପ୍ରଭୁ। ଶରଧାବାଲିରେ ରଥଟାଣି ଭକ୍ତ ତାଙ୍କର ପ୍ରିୟ ଠାକୁରଙ୍କୁ ନେଇଯିବେ ତାଙ୍କର ନୀଳକନ୍ଦରକୁ। ସେପଟେ କାନ୍ଦୁଛି ପତିତପାବନ ବାନା, ଶ୍ରୀହୀନ ଦିଶୁଛି ଶ୍ରୀମନ୍ଦିର। ଲକ୍ଷ୍ମୀ ସାଆନ୍ତାଣୀ ବି ମାନ କରି ବସିଛନ୍ତି । ଆଉ କେତେ ସମୟ ପ୍ରଭୁ ଏଠାରେ ଏମିତି ଲୀଳା ଲଗାଇବ ? ଶୀଘ୍ର ଚାଲି ଆସ […]
The highest rated show among all Odia news television which focuses on analysing the socio-political issues. Famous Ollywood Comedia Hrushikesh Das presents
The highest rated show among all Odia news television which focuses on analysing the socio-political issues. Famous Ollywood Comedian Hrushikesh Das presents
ନୂଆଦିଲ୍ଲୀ: ଆଉ ମାତ୍ର କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ଲଗାମ କା ହାତରେ ରହିବ ତାକୁ ସାରା ବିଶ୍ୱ ଅପେକ୍ଷା କରିଥିବା ବେଳେ ଟ୍ରମ୍ପ ନିର୍ବାଚନ ଜିତିବା କାମନା କରି ଦିଲ୍ଲୀରେ ହୋମ ଯଜ୍ଞ ଆରମ୍ଭ କରିଦେଇଛନ୍ତି ତାଙ୍କ ପ୍ରଶଂସକ। ମଙ୍ଗଳବାର ଦିଲ୍ଲୀର ଏକ ମନ୍ଦିରରେ ହିନ୍ଦୁ ସେନା ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଭ ମନାସୀ ହୋମଯଜ୍ଞ କରାଯାଇଛି। ପୂର୍ବ ଦିଲ୍ଲୀର ଏକ ମନ୍ଦିରରେ […]