• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

abhay-pathak-1
IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ମିଳିଥିବା ନେଇ ସୂଚନା ମିଳିଛି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ଅଭୟଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ଏନେଇ ସୂଚନା ଦେଇଛନ୍ତି

  • Thursday, 17 June 2021
abhay
ଅମାନିଆଙ୍କଠାରୁ ୧୬ କୋଟିରୁ ଅଧିକ ଫାଇନ୍ ଆଦାୟ ହୋଇଛି

ଭୁବନେଶ୍ୱର: ୧୭ ଜିଲ୍ଲାରେ କରୋନା କଟକଣା କୋହଳ ହେବା ପରେ ଲୋକେ ଅଧିକ ସତର୍କ ଓ ସଜାଗ ହେବାକୁ ପଡ଼ିବ । ଏବେ ବି ବହୁ ଲୋକେ ନିୟମ ଖିଲାପ କରୁଛନ୍ତି । ଫଳରେ ଏପ୍ରିଲରୁ ଏବେ ଯାଏଁ ୧୬ କୋଟିରୁ…

1050
ଏକର ଏକର ଜମିରେ ମାଡ଼ିଲା ବୁଢ଼ିଆଣୀ ଜାଲ..

ଅଷ୍ଟ୍ରେଲିଆ: ବିଶାଳ ବୁଢ଼ିଆଣୀ ଜାଲରେ ଆଚ୍ଛାଦିତ ହୋଇଛି ପଡ଼ିଆ । ଘାସ ଗାଲିଚା ସହ ପଡ଼ିଆର ଏକର ଏକର ଅଂଚଳ ବୁଢ଼ଇାଣୀ ଜାଲରେ ଢାଙ୍କି ହୋଇ ରହିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ଗିପ୍ସଲ୍ୟାଣ୍ଡ ଭିକ୍ଟୋରିଆ ଅଞ୍ଚଳରେ ।…

tika]
ଟିକା ନେବାକୁ ରୋକଠୋକ୍ ମନା କରିଦେଲେ ଲୋକେ

ବ୍ରହ୍ମପୁର: ଟିକା ନେବାକୁ ରୋକଠୋକ୍ ମନା କରିଦେଲେ ଲୋକେ। ଟିକା ନେଲେ ଲୋକେ ମରିଯାଉଛନ୍ତି ବୋଲି ଗୁଜବ ଶୁଣିବା ପରେ ଏବେ ଏଇ ଅବସ୍ଥା। କେତେ ସଚେତନ କଲେ ବି ଟିକା ନେବାକୁ ମଙ୍ଗୁନାହାନ୍ତି ଗ୍ରାମାଞ୍ଚଳ ଲୋକେ। ଗଞ୍ଜାମ ଜିଲ୍ଲା ସୋରଡା…

  • Thursday, 17 June 2021
online class
ଅନଲାଇନରେ ପାଠ ପଢ଼ାଇବା ସହ ପରୀକ୍ଷା ନେଇ ଗୁରୁତ୍ୱ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ଇ-ପାଠଶାଳା ଓ ଇ-ମୂଲ୍ୟାୟନ । ଏଣିକି ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଇବା ସହ ପରୀକ୍ଷା ଯେପରି କରାଯାଇପାରିବ ସେ ନେଇ ଗୁରୁତ୍ୱ ଦିଆଯାଇଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ ହୋଇଛି…

auto
ଅଟୋ ଚାଳକଙ୍କ ପାଇଁ କାଳ ହେଲା କରୋନା

ମହାମାରୀ କରୋନା ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତି ଖରାପ୍ କରିଥିବା ବେଳେ, ନିମ୍ନ ମଧ୍ୟବିତ୍ତ ଓ ଖଟିଖିଆ ଲୋକଙ୍କ ମେରୁଦଣ୍ଡ ଉପରେ ଯେମିତି ଶକ୍ତ ପ୍ରହାର କରିଛି । ପ୍ରଥମ ଲହର ପରେ ଦ୍ଵିତୀୟ ଲହର ତାଲା ବନ୍ଦର ପ୍ରଭାବ  ଲୋକଙ୍କ ପାଇଁ ଅନେକ ଯନ୍ତ୍ରଣା ଆଣିଦେଇଛି

  • Thursday, 17 June 2021
lekhashree
୮,୫୦୦ କୋଟି ଟଙ୍କା କେଉଁ ବାବଦକୁ କେତେ ଖର୍ଚ୍ଚ ହେବ, ହିସାବ ଦିଅ: ଲେଖାଶ୍ରୀ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ସହ…

  • Thursday, 17 June 2021
vaccination
୨୧ରୁ ରାଜ୍ୟରେ ହେବ ବ୍ୟାପକ ଟିକାକରଣ

୨୧ରୁ ରାଜ୍ୟରେ ବ୍ୟାପକ ଟିକାକରଣ ପାଇଁ ପ୍ରସ୍ତୁତ ଅଛନ୍ତି ସରକାର। କେମିତି ସୁରୁଖୁରୁରେ ଲୋକଙ୍କୁ ଟିକା ଦିଆଯାଇ ପାରିବ ସେଥିପାଇଁ ଯଥେଷ୍ଟ ମାନବ ସମ୍ବଳ ଅଛନ୍ତି। ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ଅଛି। ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

  • Thursday, 17 June 2021
Blood
ନିୟମିତ ରକ୍ତଦାନ କଲେ ହେବ ନାହିଁ କ୍ୟାନସର?

ଆପଣ କେବେ ରକ୍ତ ଦାନ  କରିଛନ୍ତି କି? ଯଦି ନାଁ ତେବେ ନିଶ୍ଚିତ କରନ୍ତୁ। କାରଣ ଆପଣଙ୍କ ରକ୍ତରେ କେବଳ ଜଣଙ୍କର ଜୀବନ ନୁହେଁ ବରଂ ଆପଣଙ୍କର ବି ଅନେକ ଲାଭ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି।

  • Thursday, 17 June 2021
Untitled-1
୨ରୁ ୪ ସପ୍ତାହ ମଧ୍ୟରେ ଏଇ ରାଜ୍ୟକୁ ଫେରିପାରେ କରୋନାର ତୃତୀୟ ଲହର-ଟାସ୍କ ଫୋର୍ସ

ମୁମ୍ବଇ: ମହାମାରୀ କରୋନାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବାବେଳେ ପୁଣି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।  ଆସନ୍ତା ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଦେଖାଦେବ ବୋଲି ଆକଳନ କରାଯାଉଛି। କୋଭିଡି ସ୍ଥିତି ନିରୀକ୍ଷଣ କରିବା ପାଇଁ…

odisha
ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମ୍ନାକୁ ଘୁଞ୍ଚିବା ନେଇ ଯୋଜନା

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମ୍ନାକୁ ଘୁଞ୍ଚିପାରେ। ବର୍ଷ ବର୍ଷ ଧରି ଏହି ଛକରେ ଶୋଭା ବଢାଉଥିବା ଏହି ସ୍ଥାପତ୍ୟକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି। ସ୍ମାର୍ଟ ଜନପଥର ବିକାଶ ପାଇଁ…

  • Thursday, 17 June 2021
china
ଏଲଏସିରେ ଶକ୍ତି ବଢ଼ାଉଛି ଚୀନ : ପରମାଣୁ ବମ୍ବର ଠାରୁ ଆରମ୍ଭ କରି କ୍ଷେପଣାସ୍ତ୍ର ମୁତୟନ କରୁଛି ଡ୍ରାଗନ୍

ପେଇଚିଙ୍ଗ୍ : ପୁଣି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଚୀନ୍ । ପୂର୍ବ ଲଦାଖରେ ବିଗତ କିଛି ମାସ ଧରି ଭାରତ ଓ ଚୀନ ସେନା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଡ୍ରାଗନ୍ ପୁଣି ଥରେ ଭାରତୀୟ ସୀମାରେ ସକ୍ରିୟ…

  • Thursday, 17 June 2021
odisha
“ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ କରୋନା ନିୟନ୍ତ୍ରଣ; ଫୋକସ୍‌ରେ ଏବେ କ୍ୟାଟୋଗୋରୀ ‘ବି’ ଜିଲ୍ଲା”

ଭୁବନେଶ୍ୱର: ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ କରୋନା ନିୟନ୍ତ୍ରଣକୁ ଆସିବା ପରେ ଏବେ ଫୋକସ୍‌ରେ ଉପକୂଳ ଅଞ୍ଚଳ। କ୍ୟାଟୋଗୋରୀ ‘ବି’ ରେ ଥିବା ୧୩ ଜିଲ୍ଲାକୁ ଏବେ ଗୁରୁତ୍ୱ ଦିଆଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଏହି ସବୁ ଜିଲ୍ଲାରେ…

  • Thursday, 17 June 2021
Flight
ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ

ପୁରୀରେ ଏୟାରପୋର୍ଟ ନେଇ ସର୍ଭେ ଆରମ୍ଭ ହୋଇଛି। ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ପ୍ରତିଷ୍ଠା ନେଇ ସର୍ଭେ ଆରମ୍ଭ ହୋଇଛି।

  • Thursday, 17 June 2021
kumbh mela
କୁମ୍ଭମେଳାରେ ଫେକ୍‌ କରୋନା ଟେଷ୍ଟ ଅଭିଯୋଗ ଘଟଣାର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୁମ୍ଭମେଳାରେ ଜାଲିଆତି କରି କରୋନା ଟେଷ୍ଟ ଅର୍ଥାତ୍‌ ନକଲି କରୋନା ଟେଷ୍ଟିଂ କରାଇଥିବା ଅଭିଯୋଗରେ ପ୍ରାଇଭେଟ୍‌  ଲାବ୍ରୋଟୋରୀ ଗୁଡ଼ିକ ବିରୋଧରେ ମାମଲା ରୁଜୁ ହେବ। ଏନେଇ ଉତ୍ତରାଖଣ୍ଡ ସରକାର ହରିଦ୍ୱାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା…

  • Thursday, 17 June 2021
students
କେମିତି ପିଲାଙ୍କୁ ଦିଆଯିବ ମାର୍କ? ସୁପ୍ରିମକୋର୍ଟରେ ଫର୍ମୁଲା ଜଣାଇଲା CISCE

ଦ୍ୱାଦଶ ମାର୍କ ସଂପର୍କରେ ନିଜ ଫର୍ମାଟ ଜଣାଇଲା CISCE। ସୁପ୍ରିମକୋର୍ଟରେ ନିଜ ମାର୍କିଂ ସମ୍ପର୍କରେ ସମସ୍ତ ତଥ୍ୟ ଦେଲା CISCE। ଗତ  ୬ ବର୍ଷର ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ ବୋଲି କହିଲା CISCE। ଆଇସିଏସ୍ଇର ଓକିଲ କହିଛନ୍ତି, ଗତ ୬ ବର୍ଷର ପ୍ରଦର୍ଶନକୁ ଆଧାର କରି ଦ୍ୱାଦଶର ମାର୍କିଂ କରାଯିବ

mukul roy
ଟିଏମସିରେ ଯୋଗଦେବା ପରେ ମୁକୁଲ ରୟଙ୍କୁ ଝଟକା :  'Z' ବର୍ଗ ସୁରକ୍ଷା ହଟାଇଲା ଗୃହ ମନ୍ତ୍ରଣାଳୟ  

କୋଲକାତା : ଟିଏମସି ନେତା ମୁକୁଲ ରୟଙ୍କ  ସୁରକ୍ଷା ପ୍ରତ୍ୟାହାର । ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ମୁକୁଲ ରୟଙ୍କ ‘Z’ ବର୍ଗ ସୁରକ୍ଷା ପ୍ରତ୍ୟାହାର କରିଛି ଗୃହ ମନ୍ତ୍ରଣାଳୟ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ…

  • Thursday, 17 June 2021
Ganga Putri
ଗଙ୍ଗାନଦୀରୁ ଉଦ୍ଧାର ହେଲେ "ଗଙ୍ଗାପୁତ୍ରୀ": ୟୁପି ସରକାର କହିଲେ, ଲାଳନପାଳନ ଦାୟିତ୍ୱ ଆମର

ପବିତ୍ର ଗଙ୍ଗା ନଦୀରେ ଏକ କାଠ ବାକ୍ସରେ ଏକ ନବଜାତ ଶିଶୁକନ୍ୟାକୁ ଜଣେ ନାବିକ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାର କରିବା ପରେ ନାବିକ ସେହି ବାକ୍ସରେ ଥିବା ସାମଗ୍ରୀକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଓ ଚକିତ ହୋଇ ଯାଇଛନ୍ତି

  • Thursday, 17 June 2021
nepal flood
ନେପାଳ ବନ୍ୟା: ହଠାତ୍‌ ମାଡ଼ି ଆସିଲା ପାଣି, ଭାସିଗଲା ଗାଁ

କାଠମାଣ୍ଡୁ: କେନ୍ଦ୍ର ନେପାଳରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଅଚାନକ ବନ୍ୟାପାଣି ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଉପରେ ବାଲିଚର ମାଡି ଯାଇଛି । ଏପରିକି ଅନେକ ସ୍ଥାନରେ ୧୫ଫୁଟ/୨୦ ଫୁଟ ଉଚ୍ଚର…

  • Thursday, 17 June 2021
truck accident
ସୁଧୁରୁନି ମାନସିକତା: ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ପରେ ବୋହି ନେଲେ ପରିବା

ଭୁବନେଶ୍ୱର: ମାଗଣାରେ କିଛି ଜିନିଷ ମିଳିଗଲେ ସାଧାରଣତଃ ଲୋକମାନେ ଲୋଭରେ ପଡ଼ି ଯାଆନ୍ତି। ହେଲେ ସେମାନଙ୍କର ଏହି ଲୋଭ ଯୋଗୁ ସେମାନେ କେତେବେଳେ ମାନିବିକତା ଭୁଲି ଯାଆନ୍ତି, ତା’ହୁଏତ ସେମାନଙ୍କୁ ଜଣାନଥିବ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର…

  • Thursday, 17 June 2021
Ratan Tata
ବୁଲା କୁକୁରକୁ ଘର ଯୋଗାଇ ଦେଲେ ରତନ ଟାଟା

ଦେଶବାସୀଙ୍କୁ ସବୁବେଳେ ସାହାଯ୍ୟ କରିବାକୁ ଆଗକୁ ଆସୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଶିଳ୍ପପତି ରତନ ଟାଟାଙ୍କ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ହେଲେ ଏବେ ସେ ମଣିଷ ନୁହେଁ ବରଂ ଗୋଟିଏ କୁକୁରକୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଛନ୍ତି

  • Thursday, 17 June 2021
twitter
ଗାଜିଆବାଦ ଭିଡିଓ ମାମଲା : ସ୍ୱରା ଭାସ୍କର ଓ ଟ୍ୱିଟର ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ : ଗାଜିଆବାଦର ମୁସଲମାନ ବୃଦ୍ଧଙ୍କୁ ମାଡ଼ପିଟ୍ କରୁଥିବାର ଭାଇରାଲ୍ ଭିଡିଓକୁ ନେଇ ବିବାଦ ଜାରି ରହିଛି । ଏବେ ରାଜଧାନୀ ଦିଲ୍ଲୀରେ ଏହି ମାମଲାକୁ ନେଇ ବଲିଉଡ଼୍ ଅଭିନେତ୍ରୀ ସ୍ୱରା ଭାସ୍କର, ଟ୍ୱିଟର ଇଣ୍ଡିଆ ମୁଖ୍ୟ ମନୀଷ ମାହେଶ୍ୱରୀଙ୍କ ସମେତ…

  • Thursday, 17 June 2021
plus two exam
ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ବାହାରି ପାରୁନି ନିର୍ଯାସ

ଭୁବନେଶ୍ୱର: କରୋନା ମହାମାରୀର ପ୍ରକୋପକୁ ଦେଖି  CBSE ଓ  CISCE ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପରେ ରାଜ୍ୟ ସରକାର ଦଶମ ବୋର୍ଡ ଓ ଯୁକ୍ତ ୨ ପରୀକ୍ଷା ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପରୀକ୍ଷା ବାତିଲ…

corona positive
୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ ହଜାରରୁ ଅଧିକ ପଜିଟିଭ, ମୃତ୍ୟୁ ସଂଖ୍ୟା ୨,୩୩୦

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ୨ୟ ଲହରର ଭୟାବହତା ହ୍ରାସ ପାଉଛି। ଦୈନିକ ସଂକ୍ରମଣ ହାର କମୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଆଜି ଦେଶରେ ୬୭ ହଜାର ୨୦୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୩୩୦ ଆକ୍ରାନ୍ତଙ୍କ…

puri
ରଘୁରାଜପୁରର ଶିଳ୍ପୀଙ୍କୁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲ୍ଲାର ରଘୁରାଜପୁରର ଶିଳ୍ପୀଙ୍କୁ ଆର୍ଥିକ ସହାୟତା । ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ପାଇଥିବା ଏହି ଗାଁର ଶିଳ୍ପୀଙ୍କ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ…

  • Thursday, 17 June 2021