• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

off-line-exam
ବିକଳ୍ପ ମୂଲ୍ୟାୟନ ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିବ?

ଭୁବନେଶ୍ୱର: ବିକଳ୍ପ ମୂଲ୍ୟାୟନ ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିବ? ପାସ୍ ହାର ବଢିବ ନା କମିବ? ଏସବୁ ଆଶଙ୍କା ଉପରୁ ଆସନ୍ତାକାଲି ପରଦା ହଟିବ ଯେତେବେଳେ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟ ଉଭୟ ୱେବସାଇଟ ଓ ଏସ୍ଏମ୍ଏସ୍…

  • Thursday, 24 June 2021
vaccine
ଏଣିକି ଘରୋଇ ହସ୍ପିଟାଲରେ ହେବନି ଟିକାକରଣ, ଯାହା ଷ୍ଟକ୍‌ ଅଛି ଫେରାଇବାକୁ ନିର୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଏଣିକି ଘରୋଇ ହସ୍ପିଟାଲରେ ହେବନି ଟିକାକରଣ । ରାଜ୍ୟ ସରକାର ଏନେଇ ନିଷ୍ପତି ନେଇଛନ୍ତି । ଘରୋଇ ହସ୍ପିଟାଲ ଗୁଡ଼ିକରେ ସରକାରୀ ପ୍ରକ୍ରିୟାରେ ଚାଲିଥିବା ଟିକାକରଣକୁ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି । ଏନେଇ ସବୁ ଜିଲ୍ଲାପାଳ, ପୌର…

vaccination
ଟିକାକରଣ ପରେ ହ୍ରାସ ପାଉଛି ସିଭିୟରଟି

ଭୁବନେଶ୍ୱର: ଟିକାକରଣ ହେବା ଦ୍ୱାରା ସିଭିୟରଟି ହ୍ରାସ ପାଉଛି । ଶରୀରରେ ଭଲ ଆଣ୍ଟିବଡି ସୃଷ୍ଟି ହେଉଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ଷ୍ଟଡିରୁ ଏହା ସ୍ପଷ୍ଟ ହୋଇଛି । ଓଡିଶାରେ ବ୍ରେକଥ୍ରୁ ଇନଫେକ୍ସନ…

anubhav
ମାମଲା ସରୁ ବୋଲି ବର୍ଷା ଚାହୁଁନାହାନ୍ତି: ଅନୁଭବ

ଭୁବନେଶ୍ୱର: ପାରିବାରିକ ବିବାଦ ମାମଲାକୁ ନେଇ ପୁଣି ଥରେ ମୁହାଁମୁହିଁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଆଜି ଅନୁଭବ ଅଭିଯୋଗ କରିଥିଲେ ଯେ, ଦୁହିଙ୍କ ମଧ୍ୟରେ ଚାଲିଥିବା ମାମଲା ସରୁ ବୋଲି ବର୍ଷା ଚାହୁଁନାହାନ୍ତି ଏବଂ ଜାଣିଶୁଣି…

maa-saree
ଚର୍ଚ୍ଚିତ ମା’ ଶାଢ଼ିକୁ ନେଇ ଟଣାଓଟରା, କିଏ କହୁଛି ସତ ? ଶାଢ଼ିର ପ୍ରକୃତ ସ୍ରଷ୍ଟା କିଏ ?

ସୋନପୁର: ସୋନପୁରର ଚର୍ଚ୍ଚିତ ମା’ ଶାଢ଼ିକୁ ନେଇ ଟଣାଓଟରା । ଏହି ଶାଢ଼ିର ପ୍ରକୃତ ସ୍ରଷ୍ଟା କିଏ ? ତାକୁ ନେଇ ଛିଡ଼ା ହୋଇଛି ବିବାଦ । ଗୋଟିଏ ପଟେ ରାଜେଶ ମେହେର ଦାବି କରୁଛନ୍ତି ମା’ ଶାଢ଼ି ତାଙ୍କ ଦ୍ୱାରା…

corona-increase
ପୁଣି କରୋନା ଗ୍ରାଫ୍ ଉପରମୁହାଁ: ହାଇରିସ୍କ ତାଲିକାରେ ୩ଟି ଜିଲ୍ଲା

ଭୁବନେଶ୍ୱର: ପୁଣି କରୋନା ଗ୍ରାଫ୍ ଉପରମୁହାଁ। ୨୨ ଜୁନ୍- ୨୯୫୭, ୨୩ ଜୁନ୍- ୩୪୫୬, ୨୪ ଜୁନ୍-୩୬୫୦। ରାଜ୍ୟରେ ପୁଣି ଧୀରେ ଧୀରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଗତ ୨୪ ଘଣ୍ଟାରେ ୬୯ ହଜାର ୪୮୦ କୋଭିଡ୍ ଟେଷ୍ଟ ହୋଇଥିବା…

teachers
ପିଲାଙ୍କ ପାଖରେ ଅନ୍‌ଲାଇନ୍‌ ପାଠ ପଢ଼ା ପହଞ୍ଚାଇବା ପାଇଁ, ଶିକ୍ଷକ ବାଛିଲେ ନିଆରା ଉପାୟ..

ଭୁବନେଶ୍ୱର: ମହାମାରୀ କରୋନାରେ ଭୁଶୁଡ଼ି ପଡ଼ିଥିବା ସ୍କୁଲ୍ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ନେବାକୁ ରାଜ୍ୟ ସରକାର ନିକଟରେ ଆରମ୍ଭ କରିଛନ୍ତି ୟୁଟ୍ୟୁବ ଲାଇଭ୍ ଲର୍ଣ୍ଣିଂ । ମୋବାଇଲ ମାଧ୍ୟମରେ ପିଲା କେମିତି ପଢ଼ିବ ସେଥିପାଇଁ ଉଦ୍ୟମ ହୋଇଥିବା ବେଳେ ଏ ବ୍ୟବସ୍ଥାକୁ…

Capture
ଜାମ୍ମୁ-କାଶ୍ମୀର ନେଇ ସର୍ବଦଳୀୟ ବୈଠକ ଶେଷ, ଦିଲ୍ଲୀଠାରୁ ଦିଲ୍‌ର ଦୂରତା କମାଇବାକୁ ମୋଦିଙ୍କ ଅହ୍ୱାନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଜାମ୍ମୁ କାଶ୍ମୀର ନେଇ ସର୍ବଦଳୀୟ ବୈଠକ ଶେଷ । ବୈଠକରେ ଜାମ୍ମୁକାଶ୍ମୀରର ୭ଟି ଦଳର ୧୪ ନେତା ଉପସ୍ଥିତ ଥିଲେ । ଜାମ୍ମୁ-କାଶ୍ମୀରର ନେତା ମାନଙ୍କୁ ଆବେଦନ କଲେ ପ୍ରଧାନମନ୍ତ୍ରୀ । ଦିଲ୍ଲୀ ଓ ଦିଲ୍ ମଧ୍ୟରେ…

jethwa
ଯଶୋବନ୍ତ ଜେଠୱା ଭିଜିଲାନ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର: ବରିଷ୍ଠ IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଯଶୋବନ୍ତ ଜେଠୱା। ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ଭିଜିଲାନ୍ସ ନିର୍ଦ୍ଦେଶକ ପଦବୀ ଖାଲି ଥିଲା। କ୍ରାଇମବ୍ରାଞ୍ଚ ଓ ଆଇନଶୃଙ୍ଖଳା ଏଡିଜି ଥିବା…

  • Thursday, 24 June 2021
water-logging
ଟ୍ୱିନ ସିଟିକୁ ଜଳବନ୍ଦୀ ଭୟ ! ରାସ୍ତାରେ ଚାଲିଛି ଆଣ୍ଠୁଏ ଆଣ୍ଠୁଏ ପାଣି

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲା ଟ୍ୱିନ୍ ସିଟି। କଟକ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ବର୍ଷା ଜଳ। ଏପରିକି ସହରର ପ୍ରମୁଖ ରାସ୍ତା ବାଦାମବାଡି ଏବଂ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମରେ କିଛି…

  • Thursday, 24 June 2021
barsh-anubhab
ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ବର୍ଷା, ଅସନ୍ତୋଷ ବ୍ୟକ୍ତ କଲେ ଅନୁଭବ

କଟକ : ଆସିଲେନି ବର୍ଷା, ଅନୁଭବ ନିରାଶ । ପୁଣି ତେଜିଲା ବର୍ଷା-ଅନୁଭବ ପାରିବାରିକ ବିବାଦ । ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଷ୍ଟାର ଦମ୍ପତି ବର୍ଷା-ଅନୁଭବ କଳିର କୌଣସି ସମାଧାନ ହୋଇପାରୁନି ।  ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି…

mulana
ଫେସବୁକର ’ହା ହା’ ଇମୋଜି ବିରୋଧରେ ଫତୱା ଜାରି କଲେ ମୌଲାନା

ଢ଼ାକା : ‘ହା ହା’ ଇମୋଜି ବିରୋଧରେ ବିଚିତ୍ର ଫତୱା । ବାଂଲାଦେଶର ଜଣେ ପ୍ରସିଦ୍ଧ ମୌଲାନା ଫେସବୁକର ‘ହା ହା’ ଇମୋଜି ବିରୋଧରେ ଫତୱା ଜାରି କରିଛନ୍ତି । ଲୋକଙ୍କୁ ପରିହାସ କରିବା ପାଇଁ ଫେସବୁକରେ ‘ହା ହା’ ଇମୋଜି…

  • Thursday, 24 June 2021
jio next
ଗୁଗଲ ଓ ଜିଓର ଫିଚର୍ ସହ ଉପଲବ୍ଧ ହେବ Jio Phone NEXT

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍‌ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍‌- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି। ଏହି ସ୍ମାର୍ଟଫୋନ୍‌ରେ ଜିଓ ଓ ଗୁଗୁଲ୍‌ର ବିଭିନ୍ନ…

  • Thursday, 24 June 2021
rahul gandhi
କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧି..

ସୁରଟ: ରାହୁଲଙ୍କୁ ପଡ଼ିଥିଲା କୋର୍ଟରୁ ଡକରା । ଆଉ କୋର୍ଟଙ୍କ କଥା ମାନି ହାଜର ହେଲେ ରାହୁଲ ଗାନ୍ଧି । ୨୦୧୯ ଏପ୍ରିଲ ୧୩ ତାରିଖରେ ନିର୍ବାଚନ ରାଲି କରୁଥିବା ସମୟରେ ରାହୁଲ ଦେଇଥିଲେ ବିବାଦୀୟ ଭାଷଣ । ଯାହାକୁ ନେଇ…

odia artist
ଡେରାଡୁନ IMA ରେ ଚମକିବ ଓଡ଼ିଆ ପୁଅଙ୍କ କଳାକୃତି

ଆଳି (ବନମାଳି ସାହୁ ): ଅଖ୍ୟାତ ପଲ୍ଲୀରୁ ଯାଇ ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ପୁଅ। ନିଜର ଶ୍ରେଷ୍ଠ କଳାକୃତି ପାଇଁ ରାଜ୍ୟ ବାହାରେ ଖାଲି ନିଜର ନୁହେଁ, ନିଜ ଗାଁ ମାଟିର ନାଁ ଉଜ୍ଜ୍ୱଳ କରିଛନ୍ତି। ନିଜ କଳାରେ ସେ…

  • Thursday, 24 June 2021
sonu sood
ସାଇକେଲରେ ସୋନୁ ସୁଦଙ୍କ ସୁପରମାର୍କେଟ୍ : ୧୦ଟି ଅଣ୍ଡା ଅର୍ଡର କଲେ ଫ୍ରି ହୋମ୍ ଡେଲିଭରି

  ଅଣ୍ଡା ଓ ବ୍ରେଡ୍ ବିକ୍ରି କରିବାକୁ ସାଇକେଲରେ ବାହାରିଲେ ସୋନୁ ସୁଦ୍ ହୋମ୍ ଡେଲଭରି ପାଇଁ ଦେବାକୁ ପଡ଼ିବ ଏକ୍ସଟ୍ରା ଚାର୍ଜ ନୂଆ ଅବତାରରେ ଦେବଦୂତ । ସାଇକେଲରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ସୁପରମାର୍କେଟ ।  ଅଣ୍ଡା ଓ…

exam
ଦ୍ୱାଦଶ ପରୀକ୍ଷାକୁ ନେଇ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ବିଶାଖାପାଟଣା: କରୋନା ମହାମାରୀ ଭିତରେ ଦ୍ୱାଦଶ ପରୀକ୍ଷା କରାଉଥିବାରୁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିବା ସହ ଚେତାବନୀ ଦେଇଛନ୍ତି। ଏହି ପରୀକ୍ଷା ପାଇଁ ଯଦି ଜଣକର ମଧ୍ୟ ମୃତ୍ୟୁ ହୁଏ, ସେଥିପାଇଁ ଆନ୍ଧ୍ର ସରକାର ଦାୟୀ ରହିବେ।…

  • Thursday, 24 June 2021
corona
ଦେଶରେ ୩୦ କୋଟି ଟପିଲା କରୋନା ଟିକାକରଣ : ୭୧ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ନେଇସାରିଛନ୍ତି ଉଭୟ ଡୋଜ୍

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩୦ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩୦,୧୬,୨୬,୦୩୮ଙ୍କୁ…

students
ଦ୍ୱାଦଶ ପରୀକ୍ଷା ଫଳ: ୧୦ ଦିନ ଭିତରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୧୦ ଦିନ ଭିତରେ ଦ୍ୱାଦଶ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ରାଜ୍ୟଗୁଡ଼ିକର ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ଆଧାର କରି ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।…

girl
ବିବାହର ୧୫ ଦିନ ପୂର୍ବରୁ ଘର ଛାଡ଼ି ଚାଲିଗଲେ ଯୁବତୀ, ଏହି ସିଙ୍ଗରଙ୍କ ନାଁ ନେଲେ ପରିବାର ଲୋକ

ହମିରପୁର: ବିବାହ ପାଇଁ ଜୋରଦାର ଚାଲିଥିଲା ପ୍ରସ୍ତୁତି। ସୁନା ଅଳଙ୍କାରଠୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ସବୁ ପ୍ରାୟତଃ କିଣା ସରିଥିଲା। ହେଲେ ଯାହା ପାଇଁ ଏତେ ଆୟୋଜନ ଚାଲିଥିଲା, ବିବାହ ପୂର୍ବରୁ ସେ ଘର ଛାଡ଼ି ଚାଲିଗଲେ। ଖାଲି ଫେରାର…

  • Thursday, 24 June 2021
modi
’ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା ଭାରତର ସବୁଠାରୁ ବଡ ଶକ୍ତି’

ନୂଆଦିଲ୍ଲୀ : ’ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା ଭାରତର ସବୁଠାରୁ ବଡ ଶକ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଟୟକାଥନ୍ -୨୦୨୧ର  ପ୍ରତିଯୋଗୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏଥିରେ କହିଛନ୍ତି ଗତ…

  • Thursday, 24 June 2021
medicine
ଶେଷରେ ଧରାପଡ଼ିଲା ନକଲି ଔଷଧ ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ଜେନା

ଭୁବନେଶ୍ୱର: ନକଲି ଔଷଧ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିବ ଜେନାଙ୍କୁ ଗିରଫ କରାଯାଇଛି । ନକଲି ମେଡିସିନ କାରବାର କରୁଥିବା ସଂସ୍ଥାର MD ଥିବା ଶିବ ଜେନାଙ୍କୁ ଆଜି କ୍ରାଇମବ୍ରାଞ୍ଚ STF ଗିରଫ କରିଛି । ଗତକାଲି କ୍ରାଇମବ୍ରାଞ୍ଚ STF…

  • Thursday, 24 June 2021
sonia
ଟିକାକରଣର ଗତିକୁ ନେଇ ଚିନ୍ତା ବ୍ୟକ୍ତ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଟିକାକରଣ ପାଇଁ ଚିନ୍ତାରେ ସୋନିଆ ଗାନ୍ଧୀ । ଦେଶରେ ଚାଲିଥିବା ଟିକାକରଣର ଗତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।  ମହାମାରୀର ସମ୍ଭାବ୍ୟ ତୃତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଉପରେ ଜୋର ଦେବା…

  • Thursday, 24 June 2021
bihar
ଟିକା ନନେଲେ ବିଧାନସଭା ଆସିବା ମନା : ସଂକ୍ରମଣକୁ ଦୃଷ୍ଟିରେ ରଖି ବାଚସ୍ପତିଙ୍କ କଠୋର ନିର୍ଦ୍ଦେଶ

ପାଟନା : ଟିକା ନେଇନଥିବା ବି‍ଧାୟକଙ୍କୁ ବିଧାନସଭାରେ ନୋ ଏଣ୍ଟ୍ରି । ସଂକ୍ରମଣ ଭୟ ଭିତରେ ଭ୍ୟାକ୍ସିନ ନେବା ବାଧ୍ୟତାମୂଳକ । କରୋନା ଟିକା ନେଇଥିବା ବିଧାୟକଙ୍କୁ ହିଁ ବିହାର ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ମିଳିବ । ବାଚସ୍ପତି ବିଜୟ…

  • Thursday, 24 June 2021