ଭୁବନେଶ୍ୱର: ଟୁଇନ ସିଟିରେ ଗଣେଶ ପୂଜା ପାଇଁ ମାମଲା। ଟୁଇନ୍ ସିଟିରେ ଗଣେଶ ପୂଜା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଛି। ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ବୁଢ଼ା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତ। ମୁଖ୍ୟ ସଚିବ, SRC, ପୋଲିସ କମିଶନରଙ୍କୁ ପକ୍ଷଭୁକ୍ତ କରି ମାମଲା ହୋଇଛି। କଟକ ଜିଲ୍ଲାପାଳ, ଡିସିପି, ସିଏମସି କମିଶନରଙ୍କୁ ପକ୍ଷଭୁକ୍ତ କରି ମାମଲା ହୋଇଛି। ଟୁଇନ ସିଟିର ସମସ୍ତ ପୂଜା ମଣ୍ଡପରେ ଗଣେଶ ପୂଜା ପାଇଁ ଅନୁମତି […]
କଟକ: କଟକ ସହରରୁ ଆଉ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନ୍ରୁ ୩୧, କ୍ୱାରେଣ୍ଟିନ୍ କେନ୍ଦ୍ରରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହୋମ୍ କ୍ୱାରେଣ୍ଟିନରୁ ୧୩ ଓ ଲୋକାଲ୍ କେସ୍ ୨୩ ଚିହ୍ନଟ ହୋଇଛନ୍ତି। କେଉଁ ଅଞ୍ଚଳରୁ କେତେ:- ଚାଉଳିଆଗଞ୍ଜ ନୂଆ ନିମ୍ବସାହିରୁ ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୫ ପୁରୁଷ ଓ ୧୬ ମହିଳା। ପିଲିଗ୍ରିମ ରୋଡରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। #COVID19 update in […]
ଭୁବନେଶ୍ୱର: କରୋନା ସଂପର୍କିତ କଥାବାର୍ତ୍ତାକୁ ନେଇ ଅଡିଓ ଭାଇରାଲ ମାମଲାରେ OTV କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ। ଏହାସହ ପୋଲିସକୁ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଟେଲିଭିଜନ ଆବେଦନ ଆଧାରରେ ତଦନ୍ତରେ ପୋଲିସକୁ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ OTV କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ହାଇକୋର୍ଟ ପ୍ରଦାନ କରିଛନ୍ତି। ଘଟଣାରେ ପୋଲିସ ପଦକ୍ଷେପ ନେଇ OTV ହାଇକୋର୍ଟ ଯାଇଥିଲା। ପୋଲିସର ରାତି ଅଧିଆ ନୋଟିସକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୨୨୦ ପଜିଟିଭ ଚିହ୍ନଟ। ୨୨୦ରୁ ୧୩୬ କ୍ୱାରେଣ୍ଟିନ, ୮୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେସ୍ୱର ମହାନଗର ନିଗମ(ବିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ନୟାପଲ୍ଲୀ ଗୋବିନ୍ଦନଗର ବସ୍ତିରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚନ୍ଦ୍ରଶେଖରପୁରରୁ ୮, ରିଜର୍ଭ ପୋଲିସ କଲୋନିରୁ ୭, ଦୂରଦର୍ଶନ କଲୋନିରୁ ୫, ମଞ୍ଚେଶ୍ୱରରୁ ୫, ବରମୁଣ୍ଡାରୁ ୫, ଡୁମୁଡୁମା ରଘୁନାଥ ନଗରରୁ ୪, ରସୁଲଗଡ଼ ଜିଜିପି କଲୋନିରୁ […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ମନା। ଦରକାର ପଡ଼ିଲେ ସଟ୍ଡାଉନ୍ ପରି କଠୋର ନିଷ୍ପତ୍ତି ନିଆଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି ଯେ ସ୍ୱତନ୍ତ୍ର ଟିମ୍ ଗଠନ କରି ସହରାଞ୍ଚଳରେ ସରପ୍ରାଇଜ୍ ଯାଞ୍ଚ କରାଯିବ। ସର୍ବସାଧାରଣ ସ୍ଥାନ ଓ ଅନୁଷ୍ଠାନରେ ଗଣେଶ […]
ଭୁବନେଶ୍ୱର: କରୋନା ମାଡରେ ଘାଇଲା ରାଜ୍ୟ ରାଜକୋଷ। ସଙ୍କଟରେ ରାଜ୍ୟର ଆର୍ଥିକ ସ୍ଥିତି କୋଭିଡ୍ ଓଡିଶା ଛୁଇଁବା ପରେ ମାର୍ଚ୍ଚରୁ ଅଗଷ୍ଟ ଆର୍ଥିକ କାରବାର୍ ଗରୁତର ପ୍ରଭାବିତ ହୋଇଛି। ଗତକାଲି ଏସବିଆଇ ଇକୋରାପ୍ ରିପୋର୍ଟରେ ଏହା ଜଳଜଳ ହୋଇ ଦେଖାଯାଉଛି। ତେବେ ଆଗକୁ ସ୍ଥିତି ଆହୁରି ଜଟିଳ ହେବା ନେଇ ରିପୋର୍ଟରେ ଆଶଙ୍କା ବ୍ୟକ୍ତ କରାଯାଇଛି। ରିପୋର୍ଟ ଅନୁସାରେ ୨୦-୨୧ ଆର୍ଥିକ ବର୍ଷରେ ଓଡିଶା ଅର୍ଥନୀତି ୬୮ ହଜାର ୩୦୬ କୋଟି ଟଙ୍କା କ୍ଷତି ସହିବ। ମୋଟ […]
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୧୫୩୫ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୫,୩୧୪ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୭ ଜଣ ଅଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୧୭୮, ଗଞ୍ଜାମରୁ ୧୫୬, କନ୍ଧମାଳରୁ ୧୦୫, ପୁରୀରୁ ୯୬, କଟକରୁ ୮୪, କୋରାପୁଟରୁ ୭୩, ବରଗଡ଼ରୁ ୭୦, ନୟାଗଡ଼ରୁ ୬୩, ମାଲକାନଗିରିରୁ […]
ଭଦ୍ରକ: ପ୍ରଥମେ ହାଇବ୍ରିଡ୍ କାର ପରେ ଗିନିଜ ବୁକ ରେକର୍ଡ ପାଇଁ ମିନି ଭେକ୍ୟୁମ୍ କ୍ଲିନର ପରେ ଫୁଟ୍ ଅପରେଟ୍ ସାନିଟାଇଜର ତିଆରି ଚର୍ଚ୍ଚାରେ ଥିବା କମଳ ଏବେ ପୁଣି ଚର୍ଚ୍ଚାରେ। ବର୍ତ୍ତମାନ ମନି ପର୍ସ ସାନିଟାଇଜର ଡିଭାଇସ ତିଆରି କରିଛନ୍ତି ଭଦ୍ରକ ଜିଲ୍ଲାର କମଳ କିଶୋର ମାଝି। ଏହି ଡିଭାଇସଟି ନିଶ୍ଚିତ କରୋନା ସଂକ୍ରମଣକୁ ରୋକି ପାରିବ ବୋଲି କମଳ ଦାବି କରିଛନ୍ତି।। ମାତ୍ର ୭୦୦ଟଙ୍କା ଖର୍ଚ୍ଚ କରି ୩ଘଣ୍ଟାରେ ଏହି ମନିପର୍ସ ପ୍ରସ୍ତୁତ ହୋଇଯିବ […]
ପୁରୀ: ଖଣ୍ଡ ଖଣ୍ଡ ହୋଇ ବିକ୍ରି ହୋଇଗଲା ପୁରୀର ବଗଲା ଧର୍ମଶାଳା। ଆଉ ମିଳିବନି ଶ୍ରୀମନ୍ଦିରର ଅତି ପାଖରେ ବର୍ଷ ବର୍ଷ ଧରି ଯାତ୍ରୀ ଓ ଭକ୍ତଙ୍କୁ ସ୍ୱଳ୍ପମୂଲ୍ୟରେ ରହଣୀ ସେବା। କାହିଁକି ନା ଏକମାତ୍ର ସରକାରୀ ଧର୍ମଶାଳାକୁ ପ୍ଲଟିଂ କରି ଲଜିଂ ମାଲିକଙ୍କୁ ବିକୁଛି ଜିଲ୍ଲା ପ୍ରଶାସନ। ଆଉ ଇଏ ତାର ସଦ୍ୟତମ ପ୍ରମାଣ। ଗତ ୫ରୁ ୧୨ ତାରିଖ ଭିତରେ ୬ ଜଣ ଲଜିଂ ମାଲିକଙ୍କୁ ବିକ୍ରି ହେଲାଣି ପ୍ଲଟ। ସେହି ବିକ୍ରୟ ଦଲିଲପତ୍ରର […]