• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

deadbody representative image
PUBG ପାଇଁ ପ୍ରାଣ ଗଲା !

ବାସୁଦେବପୁର: PUBG ଖେଳିବାକୁ ବାରଣ କରିବାରୁ ଜଣେ ୨୦ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମରା ଅଞ୍ଚଳରେ। ଯୁବକଙ୍କ ଘର ଚାନ୍ଦବାଲି ବ୍ଲକ୍‌ ଅନ୍ତର୍ଗତ ପାଣିଝରିଆ ଅଞ୍ଚଳରେ।  ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ଜଣକ ତାଙ୍କ ମାମୁଙ୍କ ସହ ଧାମରା ଅଞ୍ଚଳରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ। ଯୁବକ ଜଣକ ସବୁବେଳେ ମୋବାଇଲ୍‌ରେ ପବ୍‌ଜି ଖେଳୁଥିବାରୁ ତାଙ୍କ ମାମୁ ତାଙ୍କ ଉପରେ ବିରକ୍ତି ପ୍ରକାଶ କରୁଥିଲେ। […]

  • Sunday, 04 July 2021
ils
କରୋନା ସଂକ୍ରମଣ କମିବାର ରାଜ୍ '୩-ଟି'

ଭୁବନେଶ୍ୱର: ରାଜ୍ୟରେ ଟେଷ୍ଟ ସଂଖ୍ୟା ବଢ଼ିଛି ହେଲେ ଆକ୍ରାଙ୍କ ସଂଖ୍ୟା କମ୍ ରହିଛି, ଯାହା ଏକ ଆଶ୍ୱସ୍ତିକର ଖବର। ଆଜି ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି  ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ଏବେ ରାଜ୍ୟ ସରକାର ତିନିଟି T ଦ୍ୱାରା କରୋନା ମୁକାବିଲା କରୁଛନ୍ତି। Testing, Tracing ଏବଂ treatment। ଏହି ପ୍ରକ୍ରିୟାରେ ଅଧିକରୁ ଅଧିକ ଟେଷ୍ଟ ହେଲେ ସଂକ୍ରମଣ କମୁଥିବା ନଜରକୁ ଆସିଛି। ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ହାର କମ ରହିଛି। ଅନ୍ୟ ରାଜ୍ୟ […]

  • Sunday, 04 July 2021
asit-tripathy
ବଢୁଛି ନଦୀର ଜଳସ୍ତର: ଆଲର୍ଟ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ବନ୍ୟା ପ୍ରସଙ୍ଗରେ ଜିଲ୍ଲାପାଳମାନଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ମୁଖ୍ୟ ସଚିବଙ୍କ ସୂଚନା ଦେଇଛନ୍ତି ଯେ, ଗତ ୩ ଦିନରେ ମାଲକାନଗିରିରେ ସର୍ବାଧିକ ୪୬୩.୨ ମିମି ବର୍ଷା ହୋଇଛି। କିଛି କିଛି ଖାଲୁଆ ଅଞ୍ଚଳରେ ପାଣି ଜମିଥିଲା, ଏବେ ସ୍ଥିତି ସ୍ୱାଭାବିକ ରହିଛି। କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ଖୁବ୍‌ଶୀଘ୍ର SRCଙ୍କୁ ରିପୋର୍ଟ ଦେବେ। […]

  • Sunday, 04 July 2021
bhubaneswar
ଭୁବନେଶ୍ୱରରୁ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ, ୯୪ ଲୋକାଲ କେସ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଜି ଆଉ ୧୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କ୍ୱାରେଣ୍ଟିନରୁ ୧୦୪ ଏବଂ ୯୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେସ୍ୱର ମହାନଗର ନିଗମ(BMC)। କେଉଁ ଅଞ୍ଚଳରୁ କେତେ:- ଏକ ସିକ୍ୟୁରିଟି ଏଜେନ୍ସିର ୭ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚିନ୍ତାମଣିଶ୍ୱରରୁ ୬, ସାଲିଆସାହିରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ପୋଲିସ କର୍ମଚାରୀ, ଝାରପଡ଼ାରୁ ୩, ୟୁନିଟ-୧ ତାଟିବସ୍ତିରୁ ୩ ଚିହ୍ନଟ ହୋଇଛନ୍ତି। […]

  • Sunday, 04 July 2021