• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

neet exam
NEET 2020: ପରୀକ୍ଷାର୍ଥୀଙ୍କ ପାଇଁ ଗଡ଼ିବ ୪ ସ୍ପେଶାଲ୍‌‌ ଟ୍ରେନ୍‌

ଭୁବନେଶ୍ୱର: ଆସନ୍ତାକାଲି ହେବ National Eligibility cum Entrance Test(NEET)। ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଦୂରଦୂରାନ୍ତର ଆସୁଥିବା ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ସେନେଇ ମଧ୍ୟ ପ୍ରସ୍ତୁତି କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଲ୍‌ୱେ ପକ୍ଷରୁ ୪ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ। ଖରିଆର ରୋଡ୍‌ରୁ ଭାୟା ଟିଟିଲାଗଡ ଦେଇ ଆଜି ସମ୍ବଲପୁରକୁ ଏକ ସ୍ପେଶାଲ ଟ୍ରେନ୍‌ ଗଡ଼ିବ। ସେହିପରି ରାୟଗଡାରୁ ସମ୍ବଲପୁର, ଭଦ୍ରକରୁ ଭୁବନେଶ୍ୱର ଭାୟା କଟକ, […]

  • Sunday, 04 July 2021
medicine
ବଜାରରେ ମିଳିବ ଏହି ୨ କରୋନା ଔଷଧ

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ବ୍ୟବହାର କରାଯାଉଥିବା Favipiravir ଟାବ୍‌ଲେଟ୍‌ ଓ Remdesivir ଇଞ୍ଜେକ୍ସନ ବିକ୍ରି ପାଇଁ Drugs Controller General of India(DCGI) ପକ୍ଷରୁ ଅନୁମତି ଦିଆଯାଇଛି। ଏଣିକି ଏହି ୨ଟି ଔଷଧ ବଜାରେ ମିଳିବ। ଏ ନେଇ ଓଡ଼ିଶା DIRECTORATE OF DRUGS CONTROL ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ ଥିଲେ ଏହି ଔଷଧ ଗୁଡ଼ିକ କିଣି ହେବ। ଚିକିତ୍ସା ଆରମ୍ଭ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ରୋଗୀ […]

  • Sunday, 04 July 2021
viku-seth
ଯାତ୍ରା କଳାକାର ଭିକୁ ସେଠ୍‌ଙ୍କ ପରଲୋକ

ଭୁବନେଶ୍ୱର: ଖୁମ୍ପି ଦେଲୁ, ଭଲ କଲୁ … ମିନା ଭଲ ନାଚିଲ … ଭିକୁ ସେଠ୍‌ଙ୍କ ମୁହଁରୁ ଏହି ଡାଇଲଗ୍ ଆଉ ଶୁଣିବାକୁ ମିଳିବ ନାହିଁ। ଏହି ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍ ଓରଫ୍ ମହେନ୍ଦ୍ର ଦାସଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଭିକୁ ସେଠ୍‌ଙ୍କ ପରଲୋକ ନେଇ ମହେନ୍ଦ୍ର ଦାସଙ୍କ ଜଣେ ସଂପର୍କୀୟ ସୂଚନା ଦେଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚୌଦ୍ୱାରରୁ […]

ଚୋରି ଗାଡ଼ିର ଠିକଣା ଦେବା ପାଇଁ ଟଙ୍କା ମାଗିଲେ ସାମ୍ବାଦିକ !

ବରଗଡ଼: ଚୋରି ହୋଇଥିବା ଗାଡ଼ିର ଠିକଣା ଦେବା ପାଇଁ ଗାଡି ମାଲିକଙ୍କଠୁ ଜଣେ ସାମ୍ବାଦିକ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛିି ବରଗଡ଼ ଜିଲ୍ଲାରୁ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ବରଗଡ ଶିବାନନ୍ଦ ନଗରର ପ୍ରମୋଦ ମହାନ୍ତିଙ୍କ ଏକ ଚାରି ଚକିଆ ଗାଡ଼ି ଗତ ୯ ତାରିଖ ବିଳମ୍ବିତ ରାତିରେ ଚୋରି ହୋଇଯାଇଥିଲା। ଏନେଇ ୧୦ ତାରିଖରେ ସେ ଟାଉନ ଥାନାରେ ଅଭିଯୋଗ କରିଥିଲେ। […]

  • Sunday, 04 July 2021