• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

exam
୧୯ରେ ବାହାରିବ ଯୁକ୍ତ ଦୁଇ ବାଣିଜ୍ୟ ଫଳ

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ। ୧୯ ତାରିଖ ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ପ୍ରେସମିଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।  ସେହିପରି ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ। ୧୨ରେ ପ୍ରକାଶ ପାଇଥିଲା +2 ବିଜ୍ଞାନ ରେଜଲ୍ଟ।  ଅଗଷ୍ଟ ଶେଷ ସପ୍ତାହରେ  +୨ କଳା ରେଜଲ୍ଟ ପ୍ରକାଶ ପାଇବ। ଚଳିତ ବର୍ଷ +2ରେ ପରୀକ୍ଷା ଦେଇଛନ୍ତି ୩ ଲକ୍ଷ […]

  • Sunday, 04 July 2021
troch-light
ମୋବାଇଲ ଟର୍ଚ୍ଚ ଲାଇଟରେ ଚିକିତ୍ସା

ପାଟଣାଗଡ଼: ପୁଣି ସାମ୍ନାକୁ ଆସିଲା ମୋବାଇଟ ଟର୍ଚ୍ଚ ଲାଇଟରେ ଚିକିତ୍ସା ବେଳର ଦୃଶ୍ୟ। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏ ଚିତ୍ର। ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା କିଛି ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ଅଣାଯାଇଥିଲା, ପ୍ରାଥମିକ ଚିକିତ୍ସା ଆରମ୍ଭରୁ ହିଁ ବିଜୁଳି ଚାଲିଯାଇଥିଲା। ବହୁ ସମୟ ଧରି ବିଜୁଳି ନ ଆସିବାରୁ ମୋବାଇଲ ଫ୍ଲାସ ଲାଇଟରେ ଚିକିତ୍ସା ଜାରି ରହିଥିଲା। ମେଡିକାଲରେ ଥିବା ୧୦ ବର୍ଷ ତଳର ଜେନେରେଟର […]

  • Sunday, 04 July 2021
LEGAL-NOTICE
OTVକୁ ଲିଗାଲ ନୋଟିସ୍ ପଠାଇଲେ ଅନୁଭବ ମହାନ୍ତି

ଭୁବନେଶ୍ୱର: ଓଟିଭିକୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଲିଗାଲ ନୋଟିସ୍। କୋଭିଡ୍ ଅଡିଓ ସିଡି ମାମଲାରେ ହାଇଟେକ୍, ସମ୍ ଓ କିମ୍ସ ମେଡିକାଲ କର୍ତ୍ତୃପକ୍ଷ କିଛି ଦିନ ତଳେ ଓଟିଭି ନାଁରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହାପରେ ସାଂସଦ ଅନୁଭବ ମହାନ୍ତି ଓଟିଭିକୁ ଲିଗାଲ ନୋଟିସ୍ ପଠାଇଛନ୍ତି। ଓଟିଭି ତାଙ୍କ ନାଁରେ ସତ୍ୟ ବିହୀନ, ଅମୂଳକ ଓ ଆପତ୍ତିଜନକ ଖବର ପ୍ରସାରଣ କରିଥିବା ଦର୍ଶାଇ ସେ ଏହି ଆଇନଗତ ପଦକ୍ଷେପ ନେଇଥିବା ଟୁଇଟ କରି ଜଣାଇଛନ୍ତି। […]

  • Sunday, 04 July 2021
crime
ବନ୍ଧୁ ସାଜି ଆସିଲେ, ମହିଳାଙ୍କୁ ହତ୍ୟା କରି ଲୁଟିଲେ

ପଟ୍ଟାମୁଣ୍ଡାଇ: ଫିଲ୍ମ ଷ୍ଟାଇଲ୍‌ରେ ଚୋରି ଆଉ ତା ପରେ ବୀଭତ୍ସ ହତ୍ୟାକାଣ୍ଡ। ବନ୍ଧୁର ପରିଚୟ ଦେଇ ମିଠା ଦେଲେ। ଆଉ ଘରେ କେହି ନଥିବାର ସୁଯୋଗ ନେଇ ଜଣେ ମହିଳାଙ୍କୁ ହତ୍ୟା କରି ଲୁଟିନେଲେ। ଏଭଳି ବିଭତ୍ସ ହତ୍ୟାକାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ଏମିତି ଥିଲା ଘଟଣାକ୍ରମ:- ପଟ୍ଟାମୁଣ୍ଡାଇ ଥାନା ଅରଡ଼ପଲ୍ଲୀ ଗାଁରେ ଅମୂଲ୍ୟ ଜେନା (୬୨) ଜଣେ ଚାଷୀ। ପରିବାର କହିଲେ ସ୍ତ୍ରୀ ମିନତୀ, ଦୁଇ ପୁଅ ବିଶ୍ୱଜିତ ଓ ସତ୍ୟଜିତ। […]

  • Sunday, 04 July 2021
cure
ଦିନକରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୪୩ ,୭୭୯କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଅଞ୍ଚଳରୁ କେତେ:- ଗଞ୍ଜାମରୁ ସର୍ବାଧିକ ୨୩୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ-୧୩୧, ରାୟଗଡ଼ା-୧୧୨, ସୁନ୍ଦରଗଡ଼ରୁ ୧୧୧, ବାଲେଶ୍ୱର-୧୦୧, ଖୋର୍ଦ୍ଧା-୯୯, ଢେଙ୍କାନାଳରୁ ୬୩, ମୟୂରଭଞ୍ଜ-୫୧, ଗଜପତି ଓ କୋରାପୁଟରୁ ୪୯ ଲେଖାଏଁ ସୁସ୍ଥ ହୋଇଛନ୍ତି। Another 1503 […]

  • Sunday, 04 July 2021
final-temple
ବର୍ଷକରେ ଝଲସିବ ଏକାମ୍ର କ୍ଷେତ୍ର !

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ଚତୁଃପାର୍ଶ୍ୱର ଉନ୍ନୟନ ପାଇଁ ଏକ ବିରାଟ ଯୋଜନା ପ୍ରସ୍ତୁତ କରାଯାଇଛି।  ୬୬ ଏକର ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏହି ବିସ୍ତୃତ ଯୋଜନା ଉପସ୍ଥାପନା କରାଯାଇଥିଲା।  ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ଭବ୍ୟ ବିକାଶ  କରାଯାଇ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି  ପରିବେଶ ସୃଷ୍ଟି କରାଯିବ। ପୂର୍ବରୁ ୧୦ ରୁ ୧୫ ହଜାର […]

  • Sunday, 04 July 2021
commissioner-police
କମିଶନରେଟ ପୋଲିସ ଆଇଆଇସି ସ୍ତରରେ ଅଦଳବଦଳ

ଭୁବନେଶ୍ୱର: କମିଶନରେଟ ପୋଲିସ ଆଇଆଇସି ସ୍ତରରେ ଅଦଳବଦଳ। ଭରତ ସାହୁ ହେଲେ କ୍ୟାପିଟାଲ ଥାନା ଆଇଆଇସି। ଶରତ ସାହୁ ହେଲେ ନୟାପଲ୍ଲୀ, ଯୁବରାଜ ସ୍ୱାଇଁ ହେଲେ  ଚନ୍ଦ୍ରଶେଖରପୁର, ଅରୁଣ ସ୍ୱାଇଁ ହେଲେ ଖାରବେଳ ନଗର, ଗିରିଜା ଚକ୍ରବର୍ତ୍ତୀ ହେଲେ ଲକ୍ଷ୍ମୀସାଗର, ବିଶ୍ୱରଂଜନ ସେନାପତି ହେଲେ ନନ୍ଦନକାନନ, ବିଶ୍ୱରଂଜନ ନାୟକ ହେଲେ ବଡ଼ଗଡ଼ ଥାନା ଆଇଆଇସି। ସେହିପରି ଦୀପକ କୁମାର ମିଶ୍ର ହେଲେ ଏୟାରଫିଲ୍‌ଡ, ଅଞ୍ଜଳି ଛୋଟରାୟ ହେଲେ ଟ୍ରାଫିକ, ଦୟାନିଧି ନାୟକ ହେଲେ ଧଉଳି, ପ୍ରମୋଦ ପଟ୍ଟନାୟକ ହେଲେ ତମାଣ୍ଡୋ, ବିରଞ୍ଚି ପତି ହେଲେ ଚୌଦ୍ୱାର, ରଶ୍ମିରଂଜନ ମହାପାତ୍ର ହେଲେ ବାଦାମବାଡ଼ି, ରବୀନ୍ଦ୍ରନାଥ ମେହେର ହେଲେ ଜଗତପୁର, ପ୍ରଦୀପ ନାୟକ ହେଲେ ମର୍କତନଗର, ପଦ୍ମଲୋଚନ ପ୍ରଧାନ ହେଲେ ଖଣ୍ଡଗିରି ଓ ହିମାଂଶୁ ଭୂଷଣ ସ୍ୱାଇଁ ହେଲେ ସହିଦନଗର ଥାନା […]

  • Sunday, 04 July 2021
prasant-jagdeb
ଅଡୁଆରେ ବିଜେଡିର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ

ଭୁବନେଶ୍ୱର: ପୁଣି ଅଡୁଆରେ ଚିଲିକା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ। କନିଷ୍ଠ ଯନ୍ତ୍ରୀଙ୍କ ଦୁର୍ବବ୍ୟହାର କରି ଏଥର ଫସିଛନ୍ତି ବିଧାୟକ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ସାହୁ ଓ ଅନ୍ୟ ଷ୍ଟାଫଙ୍କୁ ବିଧାୟକ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ କନିଷ୍ଠ ଯନ୍ତ୍ରୀ ଜଗବନ୍ଧୁ ସାହୁ ଚଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୀକାରୀଙ୍କୁ ଚିଠି ଲେଖି ଗତ ୧୫ ତାରିଖ ରାତିର ଘଟଣା ସଂପର୍କରେ ଅବଗତ କରାଇଛନ୍ତି। ଘଟଣାଟି ଥିଲା ଏମିତି:- […]

  • Sunday, 04 July 2021