• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 13 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ହାତୀପଲ୍ଲଙ୍କୁ ଘଉଡାଇବ ମହୁମାଛି

ହାତୀ-ମଣିଷ ଲଢେଇ ରୋକିବେ ମହୁମାଛି । ଏଥିପାଇଁ ଆଠମଲ୍ଲିକ ବନଖଣ୍ଡର ଦୁଇଟି ଗାଁରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ । ରେଡ୍ୟୁସିଙ୍ଗ ଏଲିଫ୍ୟାଣ୍ଟ ହ୍ୟୁମାନ ଆଟାକ୍ସ ୟୁଜିଙ୍ଗ ବିଜ୍ ବା ରି-ହ୍ୟାବ୍ ପ୍ରୋଜେକ୍ଟରେ ଗାଁ ମୁହାଁ ହାତୀଙ୍କୁ ଘଉଡାଇବା ସହଜ ହେବ ବୋଲି ଆଶା ରଖିଛି ବନ ବିଭାଗ । More
  • Satyendu Shekher Mishra
  • 2 years ago

ଏଥର ଜମିବ ରଜ ! ଲାଗିଲାଣି ଦୋଳି, କିଣା ସରିଲାଣି ଫଳ ସାଙ୍ଗକୁ ନୂଆ ପୋଷାକ

ରଜ ଗୀତ ଓ ଓଡ଼ିଆ ଆଧୁନିକ ଗୀତର ତାଳେ ତାଳେ ନାଚଗୀତ ଆରମ୍ଭ କଲେଣି କଟକ, ସାଲେପୁର ଅଞ୍ଚଳର କୁନି କୁନି ପଲାମାନେ । ଭଳିକି ଭଳି ଡିଜାଇନର ମେହେନ୍ଦି ସାଙ୍ଗକୁ ଅଳତା ବି ନାଇଛନ୍ତି ପାଦରେ । More
  • Satyendu Shekher Mishra
  • 2 years ago

ମହିଳା ଓ ଶିଶୁଙ୍କ ପାଇଁ ମାଳ ମାଳ ଯୋଜନା ସତ୍ତ୍ୱେ ହାରାହାରି  ଅାୟୁ କ୍ଷେତ୍ରରେ ହୋଇନି ଅାଖିଦୃଶିଅା ପରିବର୍ତ୍ତନ

୨୨ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୫, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ କୁପୋଷଣକୁ ଦାୟୀ କଲେ ବିଶେଷଜ୍ଞ । ପଛୁଆ ଓ ଆଦିବାସୀ ଜିଲ୍ଲାରେ ସ୍ଥିତି ସଂଗୀନ । More
  • Satyendu Shekher Mishra
  • 2 years ago

୮୦ ଫୁଟ୍ ଗାତରେ ନିସ୍ତେଜ ହେଉଛି ରାହୁଲ, ସୁରକ୍ଷିତ ବାହାରିବ କେମିତି ?

ସୁଡ଼ଙ୍ଗ ଖୋଳି, ଚାଲିଛି ଉଦ୍ଧାର କାର୍ଯ୍ୟ । ରାହୁଲଠୁ ମାତ୍ର କିଛି ଫୁଟ୍ ଦୂରରେ ରେସ୍‌କ୍ୟୁ ଟିମ୍ । ଜଳସ୍ତର ହ୍ରାସ ପାଇଁ ଆଖପାଖ ଗାଁରେ ଖୋଲିଦିଆଯାଇଛି ବୋରୱେଲ । More
  • Satyendu Shekher Mishra
  • 2 years ago

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ସାଢ଼େ ୯ଟାରୁ ଦିବ୍ୟସ୍ନାନ; ଜାଣନ୍ତୁ ସମ୍ପୂର୍ଣ୍ଣ ନୀତି ନିର୍ଘଣ୍ଟ

ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇବେ ଚତୁର୍ଦ୍ଧା ମୂରତି । ୨ବର୍ଷ ପରେ ଚର୍ମଚକ୍ଷୁରେ ସ୍ନାନଲୀଳା ଦେଖିବାକୁ ଉଚ୍ଛନ୍ନ ଭକ୍ତ । ସୁରକ୍ଷା ଦାୟିତ୍ୱରେ ୫୨ ପ୍ଲାଟୁନ୍ ଫୋର୍ସ । More
  • Otv Khabar Bureau
  • 2 years ago

ଦୁଇ ବର୍ଷ ପରେ ଜମିବ ଐତିହାସିକ ବାଲିଯାତ୍ରା

ଏଥର କଟକରେ ହେବ ବାଲିଯାତ୍ରା । More
  • Satyendu Shekher Mishra
  • 2 years ago

ଡବଲ ମର୍ଡର ଘଟଣାରେ ନୂଆ ଫର୍ଦ୍ଦ ! କୋର୍ଟ ପଚାରିଲେ କାହିଁକି ବିଳମ୍ବ ହେଉଛି ତଦନ୍ତ ? ତୁରନ୍ତ ରିପୋର୍ଟ ଦିଅ

ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାର କିଛି ଦିନ ପରେ ଘଟଣା ସହ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତର ମଧ୍ୟ ମୃତ୍ୟୁ ହୋଇଥିଲା । More
  • Prangyan Parimita
  • 2 years ago

ବୋରୱେଲରେ ରାହୁଲ: ୧୦ ଘଣ୍ଟା ହେଲା କିଛି ଖାଇନି

ଗତ ୧୦ ଘଣ୍ଟା ହେଲାଣି ରାହୁଲ କିଛି ଖାଇନଥିବା ମିଳିଲା ସୂଚନା More
  • Prangyan Parimita
  • 2 years ago

ମାନସିକ ଅନଗ୍ରସର ଯୁବକଙ୍କ ଉନ୍ମତ୍ତ କାଣ୍ଡ : ବାଟରେ ଯାହାକୁ ପାଇଲା କାଟିଲା

ଯୁବକର ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା More
  • Rajalaxmi Sahoo
  • 2 years ago

ଲୁଚି ଲୁଚି ଦ୍ୱିତୀୟ ବିବାହ କଲେ, ଧୋକା ଦେଇ ଚାଲି ଆସିଲେ; ପରେ ଏମିତି ହେଲା ଅବସ୍ଥା...

ପୁଣି ଲଭ୍‌, ସେକ୍ସ ଓ ଧୋକା। ପ୍ରଥମ ସ୍ତ୍ରୀ ଥାଇ ଦ୍ୱିତୀୟ ବିବାହ କଲେ। ଆଉ ବିବାହ ପରେ ଧରାଛୁଆଁ ଦେଲାନି। ଶେଷରେ ଠିକଣା ଖୋଜି ଖୋଜି ଆସି ପହଞ୍ଚିଲା ଦ୍ୱିତୀୟ ସ୍ତ୍ରୀ।  More
  • Rajalaxmi Sahoo
  • 2 years ago

ଖୁବ୍‌ଶୀଘ୍ର ଓଡ଼ିଶା ଛୁଇଁପାରେ ମୌସୁମୀ, ଆକାଶରେ ଘୋଟି ଆସିବ କଳା ବାଦଲ !

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି। More
  • Prangyan Parimita
  • 2 years ago

କୁଚିଣ୍ଡା ଲଙ୍କାକୁ ମିଳିବ ନୂଆ ପରିଚୟ : ଜିଆଇ ଟ୍ୟାଗ୍ ପାଇଁ ଫିଟିଲା ବାଟ

କୁଚିଣ୍ଡାରେ ଚାଷ ହେଉଥିବା ଲଙ୍କାର ଗୁଣବତ୍ତା ନେଇ ଲ୍ୟାବ୍ ରିପୋର୍ଟ ଆସିବା ପରେ ଆଶା ସଂଚାର ହୋଇଛି More
  • Prangyan Parimita
  • 2 years ago

ଟୁ ଇନ୍ ୱାନ ସ୍କୁଟର, ଉଭୟ ବ୍ୟାଟେରୀ ଓ ପେଟ୍ରୋଲରେ ଚାଲୁଛି

ଗ୍ୟାରେଜ ମେକାନିକ୍ ସାଇକ୍ରିଷ୍ଣା ବିକଶିତ କଲେ ସ୍ୱତନ୍ତ୍ର ସ୍କୁଟର, ଯାହା ଉଭୟ ପେଟ୍ରୋଲରେ ଆଉ ବ୍ୟାଟେରୀରେ ଚାଲିବ । More
  • Prangyan Parimita
  • 2 years ago

BREAKING : ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ

ବାଚନିକ ଭୋଟ ପରେ ନୂଆ ବାଚସ୍ପତିଙ୍କ ନାଁ ଘୋଷଣା କରାଯାଇଛି । More
  • Rajalaxmi Sahoo
  • 2 years ago

ପାଗରେ ଆସିପାରେ ପରିବର୍ତ୍ତନ, ରଜରେ ଭିଜିବ ଓଡ଼ିଶା !

ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ପାଗରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ହୋଇଛି।  More
  • Otv Khabar Bureau
  • 2 years ago

ଯାତ୍ରୀବାହୀ ବସ୍ ଓଲଟି ୫ ମୃତ

ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍ ନିକଟରେ ଯାତ୍ରୀବାହୀ ବସ୍‌ ଓଲଟି ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। More
  • Rajalaxmi Sahoo
  • 2 years ago

ବସ୍‌ଷ୍ଟାଣ୍ଡରେ ଶିକ୍ଷକଙ୍କଠୁ ଲାଞ୍ଚ ନେଉଥିଲେ କ୍ଲର୍କ, ମାଡ଼ି ବସିଲା ଭିଜିଲାନ୍ସ...

ଗଞ୍ଜାମ ଜିଲ୍ଲା ଆସିକା ବିଇଓ ଅଫିସ୍‌ର କିରାଣୀ ମନୋଜ ପ୍ରଧାନ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ ଜଣେ ଶିକ୍ଷକଙ୍କ increment ପେପରକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇବା ନିମନ୍ତେ  ମନୋଜ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।  More
  • Otv Khabar Bureau
  • 2 years ago

ଆଜି ଗୁପ୍ତ ସେନାପଟା ଲାଗି ନୀତି; ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ଆଜି ଗୁପ୍ତ ସେନାପଟା ଲାଗି ନୀତି ପାଇଁ ସକାଳୁ ମଧ୍ୟାହ୍ନ ୧୨ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । More
  • Chandan Shishu
  • 2 years ago

ବାରବାଟୀରେ ହାରିଲା ଭାରତ, ସାଉଥ୍ ଆଫ୍ରିକାର ଦମଦାର ବିଜୟ

୧୪୯ ରନ୍‌ର ଟାର୍ଗେଟ୍‌ ରଖିଥିଲା ଭାରତ More
  • Chandan Shishu
  • 2 years ago

ସାଉଥ ଆଫ୍ରିକା ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଭାରତ।  More
  • Prangyan Parimita
  • 2 years ago

ରାଜ୍ୟର ସବୁ ଛୋଟ ବଡ଼ ମେଡିକାଲରେ ଡାକ୍ତର ମରୁଡ଼ି : କେଉଁଠି ବି ନାହାନ୍ତି ପ୍ରଫେସର ଓ ସ୍ପେଶାଲିଷ୍ଟ ଡାକ୍ତର

ସ୍ୱାସ୍ଥ୍ୟସେବାରେ ଅଗ୍ରଣୀର ଡିଣ୍ଡିମ ପିଟୁଥିବା ଓଡ଼ିଶାର ବାସ୍ତବ ଚିତ୍ର ପୂରା ଓଲଟା More
  • Pramod Behera
  • 2 years ago

ନୂଆ ସିନେମାର ନୂଆ ଠିକଣା ‘ଅଳଙ୍କାର’

ଜିଆର୍‌ପି ଦୌଡରେ ଆଗେଇ ଚାଲିଛି ‘ଅଳଙ୍କାର’। ବର୍ତ୍ତମାନ ଓଡିଶାର ପ୍ରଥମ ଓ ଏକମାତ୍ର ଓଡିଆ ଚାନେଲ୍ ହୋଇପାରିଛି। More
  • Chandan Shishu
  • 2 years ago

ଟସ୍‌ ହାରି ବ୍ୟାଟିଂ କଲା ଭାରତ, ଆରମ୍ଭରୁ ବିପର୍ଯ୍ୟୟ

ପ୍ରଥମ ଟି-୨୦ ଟିମ୍‌କୁ ବାରବାଟୀରେ ରିପିଟ୍ କରିଛି ଭାରତ More