• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 12 May 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାହାରେ ହେବ ବାହ୍ୟ ରାସ୍ତା

ASI ଡିଜିଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରକୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ସ୍ଥାନାନ୍ତର ପ୍ରସ୍ତାବ ଉପରେ ରାଜି ହୋଇଛି ସିଏସି । More
  • Pramod Behera
  • 2 years ago

ବିଳମ୍ବିତ ରାତି ଯାଏଁ ଖୋଲିବ ଡ୍ୟାନ୍ସବାର୍‌; ରଙ୍ଗୀନ ହେବ ରାଜଧାନୀ

ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍‌ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ। ତେବେ ଅବକାରୀ ବିଭାଗର ଏହି ନିଷ୍ପତ୍ତି ସୃଷ୍ଟି କରିଛି ଦ୍ୱନ୍ଦ୍ୱ। କାରଣ ଓଡ଼ିଶା FIRE WORKS AND LOUDSPEAKER ACT -1958 ଅନୁସାରେ ରାତି ୧୦ଟା ପର୍ଯ୍ୟନ୍ତ ମ୍ୟୁଜିକାଲ୍‌ ଲାଇସେନ୍ସ ଅନୁମତି ରହିଛି। More
  • Satyendu Shekher Mishra
  • 2 years ago

ବାରମ୍ବାର କଥା ବଦଳାଉଛନ୍ତି ପୁରୀ ବିଧାୟକ ! ରହିଛି କି କାହାର ଅଦୃଶ୍ୟ ଚାପ ?

ଖୋଳା ଯାଉଛି ବିରାଟ ବିରାଟ ଗାତ । ମୁଣ୍ଡ ଟେକୁଛି ବିରାଟକାୟ ପିଲାର । କେଉଁଠି ୩୦ରୁ ୩୫ ଫୁଟ୍ ଗାତ ତ ଆଉ କେଉଁଠି ଫିଲିଂ କରାଯାଇଛି ବାଲି । More
  • Satyendu Shekher Mishra
  • 2 years ago

୩ ରାଜ୍ୟସଭା ଆସନ ପାଇଁ ତାଲିକାରେ ଅନେକ ହେଭିୱେଟ୍‌ ! ଜାଣନ୍ତୁ ରେସ୍‌ରେ କିଏ ଆଗରେ..

ଜୁନ୍-ଅଗଷ୍ଟ ମାସରେ ଶେଷ ହେଉଥିବା ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ଖାଲିହେବ । ସେଥିମଧ୍ୟରୁ ଓଡିଶାରେ ୩ଟି ଆସନ ଖାଲି ହେବ ।  More
  • Pramod Behera
  • 2 years ago

ମିଳୁନି ରଥ ନିର୍ମାଣ ପାଇଁ କାଠ; ଚିନ୍ତାରେ ସେବକ

ରଥ ନିର୍ମାଣ ପାଇଁ ଅଭାବ ପଡ଼ିଲାଣି କାଠ ଫାଶି, ଅସନ ଓ ଧଉରା କାଠ ସହଜରେ ମିଳୁନି। ଏସବୁକୁ ନେଇ ଚିନ୍ତାରେ ମହାରଣା ଓ ଭୋଇ ସେବକ। ଆଗକୁ ରଥ ଗଢ଼ା ପାଇଁ କେଉଁଠୁ କାଠ ଆସିବ ତାକୁ ନେଇ ବଢୁଛି ସଂଶୟ। More
  • Pramod Behera
  • 2 years ago

ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଲେ ମହିଳା

ଅସହାୟଙ୍କୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଲେ ମହିଳା। ଶତାଧିକ ମହିଳା ଏକାଠି ହୋଇ ଗଢିଲେ ‘ହେଲ୍ପ ଓଡ଼ିଶା ଟ୍ରଷ୍ଟ୍’। More
  • Satyendu Shekher Mishra
  • 2 years ago

ପୁଣି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ ଅପରାଜିତା, କହିଲେ ଜଗନ୍ନାଥଙ୍କ ଜମି ଫେରାଇ ଆଣ

ଶ୍ରୀଜଗନ୍ନାଥଙ୍କ ବିପୁଳ ଜମି ଜବରଦଖଲ ହୋଇଛି ସେଗୁଡ଼ିକୁ ଫେରାଇ ଅଣାଯାଉ ବୋଲି କହିଥିଲେ ଅପରାଜିତା । More
  • Satyendu Shekher Mishra
  • 2 years ago

ପରିକ୍ରମା ପ୍ରକଳ୍ପ ନେଇ ବାରମ୍ବାର ବଦଳୁଛି BJP ବିଧାୟକଙ୍କ ବୟାନ, କ’ଣ କହିବେ ଜାଣିପାରୁ ନାହାନ୍ତି !

ଗତ ତିନି ଦିନରେ ବାରମ୍ବାର ସଫେଇ ଦେଇ ପ୍ରକଳ୍ପକୁ ବେଆଇନ୍ ବୋଲି କହୁଛନ୍ତି ବିଧାୟକ । ହେଲେ ଅନ୍ୟପଟେ କହୁଛନ୍ତି ନିର୍ମାଣ କାମ ଶୀଘ୍ର ସାରିବାକୁ । More
  • Satyendu Shekher Mishra
  • 2 years ago

ED ରେଡ୍‌ ନେଇ ମୁହଁ ଖୋଲିଲେ ଖଣି ମାଲିକ ଜିତୁ ପଟ୍ଟନାୟକ

ଯାଞ୍ଚ ବେଳେ ଘରୁ ୫୫ ଲକ୍ଷ ଓ ଅଫିସ୍‌ରୁ ୧୪.୫ ଲକ୍ଷ ଟଙ୍କା ମିଳିଥିଲା । ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆସିଲା ବୋଲି ପଚାରିଲେ । More
  • Satyendu Shekher Mishra
  • 2 years ago

ରାଜ୍ୟସଭା ନିର୍ବାଚନ ନେଇ ବିଜ୍ଞପ୍ତି, ସରୁଛି ଭାସ୍କର ରାଓ-ପ୍ରସନ୍ନ ଆଚାର୍ଯ୍ୟ-ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ

ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ହେବ ଭୋଟ ଗ୍ରହଣ । ଜୁନ୍ ୧୦ ତାରିଖ ଅପରାହ୍ନ ୫ଟାରେ ହେବ ଭୋଟ ଗଣତି । More
  • Rajalaxmi Sahoo
  • 2 years ago

ଆଖିରୁ ଝରି ଯାଉଛି ଲୁହ, ମନରେ ଅନେକ କଷ୍ଟ: ହେ ପ୍ରଭୁ ! ‘ମୋ ଜେଜେବାପାଙ୍କୁ ଫେରାଇ ଦିଅ’

କୁଆଡ଼େ ଚାଲିଗଲେ ଜେଜେବାପା ?  ମାସେରୁ ଅଧିକ ସମୟ ବିତିଲାଣି ହେଲେ ଜେଜେବାପାଙ୍କର କୌଣସି ପତ୍ତା ମିଳୁନି।  More
  • Otv Khabar Bureau
  • 2 years ago

ସମ୍ପର୍କଠୁ ବଳିଗଲା ସମ୍ପତ୍ତି; ମା’କୁ ବେଲ୍ଟରେ ପିଟି ପିଟି ମାରିଦେଲା ନୃଶଂସ ପୁଅ

ସଂପତ୍ତି ଲୋଭରେ ମାକୁ ମାରିଲା ପୁଅ । କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା । More
  • Rajalaxmi Sahoo
  • 2 years ago

ଜଳ ପ୍ରପାତ ନିକଟରେ ପଡ଼ିଛି ଭ୍ୟାନିଟି, ଚପଲ; କୁଆଡ଼େ ଗଲେ ଯୁବତୀ ?

କାହାର ଏହିସବୁ ଜିନିଷ ଓ କିଏ ଏହି ଯୁବତୀ ତାହା ଜଣାପଡ଼ିନାହିଁ। କେଉଁ ପରିସ୍ଥିତିରେ ଏହିସବୁ ଜିନିଷ ଏଠାକୁ ଆସିଲା, ତାହା ମଧ୍ୟ କାହାରିକୁ ଜଣାନାହିଁ। More
  • Rajalaxmi Sahoo
  • 2 years ago

ଆହୁରି ରଙ୍ଗୀନ ହେବ ରାଜଧାନୀର ରାତି, ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଏହିସବୁ ଡ୍ୟାନ୍ସ ବାର୍‌

ଏଣିକି ରାତି ୧୨ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ୧୪ଟି ଡ୍ୟାନ୍ସ ବାର୍‌ରେ ମଦ୍ୟପାନ ସହ ଡ୍ୟାନ୍ସ ଚାଲି ପାରିବ। ଏନେଇ ଅବକାରୀ ବିଭାଗ ଅନୁମତି ଦେଇଛି। More
  • Otv Khabar Bureau
  • 2 years ago

ନୂଆ ଦାୟିତ୍ୱ ନେବା ପରେ ଆକ୍ସନ ମୋଡ୍‌ରେ କଟକ ଡିସିପି, କଲେ ମୋବାଇଲ ଚୋରି ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ

କଟକ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ମୋବାଇଲ ଚୋରି ରାକେଟର ପର୍ଦ୍ଦାଫାଶ କରିବା ସହ ପୋଲିସ ୪୯ଟି ଚୋରା ମୋବାଇଲ ଫୋନକୁ ଜବତ କରିଛି । More
  • Otv Khabar Bureau
  • 2 years ago

ରାକ୍ଷାସ ରୂପୀ ସ୍ୱାମୀ; ସ୍ତ୍ରୀକୁ ମାରି ଶେଷରେ ନିଜେ କଲା ଆତ୍ମହତ୍ୟା

ସ୍ୱାମୀ ପାଲଟିଲା ପିଶାଚ । ସ୍ତ୍ରୀ କୁ ହତ୍ୟା କରି ନିଜେ କଲା ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଣ୍ଟ ସମଲେଇ ଗାଁରେ ଘଟିଛି ଏହି ଘଟଣା । More
  • Otv Khabar Bureau
  • 2 years ago

ମୁନ୍ଦେ ପାଣି ପାଇଁ ଡହଳ ବିକଳ ଲୋକେ; ଚୁଆ ଖୋଳି ପିଉଛନ୍ତି ପାଣି

ଦୀର୍ଘବର୍ଷ ଧରି ଜଳ ସଂଙ୍କଟର ସାମ୍ନା କରୁଥିବା ଲୋକେ ପ୍ରଶାସନକୁ ଜଣାଇ ଜଣାଇ ନୟାନ୍ତ ହେଲେଣି । କିନ୍ତୁ ପ୍ରଶାସନ ଏନେଇ ବେଫିକର୍ ରହିଥିବାର ଅଭିଯୋଗ ହୋଇଛି । More
  • Otv Khabar Bureau
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ; ASI ଡିଜିଙ୍କଠୁ ଅନୁମତି ପାଇଁ ଅବଗତ କରିଥିଲେ ଏଏସ୍‌ଆଇ ଅଧିକାରୀ

ଶ୍ରୀମନ୍ଦିର ନିଷୋଧାଞ୍ଚଳରେ ନିର୍ମାଣ ଅନୁମତି ଦେବା ପାଇଁ ASI ଡିଜି ହେଉଛନ୍ତି ପ୍ରାଧିକୃତ କର୍ତ୍ତପକ୍ଷ । ତେଣୁ ASI ଡିଜିଙ୍କଠାରୁ ଅନୁମତି ଆଣିବା ପାଇଁ ଆବେଦନ କରିବାକୁ ବର୍ଷେ ତଳୁ ଅବଗତ କରିଥିଲେ ଏଏସ୍ଆଇ ଅଧିକାରୀ । More
  • Rajalaxmi Sahoo
  • 2 years ago

‘ବାତ୍ୟାର ଆଉ କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ’

ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ମାତ୍ର ଆଜିର ବର୍ଷା ସହ ବାତ୍ୟାର କୌଣସି ସମ୍ପର୍କ ନାହିଁ। More
  • Rajalaxmi Sahoo
  • 2 years ago

ବଗି ଛାଡ଼ି ଇଞ୍ଜିନ୍‌ ଛୁ’: ୨ କି.ମି. ଯିବାପରେ ଜାଣିପାରିଲେ ଟ୍ରେନ୍‌ ଡ୍ରାଇଭର, ତା’ପରେ...

ବିଶାଖାପାଟନମ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମତା ଏକ୍ସପ୍ରେସ୍‌ ଯାତ୍ରୀବାହୀ ବଗିକୁ ଛାଡ଼ି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଇଞ୍ଜିନ୍‌ ଗଡ଼ି ଯାଇଥିଲା। More
  • Rajalaxmi Sahoo
  • 2 years ago

ଶୁଣିଲାନି ପ୍ରଶାସନ, ଶେଷରେ ନିଜ ଝାଳ ବୁହା ଟଙ୍କାରେ ପିଲାଙ୍କ ପାଇଁ ସ୍କୁଲ୍‌ ମରାମତି କଲେ ଗାଁ ଲୋକେ

ବାରମ୍ବାର ଗୁହାରି କରିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ଶୁଣିଲା ନାହିଁ। ଶେଷରେ ଗାଁ ଲୋକେ ନିଜ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଚାନ୍ଦା ଆଦାୟ କରି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗାଁ ବିଦ୍ୟାଳୟକୁ ମରାମତି କରିଛନ୍ତି। More
  • Rajalaxmi Sahoo
  • 2 years ago

ଟଳିଲା ବାତ୍ୟା ଭୟ, ଦୁର୍ବଳ ହେଲା ‘ଅସାନି’

ଗତ ୬ ଘଣ୍ଟା ମଧ୍ୟରେ ‘ଅସାନି’ ସ୍ଥିର ଥିବାବେଳେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। More
  • Otv Khabar Bureau
  • 2 years ago

ରାଜଧାନୀରେ ପୋଲିସ୍-ଅପରାଧୀ ମୁହାଁମୁହିଁ; ପୋଲିସ୍‌ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ

ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବାର ସୂଚନା ମିଳିଛି । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଏନ୍‌କାଉଣ୍ଟର ହୋଇଛି । More
  • Rajalaxmi Sahoo
  • 2 years ago

ରେଡ୍‌ ପରେ ଆକ୍ସନ: ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ସମ୍ପତ୍ତି ସିଜ୍‌

ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ୧୩୩ କୋଟିର ଜମାକୁ ସିଜ୍ ସହ ୬୯ ଲକ୍ଷର କ୍ୟାସ୍‌ ଇଡି ଜବତ କରିଛି।  More
  • Otv Khabar Bureau
  • 2 years ago

ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍‌କୁ ଫୁ; ରାଜ୍ୟବ୍ୟାପି ଚାଲିଛି ଘନଘନ ବିଦ୍ୟୁତ୍‌ କାଟ୍‌

ରାଜ୍ୟରେ ବନ୍ଦ ହେଉନି ପାୱାର କଟ୍ । ପ୍ରଶ୍ନ ଉଠୁଛି ଯେ, ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି କଟୁଛି ବିଜୁଳି? କାହିଁକି ରାଜ୍ୟବାସୀଙ୍କୁ ମିଳିପାରୁନି ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା? ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ବି କେମିତି ପାୱାର କଟ୍ ହେଉଛି ? More
  • Otv Khabar Bureau
  • 2 years ago

ପିନାକୀଙ୍କୁ ସମ୍ବିତଙ୍କ ଆହ୍ୱାନ୍‌; ମୁଁ ଅଛି, ଆସ ଦେଖିବା କିଏ ସତ ?

ଏଏସ୍ଆଇ ମନା କରିବା ସତ୍ତ୍ୱେ, ରାଜ୍ୟ ସରକାର ବେଆଇନ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ସମ୍ବିତ୍ । ବିଜେଡି ଏହାକୁ ଡ୍ରାମା ବୋଲି କହିଥିବାବେଳେ କଂଗ୍ରେସ ଏହାକୁ ନିନ୍ଦା କରିଛି । More
  • Satyendu Shekher Mishra
  • 2 years ago

Cyclone Update: ଓଡ଼ିଶାରେ ସମୁଦ୍ର ଅଶାନ୍ତ, କୋରାପୁଟରେ ଦିନ ସାରା ଛେଚୁଛି

କୋରାପୁଟ ସମେତ, ପଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, ନାରାୟଣପାଟଣାରେ ଆଜି ଏଭଳି ନିର୍ଧୁୁମ ବର୍ଷା ଲାଗି ରହିଛି । More
  • Satyendu Shekher Mishra
  • 2 years ago

ବାତ୍ୟା ଅସାନିର କୋପ ! କାକିନାଡ଼ାରେ ସମୁଦ୍ରର ଭୀମକାୟ ରୂପ

ଝଡ଼ର ଅଧିକ ଉଗ୍ର ରୂପ ଦେଖିବାକୁ ମିଳିଛି କାକିନାଡ଼ାରେ । କୂଳଲଂଘି ଗାଁ ଛାରଖାର କରିଛି ସମୁଦ୍ର । More
  • Otv Khabar Bureau
  • 2 years ago

ଡାକ୍ତରଙ୍କ ବଦଳରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ସୁଇପର

ବାଃ ବାଃରେ ଆମ ସ୍ୱାସ୍ଥ୍ୟ ସେବା। ଏଇ ମେଡ଼ିକାଲରେ ଡାକ୍ତର ନାହାନ୍ତି କି ମେଡ଼ିକାଲ ଷ୍ଟାଫ୍‌ ନାହାନ୍ତି। ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା କରୁଛନ୍ତି ମେଡ଼ିକାଲ ସୁଇପର। ପଚାରିଲେ କହୁଛନ୍ତି...ମତେ ବଡ଼ବାବୁ କହିଛନ୍ତି ଚିକିତ୍ସା କରିବାକୁ। ପୁଣି ଜଣକ ପିଛା ନିଆଯାଉଛି ୫୦୦ ଶହ ଟଙ୍କା More