• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 11 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ନା କୁ ମାତ୍ର ବସୁଧା ଯୋଜନା: ବାଲଟିଏ ପାଣି ପାଇଁ ଲାଗୁଛି ଲମ୍ବା ଲାଇନ୍‌

ଟାଙ୍କି ତିଆରି ହୋଇଛି, ଟ୍ୟାପ୍ ବି ଲାଗିଛି ହେଲେ ପାଇପ୍ ସଂଯୋଗ ହୋଇନି । କଥା ଏଇଠି ସରିନି ପ୍ରକଳ୍ପରୁ ଜଳଯୋଗାଣ ପାଇଁ ପମ୍ପ ଚାଲୁଛି ଓ ସେ ବାବଦରେ ମାସକୁ ମାସ ଇଲେକ୍ଚ୍ରି ବିଲ୍ ବି ଆସୁଛି । More
  • Satyendu Shekher Mishra
  • 2 years ago

ଯୋଡ଼ାମୁଣ୍ଡ ଶିଶୁ ଜଗା, ହସ୍ପିଟାଲରେ ପାଳିଲା ଜନ୍ମଦିନ

ବାପା ଭୂୟାଁ କହଁର, ମାଆ ପୁଷ୍ପାଞ୍ଜଳି କହଁର, ସାନ ଭଉଣୀ ସୁଭଦ୍ରା ଏବଂ ମେଡିକାଲ କର୍ମଚାରୀଙ୍କ ଗହଣରେ ଜନ୍ମଦିନ ପାଳନ କରିଛି ଜଗା । More
  • Satyendu Shekher Mishra
  • 2 years ago

ପୁଣି ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ

ଗଣିତ, ଗୃହ ବିଜ୍ଞାନ ଓ ଭୋକେସନାଲ ବାୟୋଲୋଜି ସୂଚୀରେ ପରିବର୍ତ୍ତନ ହୋଇଛି । ମେ’ ୧୯ରେ ହେବାକୁ ଥିବା ୩ଟି ବିଷୟର ପରୀକ୍ଷା ଏବେ ମେ’ ୩୧ରେ ହେବ । More
  • Satyendu Shekher Mishra
  • 2 years ago

ଏଥର ପ୍ରତି ଏପ୍ରିଲ ୧୧, ବିଶ୍ୱ ଛେନାପୋଡ଼ ଦିବସ ! ବାକି ରହିଲା ଜିଆଇ ଟ୍ୟାଗ୍‌

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପଡ଼ । ଭାଗମାପରେ ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଂକା ରହିଛି । More
  • Satyendu Shekher Mishra
  • 2 years ago

ଅତୀତର ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା, ହେଲେ ଏଯାଏଁ ମିଳିନି ମେମୋରି ଚିପ୍‌ ସୁରାକ୍

ନିଜର ଅତୀତ, ଥାଟବାଟ କଥାକୁ ଭାଳି ହେଉଛନ୍ତି ଶର୍ମିଷ୍ଠା । ନା ତାଙ୍କୁ ଦେଖା କରିବାକୁ କେହି ପରିବାର ଲୋକ ଆସୁଛନ୍ତି, ନା କେହି ବନ୍ଧୁ ପରିଜନ । ବରଂ ସାଥୀ ଝୁନା ଭୋଇ ସହ ମିଶି ପ୍ରମାଦ ଗଣୁଛନ୍ତି ଜେଲ୍‌ର ଚାରିକାନ୍ଥ ଭିତରେ । More
  • Satyendu Shekher Mishra
  • 2 years ago

କିଏ ହେବେ ପିସିସିର ପରବର୍ତ୍ତୀ ସଭାପତି ? କାହା ହାତରେ ରହିବ ରାଜ୍ୟ କଂଗ୍ରେସ୍‌ର ମଙ୍ଗ ?

ନିକଟରେ ବିଧାନସଭା ନିର୍ବାଚନ ସରିଥିବା ୫ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବା ପରେ ଓଡ଼ିଶାରେ ବି ମଙ୍ଗୁଆଳ ବଦଳିବା ଏକ ପ୍ରକାର ନିଶ୍ଚିତ । More
  • Otv Khabar Bureau
  • 2 years ago

ନଇକୁ ଧରିବାକୁ ଯାଇଥିଲେ ମାଛ, ବଂଶି କଣ୍ଟାରେ ଲାଗିଲା କୃଷ୍ଣମୂର୍ତ୍ତି

ନଇକୁ ଧରିବାକୁ ଯାଇଥିଲେ ମାଛ। ହେଲେ ମାଛ ପଡ଼ିବା ବଦଳରେ ପଡ଼ିଲା ୨ ହାତର କୃଷ୍ଣ ମୂର୍ତ୍ତି। ଖବର ଜଣାପଡ଼ିବା ପରେ ଗାଁରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ..ଦେଖନ୍ତୁ ସେହି ଦୃଶ୍ୟ More
  • Satyendu Shekher Mishra
  • 2 years ago

ରାମ ନବମୀକୁ ନେଇ ସଂଘର୍ଷ ! ଦୁଇ ଗୋଷ୍ଠି ମଧ୍ୟରେ ପଥର ମାଡ଼, ସହରରେ ୧୪୪ ଧାରା ଲାଗୁ

ଉଭୟ ଗୋଷ୍ଠୀର ଲୋକେ ପରସ୍ପରକୁ ପଥର ମାଡ଼ କରିଥିଲେ । ଘଟଣାସ୍ଥଳରେ ୧୪୪ ଧାରା ଜାରି କରିବା ସହ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଛି । More
  • Satyendu Shekher Mishra
  • 2 years ago

ପୁରୀରେ ନୂଆ ମେଡିକାଲ କଲେଜ, ୨୧ଟି ବିଭାଗର ରହିବ ପାଠ୍ୟକ୍ରମ

ହେଲିକପ୍ଟର ମାଧ୍ୟମରେ ପୁରୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସୁରକ୍ଷା ବଳୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ସଭା ସ୍ଥଳକୁ ଯାଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବାର ଶୁଭାରମ୍ଭ କରିଥିଲେ । More
  • Prangyan Parimita
  • 2 years ago

ମା ଭୈରବୀ ମନ୍ଦିରର ଭିନ୍ନ ପରମ୍ପରା : ଶାଳ ପତ୍ରରେ ଅର୍ପଣ କରାଯାଏ ଦେଶୀ ଓ ବିଦେଶୀ ମଦ

ମା’ଙ୍କ ଠାରେ ଲାଗିହୁଏ ମଦ ମଦ ଭୋଗ । ମନୋକାମନା ପୂରଣ ହେଲେ ଭକ୍ତ ମା’ଙ୍କ ପାଖରେ ଦେଶୀ ଓ ବିଦେଶୀ ମଦ ଭୋଗ ଲଗାଇ ଥାଆନ୍ତି । More
  • Satyendu Shekher Mishra
  • 2 years ago

ହଠାତ୍ ବଦଳିଲେ ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ

ଆଗକୁ ଆଇପିଏସ୍‌ ସ୍ତରରେ ଅଦଳବଦଳ ହୋଇପାରେ। ତେବେ ଆଜି କରାଯାଇଥିବା ଅଦଳବଦଳ ଏକ ସ୍ୱାଭାବିକ ପ୍ରକ୍ରିୟା ଭଳି ମନେ ହେଉ ନାହିଁ । More
  • Otv Khabar Bureau
  • 2 years ago

ଦୁଇ ଝିଅଙ୍କ ଦୁଃଖ କାହାଣୀ: କହିଲେ, ଆମକୁ ସାହାଯ୍ୟ କର ନହେଲେ ମରିଯିବୁ

ଯେଉଁ ବୟସରେ ଖେଳିବୁଲି ସମୟ କାଟିବା କଥା, ଏ ଦୁଇଝିଅ ନିଜ ଶଯ୍ୟାଶାୟୀ ବାପାର ସେବା କରୁଛନ୍ତି। ମାଆ ଆରିପାରିକୁ ଚାଲିଯିବା ପରେ ଏମାନେ ଏବେ ଘର ଚଳାଉଛନ୍ତି। କାରଣ, ବାପା ତ ରୋଗାଗ୍ରସ୍ତ। ଓଟିଭି କ୍ୟାମେରା ଆଗରେ ଝିଅଟି କୋହରେ କହିଛି- ‘ଆମକୁ କିଏ ସାହାର୍ଯ୍ୟ କର, ନହେଲେ ଆମର ମୃତ୍ୟୁ ସୁନିଶ୍ଚିତ’ More
  • Otv Khabar Bureau
  • 2 years ago

ଜଣେ ଦସ୍ୟୁର କାହାଣୀ... ଦିନେ ଜଙ୍ଗଲ କାଟୁଥିଲେ, ଆଜି ଜଙ୍ଗଲ ଜଗୁଛନ୍ତି

ତାଙ୍କୁ ଦେଖିଲେ ଜଙ୍ଗଲର ପଶୁପକ୍ଷୀ ମଧ୍ୟ ଡରୁଥିଲେ। କିଲୋମିଟର କିଲୋମିଟର ଜଙ୍ଗଲ କାଟି ସଫା କରିଦେଉଥିଲେ। କିନ୍ତୁ ହଠାତ୍ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଲା। ଧ୍ୱଂସକାରୀରୁ ସେ ପାଲଟି ଗଲେ ରକ୍ଷାକାରୀ। ଏବେ ଦିନରାତି ସେ ଜଙ୍ଗଲ ଜଗୁଛନ୍ତି। ପଶୁପକ୍ଷୀଙ୍କୁ ସୁରକ୍ଷା ଦେଉଛନ୍ତି। More
  • Pallipuspa Samal
  • 2 years ago

ଧୁମ୍ସାର ତାଳେ ତାଳେ ଚାଲିଛି ନୃତ୍ୟ ଅଭ୍ୟାସ, ଚୈତ୍ର ପର୍ବ ପାଇଁ ପ୍ରସ୍ତୁତି

ଆଜିଠୁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଅଥବା ଛଉ ନୃତ୍ୟ ପ୍ରତିଯୋଗିତା । ଏଥିଲାଗି ଏବେ ଜିଲ୍ଲାର ସମସ୍ତ ଛଉ ଆଖଡ଼ା ଚଳଚଞ୍ଚଳ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଯୋଗୀମାନେ ଅଭ୍ୟାସ ଜାରି ରଖିଥିବା ବେଳେ ଦିନରାତି ଏକ କରି ଦେଇଛନ୍ତି । ଆଜିଠୁ ତିନି ଦିନ ଧରି ଚାଲିବ ପ୍ରତିଯୋଗିତା... More
  • Rajalaxmi Sahoo
  • 2 years ago

ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ, ଅଚେତ ହୋଇପଡ଼ିଲେ ଛାତ୍ରୀ

ସ୍କୁଲ୍‌ରେ ବିଳମ୍ବରେ ପହଞ୍ଚିବାରୁ ଛାତ୍ରୀଙ୍କୁ ଉଠ୍‌ବସ୍‌ କରାଇଲେ ଶିକ୍ଷକ। ଫଳରେ ୭ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବଲାଙ୍ଗିର ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି।  More
  • Prangyan Parimita
  • 2 years ago

ଜେଲ ଭିତରେ ପୁଞ୍ଜିଲାଲଙ୍କ ପାଠଶାଳା : କଏଦୀଙ୍କୁ ଇଂରାଜୀ ପଢ଼ାଉଛନ୍ତି ପାର୍ସଲ ବୋମା ବିସ୍ଫୋରଣ ଅଭିଯୁକ୍ତ

ବଲାଙ୍ଗିର ଜିଲ୍ଲା ପାଟ୍ଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏବେ ବଲାଙ୍ଗିର ଜେଲରେ ରହି ପାଠଶାଳା ଖୋଲିଛନ୍ତି। More
  • Prangyan Parimita
  • 2 years ago

ଅମଳ ବେଳକୁ କମିଲା କଞ୍ଚା ଲଙ୍କାର ଭାଉ : ଚାଷୀଙ୍କ ମୁଣ୍ଡରେ ଚଡ଼କ

ବାଲେଶ୍ୱର ରେମୁଣାରେ ହେକ୍ଟର୍ ହେକ୍ଟର୍ ଜମିରେ ହୋଇଛି ଲଙ୍କା ଚାଷ। ହେଲେ ବାହାରେ ଲଙ୍କାର ଚାହିଦା ନଥିବାରୁ ଚିନ୍ତାରେ ଚାଷୀ। More
  • Rajalaxmi Sahoo
  • 2 years ago

ଷ୍ଟେଟ୍‌ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନା ! ନାବାଳକ ଖେଳାଳିଙ୍କୁ ସିନିୟରଙ୍କ ଯୌନ ନିର୍ଯାତନା !

ଷ୍ଟେଟ୍‌ ଆଥଲେଟିକ୍ ମିଟ୍‌ରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ନାବାଳକ ଖେଳାଳିଙ୍କୁ କିଛି ସିନିୟର ଖେଳାଳି ଯୌନ ନିର୍ଯାତନା ଦେଇଥିବା ସମ୍ପୃକ୍ତ ନାବାଳକ ଓ ତାଙ୍କ ମା’ ଭୁବନେଶ୍ୱର ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି। More
  • Rajalaxmi Sahoo
  • 2 years ago

ମହାନଦୀରୁ ମିଳିଲା ଆଉ ଜଣଙ୍କ ମୃତଦେହ

କଟକ ମହାନଦୀରେ ନିଖୋଜ ୨ ନାବାଳକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଆୟୁର୍ ଖାନ୍‌। ଗତକାଲି ୩ ସାଙ୍ଗ ଯୋବ୍ରା ବ୍ୟାରେଜ ନିକଟରେ ଗାଧୋଉ ଥିବାବେଳେ ମହାନଦୀରେ ବୁଡ଼ି ଯାଇଥିଲେ। More
  • Prangyan Parimita
  • 2 years ago

କିନ୍ଦିରିଗୁଡା କଫି’ର ନିଆରା ସ୍ୱାଦ : ଚାଷ କରି ଆତ୍ମନିର୍ଭରଶୀଳ ଗାଁଲୋକେ...

ଦିନରାତିକୁ ଏକ କରି ଡଙ୍ଗରରେ ଚାଷ କରୁଥିଲେ। ଖରା ହେଉକି ବର୍ଷା ଯେତେ ଖଟିଲେ ବି ପଇସା ମିଳୁନଥିଲା। ଏବେ କଫି ଦେଇଛି ସେମାନଙ୍କୁ ରୋଜଗାର। ଏବେ କଫି ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି କିନ୍ଦିରିଗୁଡା ଗାଁଲୋକେ... More
  • Prangyan Parimita
  • 2 years ago

ମହାମାରୀ ପରେ ସ୍କୁଲ୍ ଯିବାକୁ ମଙ୍ଗୁ ନାହାଁନ୍ତି ପିଲା : ମନେଇବା ପାଇଁ ଗାଁ ଗାଁରେ ଚାଲିଛି ନାଚଗୀତ

କରୋନା ଭୟ କମିଥିଲେ ମଧ୍ୟ ଶତ ପ୍ରତିଶତ ପିଲା ସ୍କୁଲ ଆସୁ ନାହାଁନ୍ତି। ଦୀର୍ଘ ଦୁଇ ବର୍ଷ ହେବ ସ୍କୁଲ ନ ଯିବା ଯୋଗୁ ପିଲାଙ୍କ ମନରେ ଆଗ୍ରହ କମିବାରେ ଲାଗିଛି। More
  • Pallipuspa Samal
  • 2 years ago

NPC ଓପନ ବଡି ବିଲ୍ଡିଂ ଚାମ୍ପିୟନସିପ, ଓଡ଼ିଆ ବଡି ବିଲ୍ଡିରଙ୍କୁ ମିଳିଛି ସଫଳତା

ଭୁବେନେଶ୍ୱରରେ ଅନୁଷ୍ଠିତ NPC ଓପନ ବଡି ବିଲ୍ଡିଂ ଚାମ୍ପିୟନସିପରେ ଓଡ଼ିଆ ବଡି ବିଲ୍ଡିରଙ୍କୁ ମିଳିଛି ସଫଳତା । NPC ବଡି ବିଲ୍ଡିଂ ଚମ୍ପିୟାନସିପରେ ମିଷ୍ଟର ଓଡିଶା ହୋଇଛନ୍ତି ଜଗନ୍ନାଥ ଖୁଣ୍ଟି। ସେପଟେ ମହିଳା ବର୍ଗରେ କମାଲ କରିଛନ୍ତି ଓଡ଼ିଆ ଝିଅ ଜୋଷ୍ଣାରାଣୀ । More
  • Rajalaxmi Sahoo
  • 2 years ago

ଫାଣ୍ଡିରେ ନାବାଳକକୁ ଥାର୍ଡ ଡିଗ୍ରୀ ! ନିର୍ଯାତନା ସହ ପାଇପ୍‌ରେ ମାଡ଼ ମାରିଲା ପୋଲିସ୍‌

ଫାଣ୍ଡିରେ ଥାର୍ଡ ଡିଗ୍ରୀ, ତା ପୁଣି ଜଣେ ନାବାଳକକୁ। ଚୋରି ଅଭିଯୋଗରେ ଜଣେ ନାବାଳକକୁ ୩ ଦିନ ଫାଣ୍ଡିରେ ରଖି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।  More
  • Pallipuspa Samal
  • 2 years ago

ମହାନଦୀରେ ଅଘଟଣ, ଜଣେ ମୃତ,୨ ନିଖୋଜ, ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି

କଟକ ମହାନଦୀରେ ଅଘଟଣ । ଯୋବ୍ରା ନିକଟରେ ଗାଧୋଉଥିବା ବେଳେ ବୁଡିଗଲେ ତିନି ଜଣ । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଏବେ ବି ନିଖୋଜ ଅଛନ୍ତି । ଅନ୍ୟ ଦୁଇ ଜଣଙ୍କୁ ଠାବ ପାଇଁ ଓଡ୍ରାଫ୍ ଟିମ ଓ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି । More
  • Rajalaxmi Sahoo
  • 2 years ago

ରାଜଧାନୀରେ ମର୍ଡର: ରାତି ଅଧରେ ଦୁର୍ବୃତ୍ତଙ୍କ ଛୁରାମାଡ଼; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ ହୋଇଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛି। More
  • Chandan Shishu
  • 2 years ago

ହୋଟେଲ, ରେଷ୍ଟୁରାଣ୍ଟରେ ଖାଇବା ଥାଳିରୁ ଲେମ୍ବୁ ଗାଏବ !

ଲେମ୍ବୁର ହଠାତ୍ ଆକାଶଛୁଆଁ ଦରକୁ ନେଇ କଣ କହୁଛନ୍ତି ବ୍ୟବସାୟୀ? More
  • Chandan Shishu
  • 2 years ago

ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ, ହଟୁନି ସସପେନ୍ସ

ପୋଲିସ ରାତି ସାରା ମୃତଦେହ ଜଗି ରହିବା ପରେ ଆଜି ସକାଳୁ ମୃତଦେହ ଉଦ୍ଧାର କରିଥିଲା। More
  • Chandan Shishu
  • 2 years ago

ବିଜେଡି କେବେ ଶ୍ରେୟ ରାଜନୀତିରେ ବିଶ୍ୱାସ କରେ ନାହିଁ: ଦେବୀ ମିଶ୍ର

ମେଡିକାଲ କଲେଜ୍ ହସ୍ପିଟାଲ ପ୍ରକଳ୍ପ ଉଦଘାଟନରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟକୁ ତୁରନ୍ତ ଅବଗତ କରାଯିବା ଉଚିତ More
  • Prangyan Parimita
  • 2 years ago

ସମ୍ପତ୍ତି ତାଲିକା ଦେବାକୁ କୁନ୍ଥୁକୁନ୍ଥୁ ବାବୁ : ତାରିଖ ପରେ ତାରିଖ ଗଡୁଛି, ହେଲେ ଦାଖଲ ହେଉନାହିଁ ସମ୍ପତ୍ତି ବିବରଣୀ

ନିୟମ ଅନୁସାରେ ପ୍ରତିବର୍ଷ ଜାନୁଆରୀ ୧ରୁ ଡିସେମ୍ବର ୩୧ ତାରିଖ ଅବଧି ଯାଏଁ ସମସ୍ତ ସରକାରୀ କର୍ମଚାରୀ ସଂପତ୍ତି ବିବରଣୀ ଦାଖଲ କରିବା କଥା କିନ୍ତୁ ଅନେକ ସମୟରେ ସେଥିରେ ବ୍ୟତିକ୍ରମ ହେଉଛି । More
  • Prangyan Parimita
  • 2 years ago

ନୂଆ ମୁହଁ ନୂଆ ନେତାଙ୍କୁ ବିଜେଡିର ଗୁରୁତ୍ୱ : ବସ୍ତି ମହିଳାଙ୍କୁ ଡେପୁଟି ମେୟର କରିବା ପରେ କୁହୁଳୁଛି ପୁରୁଖାଙ୍କ ଅସନ୍ତୋଷ

ନିକଟରେ ଶେଷ ହୋଇଥିବା ତିନି ମହାନଗର ନିଗମ ନିର୍ବାଚନରେ ନୂଆ ନେତାଙ୍କୁ ଡେପୁଟି ମେୟର ପଦରେ ସ୍ଥାନିତ କରିଛି ଦଳ । ଭୁବନେଶ୍ୱର ଓ କଟକରେ ଦଳ ବସ୍ତି ସାଙ୍ଗକୁ ମହିଳା କାର୍ଡ ଖେଳିଛି । ସେହିପରି ବ୍ରହ୍ମପୁରରେ ଦଳ ବହୁ ପୁରୁଖା ଆଶାୟୀଙ୍କୁ ପଛରେ ପକାଇ ନୂଆ କର୍ପୋରେଟର ବିବେକ ରେଡ୍ଡିଙ୍କୁ ଡେପୁଟି ମେୟର ପଦରେ ବସାଇଛି More