• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Thursday, 03 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Otv Khabar Bureau
  • 2 years ago

ଭୋଟରଙ୍କ ବିଶ୍ୱାସ ଆଗରେ ଫିକା ପଡ଼ିଲା ଅର୍ଥବଳ

ଏ ବିଜୟୀ ସରପଞ୍ଚ ମାନଙ୍କୁ ଦେଖିଲେ ଠିକ୍ ମନେ ହେଉଛି ପଞ୍ଚାୟତ ନିର୍ବାଚନବେଳେ ଅନେକ ଜାଗାରେ ଭୋଟର ଅର୍ଥ-ମଦ ଓ ଭୋଜିରେ ଭାସିଥିଲେ ବି ବାଛିଛନ୍ତି କିନ୍ତୁ ଉପଯୁକ୍ତ ପ୍ରାର୍ଥୀ। More
  • Otv Khabar Bureau
  • 2 years ago

କାହାକୁ ଦେବେ କାହାକୁ ଫେରାଇବେ, ସବୁ ଦଳଙ୍କ ପାଇଁ ଚ୍ୟାଲେଞ୍ଜ

ପଞ୍ଚାୟତ ପରେ ଜମି ଆସୁଛି ପୌର ନିର୍ବାଚନ ଉଷ୍ମତା । ଗୋଟେ ପଟେ ନାମାଙ୍କନ ତ ଅନ୍ୟପଟେ ଦଳୀୟ ନେତାଙ୍କ ଘର ଆଗରେ ଆଶାୟୀଙ୍କ ଖଚାଖଚ ଭିଡ଼ । More
  • Satyendu Shekher Mishra
  • 2 years ago

ପଞ୍ଚାୟତ ନିର୍ବାଚନ ଫଳ ସ୍ପଷ୍ଟ ହେବା ପରେ ଏବେ ବ୍ଲକ୍ ଦଖଲ ପାଇଁ କସରତ

ବିଧାୟକଙ୍କ କ୍ୱାର୍ଟରରେ ପ୍ରବଳ ଗହଳି । ନୂଆ ସରପଂଚ, ସମିତି ସଭ୍ୟମାନଙ୍କର ଲାଗିଛି ଭିଡ଼ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନିକଟରେ ବି ଏକାଠି ହୋଇଛନ୍ତି ଆଶାୟୀ । More
  • Satyendu Shekher Mishra
  • 2 years ago

ସାତ ଦରିଆ ପାରରେ ଯୁଦ୍ଧ ଚାଲିଛି, ହେଲେ ଏଠି ଆଖିରୁ ଲୁହ ଶୁଖୁନି

ପ୍ରତି ମୁହୂର୍ତ୍ତରେ ଆଶଙ୍କା ଅଜଣା ଭୟରେ ଭୟଭୀତ ପୁରୀର ଆଉ ଏକ ପରିବାର । ଯୁଦ୍ଧଭୂଇଁ ୟୁକ୍ରେନର ଖାରକିଭରୁ ଫେରି ଆସିଥିଲେ ବି ଝିଅ ପ୍ରେରଣା ଏଯାଏଁ ଘରକୁ ଫେରିନି । ତାକଥା ମନେ ପଡିଲେ ଆଖିରୁ ଲୁହ ଗଡ଼ିଯାଉଛି, କୋହ ସମ୍ଭାଳି ହେଉନି । More
  • Satyendu Shekher Mishra
  • 2 years ago

ଆହୁରି ଗୁମର ଖୋଲିବ ! ପୁଣି ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନକଲି ଡାକ୍ତର ରମେଶ

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା । More
  • Otv Khabar Bureau
  • 2 years ago

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ୫୦ ହଜାର ଜରିମାନା

୨୦୧୮ରେ ରାଜନଗର ଥାନା ଅଞ୍ଚଳରେ ଘଟିଥିଲା ନାବାଳିକା ଦୁଷ୍କର୍ମ। ଦୋଷୀକୁ ୨୦ ବର୍ଷ ସଜା ସହ ୫୦ ହଜାର ଜରିମାନା କଲେ ସ୍ପେଶାଲ ପକ୍ସୋ କୋର୍ଟ । More
  • Satyendu Shekher Mishra
  • 2 years ago

ଖାଇବା ତେଲ ଦର ବଢ଼ିଲା, ଆଗକୁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ନେଇ ଆଶଙ୍କା

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ପରେ ଦେଶରେ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ ଦର । More
  • Satyendu Shekher Mishra
  • 2 years ago

OTVକୁ ୟୁକ୍ରେନ୍‌ର ଛାତିଥରା କାହାଣୀ କହିଲେ ଆଦିତ୍ୟ, ବୋମା ମାଡ଼ର ଭୀଷଣ ଶବ୍ଦରେ କାନା ତାବ୍ଦା

ୟୁକ୍ରେନରେ ଫସିଥିବା ଓଡିଆ ଡାକ୍ତରୀ ଛାତ୍ର ଆଦିତ୍ୟ ପାତ୍ର କହିଛନ୍ତି ସେଠାକାର କଳା କାହାଣୀ । ସେ କହିଛନ୍ତି ଯୁଆଡ଼େ ଦେଖିବ ଖାଲି ବୋମା ବର୍ଷା । More
  • Satyendu Shekher Mishra
  • 2 years ago

ନିର୍ବାଚନ ହାରିବା ପରେ ପ୍ରାର୍ଥୀଙ୍କ ଅଜବ ଯୁକ୍ତି, ଭୋଟ ଦେଲନି ଏବେ ଟଙ୍କା ଫେରାଅ !

ସବୁ ପ୍ରାର୍ଥୀଙ୍କଠାରୁ ଲୋକେ ଟଙ୍କା ନେଇଥିଲେ ବି ଜଣଙ୍କୁ ହିଁ ଦେଇପାରିବେ ଭୋଟ । ଆଉ ନିର୍ବାଚନରେ ମଇଦାନରେ ଜଣେ ହିଁ ପିନ୍ଧିବ ରାଜମୁକୁଟ । ଅନ୍ୟ ସବୁ ପ୍ରାର୍ଥୀ ପରାଜୟକୁ ବରଣ କରିବେ । More
  • Satyendu Shekher Mishra
  • 2 years ago

ଏହି ପ୍ଲାଷ୍ଟିକ୍‌ ବୋତଲ ଗୋଟାଳି ଆସନ୍ନ ପ୍ରସବାଙ୍କ କାହାଣୀ ଆଖିରେ ଆଣି ଦେବ ଲୁହ

୧୯ ବର୍ଷୀୟା ମହିଳା ଲକ୍ଷ୍ମୀପ୍ରିୟା ଦାସ । ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ ବୁଲି ପ୍ଲାଷ୍ଟିକ ବୋତଲ ଗୋଟାଇବା ତାଙ୍କର କାମ । More
  • Satyendu Shekher Mishra
  • 2 years ago

ଯେତେ ଖୋଳିଲେ ସେତେ ନୂଆ କାହାଣୀ, ନକଲି ଡାକ୍ତର ରମେଶ ନାଁରେ ପୁଣି ଦୁଇ ମାମଲା

୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍‌ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଛି ମାମଲା । More
  • Prangyan Parimita
  • 2 years ago

ଦିନକ ପରେ ଘରକୁ ଫେରିଥାଆନ୍ତେ ରଶ୍ମୀ : ହଠାତ୍ ବୋମା ବର୍ଷଣ ଯୋଗୁଁ କିଭରେ ଲାଗିଲା କର୍ଫ୍ୟୁ, ପୁଅ ବାଟକୁ ଚାହିଁ ରହିଛି ପରିବାର

ପାଠ ପଢ଼ି ପୁଅ ଲୋକଙ୍କ ସେବା କରିବ ବୋଲି ଚିନ୍ତା କରିଥିଲେ ପରିବାର ଲୋକ । ହେଲେ ରୁଷ ସହ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ରଶ୍ମୀଙ୍କ ବାଟକୁ ଚାହିଁ ରହିଛି ଦୁଃଖିନୀ ମା’ ।  More
  • Prangyan Parimita
  • 2 years ago

ଶୀତିକଣ୍ଠଙ୍କ ଏଗ୍ରି ଇକୋ ଟୁରିଜିମ : ପ୍ରମୁଖ ଆକର୍ଷଣ ପର୍ଯ୍ୟଟନ ସାଙ୍ଗକୁ ଜୈବିକ ପ୍ରଣାଳୀର ଚାଷ

ବାଡ଼ିରେ ଲାଗିଛି ତାଇୱାନ ସିଡ୍ ଲେସ୍ ଗ୍ୱାଭା,ଗ୍ରୀନ ଏପଲ ବେରି, କେଜି ଗ୍ୱାଭା, ଆମ୍ୱ, କାଶ୍ମିରୀ ସୁନ୍ଦରୀ ଏପଲ ବେରି, ଥାଇ ହ୍ୱାଇଟ୍ ଜାମୁନ, ମକା, ଭିଏନଆର ବିହି ଗ୍ୱାଭା, ଥାଇ ବ୍ଲାକ୍ ଜାମୁନ, ଟମାରୋ, ଲେମ୍ୱୁ,ସପୁରୀ ପଣସ, ବ୍ଲାକ୍ ମ୍ୟାଙ୍ଗୋ, ରଙ୍ଗ ବେରଙ୍ଗର ଗୋଲାପ ଗଛ, ଋଦ୍ରାକ୍ଷ, ଗେଣ୍ଡୁ ବଇତ୍ୟାଦି । More
  • Rajalaxmi Sahoo
  • 2 years ago

ଫାର୍ମାସିଷ୍ଟଙ୍କୁ ନିସ୍ତୁକ ପିଟିଲେ, ଚଲାଇ ଚଲାଇ ଥାନାକୁ ନେଲେ

ଫାର୍ମାସିଷ୍ଟଙ୍କୁ ଚଲାଇ ଚଲାଇ ଥାନାକୁ ନେଇ ପୋଲିସ୍‌ ଜିମା ଦେଲେ ଲୋକେ। ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ଏଭଳି କରିଛନ୍ତି। More
  • Rajalaxmi Sahoo
  • 2 years ago

ବ୍ଲକ୍‌ ଅଧ୍ୟକ୍ଷ ପାଇଁ ବିଜେଡି କରୁଛି ଘୋଡ଼ା ବେପାର ! ଜଣଙ୍କୁ ୫ରୁ ୧୦ ଲକ୍ଷ ଟଙ୍କାର ଅଫର୍‌ !

ବ୍ଲକ୍‌ ଅଧ୍ୟକ୍ଷ ପାଇଁ ବିଜେଡି କରୁଛି ଘୋଡ଼ା ବେପାର। ଶାସକ ଦଳକୁ ଟାର୍ଗେଟ କରିବା ସହ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।  More
  • Rajalaxmi Sahoo
  • 2 years ago

ଭୂକମ୍ପରେ ଥରିଲା ଓଡ଼ିଶା, ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଲେ ଲୋକେ

ଆଜି ଅପରାହ୍ଣରେ ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। More
  • Rajalaxmi Sahoo
  • 2 years ago

ଜୁନ୍‌ରେ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ୍‌

ଆସନ୍ତା ଜୁନ୍‌ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି। More
  • Prangyan Parimita
  • 2 years ago

ସହଯୋଗ କଲେ ଜନତା : ପରିବା ବିକାଳିଙ୍କୁ ସ୍ତ୍ରୀ ହାତରେ ଏବେ ପଞ୍ଚାୟତ ଭାର

ଧାମନଗର ବ୍ଲକର କୋଠାର ପଞ୍ଚାୟତରେ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଜଣେ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨୬ ଖଣ୍ଡ ଭୋଟରେ ନିଜର ଦୁଇଜଣ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ସରପଞ୍ଚ ପଦ ଅଳଙ୍କୃତ କରିଛନ୍ତି । More
  • Pallipuspa Samal
  • 2 years ago

ବହୁତ କମ୍ ଖର୍ଚ୍ଚରେ ବନାନ୍ତୁ ଓଡ଼ିଆ ଘରର ଏହି ସୁଆଦିଆ ମିଠା

ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ଲବଙ୍ଗଲତା’ । ଏହି ମିଠା ଖାଇବାକୁ ବହୁତ ସୁଆଦିଆ ଲାଗେ । More
  • Rajalaxmi Sahoo
  • 2 years ago

ନିର୍ବାଚନ ସରିବା ପରେ ଗାଁରେ ମାତିଛନ୍ତି ଗୁଣ୍ଡା, କେଉଁଠି ଟେକାପଥର ମାଡ଼ କରୁଛନ୍ତି ତ ଆଉ କେଉଁଠି ବୋମାମାଡ଼...

ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କେଉଁଠି ଗୋଷ୍ଠୀ ସଂଘର୍ଷ ହୋଇଛି ତ ଆଉ କେଉଁଠି ଦୁର୍ବୃତ୍ତମାନେ ଘର ଉପରକୁ ଟେକାପଥର ମାଡ଼ କରିଛନ୍ତି, ଆଉ କେଉଁଠି ବୋମାମାଡ଼ ହୋଇଛି। More
  • Otv Khabar Bureau
  • 2 years ago

ଅଧ ରାତିରେ ବୋମା ମାଡ; ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ରାତି ଅଧରେ ଫୁଲିଟା ବୋମା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ବୋମା ଫୁଟିଥିଲା ଫଳରେ  ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । More
  • Chandan Shishu
  • 2 years ago

ମୁମ୍ବାଇରୁ ଭୁବନେଶ୍ୱର ଲମ୍ବିଛି କି ସୁନାର କଳା କାରବାର?

ଇୱେଲ ବିଲ୍ ଓ ସେଲ୍ ବିଲ୍ ସହ କେତେ ଟଙ୍କାର ସାମଗ୍ରୀ, କେଉଁଠୁ କାହା ପାଖକୁ ଯାଉଛି, କେଉଁ ମାଧ୍ୟମରେ ସାମଗ୍ରୀ ପଠାଯାଉଛି, ତାହାର ବିସ୍ତୃତ ବିବରଣୀ ରହିବା କଥାା କିନ୍ତୁ ଏମାନଙ୍କ ପାଖରେ ସେଭଳି କୌଣସି ତଥ୍ୟ ନାହିଁ।  More
  • Chandan Shishu
  • 2 years ago

ଆମେ ପଜିଟିଭ୍ ପଲିଟିକ୍ସ ଉପରେ ବିଶ୍ୱାସ କରୁ: ମୁଖ୍ୟମନ୍ତ୍ରୀ

ମୋ ସରକାରକୁ ବଦନାମ କରିବା ପାଇଁ ବିରୋଧୀ ମିଛ କାହାଣୀ କହିଛନ୍ତି। More
  • Satyendu Shekher Mishra
  • 2 years ago

ଜଙ୍ଗଲରେ ଗଛ କୋରଡ଼ରୁ ନାହାକା ଶୂଆ ଶାବକଙ୍କୁ ଧରୁଛି ଶିକାରୀ, ହେଲେ ବନ ବିଭାଗ ଚୁପ୍‌ ! ଭିଡିଓ ଭାଇରାଲ

ଶୂଆ ଏକ ବନ୍ୟ ପ୍ରାଣୀ । ତେଣୁ ତାକୁ ଘରେ ପଞ୍ଜୁରୀ ଭିତରେ ରଖିବା ଏକ ପ୍ରକାର ଅପରାଧ । ଏହା ଜାଣି ମଧ୍ୟ ସମସ୍ତେ ଘରେ ଶୂଆ ରଖିବାକୁ ଇଚ୍ଛୁକ । ଆଉ ବନ ବିଭାଗ ମଧ୍ୟ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉ ନାହିଁ । More
  • Chandan Shishu
  • 2 years ago

ବ୍ରହ୍ମପୁର ମେୟର ପଦ ଲାଗି ବଢୁଛି ଉତ୍କଣ୍ଠା

ଏଥର ମେୟର ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ କେଉଁ ଯୋଗ୍ୟ ମହିଳାଙ୍କୁ ମିଳିବ ଟିକଟ୍ ତାକୁ ନେଇ ବଢିଛି ଉତ୍କଣ୍ଠା। More
  • Chandan Shishu
  • 2 years ago

ୟୁକ୍ରେନ୍‌ ସୀମାରେ ନିର୍ଯାତନା ବଖାଣିଲେ ଓଡ଼ିଶାର ଡ଼ାକ୍ତରୀ ଛାତ୍ରୀ

ଷ୍ଟେସନରେ ଅସମ୍ଭବ ଭିଡ଼ ଥିଲା, ସମସ୍ତେ ଫେରିବାକୁ ଚାହୁଁଥିଲେ। More