• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 14 February 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 2 years ago

ଭୋଟ୍ ତାତି ଲଗାଇଲା ରାଜନୈତିକ ହିଂସାର ନିଆଁ

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ବଳଦା ଗାଁରେ ଗୋଷ୍ଠୀ ସଂଘର୍ଷର ଭୟଙ୍କର ପରିଣତି। More
  • Otv Khabar Bureau
  • 2 years ago

କେମିତି ଦେବେ ଭୋଟ୍; ସବୁ ଜିଲ୍ଲାରେ ପହଞ୍ଚିଲେ ପୋଲିଂ ପାର୍ଟି

ଦିନକ ପରେ ପ୍ରଥମ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଏଥିପାଇଁ ବିଭିନ୍ନ ବ୍ଲକ୍ ହେଡ୍‌ କ୍ୱାର୍ଟରରୁ ବୁଥ୍ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି । ବାଲାଟ୍ ବକ୍ସ, ବାଲାଟ୍ ପେପର୍ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ମତଦାନ କେନ୍ଦ୍ରରେ ପହଞ୍ଚିବାରେ ଲାଗିଛନ୍ତି ଅଧିକାରୀ । More
  • Chandan Shishu
  • 2 years ago

ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ

ତୁଳସୀ ଗଣନାଟ୍ୟର ନାଟକରେ ଗୀତ ଗାଉଥିଲେ ଯାତ୍ରା ପାର୍ଟିର ଗାୟକ More
  • Chandan Shishu
  • 2 years ago

ଲୋଭନୀୟ ସ୍କିମ୍‌ର ଲୋଭ ଦେଖାଇ କୋଟିଆବାସୀଙ୍କୁ ବଶ କରୁଛି ଆନ୍ଧ୍ର

କଥା କେବଳ ଏଇଠି ସରୁନି, ତଳଗଂଜେଇପଦରର ଅନେକ ଗାଁରେ ଆନ୍ଧ୍ର ସରକାର ଘର ନମ୍ବରିଂ କରିବା ସହ ଫଳକ ବି ଲଗାଇଛନ୍ତି। More
  • Chandan Shishu
  • 2 years ago

ପୁଲଓ୍ୱାମା ସହିଦଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି : ଦୁଇ ଦିନ ପାଇଁ ମାଗଣା ଅଟୋ ସେବା

ଏହି ମହାନ କାମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।  More
  • Prangyan Parimita
  • 2 years ago

ଦେଶପ୍ରେମୀ ଅଟୋ ଡ୍ରାଇଭର : ସହିଦଙ୍କ ସ୍ମୃତିରେ ଯୋଗାଉଛନ୍ତି ମାଗଣା ଅଟୋସେବା

ସାଧାରଣ ଜଣେ ଅଟୋ ଡ୍ରାଇଭର। କିନ୍ତୁ ତାଙ୍କ ଦେଶପ୍ରେମ ଦେଖିଲେ ଆପଣଙ୍କ ମୁଣ୍ଡ ଆପେ ନଇଁଯିବ। More
  • Chandan Shishu
  • 2 years ago

ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ କରିହେବ ଦର୍ଶନ

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବ୍ୟବସ୍ଥାକୁ କୋହଳ କରିବା ନେଇ ଆଲୋଚନା ହୋଇଥିଲା। More
  • Rajalaxmi Sahoo
  • 2 years ago

ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏକାଧିକ ପ୍ରାର୍ଥୀଙ୍କ ସପକ୍ଷରେ ମୋହର ବାଜିଥିଲେ ନାକଚ ହେବ ଭୋଟ୍‌

ବାଲଟ ପେପରରେ ଏକାଧିକ ପ୍ରାର୍ଥୀଙ୍କ ଚିହ୍ନ କିମ୍ବା ନାଁ ଉପରେ ମୋହର ବାଜିଥିଲେ ସେହି ଭୋଟ୍‌କୁ ଅବୈଧ ଘୋଷଣା କରାଯିବ। ଭୋଟ୍ ଦେବାବେଳେ ଯଦି ଜଣେ ଭୋଟର ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଚିହ୍ନରେ ମୋହର ମାରିବା ସହିତ ପୂର୍ବରୁ ଭଙ୍ଗା ଯାଇଥିବା ଚିହ୍ନ ଉପରେ ମୋହର ମାରନ୍ତି, ତା ହେଲେ ଭୋଟରଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ ବୋଲି ବୁଝାଯିବ। More
  • Rajalaxmi Sahoo
  • 2 years ago

ପଦାରେ ପଡ଼ିଲା ରସିକିଆ ଡାକ୍ତରଙ୍କ ଫେକ୍‌ ମ୍ୟାରେଜ୍‌, ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ...

ଠକ..ମହାଠକ...ଦୁର୍ଦ୍ଦାନ୍ତ ଠକ...ଯାହା କହିଲେ ବି ଏହି ବ୍ୟକ୍ତି ପାଇଁ କମ୍ ହେବ। ନା ଥିଲେ ସେ ଡାକ୍ତର ନା ଥିଲା ତାଙ୍କର କୌଣସି ଡାକ୍ତରୀ ଡିଗ୍ରୀ। ତଥାପି ଠକେଇ ପାଇଁ ଡାକ୍ତର ସାଜି ୧୪ଟି ବିବାହ କରିଥିଲେ ଏହି ନକଲି ଡାକ୍ତର। More
  • Prangyan Parimita
  • 2 years ago

ୱାର୍ଡମେମ୍ବର ପ୍ରାର୍ଥୀଙ୍କ ଗୁଣ୍ଡାଗିରି ! ହତ୍ୟା ଧମକ ପରେ ଜଙ୍ଗଲରେ ଲୁଚିଲେ ଭୋଟର

ୱାର୍ଡମେମ୍ବର ଆସନ ପାଇଁ ଲଢ଼ୁଥିବା ଜଣେ ପ୍ରାର୍ଥି ହାତିପାଲି ଗ୍ରାମର ମାନସ ପାଢ଼ୀଙ୍କୁ ଦୁଇଦିନ ତଳେ ଗୀତା ଛୁଇଁ ତାଙ୍କୁ ଏବଂ ଜଣେ ନିଦ୍ଧିଷ୍ଟ ସରପଂଚ ପ୍ରାର୍ଥିଙ୍କୁ ଭୋଟ ଦେବାକୁ ବାଧ୍ୟ କରିଥିଲେ । ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ଯାଚିଥିଲେ । More
  • Prangyan Parimita
  • 2 years ago

ପୁଣି କଂଗ୍ରେସ ଟାର୍ଗେଟରେ ଗୃହରାଷ୍ଟ୍ର ମନ୍ତ୍ରୀ! ରାୟପୁର ଏୟାରପୋର୍ଟରେ ଦିବ୍ୟଶଙ୍କର ଥିବା ଭିଡିଓ ଜାରି କଲା କଂଗ୍ରେସ

ରାୟପୁର ଏୟାରପୋର୍ଟରେ ଦିବ୍ୟଶଙ୍କର ମିଶ୍ର ଥିବା ଏକ ଭିଡିଓ ଜାରି କରିଛି କଂଗ୍ରେସ । More
  • Prangyan Parimita
  • 2 years ago

ହାଇକୋର୍ଟରେ ନବ ନିଯୁକ୍ତ ୩ ବିଚାରପତିଙ୍କ ଶପଥଗ୍ରହଣ

ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ୍ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । More
  • Prangyan Parimita
  • 2 years ago

ଉର୍ମିଳାଙ୍କ ହାତର ଯାଦୁଗରୀ ! ତୁଳୀରେ ତୋଳୁଛନ୍ତି ସୁନେଲି ଭବିଷ୍ୟତର ସୁନ୍ଦର ପଥ

ଝିଅ କି ପୁଅ ବାହାଘର ହେଲେ ଖୋଜାପଡେ ଉର୍ମିଳାଙ୍କୁ । ବାହାଘରରେ କନିଆଙ୍କୁ ଯେତେ ସୁନ୍ଦର ଭାବେ ସଜାଯାଇଥାଏ, ସେହିଭଳି ଘରର କାନ୍ତରେ ବି ସୁନ୍ଦର ଛବି ସହ ଶୁଭବିବାହର ଚିତ୍ର ଆଙ୍କି ଦିଅନ୍ତି ସେ । More
  • Rajalaxmi Sahoo
  • 2 years ago

ଫେକ୍ ଭୋଟରଙ୍କୁ ସତର୍କବାଣୀ- ଧରାପଡ଼ିଲେ ପୋଲିସ ଜିମା ଦିଆଯିବ

ଦିନକ ପରେ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ସନ୍ଧ୍ୟା ୭ଟାରେ ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିବ। ଏହାକୁ ଦୃଷ୍ଟିରେ ରଖି ଏହି ପର୍ଯ୍ୟାୟରେ ସବୁ ରାଜନୈତିକ ଦଳ  ପ୍ରଚାରକୁ ଜୋରଦାର କରିଛନ୍ତି।  More
  • Pallipuspa Samal
  • 2 years ago

କେବେ ଖାଇଛନ୍ତି କି ସୁଆଦିଆ ‘କାଲାକନ୍ଦ’

ଘରକୁ କୁଣିଆ ଆସିଲେ ଆମେ ସାଧାରଣତଃ ବାହାରୁ ମିଠା ଆଣିଥାଉ । କିନ୍ତୁ ଆପଣ ଚାହିଁଲେ ଘରେ ମଧ୍ୟ ସୁଆଦିଆ ମିଠଆ ପ୍ରସ୍ତୁତ କରି ଘରେ ଅତିଥି ଚର୍ଚ୍ଚା କରିପାକିବେ । ସେଥିପାଇଁ ଆଜି ଆମେ ନେଇ ଆସିଛୁ ମିଠାର ଏକ ସୁଆଦିଆ ରେସିପି । ଏହି ରେସିପିର ନାଁ ହେଉଛି ସୁଆଦିଆ ‘କାଲାକନ୍ଦ’ । More
  • Prangyan Parimita
  • 2 years ago

ପଞ୍ଚାୟତ ଲଢ଼େଇ ପାଇଁ ସରଗରମ ନୟାଗଡ଼ : ଏଥର ପୁଣି ବିଜେଡି, ନା ପଲଟିବ ବାଜି ?

୧୯୯୭ରେ ଜନତା ଦଳ ଏବଂ ୨୦୦୨ରୁ ଲଗାତର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରେ ବସିଛି ବିଜେଡି । ଗତ ନିର୍ବାଚନରେ ଦଳ ୨୪ଟି ଜୋନରୁ ୧୯ଟି ଜିତି ପରିଷଦ ଗଢିଥିଲା । ବିଜେପି ୪ଟି ଆସନ ପାଇଥିବା ବେଳେ ଜଣେ ସ୍ୱାଧିନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ । More
  • Otv Khabar Bureau
  • 2 years ago

ଭିଜିଲାନ୍ସ ଜାଲରେ ବିଦ୍ୟୁତ୍‌ ବିଭାଗର କୁବେର; ୪ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ସମ୍ବଲପୁର ବିଦ୍ୟୁତ ବିଭାଗର ମୁଖ୍ୟ ଯନ୍ତ୍ରୀ ତଥା ମୁଖ୍ୟ ନିରୀକ୍ଷକ ସୁନିଲ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି । More
  • Rajalaxmi Sahoo
  • 2 years ago

ପ୍ରଶାସନ କହୁଛି, ଢିଙ୍କିଆରେ ଫେରିଛି ଶାନ୍ତି; ହେଲେ ଲୋକେ କରୁଛନ୍ତି ବିରୋଧ...

ଢିଙ୍କିଆରୁ ଭୋଟ୍‌ ଗ୍ରହଣ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ କରାଯାଇଛି। ଭୋଟରଙ୍କ ଠାରୁ ନେଇ ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଜିଲ୍ଲା ପ୍ରଶାସନ କହୁଛି ଢିଙ୍କିଆରେ ଶାନ୍ତି ଫେରିଛି। More
  • Prangyan Parimita
  • 2 years ago

ଷୋହଳ ବର୍ଷ ବୟସରେ କମାଲ କଲେ ସମ୍ଭବ ! ପ୍ରଶଂସା କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଯେଉଁ ବୟସରେ ବହି ପଢିବା କଥା ସେହି ବୟସରେ ସେ ଲେଖିଛନ୍ତି ବହି । ଅନେକ ପ୍ରଶଂସା ବି ସାଉଁଟିଛନ୍ତି । More
  • Rajalaxmi Sahoo
  • 2 years ago

ଭାଲେଣ୍ଟାଇନ୍‌ ଡେ’ରେ ବନ୍ଧା ହେଲେ ରସିକିଆ ଡାକ୍ତର, ଯୁବତୀଙ୍କୁ ଫସାଇ କରୁଥିଲେ ଏମିତି କାଣ୍ଡ...

ପ୍ରଥମେ ବିବାହ ପରେ ଯୁବତୀଙ୍କଠୁ ଟଙ୍କା ହଡ଼ପ କରୁଥିଲେ ରସିକିଆ ଡାକ୍ତର। ନିଜକୁ ହୋମିଓପାଥି ଡାକ୍ତର ପରିଚୟ ଦେଇ ବିବାହ ଯୋଗାଡ଼ କରୁଥିବା ଘରୋଇ ସଂସ୍ଥା ମାଧ୍ୟମରେ ସେ ଯୁବତୀଙ୍କୁ ଟାର୍ଗେଟ୍‌ କରୁଥିଲେ। More
  • Rajalaxmi Sahoo
  • 2 years ago

ରାତି ଅଧରେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼

ଆଉ ମାତ୍ର କିଛି ଦିନ ପରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ତା’ପୂର୍ବରୁ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ନରସିଂହପୁରରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।  More
  • Rajalaxmi Sahoo
  • 2 years ago

ଘର ପାଖରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହେଲେ ସମିତି ସଭ୍ୟା ପ୍ରାର୍ଥିନୀ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ ଗୋବିନ୍ଦପୁର ସମିତି ସଭ୍ୟା ପ୍ରାର୍ଥିନୀ ପୁଷ୍ପିତା ଜେନାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଷ୍ପିତାଙ୍କୁ ନିଜ ଗାଁ ଘୁଷୁରା ପତ୍ରପାଲିରେ ଥିବା ଘର ପାଖରୁ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିଥିଲେ। More
  • Chandan Shishu
  • 2 years ago

ରାବଣ ବିନା ଶ୍ରୀରାମ ଏତେ ମହାନ ହୋଇପାରିନଥାନ୍ତେ?: ବଲିଉଡ୍‌ ଅଭିନେତା କିରଣ କୁମାର

ବଲିଉଡ୍‌ର ବ୍ୟାଡ୍‌ ମ୍ୟାନ୍‌ କିରଣ କୁମାର। ୨୫୦ ଫିଲ୍ମରେ ନାୟକ ହୋଇବି ବଲିଉଡ୍‌ ଭିଲେନ୍‌ ଭାବେ ସେ ଦର୍ଶକଙ୍କ ପ୍ରିୟ। ସେ ଓଡ଼ିଶା ଆସିବା ଅବସରରେ ତାଙ୍କର ସାକ୍ଷାତକାର ନେଇଛନ୍ତି ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ More
  • Pramod Behera
  • 2 years ago

ଆଇପିଏଲ୍ ହାଟରେ ଯୁବ କ୍ରିକେଟର୍‌ଙ୍କ କ୍ରେଜ୍

ଆଇପିଏଲ୍‌ରେ ଏବେ ଯୁବ କ୍ରିକେଟର୍‌ଙ୍କ ଭୂମିକା ଦେଖିବାକୁ ମିଳିଛି। କୋଟି କୋଟି ଟଙ୍କାରେ ହେଉଛନ୍ତି ବିକ୍ରି। ଓଡିଆ କ୍ରିକେଟରମାନେ ମଧ୍ୟ ପଛରେ ପଡି ନାହାନ୍ତି। More
  • Chandan Shishu
  • 2 years ago

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ୟାମ୍ପେନ୍‌ରେ ଲାଗିପଡ଼ିଛନ୍ତି ଅଭିନେତା

ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଚାର ବନ୍ଦ ହେବ। More
  • Chandan Shishu
  • 2 years ago

ପ୍ରଚାର କରିପାରିବେନି ବିଧାୟିକା ପ୍ରମିଳା ମଲ୍ଲିକ

ପ୍ରମିଳାଙ୍କ ଠାରୁ ସୋ କଜ୍ ନୋଟିସ୍‌ ଉତ୍ତର ପାଇବା ପରେ ପଦକ୍ଷେପ ନିଆଯାଇଛି। More
  • Pallipuspa Samal
  • 2 years ago

ଦେବରକୁଣ୍ଡ,ଏହି କୁଣ୍ଡରେ ବୁଡ଼ ପକାଇଲେ ବିଭିନ୍ନ ରୋଗ ଦୂର ହୁଏ

ଭଦ୍ରକ ଜିଲ୍ଲାର କାଉପୁରଠାରେ ପୂଣ୍ୟତୋୟା ସାଳନ୍ଦୀ ନଦୀର ମଧ୍ୟସ୍ଥଳୀରେ ରହିଛି ଦେବର କୁଣ୍ଡ। ପ୍ରତିବର୍ଷ ଭୈମ ଏକାଦଶୀ ଦିନରୁ ଏଠାରେ ଆରମ୍ଭ ହୁଏ ଦେବରକୁଣ୍ଡ ମେଳା। ଦିନେ ନୁହେଁ ୧୨ ଦିନ ପର୍ଯ୍ୟନ୍ତ ଚାଲେ ଏହି ମେଳା। More