ଦେଶରେ ବାର୍ଷିକ ଆତ୍ମହତ୍ୟା ମାମଲା ୨ ପ୍ରତିଶତ ବଢ଼ିଥିବା ବେଳେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ମୋଟ ଆତ୍ମହତ୍ୟା ମାମଲା ମଧ୍ୟରେ ୫୩ ପ୍ରତିଶତ ଛାତ୍ର ଥିଲେ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। ପଶ୍ଚିମ- ଉତ୍ତରପଶ୍ଚିମକୁ ମୁହାଁଇ କାଲି ସୁଦ୍ଧା ହେବ ସୁଦୃଶ୍ୟ ଲଘୁଚାପର ରୂପ ନେବ। ଏ ନେଇ ସୂଚନା ଦେଲା ପାଣିପାଗ ବିଭାଗ ।
ଏ ନେଇ ରାଧା ଯାଦବ ନିଜେ ସୋସିଆଲ ମିଡିଆରେ ସୂଚନା ଦେବା ସହ ରାଧା ଯାଦବ ଏନଡିଆରଏଫକୁ ଧନ୍ୟବାଦ ଦେଇଛନ୍ତି ।
ପାଞ୍ଚ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ବିଜେଡି ସରକାର ଖର୍ଚ୍ଚ କରିଥିଲେ ୪ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା।
ଘରେ ଥିବା ଅଳ୍ପ ସାମଗ୍ରୀରେ ଖୁବ୍ କମ୍ ସମୟରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ମିଠା। ଏହା ଖାଇବାକୁ ଯେତେ ସ୍ୱାଦିଷ୍ଟ ପ୍ରସ୍ତୁତ କରିବା ସେତେ ସହଜ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଗୁଜରାଟ ଭାରତର ପଶ୍ଚିମ ଓ ଦକ୍ଷିଣପଶ୍ଚିମରେ ଥିବା ଏକ ରାଜ୍ୟ । ଏଠାରେ ମୁଖ୍ୟତଃ ଶୁଷ୍କ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହୁଏ। ଏଠାରେ ସେତେ ପରିମାଣର ବର୍ଷା ହୋଇନଥାଏ। ମାତ୍ର ଚଳିତ ଥର ଅଚାନକ ବର୍ଷା ହେବା ଫଳରେ ଏଠାରେ ଜଳାର୍ଣ୍ଣବ ସ୍ଥିତି ଦେଖାଦେଇଛି।
ରାଜସ୍ବ ମନ୍ତ୍ରୀ କହିଥିଲେ- ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ ।
ଉତ୍ତରପ୍ରଦେଶ ବାହରିଚରେ ମଣିଷ ଖିଆ ଗଧିଆଙ୍କ ଆତଙ୍କ । ଗଧିଆ ଆକ୍ରମଣରେ ଗଲାଣି ୮ ଜଣଙ୍କ ଜୀବନ। ମୃତକଙ୍କ ମଧ୍ୟରେ ଅଛନ୍ତି ୫ ଶିଶୁ ଓ ୩ ଜଣ ମହିଳା ।
ଏହି ଡିପ୍ଫେକ୍ ଭିଡିଓରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଯୁବ ଓପନର୍ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି ।
ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ। ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି।
ଡାକ୍ତରୀ ପଢ଼ିବେ ମାଲକାନଗିରି ବଣ୍ଡାଘାଟିର ଛାତ୍ର ମଙ୍ଗଳା ମୁଦୁଲି । ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଏମକେସିଜିରେ ପଢ଼ିବେ ଡାକ୍ତରୀ ପାଠ । ମଙ୍ଗଳାଙ୍କ ସଫଳତାରେ ସମଗ୍ର ବଣ୍ଡାଘାଟିରେ ଖୁସୀର ଲହରୀ
ଆଜି କାଳୀୟ ଦଳନ ଏକାଦଶୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ମାର୍କଣ୍ଡ ପୁଷ୍କରିଣୀରେ ଅନୁଷ୍ଠିତ ହେବ କାଳୀୟ ଦଳନ ଲୀଳା । କାଳୀୟଦଳନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ ।
ଭୁବନେଶ୍ବରର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗ ବଡ଼ ଡ୍ରାଇଭ୍ ଆରମ୍ଭ କରିଛି।
ସୁନା ଦରରେ ପରିବର୍ତ୍ତନ । ଆଜି ପୁଣି ବଢିଛି ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
ଭୁବନେଶ୍ବର ଖଣ୍ଡଗିରିରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା । ଜଗନ୍ନାଥନଗର ନିକଟରେ ଖଣ୍ଡାରେ ହାଣି ହତ୍ୟା ।
ଅନେକ ସମୟରେ କିଛି ଲୋକମାନଙ୍କ ମନରେ ପ୍ରଶ୍ନ ଆସେ ଯେ, ବାସ୍ତୁର ଶୁଭ ଓ ଅଶୁଭ ଫଳ ପୁରୁଷ ଓ ମହିଳାଙ୍କ ପାଇଁ କ’ଣ ଭିନ୍ନ ଭିନ୍ନ କି? ତେବେ ଏହି ପ୍ରଶ୍ନର ଉତ୍ତରରେ ବାସ୍ତୁର ନିୟମ କ’ଣ କହୁଛି ଆସନ୍ତୁ ଜାଣିବା।
ଦିଲ୍ଲୀରେ କ୍ରମାଗତ ବାୟୁ ପ୍ରଦୂଷଣ ଲାଗି ରହିଛି। ଯାହାଦ୍ୱାରା ସେଠିକାର ବାସିନ୍ଦାଙ୍କର ଆୟୁ ହ୍ରାସ ହେଉଛି । ବାୟୁ ପ୍ରଦୂଷଣ ପ୍ରାୟ ୧୨ ବର୍ଷ ଜୀବଳକାଳ ହ୍ରାସ ପାଇଛି।
ଆନନ୍ଦ ବଜାରରେ ବାସି ଅବଢା ବିକ୍ରି ଉପରେ ଲାଗିବ ରୋକ୍। ଅଣସୂପକାରମାନଙ୍କୁ ପ୍ରସାଦ ବିକ୍ରି ବାରଣ କରାଯିବ। ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।
ନିଲମ୍ବିତ IPS ଅଧିକାରୀ ରାଜେଶ ପଣ୍ଡିତଙ୍କ ପାଇଁ ବଢ଼ିଲା ଅଡୁଆ। ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ଗୃହ ବିଭାଗ ।
ପୂର୍ବ କେନ୍ଦ୍ରୀୟ ଓ ସନ୍ନିକଟ ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।ଏହାର ପ୍ରଭାବରେ ୩୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଯୋଗ ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, କି ଯୋଗ କରିବା ସମୟରେ ଛୋଟ ଛୋଟ ଭୁଲ ମଧ୍ୟ ଲାଭ ବଦଳରେ ଅନେକ କ୍ଷତି କରିଥାଏ। ତେବେ ଯୋଗାସନା ସମୟରେ କେଉଁସବୁ ଭୁଲ ଯୋଗୁଁ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା।
ଅଭୟା ଘଟଣାର ପ୍ରତିବାଦ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟକୁ ନେଇ ବଢୁଛି ଚାରିଆଡୁ ସମାଲୋଚନାର ସ୍ବର। ଓଡ଼ିଶା ସମ୍ପର୍କରେ ଦିଦିଙ୍କ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାପସନ୍ଦ ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୧୧ଶୀ ରାତ୍ରି ୦୧.୧୯ ଗତେ ୧୨ଶୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ଦିବା ୦୪.୩୯ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୧.୩୭ ଗତେ ୨ ପାଦ ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଧ୍ୟାନଚାନ୍ଦ ତାଙ୍କର ଅନନ୍ୟ ହକି ଦକ୍ଷତା ଏବଂ ଖେଳ ପ୍ରତି ସମର୍ପଣ ପାଇଁ ସ୍ମରଣୀୟ। ସେ ହକିରେ ଅନେକ ଆନ୍ତର୍ଜାତୀୟ ବିଜୟରେ ଭାରତକୁ ଆଗେଇ ନେଇଥିଲେ। ତାଙ୍କୁ ସ୍ମରଣ କାରିବା ପାଇଁ ଆଜି ଦେଶ ପାଳୁଛି ‘ଜାତୀୟ କ୍ରୀଡା ଦିବସ’।
ଷ୍ଟାର୍ଟ ଅପ୍ ଓଡ଼ିଶାକୁ ଆସି ନେଇଥିବା ଅଧିକ ଅର୍ଥକୁ ଫେରସ୍ତ ନିର୍ଦ୍ଦେଶ । ବର୍ତ୍ତମାନ କେତେ ସରକାରୀ ଦରମା ପାଇବେ ପୁନଃନିର୍ଦ୍ଧାରିତ ହେଲା ।