• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Thalapathy vijays goat on first day with 73 crore worldwide opening
ହଙ୍ଗାମା କଲା ବିଜୟଙ୍କ GOAT; ପ୍ରଥମ ଦିନର ରୋଜଗାର ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବିଜୟଙ୍କ ଫିଲ୍ମ GOAT ବିଶ୍ୱବ୍ୟାପୀ ମୁକ୍ତିଲାଭ ପରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରଥମ ଦିନରେ ଫିଲ୍ମଟି କେତେ କୋଟି ଟଙ୍କାରେ ଖାତା ଖୋଲିଛି ତାହାର ସୂଚନା ମଧ୍ୟ ପ୍ରକାଶ ପାଇଛି, ଯାହା ପ୍ରଶଂସକଙ୍କ ପାଇଁ କୌଣସି ଏକ ଖୁସି ଖବରଠାରୁ ବି କମ୍ ନୁହେଁ।

Vinesh Phogat Bajrang Punia
ହାତ ଧରିଲେ ଭିନେଶ-ବଜରଙ୍ଗ; ହରିୟାଣା ନିର୍ବାଚନରେ ମଇଦାନକୁ ଓହ୍ଲାଇବେ...

ଭିନେଶ ଫୋଗଟ-ବଜରଙ୍ଗ ପୁନିଆ ବିଧିବଦ୍ଧ ଭାବେ ଆଜି ହାତ ଧରିଛନ୍ତି। ଦିଲ୍ଳୀ AICC କାର୍ଯ୍ୟାଳୟରେ ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। 

Kolkata doctor rape-murder
କୋଲକାତା ଆରଜି କର ଦୁଷ୍କର୍ମ ଘଟଣା: ଅଭୟା ମାଉସୀଙ୍କର ଚାଞ୍ଚଲ୍ୟକର ବୟାନ...

ପରିବାରକୁ ଟଙ୍କା ଯାଚିବା ଓ ଏସମ୍ପର୍କିତ ଏକ ଭାଇରାଲ୍ ଭିଡିଓ ଉପରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି । ଅଭୟାଙ୍କ ମାଉସୀ କହିଛନ୍ତି, ଗତ ୧୧ ତାରିଖ ରାତିରେ ପୀଡ଼ିତାଙ୍କ ପରିବାରକୁ ଏଥିପାଇଁ ବାଧ୍ୟ କରାଯାଇଥିଲା । 

3 Dead
ଆପାର୍ଟମେଣ୍ଟରେ ଅଘଟଣ,ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ

କଟକରେ ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୩ ମୃତ । ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲୁଥିବା ବେଳେ ଅଘଟଣ । ତ୍ରିଶୁଳିଆର ଏକ ଆପାର୍ଟମେଣ୍ଟରେ କାମ ଚାଲିଥିଲା ।

Resolve Fight Between Father & Son
ବାପା ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲା ପୋଲିସ, ଅଭିଯୁକ୍ତ ଫେରାର୍

ବାପା ପୁଅଙ୍କ ଝଗଡ଼ା ତୁଟାଇବାକୁ ଯାଇ ମାଡ଼ ଖାଇଲେ ପୋଲିସ । ବିଞ୍ଝାରପୁର ଥାନା ହନୁମାନ ଛକ ନିକଟରେ ପୋଲିସକୁ ଆକ୍ରମଣ ପାରିବାରିକ କଳହକୁ ନେଇ ୧୧୨କୁ କଲ୍ କରିଥିଲେ ବାପା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣ କରିଥିଲା ପୁଅ ୨ ପୋଲିସ କର୍ମଚାରୀ ଆହତ, ଅଭିଯୁକ୍ତ ଫେରାର୍ ।

Chanakya Niti
Chanakya Niti: କେମିତି ଶତ୍ରୁକୁ କରିବେ ପରାସ୍ତ, ଜାଣନ୍ତୁ ୯ ଗୁରୁତ୍ୱପୂର୍ଣ୍ଣ ଉପାୟ

ଚାଣକ୍ୟ ନୀତି ଅନୁଯାୟୀ ଧ ର୍ଯ୍ୟ ଏବଂ ସଂଯମତା ହେଉଛି ମଣିଷର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଗୁଣ । ଯେତେବେଳେ ଆପଣ ଶତ୍ରୁର ସାମ୍ନା କରୁଛନ୍ତି, ସେତେବେଳେ ଆପଣଙ୍କୁ ଅନେକ ଚ୍ୟାଲେଞ୍ଜ ଏବଂ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

Salman khan keep smiling as he interacts with village old women
Viral Video: ଗାଉଁଲି ବୃଦ୍ଧ ମହିଳାଙ୍କ ସହ ମିଶି ହସି ହସି କଥା ହେଲେ ଭାଇଜାନ୍; ଲୋକେ କହିଲେ ସେ ଜଣେ ଦୟାଳୁ ସୁପରଷ୍ଟାର

ବର୍ତ୍ତମାନ ସୁପର୍‌ଷ୍ଟାର୍‌ଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବୃଦ୍ଧ ମହିଳାଙ୍କ ସହ ମଜ୍ଜା କରୁଥିବା ଓ ହସି ହସି କଥା ହେଉଥିବା ଦେଖିବାକୁ ମିଳେ। ଲୋକେ କହୁଛନ୍ତି ସେ ଜଣେ ସାଧାରଣ ତାରକା ନୁହଁନ୍ତି, ସେ ହେଉଛନ୍ତି ସବୁଠାରୁ ନମ୍ର ଏବଂ ଦୟାଳୁ ସୁପରଷ୍ଟାର।

Sujeet Kumar
ସୁଜିତଙ୍କ ବିସ୍ଫୋରକ ବୟାନ; ଜମି, ଛତୁଆ, ଟେଣ୍ଡର ଫିକ୍ସିଂରେ ପ୍ରବଳ ଦୁର୍ନୀତି ହୋଇଛି...

ବିଜେଡି ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେପିରେ ଯୋଗ ଦେଲେ ସୁଜିତ କୁମାର। ମିଶୁ ମିଶୁ ବିସ୍ଫୋରଣ କରିଛନ୍ତି। ଦଳ ଛାଡିବା କାରଣ କହିବା ସହ ବିଜେଡି ଉପରେ ବର୍ଷିଛନ୍ତି । 

corruption
ନବୀନ, ପାଣ୍ଡିଆନ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ; ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ...

ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍‌ଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ । 

Sujeet Kumar
ବିଜେପିରେ ମିଶିଲେ ସୁଜିତ କୁମାର

ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ।

crab curry
ଶୁକ୍ରବାର ରାନ୍ଧଣାରେ ଘରେ ତିଆରି କରନ୍ତୁ 'କଙ୍କଡ଼ା ବେସର'

କଙ୍କଡ଼ା ତରକାରୀ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଆଜି ଆମେ ଆପଣଙ୍କ ପାଇଁ ଓଡ଼ିଆ ଘରର ଦେଶୀ ରେସିପି ‘କଙ୍କଡ଼ା ବେସର’ ପ୍ରସ୍ତୁତ କରିବୁ। ଏହି ରେସିପିଟିକୁ ଦେଶୀ ଶୈଳୀରେ ଆମେ ବନେଇବୁ ।

Sujeet Kumar
ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା, ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ ।

Kolkata Rape And murder
ଅଣନିଃଶ୍ୱାସୀ ମମତା, ଚାଲିଯିବ କି କ୍ଷମତା ?

ଦୋହଲି ଯାଇଛି ଦିଦିଙ୍କ ଗାଦି ! କିଟମିଟ୍‌ ଅନ୍ଧାରରେ କ୍ଷମତା ଖୋଜୁଛନ୍ତି ମମତା ! ଅଦେଖା ଦରଜ ଯେମିତି ଦିଦିଙ୍କର ବଢ଼ିବଢ଼ି ଚାଲିଛି । ନା ଭଲ ହେଉଛି ନା ବିନ୍ଧା କମୁଛି । ଇଏ କୋଲକାତାରେ ଗତ ବୁଧବାର ରାତିର ଦୃଶ୍ୟ । ଚଳଚଞ୍ଚଳ କୋଲକାତା ଅନ୍ୟାୟ ବିରୋଧରେ ଛିଡ଼ା ହୋଇରହିଛି । ଆଖି ବନ୍ଦ କରି ଶାନ୍ତି ଶୃଙ୍ଖଳରେ ନ୍ୟାୟ ମାଗୁଛି ଏହି ପୁରୁଣା ମହାନଗରୀ ।

Eco-Friendly Ganesh
ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା,କାଦୁଅରେ ଗଢ଼ା ହେଉଛି ଇକୋ ଫ୍ରେଣ୍ଡଲି ଗଣେଶ

ମାଟିର ମୂର୍ତ୍ତିକୁ ନେଇ ସଚେତନତା କରାଯାଉଛି । ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେଉଛନ୍ତି ଏମାନେ । କୁନିକୁନି ପିଲାଙ୍କ ହାତରେ କାଦୁଅରେ ଗଢ଼ା ଚାଲିଛି ଶ୍ରୀ ଗଣେଶଙ୍କ ମୂର୍ତ୍ତି । କାରଣ ରାତି ପାହିଲେ ଗଣେଶ ପୂଜା ।

Gold Price Today
Gold Price Today 6th September 2024: ବଢିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

BJP
ବିଧାନସଭାରେ କହିଲେ ମନ୍ତ୍ରୀ, ତାମିଲ ବାବୁଙ୍କ ପାଇଁ ସରକାର କଲା BJP

ତେବେ ଏନେଇ ପାଣ୍ଡିଆନଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି କହିଛି, ଭିକେ. ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ ଏବଂ ତାଙ୍କ ତତ୍ତ୍ୱାବଧାନରେ ରାଜ୍ୟରେ ବହୁତ ଉନ୍ନତିମୂଳକ କାମ ହୋଇଛି।

duplicate police
ରିମାଣ୍ଡରେ ନକଲି ପୋଲିସ ଇନସପେକ୍ଟର ସୁବାସ କହଁର,ଦଶ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ

ନକଲି ପୋଲିସଙ୍କ ବିରୋଧରେ ବଢୁଛି ଅଭିଯୋଗ । ରିମାଣ୍ଡରେ ଯାଇଛି ରସିକ ସୁବାସ କହଁର । ଖଣ୍ଡଗିରି ଥାନାରେ ପୁଣି ଅଭିଯୋଗ କଲେ ଜଣେ ମହିଳା । ଦଶ ଲକ୍ଷ ଟଙ୍କା ଠକିଥିବା ନେଇ ଖଣ୍ଡିଗିରି ଥାନାରେ ଅଭିଯୋଗ ।

Times Tower
ଭୟଙ୍କର ଅଗ୍ନିକାଣ୍ଡ ! ଟାଇମ୍‌ସ ଟାୱାରରେ ଲାଗିଲା ନିଆଁ

ଅଗ୍ନିକାଣ୍ଡର ମାତ୍ର ଏତେ ଅଧିକ ଥିଲା ଯେ, ଅଗ୍ନିଶମ ବିଭାଗ ଏହାକୁ ଲେଭଲ୍ ୨ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଛି । ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଅଗ୍ନିଶମ ଇଞ୍ଜିନ୍ ଏବଂ ଅନ୍ୟ ଅଗ୍ନିଶମ ବାହିନୀକୁ ଘଟଣାସ୍ଥଳକୁ ପଠାଇଥିଲେ ବୋଲି ଅଧିକାରୀ କହିଛନ୍ତି ।

vigilance raid
ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ,୭ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ । କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ ।

Subhadra Scheme
ସୁଭଦ୍ରା ଫର୍ମ ପାଇଁ ଟଙ୍କା ମାଗିବାରୁ ୩ ଜଣଙ୍କର ଦରମା ବନ୍ଦ !

ଡେରାବିଶର ୨ ଜନସେବା କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ । ଟଙ୍କା ମାଗୁଥିବାରୁ ଡେରାବିଶର ୨ ଜନସେବା କେନ୍ଦ୍ରର ଆଇଡି ବ୍ଲକ ।

School Uniform
ଅଗଷ୍ଟ ୧୫ରେ ମିଳିବା କଥା ନୂଆ ଡ୍ରେସ୍, ହେଲେ ଏଯାଏଁ ମିଳିନି ! କାହିଁକି..?

ପୁରୁଣା ୟୁନିଫର୍ମ ପିନ୍ଧି ପାଠ ପଢିବାକୁ ଆସିଛନ୍ତି ପିଲା । ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ: ଗଣଶିକ୍ଷା ମନ୍ତ୍ରୀ  ।

Subhadra Ratha
ଦୂର ହେବ ‘ସୁଭଦ୍ରା’ ଦ୍ୱନ୍ଦ୍ୱ, ଲୋକଙ୍କ ସଚେତନ କରିବା ପାଇଁ ଗଡ଼ବ ରଥ

ସଚେତନତା ଭ୍ୟାନରେ ଜଣେ ଜଣେ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିବେ । ଭିଡିିଓ କନଫରେନ୍ସ ଜରିଆରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ।

Road Problem
୪ ମାସ ତଳର ରାସ୍ତା, ହାତ ମାରିଲେ ପିଚୁ ଉଠିଯାଉଛି !

ରାସ୍ତା ଦେଖି ଅସନ୍ତୋଷ ପ୍ରକାଶ କଲେ, ବିଭାଗୀୟ ଅଧିକାରୀଙ୍କୁ ବିଗିଡ଼ିଥିଲେ ।

Fire
ଭୟାବହ ଅଗ୍ନିକାଣ୍ଡ, ୪ଟି ପରିବାରର ୮ବଖରା ଘର ଜଳିପୋଡ଼ି ପାଉଁଶ

୪ଟି ପରିବାରର ୮ବଖରା ଚାଳ ଛପର ଘର ଜଳିପୋଡ଼ି ପାଉଁଶ । କେବଳ ବିପନ୍ନମାନେ ପିନ୍ଧିଥିବା ବସ୍ତ୍ରକୁ ଛାଡିଦେଲେ ସବୁ ଜଳିଯାଇଛି ।

Panchang
Panchang Today 6th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଶୁକ୍ରବାର, ଚନ୍ଦ୍ର- କନ୍ୟା ରାତ୍ରି ୧୧.୦୦ ଗତେ ତୁଳା । ତିଥି- ୩ୟା ଦିବା ୦୩.୦୧ ଗତେ ୪ର୍ଥୀ । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୧୧.୦୦ ପର୍ଯ୍ୟନ୍ତ ।