• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

loot
ଗହଣା ଦୋକାନରେ ଲୁଟେରା, ୪ ବନ୍ଧୁକଧାରୀ ଲୁଟେରାଙ୍କୁ ଗିରଫ କରିଛି ପୋଲିସ

ଗହଣା ଦୋକାନରେ ବନ୍ଧୁକଧାରୀ ଲୁଟେରା । ଉଦିତନଗର ଥାନା ଅଧିନ ଏକ ଗହଣା ଦୋକାନରେ ପଶି ଚୋରି ଉଦ୍ୟମ କରିଥିବା ୪ ବନ୍ଧୁକଧାରୀ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିଛି ପୋଲିସ ।

Snake Help Line
ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବାସଭବନରୁ ବହାରିଲା ସାପ !

ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସାପଟି ବଗିଚା ଭିତରେ ବୁଲୁଥିଲା।

Agni - 4
ଅଗ୍ନି-୪ର ରାତ୍ରିକାଳୀନ ପରୀକ୍ଷଣ ସଫଳ  

ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୪(୦.୯)ର ରାତ୍ରିକାଳୀନ ପରୀକ୍ଷଣ ।

Gold Price Today
Gold Price Today 7th September 2024: ଗଣେଶ ପୂଜାରେ କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Vinesh Phogat
ରାଜନୀତି ମଇଦାନରେ ଭିନେଶ, କଂଗ୍ରେସ ପାଇଁ ଜୁଲାନାରୁ ଲଢ଼ିବେ ବିଧାନସଭା ନିର୍ବାଚନ

ଗଡ଼ି ସାଂପଲା କିଲୋଇରୁ ଭୂପିନ୍ଦର ସିଂ ହୁଡ୍ଡା ପ୍ରାର୍ଥୀ ହେବେ । ପ୍ରଦେଶ କଂଗ୍ରେସ ସଭାପତି ଉଦୟ ଭାନ ହେବେ ହୋଡାଲରୁ ପ୍ରାର୍ଥୀ ।

Konark Suryas, Irfan Patha
ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ‘କୋଣାର୍କ ସୂର୍ୟାଜ୍' କ୍ୟାପ୍‌ଟେନ୍‌ ଇର୍‌ଫାନ୍‌ ପଠାନ୍‌

ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା । 'କୋଣାର୍କ ସୂର୍ୟାଜ୍'ର ଅଧିନାୟକ ବନିବେ ଇରଫାନ୍ ପଠାନ୍  ।

Nityanand Gond
ଖୋର୍ଦ୍ଧାରେ ୪୦୦-ପୁରୀରେ ୩୫୦-ସୁନ୍ଦରଗଡରେ ୪୧୭-ବାଲେଶ୍ୱରରେ ୧୩୧ ଭିକ୍ଷୁକ

ରାଜ୍ୟସରକାରଙ୍କ ସହାୟ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି, ଦକ୍ଷତା ପ୍ରଶିକ୍ଷଣ ଆଦି ପାଇଁ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ଲିଖିତ ବିବୃତ୍ତି ଦେଇଛନ୍ତି ମନ୍ତ୍ରୀ।

How to create your own qr code know step by step process
Technology: ଆପଣ ନିଜେ ନିଜର QR Code ସୃଷ୍ଟି କରିବାକୁ ଚାହାନ୍ତି କି… ଏହି ଷ୍ଟେପ୍‌କୁ ଅନୁକରଣ କରନ୍ତୁ

ଯଦି ଆପଣ ଚାହାଁନ୍ତି, ଆପଣ ମଧ୍ୟ ନିଜର QR କୋଡ୍ ସୃଷ୍ଟି କରିପାରିବେ ଏବଂ ଏହାକୁ ଆପଣଙ୍କର ଉତ୍ପାଦ କିମ୍ବା ଆପଣଙ୍କ ଭ୍ରମଣ କାର୍ଡ କିମ୍ବା ଟି-ସାର୍ଟରେ ପ୍ରିଣ୍ଟ୍ କରିପାରିବେ। ତେବେ ଆସନ୍ତୁ ଜାଣିବା କିପରି ନିଜର QR କୋଡ୍ ସୃଷ୍ଟି କରିହେବ।

Ganesh Puja
ବଟ ଗଣେଶଙ୍କ ପାଖରେ ୨୨ ନଡ଼ିଆ ଭାଙ୍ଗିବ ଶ୍ରୀମନ୍ଦିର ପ୍ରଶାସନ

ସନ୍ଧ୍ୟା ଧୂପ ସରିବା ପରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହେବ । ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଯାତ୍ରା ପଡିଆ ନୀତି ମଧ୍ୟ ପାଳନ ହେବ ।

Ganesh Puja Weather
୧୦ ଯାଏଁ ପ୍ରବଳ ବର୍ଷା !

ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କଟକରେ ବର୍ଷା ଆଲର୍ଟ । କୋରାପୁଟ, ମୟୂରଭଞ୍ଜ ଏବଂ କଳାହାଣ୍ଡିରେ ଘଡଘଡି ସହ ବର୍ଷାର ପୂର୍ବାନୁମାନ ।

If you want to make your child intelligent learn them these qualities of Ganesh
Ganesh Puja 2024: ନିଜ ପିଲାକୁ ବୁଦ୍ଧିମାନ କରିବାକୁ ଚାହାନ୍ତି କି… ଶିଖାନ୍ତୁ ଗଣେଶଙ୍କ ଏହି ଗୁଣ

ହିନ୍ଦୁ ପୌରାଣିକ କଥାବସ୍ତୁ ଅନୁସାରେ ଭଗବାନ ଗଣେଶ ହେଉଛନ୍ତି ବୁଦ୍ଧିର ଦେବତା। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ ଏବଂ ସଫଳ କରିବାକୁ ଚାହାନ୍ତି ତେବେ ଏହି ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ ଜୀବନରୁ କିଛି ଶିକ୍ଷା ଦେଇ ଏହା କରି ପାରିବେ। ଆସନ୍ତୁ ସେ ବିଷୟରେ ଜାଣିନେବା

panchang
Panchang Today 7th September 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶନିବାର। ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୪ର୍ଥୀ ସନ୍ଧ୍ୟା ୦୫.୩୭ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି। ଘାତବାର- ବୃଷ , ସିଂହ ଓ କନ୍ୟା ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

Ganesh Chaturthi
Ganesh Puja 2024: ଭଗବାନ ଗଣେଶ ବ୍ରହ୍ମଚାରୀ ହୋଇ ମଧ୍ୟ କାହିଁକି ରିଦ୍ଧି-ସିଦ୍ଧିଙ୍କୁ ବିବାହ କଲେ

ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ସବୁଠାରୁ ଜ୍ଞାନୀ ଭାବେ ଗଣାଯାଏ। ସବୁ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜା କରିବା ପଛରେ ତାଙ୍କ ଦୁଇ ପତ୍ନୀ ରିଦ୍ଧି-ସିଦ୍ଧିଙ୍କର ମଧ୍ୟ ଭୂମିକା ଥିବା କିମ୍ବଦନ୍ତୀ କୁହେ। ତେବେ ଆସନ୍ତୁ ଜାଣିନେବା ଭଗବାନ ଗଣେଶ କାହିଁକି ଦୁଇଟି ବିବାହ କରିଥିଲେ।

Amit Shah
‘ଧାରା ୩୭୦ ଏବେ ଇତିହାସ, ଆଉ ଫେରିବାର ନାହିଁ’

ଜାମ୍ମୁ-କାଶ୍ମୀରରେ ଆସନ୍ତା ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବା ବେଳେ, ଆଜି ଉନ୍ମୋଚିତ ହୋଇଛି ବିଜେପିର ସଂକଳ୍ପ ପତ୍ର ।

5T School
ବିଜେଡି ସରକାର ଗଲା ପରେ ଖୋଲୁଛି 5T ସ୍କୁଲ ଗୁମର

ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ୍ ଟି ସ୍କୁଲ ରୁପାନ୍ତୀକରଣ ପୋଲ୍। କେଉଁଠି ୫୦ ଲକ୍ଷ ଟଙ୍କାରେ ରଙ୍ଗ ମାରି ଚକ ଚକିଆ କରି ଦେଇଛନ୍ତି ହେଲେ ସ୍କୁଲରୁ ପାଣି ଗଳୁଛି ତ, କେଉଁଠି ପୁରା ଟଙ୍କା ନେଇ ଫେରାର ଠିକାଦାର।

Sujit Kumar
ବିଜେପିରେ ମିଶିଲେ, ବିଜେଡି ଉପରେ ଭୟଙ୍କର ଭାବେ ବର୍ଷିଲେ

ବିଜେପିରେ ମିଶୁ ମିଶୁ ବିଜେଡି ବିରୋଧରେ ସୁଜିତ୍ କୁମାରଙ୍କ ବିଷୋଦଗାର୍ । କହିଛନ୍ତି ବିଜେଡି ସରକାରରେ ଜମି, ଛତୁଆ, ପଥର ଖଣି ଓ ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟିର ଦୁର୍ନୀତି ଚାଲିଥିଲା ।

Sujit Kumar
ଛିଡୁଛି ଭରସା, ତୁଟୁଛି ଆଶା; ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ

ଛିଡୁଛି ଭରସା, ତୁଟୁଛି ଆଶା। ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ। ସାଂସଦ ମମତା ମହାନ୍ତ ଦଳ ଛାଡି ବିଜେପିରୁ ରାଜ୍ୟସଭା ଯିବାପରେ ଏବେ ବିଜେଡିକୁ ଲାଗିଛି ସୁଜିତ ଝଟକା।

Ravenshaw University
ରେଭେନ୍ସା ତାତି, କ୍ୟାମ୍ପସ୍‌ ଗଣ୍ଡଗୋଳ: ପ୍ରସଙ୍ଗକୁ ହାୱା ଦେଉଛି କି ବିଜେଡି ?

ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି।

Bangladeshi Immigrants
ଓଡ଼ିଶାରେ ଚିହ୍ନଟ ହେବେ ବାଂଲାଦେଶୀ; ହଜି ଗଲାଣି ଅନୁପ୍ରବେଶକାରୀଙ୍କ ଆଖିରୁ ନିଦ

ସରକାରଙ୍କ ସ୍କାନରକୁ ଆସିବା ପରେ, ଛାନିଆ ବାଂଲାଦେଶୀ ଅନୁପ୍ରବେଶକାରୀ। ବେଆଇନ ଭାବେ ଓଡ଼ିଶା ମାଟିରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ମୋହନ ମାଝୀ ସରକାର ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡରେ ଦେଖାଦେଇଛି ତତ୍ପରତା।

 Ganesh Puja 2024
ଆସନ୍ତାକାଲି ବିରାଜିବେ ବିଘ୍ନ ବିନାଶକ ପ୍ରଭୁ ଗଜାନନ; ଚଳଚଞ୍ଚଳ ଜଟଣୀ ସହର...

ଶେଷପର୍ଯ୍ୟାୟରେ ବିଭିନ୍ନ ପୂଜା କମିଟିର ପ୍ରସ୍ତୁତି । ଗଣେଶପୂଜା ପାଇଁ ପ୍ରସିଦ୍ଧ ଜଟଣୀ ଏବଂ ରାଉରକେଲାରେ ଜାଣନ୍ତୁ କେମିତି ରହିଛି ପ୍ରସ୍ତୁତି...

Rahul Dravid
IPLକୁ ପୁଣି ଫେରିଲେ ଦ୍ରାବିଡ୍‌, ରାଜସ୍ଥାନ ରୟାଲ୍ସର ହେଲେ ହେଡ୍‌ କୋଚ୍‌

ରାହୁଲ ଦ୍ରାବିଡ ୨୦୧୫ ପରେ ପ୍ରଥମ ପାଇଁ ରାଜସ୍ଥାନକୁ ଫେରିବେ । ସେ ୨୦୧୨ ଓ ୨୦୧୩ରେ ଆଇପିଏଲରେ ରାଜସ୍ଥାନର ନେତୃତ୍ୱ ନେଇଥିଲେ ।

RIR Power Electronics
ରାଜ୍ୟରେ ଖୋଲିବ RIR ପାୱର୍ ଇଲୋଟ୍ରୋନିକ୍; ମିଳିବ ୫୦୦ କର୍ମଚାରୀଙ୍କୁ ନିଯୁକ୍ତି 

ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନି ପାଇଁ ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

Ravenshaw Renaming Row
‘ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ ଦିଆଯିବନି’

ରେଭେନ୍ସା ନାଁ ପରିବର୍ତ୍ତନ କରିବାକୁ ଦିଆଯିବନି। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସାର ପୂର୍ବତନ ଛାତ୍ରଛାତ୍ରୀ।

SSC GD 2025 Constable Application  Apply for 39481  posts
SSC GD Constable Recruitment: ପୂରଣ ହେବ ୩୯୪୦୦ରୁ ଅଧିକ କନଷ୍ଟେବଳ ପଦବୀ; ଓଡ଼ିଆରେ ହେବ ପରୀକ୍ଷା

ଲକ୍ଷ ଲକ୍ଷ ଆଶାୟୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ବହୁ ପ୍ରତୀକ୍ଷିତ SSC GD(ଜେନେରାଲ୍ ଡ୍ୟୁଟି) କନଷ୍ଟେବଳ ନିଯୁକ୍ତି ପରୀକ୍ଷା ପାଇଁ କର୍ମଚାରୀ ଚୟନ ଆୟୋଗ(SSC) ବିଜ୍ଞପ୍ତି ପ୍ରକାଶ କରିଛି।

Hostel Ragging Incident
ଛାତ୍ର ରାଗିଂ ଘଟଣାରେ ଆକ୍ସନ୍, ୭ ଛାତ୍ରଙ୍କୁ ସସପେଣ୍ଡ କଲେ ପ୍ରିନ୍ସିପାଲ୍

ଜୁନିୟରଙ୍କୁ ସିନିୟର ଛାତ୍ର ରାଗିଂ ଘଟଣାରେ ଆକ୍ସନ୍ । ୭ ଛାତ୍ରଙ୍କୁ ସସପେଣ୍ଡ କଲେ ପ୍ରିନ୍ସିପାଲ୍ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦେଇଥିଲେ ଦଶମ ଶ୍ରେଣୀ ପିଲା । ଜୁନିୟରଙ୍କୁ ଠେଙ୍ଗା, ବାଡି, ଟାଙ୍ଗିଆରେ ମାଡ଼ ମରାଯାଇଥିବା ଅଭିଯୋଗ ।