• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ଶୁକ୍ରବାର, ଚନ୍ଦ୍ର- କନ୍ୟା ରାତ୍ରି ୧୧.୦୦ ଗତେ ତୁଳା । ତିଥି- ୩ୟା ଦିବା ୦୩.୦୧ ଗତେ ୪ର୍ଥୀ । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୧୧.୦୦ ପର୍ଯ୍ୟନ୍ତ । ଘାତବାର- ବିଛା , ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ-

ପ୍ରାତଃ - ୦୫.୩୫ ରୁ ୦୬.୨୫
ପ୍ରାତଃ - ୦୭.୧୪ ରୁ ୦୮.୪୦
ଦିବା- ୧୨.୦୯ ରୁ ୦୨.୩୬
ଦିବା- ୦୪.୧୫ ରୁ ୦୫.୫୩
ସନ୍ଧ୍ୟା- ୦୭.୨୭ ରୁ ୦୮.୪୯
ରାତ୍ରି- ୦୧.୪୧ ରୁ ୦୪.୦୨

ଅଶୁଭ ସମୟ- 
ରାହୁକାଳ- ଦିବା ୧୦.୧୨ ରୁ ୧୧.୪୪
କାଳବେଳା- ଦିବା ୧୦.୧୨ ରୁ ୧୧.୪୪
ବାରବେଳା- ଦିବା ୦୮.୪୦ ରୁ ୧୦.୧୨
କାଳରାତ୍ରି- ରାତ୍ରି ୦୮.୪୯ ରୁ ୧୦.୧୭

OTV is now on Whatsapp

Join and get latest news update delivered to you via whatsapp

Join Now