/odishatv-khabar/media/post_attachments/uploadimage/library/16_9/16_9_0/Panchang_1727749786.jpg)
Panchang
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ମଙ୍ଗଳବାର,ଚନ୍ଦ୍ର- ସିଂହ ଦିବା ୦୪.୦୨ ଗତେ କନ୍ୟା ,ତିଥି- ୧୪ଶୀ ରାତ୍ରି ୦୭.୦୬ ଗତେ ଅମାବାସ୍ୟା ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର , ଦିବା ୦୪.୦୨ ଗତେ ବୃଷ ରାଶିର,ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୯.୧୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
Advertisment
ଶୁଭସମୟ:
ପ୍ରାତଃ- ୦୫.୪୧ ରୁ ୦୬.୨୮
ଦିବା- ୦୮.୩୮ ରୁ ୧୧.୧୨
ସନ୍ଧ୍ୟା- ୦୫.୩୧ ରୁ ୦୭.୦୨
ରାତ୍ରି- ୦୮.୩୩ ରୁ ୦୮.୪୫
ରାତ୍ରି- ୦୯.୩୪ ରୁ ୧୨.୦୦
ରାତ୍ରି- ୦୧.୪୭ ରୁ ୦୩.୧୫
ରାତ୍ରି- ୦୪.୦୩ ରୁ ୦୫.୪୧
ଅଧିକ ପଢ଼ନ୍ତୁ: Vastu Tips: ବାସ୍ତୁର କେତେକ ସାଧାରଣ ନିୟମ; ନ ମାନିଲେ ଆସେ ବଡ ବିପଦ
ଅଶୁଭସମୟ:
ରାହୁକାଳ- ଦିବା ୦୨.୩୩ ରୁ ୦୪.୦୨
କାଳବେଳା- ଦିବା ୦୧.୦୪ ରୁ ୦୨.୩୩
ବାରବେଳା- ପ୍ରାତଃ ୦୭.୦୯ ରୁ ୦୮.୩୮
କାଳରାତ୍ରି- ସନ୍ଧ୍ୟା ୦୭.୦୨ ରୁ ୦୮.୩୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)