ଭାରତରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏକ କାର ହେଉଛି ଏକ ସ୍ୱପ୍ନ, ଯାହା ପୂରଣ କରିବାରେ ଥାଏ ଭାବପ୍ରବଣତା । ଭବିଷ୍ୟତରେ ଜଣେ ବ୍ୟକ୍ତି ଯେତେ ଧନୀ ହୁଅନ୍ତୁ ନା କାହିଁକି, ପ୍ରଥମ କାର୍ ତାଙ୍କ ପାଇଁ ସବୁଠାରୁ ସ୍ୱତନ୍ତ୍ର।
ଏକ ବାର୍ତ୍ତାଳାପରେ ଅର୍ଜୁନ କପୁର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ କହିଛନ୍ତି। ଅଭିନେତା ‘ହାସିମଟୋ ଥାଇରୋଡାଇଟିସ୍’ ନାମକ ଏକ ରୋଗରେ ପୀଡିତ ଅଛନ୍ତି। ତେବେ ଆସନ୍ତୁ ଏହି ରୋଗ କ’ଣ ଏବଂ ଅଭିନେତା କିପରି ଏହି ରୋଗର ଶିକାର ହେଲେ ସେ ବିଷୟରେ ଜାଣିବା।
ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଅଚାନକ ଲାଗିଲା ନିଆଁ। ଜଳିଗଲା କପଡ଼ା ଗୋଦାମ। ଭୁବନେଶ୍ୱର ବଡଗଡ଼ ସ୍ଥିତ କପଡା ଗୋଦାମରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି।
୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଲୁଟ୍ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ବରରେ ଜଣେ ଯୁବତୀ ସାଇବର ଫ୍ରଡର ଶିକାର ହୋଇଛନ୍ତି।
ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଜୟରାମଙ୍କ ଏହି ସମୋସା ପାର୍ଟି, ରାଜ୍ୟର କଂଗ୍ରେସ ସରକାରଙ୍କୁ କେବଳ ତାତ୍ସଲ୍ୟ ଓ ଅପମାନିତ କରିବା ଉଦେଶ୍ୟରେ ଆୟୋଜନ କରାଯାଇଥିଲା ।
ଭାବବିହ୍ୱଳ ଢଙ୍ଗରେ ମାଆ, ପତ୍ନୀ ଓ ପରିବାର ସମ୍ପର୍କରେ ରଖିଲେ ତଥ୍ୟ । ସୋମବାର ନୂଆ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ୍ ସଞ୍ଜୀବ ଖାନା ।
ପ୍ରତିଦିନ ହେବ ମୋ ବସ୍ ଡ୍ରାଇଭରମାନଙ୍କ ମଦ୍ୟପାନ ପରୀକ୍ଷଣ ।
'ଏବେ କୌଣସି ଅପରାଧିକ ମାମଲାରେ ମୁଁ ସଂପୃକ୍ତ ନୁହଁ । ଅପରାଧ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଚାହୁଁଛି ।'
ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ । ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।
ଅନେକ ଭାରତୀୟ ନ୍ୟାୟ ସଂହିତା ବିଷୟରେ ଜାଣି ନଥାନ୍ତି। ଏନେଇ ସମସ୍ତ ନାଗରିକଙ୍କ ପାଇଁ ଉପଯୁକ୍ତ, ନିରପେକ୍ଷ ଏବଂ ନ୍ୟାୟିକ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ‘ଜାତୀୟ ଆଇନ ସେବା ଦିବସ’ ପ୍ରତି ବର୍ଷ ନଭେମ୍ବର ୦୯ରେ ପାଳନ କରାଯାଏ।
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ଶନିବାର ଚନ୍ଦ୍ର- ମକର ରାତ୍ରି ୧୧.୨୬ ଗତେ କୁମ୍ଭ ତିଥି-୮ମୀ ରାତ୍ରି ୧୦.୪୫ ଗତେ ୯ମୀ
ଏମିତି ୭ଟି ଭୁଲ୍ ଅଛି ଯାହା ଦୂରରେ ଥିବା ସମ୍ପର୍କକୁ ଦୁର୍ବଳ କରିପାରେ ଓ ପରେ ଛାଡପତ୍ର ମଧ୍ୟ ହୋଇପାରେ। ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ଠାରୁ ଦୂରରେ ରହୁଛନ୍ତି ଆଉ ଆପଣ ସଂପର୍କକୁ ଦୃଢ କରିବାକୁ ଚାହୁଁଛନ୍ତି ତେବେ ଏହି ଭୁଲ ଜାଣନ୍ତୁ ଆଉ କରନ୍ତୁ ନାହିଁ।
ଦୁଷ୍କର୍ମକାରୀଙ୍କ ପରିଚୟ, କେତେ ଜଣ ଦୁଷ୍କର୍ମକାରୀ ଥିଲେ, ତାଙ୍କ ସହ କେଉଁଠି କଣ ଘଟିଥିଲା, କିଛି କହିପାରୁନଥିଲେ ।
୧୮ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣକୁ ପ୍ରତିଶ୍ରୁତି ଦିଆଯାଇଥିଲା କି ଯଦି ବାବା ସିଦ୍ଦିକଙ୍କୁ ହତ୍ୟା କରିବ, ୨୫ ଲକ୍ଷ ଟଙ୍କା, କାର, ଦୁବାଇ ଟ୍ରିପ୍ ଓ ଫ୍ଲାଟ୍ ଦିଆଯିବ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ।
ପୂର୍ବତନ ବିଧାୟକ ଅମରଙ୍କ ପରେ ସୁଶାନ୍ତ ବେହେରାଙ୍କ ଆଟାକ୍ ।
ସିଙ୍ଗଡ଼ା ବାଟବଣାର ସିଆଇଡି ତଦନ୍ତକୁ ନେଇ ବିବାଦରେ ସୁଖବିନ୍ଦର ସୁଖୁ । ତଦନ୍ତ ରିପୋର୍ଟରେ ସରକାର ବିରୋଧୀ କାର୍ଯ୍ୟ ଦର୍ଶାଯିବାରୁ ତେଜିଲା ରାଜନୀତି ।
ଦେଶର ଅନ୍ୟ ୩ ଧାମକୁ ଗଡ଼ିବ ସୁପର ପ୍ରିମିୟମ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୨ ତାରିଖରେ ପୁରୀରୁ ବସ୍ ସେବା ଆରମ୍ଭ ।
ପ୍ରେମର ଫାଇଦା ନେଇ ଯେଉଁ ଯୁବତୀଙ୍କୁ ଜନ୍ମଦିନ ପାଳିବାକୁ ଏକ ସାଇବର କାଫେକୁ ଡାକିଥିଲା ଏହି ସୈତାନ ପ୍ରେମିକ, ସେହି ଜନ୍ମଦିନରେ ଆପତ୍ତିଜନକ ଭିଡ଼ିଓ ରେକର୍ଡିଂ ସହ ବ୍ଲାକମେଲିଂ କରି ସାଙ୍ଗଙ୍କ ସହ କରିଚାଲିଥିଲା ଗଣଦୁଷ୍କର୍ମ।
ଲଭ୍ ଜିହାଦରେ ଫସିଗଲେ ଓଡ଼ିଆ ଯୁବତୀ, ବନ୍ଧା ହେଲା କାଶ୍ମୀରରେ ରହୁଥିବା ଯୁବକ। ବିବାହ ପାଇଁ ଧର୍ମ ପରିବର୍ତ୍ତନ ସାଙ୍ଗକୁ ଅଭିଯୁକ୍ତ ହତ୍ୟା ଧମକ ଦେବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ୍ କରିଥିବା ନେଇ ପୀଡ଼ିତା ଭୁବନେଶ୍ବର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଉତ୍ତର-ପୂର୍ବ ସୀମାନ୍ତ ରେଳ(NFR) ଏକ ସୁଯୋଗ ନେଇ ଆସିଛି। ଆପ୍ରେଣ୍ଟିସ୍ ଆକ୍ଟ, ୧୯୬୧ ଅନୁଯାୟୀ ଏହି ନିଯୁକ୍ତି ହେବ। ଏନେଇ NFR ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପରେ ଜେନା ୱିଲସନ ସୋସିଆଲ ମିଡିଆ ସାଇଟ୍ ଥ୍ରେଡ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ପୋଷ୍ଟରେ କହିଛନ୍ତି ଯେ, ମୁଁ କିଛି ସମୟ ପାଇଁ ଏପରି ଭାବିଥିଲି, କିନ୍ତୁ ଗତକାଲି ନିଶ୍ଚିତ ହୋଇଗଲି। ମୁଁ ଆମେରିକାରେ ମୋର ଭବିଷ୍ୟତ ଦେଖିପାରୁନାହିଁ।
ଅତି ଆପଣାର ଲୋକଙ୍କୁ ହରାଇ ଲୋକ କାନ୍ଦୁଥିବାର ଆପଣ ଦେଖିଥିବେ । ମାତ୍ର ନାତିର ବିୟୋଗରେ ଜେଜେ ନାଚୁଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ହେଲେ ଏହା ପଛର କାରଣ ଜାଣିଲେ ଆପଣଙ୍କ ଆଖିରୁ ବି ଆପଣା ଛାଏଁ ଲୁହ ଆସିଯିବ।
‘ଦେବରା ପାର୍ଟ ୧’ ବର୍ତ୍ତମାନ OTT ରେ ରିଲିଜ୍ ହୋଇଛି। Jr NTR ଏବଂ ଜାହ୍ନଭୀ କପୁରଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ହିଟ୍ ହୋଇଥିଲା ଏବଂ ବର୍ତ୍ତମାନ ଏହା OTT ପ୍ଲାଟଫର୍ମ ନେଟ୍ଫ୍ଲିକ୍ସରେ ଏହା ରିଲିଜ୍ ହୋଇଛି।