• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

ଜଙ୍ଗଲରେ ବୁଲିବ ଡ୍ରୋନ, ଗଣିବ ହାତୀ
Elephants In Odisha: ଡ୍ରୋନ କହିବ ଜଙ୍ଗଲରେ କେତେ ଅଛନ୍ତି ହାତୀ ?

ଚଳିତ ଥର ପ୍ରଥମ ଥର ଲାଗି ହାତୀ ଗଣନାରେ ବ୍ୟବହାର ହୋଇଛି ଡ୍ରୋନ୍।

ଜୀଅନ୍ତା ଜଳିଗଲେ ୧୦ ଶିଶୁ
Fire Mishap: ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ନିଆଁ, ୧୦ ଶିଶୁ ଜଳିଗଲେ

ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତଦନ୍ତ ନିର୍ଦ୍ଦେଶ ।

Panchanga
Panchang Today 16th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଭୂମି କ୍ରୟ କରନ୍ତୁ

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଶନିବାର ଚନ୍ଦ୍ର- ବୃଷ ଅହୋରାତ୍ର ତିଥି- ପ୍ରତିପଦ ରାତ୍ରି ୧୧.୫୦ ଗତେ ୨ୟା ଘାତଚନ୍ଦ୍ର- ବିଛା

If you face dandruff and hairfall issue in winter use homemamde shampoo
Hair Care Tips: ମୁଣ୍ଡରେ ହାତ ମାରିଦେଲେ ଉପୁଡୁଛି କି ଚୁଟି; ଘରେ ତିଆରି କରି ଲଗାନ୍ତୁ ଏହି ଶାମ୍ପୁ, ବନ୍ଦ ହେବ ସମସ୍ୟା

ଆଜିକାଲି ଚୁଟି ଝଡିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ତେବେ ଚୁଟି ଝଡ଼ିବା ରୋକିବା ପାଇଁ ଘରୋଇ ଶାମ୍ପୁ ବ୍ୟବହାର କରିବା ସବୁଠାରୁ ଭଲ ଉପାୟ। ତେବେ ଏହାକୁ ଘରେ କିପରି ତିଆରି କରିବେ ଆସନ୍ତୁ ଜାଣିବା…

NET Exam
State Eligibility Test: ରାଜ୍ୟରେ ହେଉନି ଅଧ୍ୟାପକ ଚୟନ ସର୍ବନିମ୍ନ ଯୋଗ୍ୟତା ପରୀଷା, କରିବାକୁ ଦାବି

ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଅଧ୍ୟାପକ ଚୟନ ନିମନ୍ତେ ସର୍ବନିମ୍ନ ଯୋଗ୍ୟତା ଭାବେ SET ( State Eligibility Test) ପରୀକ୍ଷା କରିବାକୁ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ମହଲରେ ଦାବି ହୋଇ ଆସୁଥିଲେ ମଧ୍ୟ ୨୪ ବର୍ଷର ବିଜେଡି ସରକାର ଏ ଦିଗରେ କର୍ଣ୍ଣପାତ କରିନଥିଲା l

ଝାରସୁଗୁଡାରୁ ମୁମ୍ବାଇ ସିଧାସଳଖ ବିମାନ ସେବା
Direct Flight: ଭୁବନେଶ୍ୱରରୁ ଇନ୍ଦୋର-ଡେରାଡୁନ୍-କୋଚିକୁ ଡାଇରେକ୍ଟ ଫ୍ଲାଇଟ୍‌, ଆଉ ଝାରସୁଗୁଡ଼ାରୁ...

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ।

ପରକୀୟା ପ୍ରୀତିର ନୃଶଂସ ପରିଣତି । ୨ ଛୁଆଙ୍କୁ ତତଲା ଚେଙ୍କ ଦେଇଥିବା ଅଭିଯୋଗ ।
Extra Marital Affair: ବୟଫ୍ରେଣ୍ଡ ସହ ମିଶି ନିଜ ଛୁଆଙ୍କୁ ଚେଙ୍କ ଦେଲା ମାଆ !

ମୈତ୍ରୀବିହାର ଅଞ୍ଚଳର ଘଟଣାକୁ ନେଇ ରାଜଧାନୀରେ ହଇଚଇ । ଡିସିପି କହିଲେ ‘ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ’ ।

Shimilipal Tiger
Similipal Tiger Reserve: ଯମୁନା ପରେ ଜିନତ୍, ଚଳଞ୍ଚଳ ଶିମିଳିପାଳ; ମହାରାଷ୍ଟ୍ରରୁ ଆସିଲା ଦ୍ୱିତୀୟ ମହାବଳ

ଶିମିଳିପାଳ ପାଇଲା ଦ୍ୱିତୀୟ ମରାଠା ବାଘୁଣୀ । ଜିନ୍‌ଗତ ବିବିଧତା ପାଇଁ ଯମୁନା ପରେ ଜିନତକୁ ନିଜର କରିଛି ରାଜ୍ୟର ସବୁଠୁ ବଡ଼ ବ୍ୟାଘ୍ର ଅଭୟାରଣ୍ୟ ।

PESA Act
PESA Act: ଲାଗୁ ହେବ ପେସା ଆଇନ୍, ପଲ୍ଲୀସଭାରେ ନିଆଯିବ ମତାମତା; ଆଦିବାସୀଙ୍କୁ ଅଧିକାର ଦେବେ ମୋହନ ସରକାର

ଆଦିବାସୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ପେସା ଆଇନ ପାଇଁ ଏଣିକି ସେମାନଙ୍କୁ ପ୍ରତିବାଦ କରିବାକୁ ପଡିବନି ।

Delhi Air Pollution
Delhi Air Pollution: ପ୍ରଦୂଷଣ ଧୂଆଁରେ ଆକ୍ତାମାକ୍ତା ଦିଲ୍ଲୀ, ନିଶ୍ୱାସ ନେବାକୁ ଲାଗୁଛି ଡର

ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା । ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ ।

how did the 6 day old baby Kartikeya become the captain of the gods
Birth Of Lord Kartikeya: ମାତ୍ର ୬ ଦିନର ଶିଶୁ କାର୍ତ୍ତିକେୟ କେମିତି ହେଲେ ଦେବତାଙ୍କ ସେନାପତି

ଆଜି ଯୁଦ୍ଧର ଦେବତା କାର୍ତ୍ତିକେୟଙ୍କ ଜନ୍ମଦିନରେ ଜାଣିବା ଆସନ୍ତୁ ତାଙ୍କର ଜନ୍ମ କାହାଣୀ। ଜାଣିବା ମାତ୍ର ୬ ଦିନରେ ସେ କେମିତି ହେଲେ ଦେବତାଙ୍କର ସେନାପତି ଓ ହରାଇଲେ ତାରକାସୁରକୁ।

North Western Railway Recruitment 2024
North Western Railway Recruitment 2024: ଭାରତୀୟ ରେଳବାଇରେ ନିଯୁକ୍ତି ସୁଯୋଗ; ପୂରଣ ହେବ ୧୭୦୦ରୁ ଅଧିକ ପଦବୀ

ଉତ୍ତର-ପଶ୍ଚିମ ରେଳବାଇ(NWR) ନେଇଆସିଛି ନିଯୁକ୍ତି ସୁଯୋଗ। ଏନେଇ NWR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

କାଳ ହେଲା ଆଚାର
Snake Bite Deaths In Odisha: ଆଚାର ଆଣିବାକୁ ଛାତ ଉପରକୁ ଯାଇଥିଲେ, କାମୁଡ଼ି ଦେଲା ସାପ

କବିତା ସନ୍ଧ୍ୟା ସମୟରେ ଖାଦ୍ୟରେ ଆଚାର ଖାଇବାକୁ ମନ ବଳାଇଥିଲେ । ଏଥିପାଇଁ ସେ ଘର ଛାତ ଉପରେ ରହିଥିବା ଆଚାର ଆଣିବା ପାଇଁ ଯାଇଥିଲେ । କିନ୍ତୁ ଅନ୍ଧାରରେ ଏକ ସାପ ତାଙ୍କ ହାତକୁ କାମୁଡି ଦେଇଥିଲା ।

Mother's Extramarital Affairs
Mother's Extramarital Affairs: ରାଜଧାନୀରେ ମାଆ ଆଗରେ ପିଲାଙ୍କୁ ଚେଙ୍କ! ଅନୈତିକ ସମ୍ପର୍କକୁ ବିରୋଧ ପାଇଁ ସଜା

ନୃଶଂସ ସାଜିଲା ମାଆ । ଅମଣିଷ ସାଜିଲା ଜନ୍ମ କଲା ମାଆ । ସାମ୍ନାକୁ ଆସିଲା ମାଆର ନାରକୀୟ କାଣ୍ଡ ।

Bali Jatra
Bali Jatra 2024: ଆରମ୍ଭ ହେଲା ବାଲିଯାତ୍ରା, ମୁଖ୍ୟମନ୍ତ୍ରୀ କଲେ ଉଦ୍‌ଘାଟନ

ଆଜିଠୁ ଆରମ୍ଭ ହେଲା କଟକ ପ୍ରସିଦ୍ଧ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି ।

Aamir khan wants to work hard in next 10 years
Aamir Khan: ଚର୍ଚ୍ଚାରେ ଆମୀର ଖାନ୍‌ଙ୍କ ବୟାନ; ନିଜ ଜୀବନକୁ ନେଇ କହିଲେ ଏମିତି...

ବର୍ତ୍ତମାନ ୫୯ ବର୍ଷୀୟ ଆମୀର ଖାନ୍‌ ତାଙ୍କ ଜୀବନକୁ ନେଇ ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚାର ବିଷୟ ହୋଇଛି। ସେ ଏବେ ଗୋଟିଏ ହିଟ୍ ଫିଲ୍ମ ଦେବାକୁ ବ୍ୟାକୁଳ ଥିବା ବେଳେ ଏମିତି କ’ଣ କହିଛନ୍ତି ଆସନ୍ତୁ ଜାଣିବା।

Birth Mother
Man Discovers His Birth Mother: ବର୍ଷ ବର୍ଷ ଧରି ଯେଉଁଠି ଖାଉଥିଲେ, ଏବେ ଜାଣିଲେ ସେଇ ରେଷ୍ଟୁରାଣ୍ଟ ନିଜ ମାଆର...

କେବେ ଭାବିଛନ୍ତି, ଯେଉଁଠାରେ ଆପଣ ରେଗୁଲାର୍ ଖାଇବାକୁ ଯାଉଛନ୍ତି ତାହା ଆପଣଙ୍କର ଅତି ନିଜ ଲୋକଙ୍କର ହୋଇଥିବ ! ସେ ବେକେରୀ ବା ରେଷ୍ଟୁରାଣ୍ଟର ମାଲିକ ଆପଣଙ୍କର ବାପା କିମ୍ବା ମାଆ ହୋଇଥିବେ ଓ ଏହି ଖବର ଆପଣଙ୍କୁ ଜଣାନଥିବ ।

ପ୍ରଧାନମନ୍ତ୍ରୀଙ୍କ ବିମାନରେ ତ୍ରୁଟି
PM Narendra Modi: ପ୍ରଧାନମନ୍ତ୍ରୀଙ୍କ ବିମାନରେ ତ୍ରୁଟି, ଏୟାରପୋର୍ଟରେ ଅଟକି ରହିଲା ବିମାନ

ପ୍ରଧାନମନ୍ତ୍ରୀଙ୍କ ବିମାନରେ ବୈଷୟିକ ତ୍ରୁଟି କାରଣରୁ ଏହି ବିମାନଟି ଦେଓଘର ବିମାନ ବନ୍ଦରରେ କିଛି ସମୟ ଅଟକି ରହିଥିଲା । ଯାହା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଫେରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା ।

‘ପେସା ଆଇନ ପାଇଁ ନିଆଯିବ ଲୋକଙ୍କ ମତ’
Odisha Govt On PESA Act: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପେସା ଆଇନ ଲାଗୁ ପୂର୍ବରୁ ନିଆଯିବ ଲୋକଙ୍କ ମତ

ପେସା ଆଇନ୍‌ ଲାଗୁ କରିବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର ।

The story of Shakuntala Dushyanta's love and deception
Mahabharat Story: ଜଣେ ଋଷି କନ୍ୟା ଓ ଜଣେ ରାଜାଙ୍କ ଗୋପନ ବିବାହ-ବିଛେଦ-ପ୍ରତାରଣା ଓ ପୁନଃ ମିଳନର ଅମର ଗାଥା

ନଈ କୂଳରେ ଏକ ଶିଶୁ କନ୍ୟାକୁ ଅସହାୟ କରି କାହିଁକି ଛାଡିଲେ ତା'ର ବାପ ମା ? ଜଣେ ଋଷି କନ୍ୟାକୁ ଗୋପନରେ ବିବାହ କରି ଜଣେ ରାଜା କାହିଁକି ପରେ ଅସ୍ବୀକାର କଲେ? ଜାଣନ୍ତି କି କେମିତି ହେଲା ଆମ ଭାରତ ଦେଶର ନାମକରଣ ?

ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା
Bali Jatra 2024 Traffic Advisory: ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା, ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ...

କଟକ ବାଲିଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

Jharkhand Horror
Jharkhand Horror: ବର୍ବର, ଭୟଙ୍କର, ସାଙ୍ଘାତିକ ... କୁନି ଝିଅକୁ କାଟି ଖାଇଲା ମାଆ!!

ଅନ୍ଧବିଶ୍ୱାସ ମଣିଷକୁ କେତେ ଅନ୍ଧ କରିପାରେ ... କେଉଁ ପରିସ୍ଥିତିରେ ନେଇ ଛିଡ଼ା କରିପାରେ .. ମାନବ ବଳିଦାନର ଏକ ଭୟଙ୍କର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।

Janajatiya Gaurav Diwas
Janjatiya Gaurav Divas: ରାଷ୍ଟ୍ରପତିଙ୍କୁ ପ୍ରଶଂସା କଲେ; ନାଁ ନନେଇ କଂଗ୍ରେସ ଉପରେ ବର୍ଷିଲେ Modi

ଜନଜାତି ଗୌରବ ଦିବସରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି । କହିଲେ-ଏନ୍‌ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା ।

Kanguva worldwide box office collection day 1
Kanguva Box Office Collection Day 1: ଘରୋଇ ବକ୍ସ ଅଫିସ୍‌ରେ ନିରାଶ କଲା 'କଙ୍ଗୁଭା'; ଆଶା ଠାରୁ କମ୍ ରୋଜଗାର

'କଙ୍ଗୁଭା' ପ୍ରେକ୍ଷାଳୟକୁ ଆସିଛି। ୨୦୨୪ ବର୍ଷର ଏହା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ତେବେ ପ୍ରଥମ ଦିନରେ ଘରୋଇ ବକ୍ସ ଅଫିସ୍‌ରେ ଆଶା କରାଯାଉଥିବା ରୋଜଗାର ଠାରୁ ଏହା କମ୍ ଆୟ କରିଛି।