ଗତ ସିଜିନ୍ ଭଳି ଏହି ସିଜିନ୍ରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଚାରି ଜଣ କ୍ୟାପଟେନଙ୍କୁ ନେଇ ଖେଳିବାକୁ ଯାଉଛି ।
ଏକ ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ୍ ପଠାଇଛି ।
ମେଡ଼ିକାଲ୍ରେ ଚାଲିଲା ଖଣ୍ତଯୁଦ୍ଧ । କ୍ୟାନସର ଓ୍ୱାର୍ଡରେ ବୁଲିଲା ଛୁରୀ। କ୍ୟାନ୍ସର ଓ୍ୱାର୍ଡରେ ମା'ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଙ୍କୁ ଆଖିବୁଜା ଛୁରାମାଡ଼ କଲା ପୁଅ ।
ଟେଷ୍ଟ କ୍ରିକେଟ୍ରେ ମହେନ୍ଦ୍ର ସିଂହ ଧୋନି ଓ ରୋହିତ ଶର୍ମାଙ୍କ ଠାରୁ ଉତ୍ତମ ଅଧିନାୟକ ଥିଲେ ବିରାଟ କୋହଲି । ତାଙ୍କ ନେତୃତ୍ୱରେ ଘରେ ସମସ୍ତ ଟେଷ୍ଟ ସିରିଜ୍ ଜିତିଛି ଟିମ୍ ଇଣ୍ଡିଆ । ଟିମ୍କୁ ବିଶ୍ୱ ମାନ୍ୟତା ଶୀର୍ଷରେ ପହଞ୍ଚାଇବା ସହ ଅଷ୍ଟ୍ରେଲିଆରେ ପ୍ରଥମ ଥର ସିରିଜ୍ ଜିତାଇବାର ଗୌରବ ବି ଅର୍ଜନ କରିଛନ୍ତି କିଙ୍ଗ୍ କୋହଲି।
ନରହରି ମଉସା ଆଜି ସିନା ବୁଢା ହେଲେଣି । ହେଲେ ନୂଆ ନୂଆ ନିଶ କଅଁଳୁଥିବା ବୟସରେ ତାଙ୍କ କଲମରୁ ଉତୁରିଥିଲା, ଏଇ କବିତା ଖଣ୍ଡକ ।
ଏହା ପୂର୍ବରୁ ୧୦ ବର୍ଷ ପରେ ହିଁ ଜଣେ ଏସ୍ଆଇ ଇନ୍ସପେକ୍ଟରକୁ ପଦୋନ୍ନତି ହେଉଥିଲେ । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ୭ ବର୍ଷ ପରେ ପଦୋନ୍ନତି ହେବା ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଟଏଲେଟ୍ ଯିବା ସମୟରେ ଘଣ୍ଟା ଘଣ୍ଟା ଧରି ଫୋନ୍ରେ ସହ ସମୟ ବିତାଉଛନ୍ତି କି ? ଆପଣ ଯଦି ଟଏଲେଟ୍କୁ ଫୋନ୍ ନେଇ ଯାଉଛନ୍ତି ତା’ହେଲେ ହୋଇ ଯାଆନ୍ତୁ ସାବଧାନ !
ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
GAIL ଇଣ୍ଡିଆ ଲିମିଟେଡ୍ ନିଯୁକ୍ତି ଘୋଷଣା କରିଛି। ଏନେଇ GAIL ଇଣ୍ଡିଆ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
ଆପଣଙ୍କ ମୋବାଇଲରେ ହ୍ବାଟସଆପକୁ ବିବାହ ନିମନ୍ତ୍ରଣ ଆସୁଛି କି ? ତେବେ ହୋଇଯାଆନ୍ତୁ ସାବଧାନ। କାହିଁକି ନାଁ ଅନଲାଇନ ଇନଭିଟେସନ୍ ନାଁରେ APK ବା ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ ଫାଇଲ ପଠାଉଛନ୍ତି ସାଇବର ଲୁଟେରା ।
ଭିକି କୌଶଲଙ୍କ ପରବର୍ତ୍ତୀ ଫିଲ୍ମ ‘ମହାବତାର’ ଘୋଷଣା କରିଦିଆଯାଇଛି। ‘ମହାବତାର’ର କିଛି ପୋଷ୍ଟର ମଧ୍ୟ ରିଲିଜ୍ ହୋଇଛି ଯେଉଁଥିରେ ଭିକି କୌଶଲଙ୍କୁ ପର୍ଶୁରାମ ଭୂମିକାରେ ଦେଖିବାକୁ ମିଳେ। ତାଙ୍କର ଏମିତି ଅବତାର ଭୟଙ୍କର ଲାଗୁଥିବା ବେଳେ ତାଙ୍କୁ ଏମିତି ଲୁକ୍ରେ ଦେଖି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଛନ୍ତି।
'କଙ୍ଗୁଭା'କୁ ନେଇ ଲୋକଙ୍କ ମଧ୍ୟରେ ଜବରଦସ୍ତ ହାଇପ୍ ରହିଛି। ବର୍ତ୍ତମାନ ଫିଲ୍ମଟି ଆଡ୍ଭାନ୍ସ ବୁକିଂରେ ମଧ୍ୟ ହଇଚଇ ସୃଷ୍ଟି କରିଛି। ପ୍ରଥମ ଦିନରେ ଫିଲ୍ମ ଦେଖିବା ପାଇଁ ଲୋକମାନେ ଉତ୍ସାହର ସହିତ ଟିକେଟ୍ କିଣୁଛନ୍ତି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପୂର୍ବରୁ ମଧ୍ୟ ସୂର୍ଯ୍ୟାଙ୍କ ଫିଲ୍ମ 'କଙ୍ଗୁଭା' ଆଗୁଆ ବୁକିଂରେ କୋଟି କୋଟି ଟଙ୍କା ରୋଜଗାର କରିଛି।
ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି । ଆଗାମୀ ପିଢ଼ି ଆମକୁ ଗାଳି ନ ଦେଉ । ସେଥିପାଇଁ ମୁଁ କହିବି । ଅନ୍ୟପକ୍ଷରେ ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର ।
ନିଜ ଦଳର ମହିଳା କାଉନସିଲରଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି ଖୋଦ୍ ବିଜେଡି କାଉନସିଲର। ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡ ବିଜେଡି କାଉନସିଲର ଶଶିରେଖା ମହାନ୍ତି ।
ଯଦି ଆପଣ ଖାଦ୍ୟପେୟକୁ ନେଇ ସଚେତନ ରହୁଛନ୍ତି ତଥା ସେହି ସମ୍ପର୍କିତ ଭିଡ଼ିଓମାନ ଦେଖିବା ଜାରି ରଖିଛନ୍ତି, ତେବେ ଗୋଟିଏ ପଦ ଆପଣଙ୍କ ଆଖିରେ ନିଶ୍ଚୟ ପଡ଼ିଥିବ, ତାହା ହେଲା- ମାଇଣ୍ଡ୍ଫୁଲ୍ ଇଟିଂ ବା ମନପ୍ରାଣ ଦେଇ ଖାଦ୍ୟଗ୍ରହଣ କରିବା।
ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନଥିବାରୁ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି। ତେବେ ସୁଭଦ୍ରା ଟଙ୍କା ପାଇନଥିବା ମହିଳା କିପରି ଟଙ୍କା ପାଇବେ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଜାନୁଆରୀରେ ନୂଆ ରାସନ କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଭାରତ-ପାକିସ୍ତାନ ବିବାଦ ପାଇଁ ଯଦି ଏହି ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରୁହେ କିମ୍ବା ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତରିତ ହୁଏ ତେବେ ଏହା ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଉପରେ ଏହା ଆର୍ଥିକ ପ୍ରଭାବ ପକାଇପାରେ ।
ଏକାଠି ଗୋଟିଏ ଅଫିସରେ କାମ କରୁଥିଲେ। ସହକର୍ମୀଙ୍କୁ କିସ୍ କରିବାକୁ ମନା କରିବାରୁ ମହିଳାଙ୍କୁ ତଣ୍ଟି ଚିପି ମାରିଦେଲେ। ଏଭଳି ହତ୍ୟାକାଣ୍ଡ ଘଟିଛି ବ୍ରାଜିଲ୍ରେ।
ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ପରେ ଦେଶର ଅନେକ ରାଜ୍ୟ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ‘ବୁଲଡୋଜର’ ଆକ୍ସନ ନେଉଛନ୍ତି। ତେବେ ସୁପ୍ରିମକୋର୍ଟ ଏହାକୁ ‘ଅସାମ୍ବିଧାନିକ’ ଘୋଷଣା କରିବା ସହ ଏହାକୁ ଭର୍ତ୍ସନା କରିଛନ୍ତି।
ରାହୁଲ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଅତ୍ୟାଧୁନିକ ଚାଷ ସେଟ୍ଅପ୍ ସହ ଆପାର୍ଟମେଣ୍ଟର ଦଶମ ମହଲାରେ ଥିବା ତାଙ୍କ ଫ୍ଲାଟ୍ରେ ବିଭିନ୍ନ ପ୍ରକାରର ଗଞ୍ଜେଇ ଚାଷ କରୁଥିଲେ ।
ବିବାହ ଋତୁରେ କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ପୁଣି କମିଛି ସୁନାର ଦାମ୍ । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର।
ଯମଲୋକରୁ ଆଉଥରେ ମୃତ ଶରୀରକୁ ଫେରି ହୁଏନି। କିନ୍ତୁ ଅସମ୍ଭବ ଲାଗୁଥିଲେ ବି କେମିତି ରୁରୁ ମୃତ୍ୟୁଲୋକରୁ ଫେରାଇ ଆଣିଲେ ତାଙ୍କ ବାଗଦତ୍ତା ପ୍ରମଦବରାଙ୍କୁ ଓ କେଉଁ କାରଣରୁ ତପସ୍ବୀ ସହସ୍ରପାତ ପାଲଟିଲେ ବିଷହୀନ ସର୍ପ ଦୁନ୍ଦୁଭା ?
ବିପଦରେ ବିରଳ ପ୍ରଜାତିର ଦୁର୍ଲଭ ନୀଳରକ୍ତ କଙ୍କଡ଼ା। ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସଚେତନତା ଅଭାବ ଏହି କଙ୍କଡା ବଂଶ ହ୍ରାସର ମୁଖ୍ୟ କାରଣ ପାଲଟିଛି।
ଆଜି ତୁଳସୀ ବିବାହ। ଏହି ବିବାହ ହେଉଛି ପବିତ୍ର ଗଛ ତୁଳସୀ ଏବଂ ଭଗବାନ ଶାଳଗ୍ରାମ (ଭଗବାନ ବିଷ୍ଣୁଙ୍କର ଏକ ରୂପ) ଙ୍କ ପବିତ୍ର ମିଳନ। ଆସନ୍ତୁ ଜାଣିବା ଏହା ପଛର କାହାଣୀ।