• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ରବିବାର । ଚନ୍ଦ୍ର – ତୁଳା ଦିବା ୦୮.୦୧ ଗତେ ବିଛା,ତିଥି – ୩ୟା ଦିବା ୦୯.୩୫ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ମେଷ,ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି ଭୂମି ଓ ତିଳକାଞନ ଦାନ ଦିବା ୦୧.୫୯ ଗତେ ୧ପାଦ

ଶୁଭ ସମୟ:

ପ୍ରାତଃ ୦୫.୩୭ ରୁ ୦୯.୪୪

ଦିବା ୦୧.୨୧ ରୁ ୦୧.୫୨

ସନ୍ଧ୍ୟା ୦୬.୪୫ ରୁ ୦୯.୦୫

ରାତ୍ରି ୧୨.୧୧ ରୁ ୦୧.୧୫

ରାତ୍ରି ୦୨.୪୨ ରୁ ୦୩.୧୭

ଅଶୁଭ ସମୟ:

ଋାହୁକାଳ – ଦିବା ୦୪.୨୬ ରୁ ୦୫.୫୯

କାଳବେଳା – ଦିବା ୧୧.୪୮ ରୁ ୦୧.୨୧

ବାରବେଳା – ଦିବା ୧୦.୧୫ ରୁ ୧୧.୪୮

କାଳରାତ୍ରି – ରାତ୍ରି ୦୧.୧୫ ରୁ ୦୨.୪୨