ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।
ବିଭ୍ରାଟ ପରେ ବିଭ୍ରାଟ... ବିବାଦ ପରେ ବିବାଦ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଉପରେ ସତେ ଯେମିତି କାହାର ପଡ଼ିଛି କୋପଦୃଷ୍ଟି। ଖଣ୍ଡିଏ ସରକାରୀ ଚାକିରୀ ଆଶାରେ ଦିନରାତି ପରିଶ୍ରମ କରି ପରୀକ୍ଷାକୁ ସାମ୍ନା କରୁଥିବା ପିଲାଙ୍କ ପ୍ରଶ୍ନପତ୍ର ଲିକ୍ ପରେ ଲିକ୍ ଅଭିଯୋଗ। ଏହାକୁ ନେଇ ଲାଗିରହିଛି ତମ୍ବିତୋଫାନ।
ୟା ପଛରେ ଏକ ବଡ଼ ଧରଣର ଅଙ୍ଗ ଚାଲାଣ ରାକେଟ୍ କାମ କରୁଥିବା ନେଇ ସେମାନଙ୍କ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଅନୁଗୁଳ ଏସପି କହିଛନ୍ତି ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଅଧିକ ତଥ୍ୟ ହାସଲ ଲାଗି SCB ଏଫଏମଟି ବିଭାଗର ସହଯୋଗ ଲୋଡ଼ାଯାଇଛି।
ଇଣ୍ଡିଆ ଟିଭି- CNXର ଓପିନିଅନ୍ ପୋଲ୍ ଆକଳନରୁ ଏହି ତଥ୍ୟ ଆସିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା, ବିତର୍କ ଆରମ୍ଭ ହୋଇଛି।
ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ। ବିସ୍ଫୋରଣରେ ୪୦ ମୃତ, ୮୦ ଆହତ। ଖାଇବର ପଖତୁନଖ୍ୱାରେ ବିସ୍ଫୋରଣ ହୋଇଛି।
ଟମାଟୋ ପରେ ଏବେ ଅମୂଲ ମୂଲ ଚାଉଳ । କେଜି ପିଛା ବଢ଼ିଛି ୧୦ରୁ ୧୫ ଟଙ୍କା । ମାସକ ତଳେ ଯେଉଁ ଉଷୁନା ଚାଉଳ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ୪୫ରୁ ୫୦ ଛୁଇଁଲାଣି ।
ସାବଧାନ ! ଏସବୁ କାମରୁ ନିବୃତ୍ତ ରୁହନ୍ତୁ... ନହେଲେ ଘରେ ପଡ଼ିବ ଲକ୍ଷ୍ମୀଙ୍କ କୋପଦୃଷ୍ଟି।
ଛୁଟିରେ ଘରକୁ ବୁଲି ଆସିଥିବା ସୈନିକ ନିଖୋଜ। କାର୍ ନିକଟରୁ ଚପଲ ଏବଂ ରକ୍ତ ଛିଟା ଠାବ।
ନ୍ୟାସ୍ନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT) ରେ କାମ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ସିଲ୍ଚର ୧୦୯ ଟି ଅଣ-ଶିକ୍ଷଣ ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।
'ରକୀ ଔର୍ ରାନୀ କି ପ୍ରେମ୍ କାହାନି'ରେ ଧର୍ମେନ୍ଦ୍ର ଏବଂ ଶବାନା ଆଜମୀଙ୍କ କିସ୍ ସିନ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। କିନ୍ତୁ କିସ୍ ସିନ୍ ଦେଇ ଚର୍ଚ୍ଚାରେ ରହିବା ଧର୍ମେନ୍ଦ୍ରଙ୍କ ପାଇଁ ଏହା ପ୍ରଥମ ନୁହେଁ। ଯେତେବେଳେ ସନୀ ଦେଓଲଙ୍କ ଗାର୍ଲ ଫ୍ରେଣ୍ଡକୁ ଧର୍ମେନ୍ଦ୍ର କିସ୍ ଦେଇଥିଲେ ସେତେବେଳେ…
ପୁରୀ ଗୁରୁକୃପା ଆଶ୍ରମରେ ବାବାଙ୍କୁ ବାବାଙ୍କ ଆକ୍ରମଣ ଘଟଣା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବାବାଙ୍କ ମୃତ୍ୟୁ ।
ଓଡ଼ିଶାରେ ବିଜୁ ଜନତା ଦଳ ଅଧିକ ଗୋଟିଏ ସିଟ ଜିତି ୧୩ଟି ଲୋକସଭା ସିଟ ହାତେଇବ । ଭାରତୀୟ ଜନତା ପାର୍ଟି ୮ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ବା ସ୍ୱାଧୀନ ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି ସର୍ଭେ ଆଳକନ କରିଛି ।
ଘୋଷଣା ହୋଇଛି ବର୍ଷା ସାହିତ୍ୟ ସମ୍ମାନ-୨୦୨୩। ତିନି ଗୁଣାତ୍ମକ ବହିକୁ ମିଳିବ ସମ୍ମାନ। ଅଗଷ୍ଟ୧୧ରେ ହେବ ବର୍ଷା ଉତ୍ସବ।
ସୂଚନା ଅନୁସାରେ ଉପଭୋକ୍ତା ବା ୟୁଜର୍ସମାନେ ଗୁଗଲ ପ୍ଲେ-ଷ୍ଟୋରରେ ଟ୍ୱିଟରକୁ ଯଦି ସର୍ଚ୍ଚ କରନ୍ତି, ତେବେ ଟ୍ୱିଟର ମିଳିବ ନାହିଁ । ସେମାନେ ଟ୍ୱିଟର ବଦଳେରେ ‘X’କୁ ପାଇପାରିବେ ।
OSSCର ULB ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପ୍ରଶ୍ନପତ୍ର ଲିକ ଅଭିଯୋଗରେ ଭଦ୍ରକରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ।
ଅନୁଗୁଳ କିଆକଟାରେ ନାବାଳକ ସଞ୍ଜୀବଙ୍କ ହତ୍ୟା ମାମଲା । ମୁଖ୍ୟ ସନ୍ଦିଗ୍ଧ ଗୀତାଞ୍ଜଳି ବାଘଙ୍କୁ ଉଠାଇ ନେଲା ପୋଲିସ୍ ।
କିଛି ପିଲା ପାଠ ପଢିବାରେ ଖୁବ୍ ମେଧାବୀ ଥିବାବେଳେ ଆଉ କେତେକଙ୍କର ସ୍ମୃତିଶକ୍ତି ଖୁବ୍ ଦୁର୍ବଳ ଥାଏ। ଏପରି ପରିସ୍ଥିତିରେ, ସେମାନେ ପଢିଥିବା ବିଷୟଗୁଡ଼ିକୁ ଖୁବ ଶୀଘ୍ର ଭୁଲିଯାଆନ୍ତି। ଯଦି ଆପଣଙ୍କ ପିଲା ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି, ତେବେ ୪ଟି ପାଠପଢା ଟିପ୍ସ ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରେ।
ରାସ୍ତାରେ ଲୋକେ ମାନୁନାହାଁନ୍ତି ନିୟମ । ଭିଡ ବଢାଉଛି ରଙ୍ଗ ରୁଟରେ ଡ୍ରାଇଭିଂ ଓ ପାର୍କିଂ ।
୧୨୫ ରୁ ଅଧିକ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର,ଗୁଜରାଟ ଅହମ୍ମଦାବାଦ ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ।
ୟୁକ୍ରେନ୍ ଡ୍ରୋନ୍ ଆକ୍ରମଣରେ ଋଷର ୨ଟି କୋଠା ନଷ୍ଟ ହୋଇଯାଇଛି ।
ମନରେଗା ଯୋଜନାର ଅନୁଦାନକୁ କେମିତି ଆତ୍ମସାତ୍ କରାଯିବ, ତାର ବାଟ ଖୋଜାଗଲା। ଆଉ ଏବେ ପହିଲି ବର୍ଷାରେ ଧୋଇଗଲା ଗାର୍ଡୱାଲ, ଧସିଗଲା ମାଟି ।
ଜଲାପୁଟ ଜଳଭଣ୍ଡାର ସୂଚନା ବୋର୍ଡକୁ ଉପାଡ଼ି ଦେଲେ । ଓଡ଼ିଶାର ସ୍ୱାଗତ ବୋର୍ଡକୁ ମଧ୍ୟ ବାହାର କରିଦେଲେ । ଜଲାପୁଟରେ ନିଜ ଦବଦବା ଜାହିର କରିବାକୁ ଉଦ୍ୟମ ।
ସିଂହନାଥ ମନ୍ଦିରର ସିଂହଭାଗ ଲୁଟ୍...ମନ୍ଦିର ଉନ୍ନତିକରଣ ପାଇଁ ୨୦୧୮ ମସିହାରେ ୨ଟି ପର୍ଯ୍ୟାୟରେ ୯୯ ଲକ୍ଷ ୯୦ ହଜାର ଅର୍ଥାତ୍ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ସିଂହନାଥ ମନ୍ଦିରର ଉନ୍ନତିକରଣ ଶୂନ୍ ।
ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୧.୩୩ ଗତେ ଧନୁ । ଜାଣନ୍ତୁ ଆପଣଙ୍କ ଶୁଭ ଓ ଅଶୁଭ ସମୟ...
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ? ପଲିଗ୍ରାଫ୍ ଟେଷ୍ଟରେ ପଚରାଯାଇଥିଲା ୨୬ ପ୍ରଶ୍ନ...୧୩ ପ୍ରଶ୍ନର ଉତ୍ତର ହଁ ଦେଇଥିଲା ଆଉ ୧୩ର ଦେଇଥିଲା ନା