ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଦୀର୍ଘ ଦିନର ଆଲୋଚନା ପରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଆମେରିକା ସମର୍ଥିତ ଅସ୍ତ୍ରବିରତି ପ୍ରସ୍ତାବକୁ ଇସ୍ରାଏଲର କ୍ୟାବିନେଟ୍ ଅନୁମୋଦନ କରିଛି।
ଆମେରିକାରେ ଏକ ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିବା ପରେ ବର୍ତ୍ତମାନ ନାଗପୁରରେ ରହୁଥିବା ଅଦିତି ଦ୍ୱିବେଦୀ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ଶେୟାର କରିଛନ୍ତି ଆଉ ଯେଉଁଥିରେ ସେ କହିଛନ୍ତି ଯେ ଭାରତ ଫେରିବାର ଅନୁଭୂତି କିପରି ଥିଲା।
ଯଦି ସୋସିଆଲ୍ ମିଡିଆ ସଠିକ୍ ଭାବରେ ବ୍ୟବହୃତ ନ ହୁଏ, ତେବେ ଏହା ଅନେକ ସମସ୍ୟା ସୃଷ୍ଟି କରିପାରେ। ସୋସିଆଲ ମିଡିଆ ବ୍ୟବହାର କରିବା ସମୟରେ କେତେକ ସାଧାରଣ ତ୍ରୁଟିରୁ ଦୂରେଇ ରହିବା ଅତ୍ୟନ୍ତ ଜରୁରୀ। ତେବେ ସେହି ତ୍ରୁଟିଗୁଡିକ କ’ଣ ଆସନ୍ତୁ ଜାଣିବା...
SCBରେ ୯ ଏକମୋ ମେସିନ ସତ୍ତ୍ବେ କାହିଁକି ନଗଣ୍ୟ ସଫଳତା ହାର ?
ନୂଆ ସରକାର, ନୂଆ ନିୟମ ଓ ଧାନ ପାଇଁ ମିଳିବ କୁଇଣ୍ଟାଲ୍ ପିଛା ୩୧ଶହ ଟଙ୍କା ।
ସାଧାରଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶେଷ ଥର ପାଇଁ ଆଖି ପୂରେଇ ଦେଖି ନେବାକୁ, ଗତକାଲି ଜରୁରୀ ଦିଲ୍ଲୀ ଗସ୍ତ ବାତିଲ କରିବାକୁ ପଛାଇନଥିଲେ ମୋହନ ।
ଯେତେବେଳେ କୌଣସି ଦଳ ନିର୍ବାଚନରେ ଜିତୁଛି, ସେତେବେଳେ ଇଭିଏମ୍ ଟାମ୍ପର୍ ହୋଇନି ବୋଲି କହୁଛି । କିନ୍ତୁ ନିର୍ବାଚନ ହାରିଲେ ଟାମ୍ପର୍ ହୋଇଛି ବୋଲି କହୁଛ ।
୮ ତାରିଖରେ ମିଳିବ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା । ମିଡିଆ ରିପୋର୍ଟ ପରେ ବଣ୍ଡା ଘାଟି ନେଇ ଚେତିଲା ପ୍ରଶାସନ ।
ମମତାଙ୍କ ଷ୍ଟାଇଲରେ ବିଜେପିରୁ ରାଜ୍ୟସଭା ଯିବେ କି ସୁଜିତ କୁମାର ? ନା ଆଉ କାହାକୁ ପ୍ରାଇଜ ଦେବ ଦଳ ?
କୁନି ପୁଅଟିଏ, ବଡ଼ ଭଉଣୀର ଦୁଃଖ ସହିପାରୁନି। ରୋଗରେ ପଡ଼ିଥିବା ଭଉଣୀର ଚିକିତ୍ସା ପାଇଁ ସେ ଏବେ କାମ କରିବାକୁ ଆଗେଇ ଆସିଛି। ଯେଉଁ ବୟସରେ ସେ ହାତରେ ବହିବସ୍ତାନୀ ଧରି ସ୍କୁଲ ଯିବା କଥା, ସେହି ସମୟରେ କଅଁଳ ହାତରେ ସେ କମାରଶାଳରେ ଲୁହା ପିଟୁଛି। ପୂରା କନ୍ଧମାଳର ବାଲିଗୁଡ଼ାରୁ ପଢ଼ନ୍ତୁ ଅଜିତ ନାୟକଙ୍କର ଏହି ହୃଦୟସ୍ପର୍ଶୀ ରିପୋର୍ଟ।
ଆସନ୍ତାକାଲି ଅର୍ଥାତ ନଭେମ୍ବର ୨୭ରୁ ଚାକିରିରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି ସରକାର ।
ସବୁଦିନ ପରି ରେଡି ହୋଇ ଟିଫିନ ବକ୍ସ ନେଇ ସ୍କୁଲକୁ ଯାଇଥିଲେ ବିରେନ୍ । ଯେମିତି ପଢିବା କଥା ପାଠ ବି ପଢିଲେ । ମଧ୍ୟାହ୍ନ ବିରତିରେ ଘରୁ ଆଣିଥିବା ଟିଫିନ୍ ଖୋଲି ଖାଇବା ଆରମ୍ଭ କଲେ । ଠିକ୍ ସେତିକି ବେଳେ ତଳେ ପଡିଗଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଛନ୍ତି ଐଶ୍ୱର୍ଯ୍ୟା। ଏହି ଭିଡିଓଟି ଖୁବ୍ ଜୋର୍ ଭାଇରାଲ ହେଉଛି। ଅଭିଷେକ ବଚ୍ଚନଙ୍କ ସହ ମତଭେଦ ଥିବା ଖବର ମଧ୍ୟରେ ଲୋକମାନେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
ଯାହା ସମସ୍ୟା ରହିଛି ତାହାକୁ ଦୂର କରିବେ ସରକାରୀ ଅଧିକାରୀ । ବଣ୍ଡା ଘାଟିର ୧୭୧୧ ମହିଳାଙ୍କ ମଧ୍ୟରୁ ୫ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇ ସାରିଛନ୍ତି ।
ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି ।
ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ବର୍ତ୍ତମାନ ପୃଥିବୀର ପାଖାପାଖି ୧୦୦ଟି ଦେଶରେ ଡେଙ୍ଗି ଜ୍ୱର ଦେଖାଯାଉଛି, ଏମିତିକି ଏବେ ୟୁରୋପୀୟ ରାଷ୍ଟ୍ର ଗୁଡିକରେ ମଧ୍ୟ ସ°କ୍ରମଣ ଦେଖା ଗଲାଣି। ବାର୍ଷିକ ହାରାହାରି ୩୯୦ ମିଲିୟନ ଲୋକ ଡେଙ୍ଗି ଜ୍ବର ଦ୍ବାରା ଆକ୍ରାନ୍ତ ହୋଇଥାନ୍ତି ଏବଂ ପାଖାପାଖି ୩୬୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥାଏ।
ଚଣ୍ଡିଗଡ଼ର ସେକ୍ଟର ୨୬ର ଏକ ନାଇଟ୍ କ୍ଲବ ନିକଟରେ ହୋଇଛି ବୋମା ବିସ୍ଫୋରଣ। ଖବର ପାଇବା ପରେ ଏହି ଅଞ୍ଚଳରେ ହଇଚଇ ପରିସ୍ଥିତି ସୃଷ୍ଟି ହୋଇଛି। କୁହାଯାଉଛି ଯେ ସନ୍ଦିଗ୍ଧମାନେ ଟାର୍ଗେଟ୍ କରିଥିବା କ୍ଲବ୍ ହେଉଛି ରାପର୍ ତଥା ଗାୟକ ବାଦଶାହଙ୍କର।
୩ ବର୍ଷରେ ହାତୀପଲ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ, ୧୦ ହଜାର ୨୫୯ଟି ଘର ଭାଙ୍ଗିଥିବା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଗତ ୫ ମାସରେ ରାଜ୍ୟରେ ୪୦ ହାତୀଙ୍କର ମୃତ୍ୟୁ ଘଟିଛି ।
ଅଭିଶାପ ପାଇ ହଠାତ୍ ବୁଢା ହୋଇଥିବା ବାପାକୁ କାହିଁକି ସାହାଯ୍ୟ କଲେନି ପୁଅମାନେ? ନିଜ ପୁଅମାନଙ୍କ ଠାରୁ କାହିଁକି ଯୌବନ ଧାର ମାଗିଲେ ରାଜା ଯଯାତି? ଚାରିପୁଅ ଭିତରୁ କିଏ ପୁଣି ସାହାଯ୍ୟ କଲା ବାପାକୁ? ମହାଭାରତର ଚମତ୍କାର ଚରିତ୍ର ଓ ଘଟଣା ଜାଣିବାକୁ ଆଜିର ଅଧ୍ୟାୟ ପଢନ୍ତୁ।
୪ ରାଜ୍ୟ ସହ ଓଡ଼ିଶାରେ ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ସୁଜିତ କୁମାର ଇସ୍ତଫା ଦେବା ପରେ ଓଡ଼ିଶାରେ ଗୋଟିଏ ଆସନ ଖାଲି ପଡ଼ିଛି ।
ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
ତିନ ଦଶନ୍ଧି ପରେ ଇରାକ୍ରେ ହେଲା ଜନଗଣନା। ବର୍ଷ ବର୍ଷର ବିବାଦ, ରାଜନୈତିକ ବିଭାଜନ ଓ ଅନେକ ସମସ୍ୟାକୁ ବାଦ୍ ଦେଇ ଶେଷରେ ଜନଗଣନା କରାଯାଇଛି।
ଆଜିର ଆଧୁନିକ ଜୀବନଶୈଳୀ ଅଧିକାଂଶ ଲୋକଙ୍କୁ ଡିପ୍ରେସନ ଆଡ଼କୁ ଟାଣି ନେଉଛି। ଆମ ଅଜାଣତରେ ଏହି ଭୟଙ୍କର ରୋଗ କେତେବେଳେ ଆମ ଭିତରେ ସୃଷ୍ଟି ହୋଇ ସାରିଥାଏ ଆମେ ଜାଣିପାରନ୍ତି ନାହିଁ। ଏହି ପ୍ରବନ୍ଧଟି ପଢ଼ି ସାରିଲା ପରେ ଥରଟିଏ ନିଜକୁ ବିଶ୍ଳେଷଣ କରି ଦେଖନ୍ତୁ, ହୁଏତ ଆପଣଙ୍କୁ ବି ଏହା ଆକ୍ରାନ୍ତ କରିନାହିଁ ତ ?
ସଙ୍କଟରେ ମଣିପୁର ସରକାର। ଏତେ ଅସ୍ତ୍ରଶସ୍ତ୍ର କେଉଁଠୁ ଆଣୁଛନ୍ତି ଉଗ୍ରବାଦୀ।