ରାଜ୍ୟକୁ ପୁଣି ଫେରିଛି ଶୀତ । ବିଭିନ୍ନ ସ୍ଥାନରେ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି ।
ଏହି ଦିନକୁ ସ୍ମରଣୀୟ କରିବା ଲାଗି ଇସ୍ପାତ ନଗରୀ ରାଉରକେଲାରେ ନିର୍ମାଣ କରାଯାଉଛି ଏକ ବିଶାଳ ଦୀପ । ଯାହାର ଲମ୍ବା ୧୨ ଫୁଟ୍ ଓ ଉଚ୍ଚତା ସାଢ଼େ ୫ ଫୁଟ୍ ରହିଛି । ଯେଉଁଥିରେ ପ୍ରାୟ ସାଢେ ୬ ହଜାର ଲିଟର ଘିଅ ରହିବ ।
ଡାକ ବିଭାଗରେ ଚାକିରି କରିବାକୁ ଚାହଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାର ଅଧିନରେ ଥିବା ଡାକ ବିଭାଗ୍ ବର୍ତ୍ତମାନ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।
ଓଟିଭିକୁ ନିଜ ଦିବ୍ୟ ଅନୁଭୂତି ବଖାଣିଛନ୍ତି ପ୍ରଫୁଲ । କହିଛନ୍ତି, ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ସୁଯୋଗ ପାଇବା ଆଗରୁ ସେ ଶ୍ରୀମନ୍ଦିରର ଦର୍ଶନ ପାଇଁ ଆସିଥିଲେ ।
ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ମଙ୍ଗଳବାର । ଚନ୍ଦ୍ର- ବିଛା ରାତ୍ରି ୦୯.୧୦ ଗତେ ଧନୁ । ଜାଣନ୍ତୁ ଆପଣଙ୍କ ପାଇଁ କେଉଁ ସମୟ ଶୁଭ...
ସଜେଇ ହେଉଛି ଅଯୋଧ୍ୟା, ଆସୁଛନ୍ତି ରାମଲାଲା । ଆଉ ଦିନ କେଇଟାରେ ଅଯୋଧ୍ୟାରେ ରଚାଯିବ ଇତିହାସ । ରାମଲାଲାଙ୍କୁ ସ୍ୱାଗତ କରିବାକୁ ଯିଏ ଯେମିତି ପାରିଲା ପ୍ରସ୍ତୁତି କରୁଛନ୍ତି । ଆଉ ଦିନ ଯେତେ ବଢ଼ୁଛି ମନ୍ଦିରର ନୂଆ ନୂଆ ଦୃଶ୍ୟ ସାମ୍ନାକୁ ଆସୁଛି ।
ତଲାଉଡ୍ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ରିପୋର୍ଟ କରିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୭ ରହିଛି ।
ଦିନ ଥିଲା ମାଲକାନଗିରି କହିଲେ ଲୋକେ କେବଳ ମାଓବାଦୀ ଭାବୁଥିଲେ । କିନ୍ତୁ ଆଜି ଆଉ ସେସବୁ କିଛି ନାହିଁ । ବିଚ୍ଛିନ୍ନାଞ୍ଚଳର ଚିହ୍ନବର୍ଣ୍ଣ ହଜି ସାରିଥିବା ବେଳେ, ଆଜିଠାରୁ ଆକାଶ ମାର୍ଗରେ ମଧ୍ୟ ଯୋଗାଯୋଗ ଆରମ୍ଭ ହେଉଛି ।
ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିବା ବେଳେ ସେ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନାକରିଦେଇଛନ୍ତି।
କିଛି ବିଜେଡି କର୍ମୀଙ୍କ ନାଁରେ ଏତଲା ଦେଇଛନ୍ତି । ପାଣ୍ଡିଆନଙ୍କ ଗସ୍ତ ବେଳେ ଶନିବାର ହୋଇଥିଲା ଗଣ୍ଡଗୋଳ ।
ଏବେ ସଂସ୍ଥା ପକ୍ଷରୁ ବିଦ୍ଧିବଦ୍ଧ ଭାବେ ୱେବ୍ସାଇଟ୍ରେ ମଧ୍ୟ ଏହି ଦର ଅପ୍ଡେଡ୍ କରାଯାଇଛି ।
ହାଇଟେକ୍ କର୍ତ୍ତୃପକ୍ଷଙ୍କୁ କାଠଗଡ଼ାକୁ ଟାଣିଲା ବିଜେପି । 'ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ ନାହିଁ, କେମିତି ଚାଲିଥିଲା ଚିକିତ୍ସା' ।
ମାଲଡିଭସ୍ ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ, 'ସସପେଣ୍ଡ ନୁହେଁ, ବହିଷ୍କାର କର' ।
ସାଢେ ୪ କୋଟିର ହରିଲୁଟ୍, ସମିତିରେ ପଡିଲା ତାଲା । ଜମାକାରୀଙ୍କୁ ୧୫ ସୁଦ୍ଧା ପ୍ରଥମ କିସ୍ତି ମିଳିବ: ଜିଲ୍ଲାପାଳ ।
ସ୍ୱତନ୍ତ୍ର କୃଷ୍ଣଶିଳାରେ ୫୧ ଇଞ୍ଚ ଉଚ୍ଚ ରାମଲାଲାଙ୍କ ବିଗ୍ରହ ତିଆରି ସରିଥିବା ବେଳେ, ତାକୁ ଥରଟେ ଆଖିପୂରେଇ ଦେଖିବାକୁ ଉତ୍କଣ୍ଠିତ ଅଗଣିତ ରାମଭକ୍ତ ।
ପରିକ୍ରମା ପ୍ରକଳ୍ପ ରଥ ବୁଲିଲା । ଆଉ ତା ସହ ଆରମ୍ଭ ହେଲା ପଲିଟିକ୍ସ । ଗାଁ ଠାରୁ ସହରୁ ସବୁଠି ସରକାର ବୁଲାଉଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଅକ୍ଷତ ଚାଉଳ ବି ସଂଗ୍ରହ ହେଉଛି । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଜୋରଦାର ପ୍ରଚାର କରୁଛନ୍ତି ସରକାର ।
ଆଜି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ ଅତି ସାଙ୍ଘାତିକ ସ୍ଥିତିରେ ଦେଶର ୧୬ଟି ସହର ଥିବା ବେଳେ, ଏଥିରେ ଓଡ଼ିଶାର ୬ ସହର ରହିଛି ।
ପରିକ୍ରମା ପ୍ରକଳ୍ପ ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ନିମନ୍ତ୍ରଣ ପାଇଥିବା କହିଲେ ପୁରୀ ଶଙ୍କରାଚାର୍ଯ୍ୟ ।
ଭାରତୀୟ ଟ୍ରାଭେଲ କମ୍ପାନୀମାନେ ଏବେ ମାଳଦ୍ୱୀପର ବୁକିଂ ବାତିଲ କରୁଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ଲାକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଉଛନ୍ତି ।
ଗତ ୫ ତାରିଖରେ ଅହମ୍ମଦାବାଦ ଗୋଟାରୁ ଧ୍ୱଜଦଣ୍ଡ ଧରି ବାହାରିଥିଲେ ନିର୍ମାଣକାରୀ ସଂସ୍ଥା। ୩ ଦିନର ଯାତ୍ରା ପରେ ଏହି ଧ୍ୱଜଦଣ୍ଡ ଅଯୋଧ୍ୟାରେ ପହଞ୍ଚିଛି।
ପଦ୍ମ ଫୁଲ ଉପରେ ଠିଆ ହୋଇଛନ୍ତି ଶ୍ରୀରାମ । ତାଙ୍କର ହାତରେ ଶୋଭା ପାଉଛି ଧନୁ ତୀର ।
କଙ୍ଗୋରେ ଫସିଥିଲା ଆଳି ମାନପୁର ଗାଁର ଦିବାକର ଜେନାଙ୍କ ମୃତଦେହ । ପାଣି ପାଇପ ମିସ୍ତ୍ରୀ ଭାବେ କାମକରୁଥିଲେ ଦିବାକର ।
ଶୋଭନ ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କରଙ୍କ ସାନପୁଅ । ଶୋଭନଙ୍କୁ ନେଇ ଏବେ ମାହାଙ୍ଗା ଅଞ୍ଚଳରେ ଜୋର ଚର୍ଚ୍ଚା ।
ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଲେ ବଳଭଦ୍ର । ଦଳରେ ଅବହେଳା ଅଭିଯୋଗ କରି ଇସ୍ତଫା ଦେଲେ ।
ଗର୍ଭଗୃହରେ ବିରାଜମାନ କରିବେ ରାମଲାଲା । ଏହା ପୂର୍ବରୁ ଗର୍ଭଗୃହ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।