• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ମଙ୍ଗଳବାର । ଚନ୍ଦ୍ର- ବିଛା ରାତ୍ରି ୦୯.୧୦ ଗତେ ଧନୁ । ତିଥି- ୧୩ଶୀ ରାତ୍ରି ୧୦.୨୫ ଗତେ ୧୪ଶୀ । ଘାତଚନ୍ଦ୍ର- ରାତ୍ରି ୦୯.୧୦ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନୀ ଭୂମିଦାନ ।

ଶୁଭ ସମୟ

ପ୍ରାତଃ- ୦୬.୨୭ରୁ ୦୭.୧୦

ଦିବା- ୦୯.୧୦ରୁ ୧୧.୩୧

ସନ୍ଧ୍ୟା- ୦୫.୧୯ରୁ ୦୬.୫୮

ରାତ୍ରି- ୦୮.୩୬ରୁ ୦୮.୪୯

ରାତ୍ରି- ୦୯.୪୨ରୁ ୧୨.୧୯

ରାତ୍ରି- ୦୨.୦୪ରୁ ୦୩.୪୯

ନିଶାନ୍ତ- ୦୪.୪୨ରୁ ୦୬.୨୭

ଅଧିକ ପଢ଼ନ୍ତୁ: ଗୃହନିର୍ମାଣରେ ଏହି ଦିଗକୁ କେବେ ବି ବନ୍ଦ କରନ୍ତୁ ନାହିଁ; ଆସିବ ଆର୍ଥିକ ସମସ୍ୟା

ଅଶୁଭ ସମୟ

ରାହୁକାଳ- ଦିବା ୦୨.୩୬ରୁ ୦୩.୫୮

କାଳବେଳା- ଦିବା ୦୧.୧୫ରୁ ୦୨.୩୬

ବାରବେଳା- ପ୍ରାତଃ ୦୭.୪୮ରୁ ୦୯.୧୦

କାଳରାତ୍ରି- ସନ୍ଧ୍ୟା ୦୬.୫୮ରୁ ୦୮.୩୬