ରୁରାଲ୍ ଇଲେକ୍ଟ୍ରିଫିକେସନ କର୍ପୋରେସନ୍ ଲିମିଟେଡ୍(REC)ରେ ଅନେକ ପଦବୀ ଖାଲି ପଡିଛି। ଏ ସବୁର ପୂରଣ ପାଇଁ REC ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଏହା ହେଉଛି କେନ୍ଦ୍ର ସରକାର ଅଧିନରେ ଥିବା ନିୟମିତ ଚାକିରି।
ଦୁର୍ଘଟଣା ପରେ ଗାଡିରେ ଥିବା ୩ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଛନ୍ତି।
ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଦକ୍ଷିଣ ଚୀନ୍ର ଜିନଜିଆଙ୍ଗ। ରାତି ପ୍ରାୟ ୧୧ଟା ୩୯ରେ ଏହି ଭୂକମ୍ପ ଅନୁଭୂତ ହୋଇଛି ।
ଗତକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ।
ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଛି।
ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୩ ତାରିଖ ମଙ୍ଗଳବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୧୩ଶୀ ରାତ୍ରି ୦୮.୩୯ ଗତେ ୧୪ଶୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମକର ରାଶି
ଏମିତିରେ ତ ଘରେ ହେଉ କି ଶିକ୍ଷାନୁଷ୍ଠାନ ବା ଅଫିସ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ଫଟୋ ଥାଏ ଆଉ ପୂଜା ମଧ୍ୟ କରାଯାଏ। କିନ୍ତୁ ଭାରତରେ ଏମିତି ଏକ ଜାଗା ଅଛି ଯେଉଁଠି ତାଙ୍କର ଅଛି ସ୍ୱତନ୍ତ୍ର ମନ୍ଦିର ଆଉ ସେଠାରେ ପୂଜା ପାଆନ୍ତି ନେତାଜୀ। ଆସନ୍ତୁ ଜାଣିବା ଏହି ମନ୍ଦିର କେଉଁଠି…
ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାଠାରୁ ପ୍ରାୟ ୧୦୦୦ କିମି ଦୂରରେ ଲୋକାର୍ପିତ ହୋଇଛି ଆଉ ଏକ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର।
ଆଜି ଧନ୍ୟ ହୋଇଗଲା ଜୀବନ। ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ। ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ। ଆଜି କେହି ଅଟକାଇ ପାରିବେନି ଏହି ଭାବ ଆଉ ଆବେଗକୁ।
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରଙ୍ଗମୟ ଅଯୋଧ୍ୟାର ପରିବେଶ। ଦେଶର ମହାନ ହସ୍ତୀଙ୍କ ଉପସ୍ଥିତିରେ ଉତ୍ସବ ମୁଖର ଅବକାଶ। ପ୍ରଭୁ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଗତକାଲିଠୁ ଅଯୋଧ୍ୟାକୁ ଛୁଟିଥିଲା ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ।
ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି।
୧୫ଟି ପ୍ରସ୍ତାବ ଉପରେ ଏଥିରେ ଆଲୋଚନା ହୋଇଥିବା ବେଳେ, ୧୪ଟି ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା।
ପ୍ରଭୁ ରାମ ଭାରତର ଆସ୍ଥା, ଭାରତର ବିଚାର, ଭାରତର ଚେତନା। ରାମ ଅଗ୍ନି ନୁହଁନ୍ତି ଉର୍ଜା, ବିବାଦ ନୁହଁନ୍ତି ସମାଧାନ। ରାମଙ୍କ ପ୍ରତିଷ୍ଠା, ବସୁଧୈବ କୁଟୁମ୍ବକମର ନିଦର୍ଶନ। ଯାହା ସାରା ବିଶ୍ୱକୁ ଦେଉଛି ସର୍ବେ ଭବନ୍ତୁ ସୁଖୀନଃର ବାର୍ତ୍ତା ।
ଭବ୍ୟ ଏ ରୂପ... ଦିବ୍ୟ ଏ କ୍ଷଣ... ଦୁର୍ଲଭ ଏ ଦର୍ଶନ...। ସ୍ୱର୍ଣ୍ଣ ସିଂହାସନ ଉପରେ ବିରାଜମାନ ଅଯୋଧ୍ୟାଧିପତି । ଦଶନ୍ଧି ଦଶନ୍ଧି ଧରି ତମ୍ବୁ ତଳେ ପୂଜା ପାଇବା ପରେ, ଆଜି ନିଜ ଆସ୍ଥାନକୁ... ନିଜ ଜନ୍ମସ୍ଥଳୀକୁ... ଅବଧପୁରୀର ରାଜମହଲକୁ ଫେରିଛନ୍ତି ରାମଲଲା।
ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ସର୍ବାଧିକ ଟଙ୍କା ଦାନ କରି ବିଶ୍ୱର ଧନୀତାଲିକାରେ ଥିବା ଲୋକଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ରାମ ମନ୍ଦିର ନିର୍ମାଣରେ ସେହି ବ୍ୟକ୍ତିଜଣକ ୧୦୧ କିଲୋଗ୍ରାମ ସୁନା ଦାନ କରିଛନ୍ତି ।
ତେବେ ବିରାଟ କଣ ପାଇଁ ଖେଳିବେନି, ସେନେଇ ସେ ଟିମ୍ର ଅଧିନାୟକ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି । ଯାହାକୁ ରୋହିତ ମଧ୍ୟ ସମର୍ଥନ ଜଣାଇଛନ୍ତି ।
୧୦୦୦ଜଣ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମାଟି ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏବେବି ଚେଷ୍ଟା ଜାରି ରହିଛି।
୫ ବର୍ଷୀୟ ରାମଲାଲାଙ୍କ ୩ଟି ବାଳୁତ ବିଗ୍ରହ ତିଆରି କରାଯାଇଥିଲା। ପୁରାଣରେ ବର୍ଣ୍ଣିତ ରାମଲାଲା ଶୈଶବାବସ୍ଥାର ରୂପକୁ ଆଧାର କରି ଏହାକୁ ତିଆରି କରାଯାଇଛି ।
ରାମ ଭାରତର ଆଧାର, ବିଚାର ଓ ବିଧାନ । ରାମ ହିଁ ଚେତନା...ରାମ ହିଁ ଚିନ୍ତନ...ରାମ ହିଁ ପ୍ରତିଷ୍ଠା .. ରାମ ହିଁ ପ୍ରତାପ । ଭାରତର ପ୍ରଭାବ ଶ୍ରୀରାମ । ଭାରତର ପ୍ରବାହ ଶ୍ରୀରାମ । ରାମ ହିଁ ନୀତି.. ରାମ ହିଁ ନିତ୍ୟ.. ରାମ ହିଁ ନିରନ୍ତର । ସେ ବିଭୁ, ସେ ବିଶଦ, ସେ ବିଶ୍ୱ, ସେ ବ୍ୟାପକ.. ସେ ହିଁ ବିଶ୍ୱାତ୍ମା ।
ଅଯୋଧ୍ୟାରେ ରାମଲାଲାଙ୍କ ଆଗମନ ସହ ଶିଶୁପୁତ୍ରଟି ଜନ୍ମ ହୋଇଥିବାରୁ ପିଲାଟିର ନାମ କରଣ କରାଯାଇଛି ରାମ ରହିମ।
ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଭଗବାନ ଶ୍ରୀରାମଙ୍କ ସହ ଜଡିତ ଅନେକ ଗୀତ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭବ୍ୟ ମୁହୂର୍ତ୍ତକୁ ବିଭିନ୍ନ ମାଧ୍ୟମରେ ଉପଭୋଗ କରି ଲୋକଙ୍କ ଖୁସି ଆକାଶଛୁଆଁ ହେଉଛି। ଏଭଳି ଦୃଶ୍ୟ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଦେଖାଯାଉଛି।
ଏବେ ଅଯୋଧ୍ୟାରେ ରାମଲାଲାଙ୍କ ଏକ ବିଶାଳ ମନ୍ଦିର ଠିଆ ହୋଇଛି। ଅତୀତରେ ଶ୍ରୀରାମଙ୍କ ମନ୍ଦିର ତାଙ୍କ ଜନ୍ମସ୍ଥାନରେ କେଉଁଠାରେ ଥିଲା, ଏହାକୁ କିପରି ପୂଜା କରାଯାଉଥିଲା ଏବଂ ଏହାକୁ କିଏ ନିର୍ମାଣ କରିଥିଲେ ତାହା ସମସ୍ତଙ୍କ ଭିତରେ କୌତୁହଳ ସୃଷ୍ଟି କରେ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା।
ଆପଣ ଯଦି କେନ୍ଦ୍ର ସରକାର ଅଧିନରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF) ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି।
ଝିଅଟି ମୋବାଇଲେ କାର୍ଟୁନ ଦେଖୁଥିଲା। ହଠାତ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲା।
ରାହୁଲଙ୍କୁ ମନ୍ଦିର ପ୍ରବେଶକୁ ବାରଣ । ଏପରି ଅଭିଯୋଗ ଆଣିଛନ୍ତି ନିଜେ ରାହୁଲ ଗାନ୍ଧୀ । କଂଗ୍ରେସ ତରଫରୁ ଟ୍ୱିଟରରେ ଏକ ଭିଡ଼ିଓ ପୋଷ୍ଟ କରାଯାଇଛି । ଉକ୍ତ ଭିଡ଼ିଓରେ ରାହୁଲ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ମନ୍ଦିର ପ୍ରବେଶ ପ୍ରବେଶ କରିବାକୁ ଦିଆଗଲା ନାହିଁ ।