• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୌର ମକରମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୨୩ ତାରିଖ ମଙ୍ଗଳବାର ଚନ୍ଦ୍ର- ମିଥୁନ ଅହୋରାତ୍ର  ତିଥି- ୧୩ଶୀ ରାତ୍ରି ୦୮.୩୯ ଗତେ ୧୪ଶୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ପାଦ କୃଷିହାନି –ଭୂମିଦାନ ନିଶାନ୍ତ ୦୬.୨୬ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

ଶୁଭ ସମୟ

ଦିବା-୦୯.୧୩ ରୁ ୧୦.୫୨

ଦିବା- ୦୧.୦୪ ରୁ ୦୧.୨୧ 

ଦିବା- ୦୪.୦୬ ରୁ ୦୪.୪୪ 

ସନ୍ଧ୍ୟା- ୦୫.୨୯ ରୁ ୦୬.୨୦

ରାତ୍ରି- ୦୮.୫୬ ରୁ ୧୧.୩୨

ରାତ୍ରି- ୦୨.୦୮ ରୁ ୦୩.୫୧

ଅଧିକ ପଢ଼ନ୍ତୁ: ଏହି ଦିନଗୁଡିକରେ ଆରମ୍ଭ କରନ୍ତୁ ଗୃହ ନିର୍ମାଣ; ଆସିବ ନାହିଁ ସମସ୍ୟା

ଅଶୁଭ ସମୟ

ରାହୁକାଳ- ଦିବା ୦୨.୪୩ ରୁ ୦୪.୦୬

କାଳବେଳା- ଦିବା ୦୧.୨୧ ରୁ ୦୨.୪୩

ବାରବେଳା- ପ୍ରାତଃ ୦୭.୫୦ ରୁ ୦୯.୧୩

କାଳରାତ୍ରି- ସନ୍ଧ୍ୟା ୦୭.୦୬ ରୁ ୦୮.୪୩