/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707030722.jpg)
Baijayant Panda
ଓଡ଼ିଶାର ବିକାଶ ପାଇଁ ଗତ ୧୦ ବର୍ଷରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ଦର୍ଶନ ପରେ ସେ କହିଛନ୍ତି, ଆଗରୁ ଓଡ଼ିଶା ଅନୁଦାନ ମାଗିଲେ, କେନ୍ଦ୍ର ସରକାର କହୁଥିଲେ ଟଙ୍କା କ’ଣ ଗଛରେ ଫଳ। ଏବେ କିନ୍ତୁ ମୋଦି ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ଦେଉଛନ୍ତି। ଆଗକୁ ମଧ୍ୟ ଓଡ଼ିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ।
Advertisment
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବୈଜୟନ୍ତ କହିଛନ୍ତି, ୫୦୦ ବର୍ଷର ତ୍ୟାଗ ଓ ଆନ୍ଦୋଳନ ଯୋଗୁଁ ଅଯୋଧ୍ୟାରେ ରାମ ମନ୍ଦିର ହୋଇ ପାରିଛି। ସାରା ଦେଶରେ ଏହାକୁ ସ୍ୱାଗତ କରାଗଲା। ଏହା ହିଁ ନୂଆ ଭାରତର ଚେହେରା ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)